Browsing Category

ରଣଭୂମୀ – 2019

କିଏ ହେବ କାମାକ୍ଷାନଗର କିଙ୍ଗ୍ ? ମତ ଦେଉଛନ୍ତି ମତଦାତା, କାହାକୁ ବାଛିବେ ନିଜ ନେତା ?

କନକ ବ୍ୟୁରୋ: ୨୦୧୯ ମହାଯୁଦ୍ଧ ପାଇଁ ଚାଲିଛି ବଡ଼ ଲଢ଼େଇ । ଆଜି ତୃତୀୟ ପର୍ଯ୍ୟାୟ ମତଦାନରେ ନେତା ବାଛୁଛନ୍ତି ଜନତା । ରାଜ୍ୟର ୬ ଟି ସଂସଦୀୟ କ୍ଷେତ୍ର ଓ ଏହା ଅଧିନରେ ଆସୁଥିବା ୪୨ଟି ବିଧାନସଭା କ୍ଷେତ୍ରରେ ଲଢ଼େଇ ଜୋରଦାର ଚାଲିଛି । ତେବେ ଢ଼େଙ୍କାନାଳ ସଂସଦୀୟ କ୍ଷେତ୍ର ଅଧିନରେ ଥିବା…
Read More...

ପର୍ଜଙ୍ଗ ଟକ୍କର! କିଏ ହାତେଇବ ଆସନ ? ସିପାହୀ ବାଛୁଛନ୍ତି ଜନତା ଜନାର୍ଦ୍ଦନ ।

କନକ ବ୍ୟୁରୋ: ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଭୋଟ୍ ଦେଉଛି ଓଡ଼ିଶା । ରାଜ୍ୟର ୬ଟି ଲୋକସଭା ଆସନ ଓ ଏହା ଅଧିନସ୍ଥ ୪୨ଟି ବିଧାନସଭା କ୍ଷେତ୍ରରେ ମତ ଦେଉଛନ୍ତି ମତଦାତା । ସେହିଭଳି ଢ଼େଙ୍କାନାଳ ସଂସଦୀୟ କ୍ଷେତ୍ର ଅଧିନରେ ଥିବା ପର୍ଜଙ୍ଗ ବିଧାନସଭା ଆସନ କିଏ ଦଖଲ କରିବ ସେନେଇ ପ୍ରମୁଖ ଦଳ ମଧ୍ୟରେ…
Read More...

୧୯ ମହାଲଢ଼େଇ ! ମତ ସାବ୍ୟସ୍ତ କରୁଛନ୍ତି ମତଦାତା, ପାଲଲହଡ଼ାରେ କାହାର ପଲା ଭାରି ?

କନକ ବ୍ୟୁରୋ: ରାଜ୍ୟରେ ଚାଲିଛି ତୃତୀୟ ପର୍ଯ୍ୟାୟ ମତଦାନ । ମତ ସାବ୍ୟସ୍ତ କରୁଛନ୍ତି ମତଦାତା । ୬ଟି ସଂସଦୀୟ କ୍ଷେତ୍ର ସହ ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଚାଲିଛି ଭୋଟ୍ ଗ୍ରହଣ ପ୍ରକ୍ରିୟା । ତେବେ ଢ଼େଙ୍କନାଳ ସଂସଦୀୟ କ୍ଷେତ୍ର ଅଧିନରେ ଥିବା ପାଳଲହଡ଼ା ବିଧାନସଭା କ୍ଷେତ୍ରରେ ଚାଲିଛି…
Read More...

ବଢୁଛି ପାରଦ, ଜମୁଛି ପ୍ରଚାର! ପ୍ରଚାର ମୈଦାନରେ ବଲିଉଡ଼, ଓଲିଉଡ଼ ଓ ଜଲିଉଡ଼ କଳାକାର । ଭିନ୍ନ ଭିନ୍ନ ତରିକାରେ…

କନକ ବ୍ୟୁରୋ: ଜମୁଛି ପ୍ରଚାର ମୈଦାନ । ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନର୍ବାଚନ ପାଖେଲା ବେଳକୁ ଘମାସାନ ପ୍ରଚାର କରୁଛନ୍ତି ପ୍ରମୁଖ ଦଳର ପ୍ରାର୍ଥୀ । ଏହି ମର୍ମରେ ଯାଜପୁର ଜିଲ୍ଲା ବରୀ ନିର୍ବାଚନମଣ୍ଡଳୀରେ ନିର୍ବାଚନୀ ପ୍ରଚାର ଜୋର ଧରିଛି । ବରୀର ବିଜେଡି ପ୍ରାର୍ଥି ସୁନନ୍ଦା ଦାସ ପ୍ରଚାରକୁ…
Read More...

ରାଜନୀତି ଗରମ, ପ୍ରଚାର ବି ଗରମ । ପ୍ରଚଣ୍ଡ ତାତିରେ ଘମାଘୋଟ୍ ପ୍ରଚାର କରୁଛନ୍ତି ପ୍ରାର୍ଥୀ, ଭୋଟରଙ୍କ ମନ ଜିଣିବାକୁ…

କନକ ବ୍ୟୁରୋ: ପ୍ରଚାର ମୈଦାନରେ ପ୍ରମୁଖ ଦଳର ପ୍ରାର୍ଥୀ । ଭୋଟରଙ୍କୁ ମନେଇବା ପାଇଁ ଚାଲିଛି ପ୍ରାଣମୂର୍ଚ୍ଛା ଉଦ୍ୟମ । ତେବେ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ହେବାକୁଥିବା ନିର୍ବାଚନ ପାଇଁ ସ୍ଥାନୀୟ ଅଞ୍ଚଳରେ ବଳ କଷୁଛନ୍ତି ପ୍ରାର୍ଥୀ । ଶେଷ ସୁଯୋଗକୁ ହାତ ଛଡ଼ା ନକରି ଘରକୁ ଘର ବୁଲି ପ୍ରଚାର…
Read More...

କାମାକ୍ଷାନଗର କିଙ୍ଗ୍ କିଏ? ପଞ୍ଚମ ଥର ‘ଶଙ୍ଖ’ ଫୁଙ୍କିବାକୁ ବିଜେଡିର ପୁରୁଣା ସିପାହୀ ତୟାର, ଚେକ୍ ଦେବାକୁ ବିରୋଧୀଙ୍କ…

କନକ ବ୍ୟୁରୋ: ଢେଙ୍କାନାଳ ଜିଲ୍ଲାର ଅଣସଂରକ୍ଷିତ କାମାକ୍ଷାନଗର ନିର୍ବାଚନମଣ୍ଡଳୀରେ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀମାନେ ଘମାସାନ୍ ପ୍ରଚାର ଚଳାଇଛନ୍ତି । ଅଞ୍ଚଳର ବିକାଶ ପ୍ରତି ସରକାରଙ୍କ ଅବହେଳା ବିରୋଧୀ ଦଳର ମୁଖ୍ୟ ପ୍ରସଙ୍ଗ ହୋଇଥିବାବେଳେ ଶାସକ ଦଳ କିନ୍ତୁ…
Read More...

ପୁଣି ବିବାଦରେ ମନ୍ତ୍ରୀ ବଦ୍ରି ପାତ୍ରଙ୍କ ପୁଅ ! ଖଣ୍ଡା, ଭୁଜାଲି ଧରି ଧମକାଇବା ସହ କଂଗ୍ରେସ କର୍ମୀଙ୍କୁ ଆକ୍ରମଣ…

କନକ ବୁରୋ: କେନ୍ଦୁଝର ଜିଲ୍ଲାରେ ପୁଣି ଘଟିଛି ନିର୍ବାଚନୀ ହିଂସା । ଘସିପୁରା ନିର୍ବାଚନମଣ୍ଡଳୀର ଅଙ୍ଗାରୁଆ ଗ୍ରାମରେ ଜଣେ କଂଗ୍ରେସ କର୍ମୀଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ମନ୍ତ୍ରୀ ବଦ୍ରି ପାତ୍ରଙ୍କ ପୁଅ ଦେବାଶିଷ୍ ପାତ୍ର ଓରଫ ଟୁଟୁଙ୍କ ନାଁରେ ମାମଲା ରୁଜୁ ହୋଇଛି ।…
Read More...

ତୃତୀୟ ପର୍ଯ୍ୟାୟ ପାଇଁ କାଲି ସରୁଛି ପ୍ରଚାର । ପ୍ରାର୍ଥୀଙ୍କ ପାଇଁ ଶେଷ ସୁଯୋଗ, ମତଦାତାଙ୍କୁ ମନାଇବା ପାଇଁ ଚାଲିଛି…

କନକ ବ୍ୟୁରୋ: ପ୍ରଚାର ମୈଦାନରେ କାଲି ଶେଷ ସୋ’କନକ ବ୍ୟୁରୋ: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଏବେ ଜୋର ଧରିଛି ପ୍ରଚାର । ପୁରା ଦମ ଲଗାଇଦେଇଛନ୍ତି ନେତା । ବିଜେଡି, ବିଜେପି ଓ କଂଗ୍ରେସର ନେତାମାନେ ମାତିଛନ୍ତି ପ୍ରଚାର ଅଭିଯାନ । ରାଲି, ଶୋଭାଯାତ୍ରାରେ ଜନତାଙ୍କ ପାଖରେ ପହଂଚିବା ପାଇଁ…
Read More...

କେଉଁଝରରେ ଜିତିବ କିଏ ? ଫଟୋରେ ଫଟୋରେ ଦେଖନ୍ତୁ କେଉଁଝର ଲୋକସଭା ଓ ୭ ବିଧାନସଭା ଆସନର ଟିକିନିକି ତଥ୍ୟ ।

କନକ ବ୍ୟୁରୋ : କେଉଁଝର ଲୋକସଭା ଆସନରେ ଜିତିବ କିଏ । ଏହି ଆସନକୁ ହାତେଇବାକୁ କଂଗ୍ରେସ ଓ ବିଜେଡି ନୂଆ ପ୍ରାର୍ଥୀଙ୍କୁ  ମୈଦାନକୁ ଆଣିଥିବା ବେଳେ ବିଜେପି ପୁରୁଣା ସିପାହୀଙ୍କୁ ଧରି ପୁଣିଥରେ ନିଜର ଗଡକୁ ଫେରିବାକୁ ଉଦ୍ୟମ ଆରମ୍ଭ କରିଛି । କେଉଁଝରବାସୀ ପ୍ରତି ଦଳକୁ ସୁଯୋଗ ଦେଇଥିବା ବେଳେ…
Read More...

ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ରଘୁନାଥପାଲୀ ଲଢ଼େଇରେ କିଏ ମାରିବ ବାଜି ?

କନକ ବ୍ୟୁରୋ: ସୁନ୍ଦରଗଡ଼ ଲୋକସଭା ଆସନ ଅଧିନରେ ଥିବା ରଘୁନାଥପାଲୀ ବିଧାନସଭା କ୍ଷେତ୍ରରେ ଚାଲିଛି ଲଢ଼େଇ । କାରଣ ଭୋଟ୍ ଦେଇ ନେତା ବାଛୁଛନ୍ତି ଜନତା । ତେବେ ଏହି ଆସନରେ କେଉଁ ଦଳର ପ୍ରାର୍ଥୀଙ୍କୁ ଭରସା କରିବେ ଭୋଟର ସେନେଇ ପ୍ରାର୍ଥୀଙ୍କ ଛାତି ଧଡ଼ପଡ଼ ହେଉଛି । କିନ୍ତୁ ଆସନ୍ତା ମେ’ ୨୩…
Read More...