Browsing Category

ରଣଭୂମୀ – 2019

ତଥାପି ଛିଣ୍ଡୁନି ବିଜେପି ଅଙ୍କ ! କଳାହାଣ୍ଡି-କୋରାପୁଟକୁ ନେଇ ଦ୍ୱନ୍ଦରେ ବିଜେପି, କାହାକୁ ଟିକେଟ୍ ଦେବ ଦଳ ?

ନକ ବ୍ୟୁରୋ: ରାଜ୍ୟର ୧୦ ଲୋକସଭା ଆସନ ପାଇଁ ବିଜେପି ଦିଲ୍ଲୀ ଦରବାରରୁ ଘୋଷଣା ହେଲା ବିଜେପି ତାଲିକା । କିନ୍ତୁ ଘୋଷଣା ହୋଇଥିବା ଏହି ୧୦ଟି ସଂସଦୀୟ କ୍ଷେତ୍ରର ପ୍ରାର୍ଥୀ ତାଲିକାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନେଇ ମାତ୍ର ୨ଟି ଆସନରେ ବିଜେପି ପ୍ରାର୍ଥୀ ଚୂଡ଼ାନ୍ତ ହୋଇଛି । ସେହିଭଳି ଦୁଇଟି…
Read More...

ପ୍ରଥମ ପର୍ଯ୍ୟାୟ ନିର୍ବାଚନ କିଏ କାହାକୁ ଦେବ ଟକ୍କର । ଜାଣନ୍ତୁ କେଉଁ ସଂସଦୀୟ କ୍ଷେତ୍ରରେ ୩ ଦଳରୁ କିଏ ହେଲେ…

କନକ ବ୍ୟୁରୋ: ଶାସକ ବିଜେଡିକୁ ମାତ୍ ଦେଇ ଓଡ଼ିଶାରେ ୧୨୦ ମିଶନ୍ ପୁରଣ ପାଇଁ ସେନାଙ୍କୁ ବାଛିଛି ବିଜେପି । ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଘୋଷଣା ହୋଇଛି ଓଡ଼ିଶା ପାଇଁ ୧୦ଟି ଲୋକସଭା କ୍ଷେତ୍ରର ପ୍ରାର୍ଥୀ ତାଲିକା । ତେବେ ରାଜ୍ୟରେ ହେବାକୁଥିବା ୪ଟି ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେପି ପ୍ରଥମ,…
Read More...

ଜୟପୁରରେ ହେବ ଜବରଦସ୍ତ ଲଢ଼େଇ ! ପୁଣି ତାରା-ରବିଙ୍କ ମଧ୍ୟରେ ଫାଇଟ୍, ବିଜେଡି-କଂଗ୍ରେସକୁ ଟକ୍କର ଦେବା ପାଇଁ କାହାକୁ…

କନକ ବ୍ୟୁରୋ: ଜୟପୁର ବିଧାନସଭା ଆସନ ଦଖଲ ପାଇଁ ଚାଲିଛି ରଣନୀତି । ଶାସକ ବିଜେଡି ଓ ବିରୋଧୀ କଂଗ୍ରେସର ସେନାପତି ପ୍ରସ୍ତୁତ ହୋଇଥିବାବେଳେ ଏଠାରେ ବିଜେପିର ମଙ୍ଗ କିଏ ସମ୍ଭାଳିବ ତାହା ଏବେ ବି ଅସ୍ପଷ୍ଟ ରହିଛି । ତେବେ ରାଜ୍ୟ ରାଜନୀତିର ଦୁଇ ହେଭିୱେଟ ନେତାଙ୍କ ଲଢେଇକୁ ନେଇ ସର୍ବଦା…
Read More...

ରୋଚକ ସ୍ଥିତିରେ କଣ୍ଟାବାଞ୍ଜି ଆସନ : ଚେର କାଟିବାକୁ ବିଦ୍ରୋହୀଙ୍କ ସଜବାଜ

କନକ ବ୍ୟୁରୋ : କଣ୍ଟାବାଞ୍ଜି ଆସନ ମୁରିବାହାଲ, ବଙ୍ଗୋମୁଣ୍ଡା, ତୁରେକେଲା ବ୍ଲକ ଏବଂ କଂଟାବାଞ୍ଜି ଏନଏସି (୧୬ଟି ୱାର୍ଡ) କୁ ନେଇ ଗଠିତ । ୨ ଲକ୍ଷ ୭୩ ହଜାର ୬୭୮ ଭୋଟର। ଚଳିତ ନିର୍ବାଚନରେ ତିନି ପ୍ରମୁଖ ଦଳ ନିଜ ନିଜର ଶକ୍ତି ପ୍ରଦର୍ଶନ କରିବା ସହ ଭୋଟରମାନଙ୍କୁ କେମିତି ଆକୃଷ୍ଟ କରିବେ ସେ…
Read More...

ଆସନ୍ତାକାଲି ବାକି ୯ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିପାରନ୍ତି ବିଜେଡି ସୁପ୍ରିମୋ ! ଆପଣଙ୍କ ମତରେ କାହାକୁ ମିଳିବ…

କନକ ବ୍ୟୁରୋ : ଆସନ୍ତାକାଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବଳକା ୯ଟି ବିଧାନସଭା ଆସନ ପାଇଁ ଘୋଷଣା କରିପାରନ୍ତି ପ୍ରାର୍ଥୀ ତାଲିକା । ବାକି ଥିବା ୯ଟି ଆସନର ପ୍ରାର୍ଥୀ ତାଲିକାରେ ଶେଷ ସ୍ପର୍ଶ ଦେଇସାରିଛନ୍ତି ନବୀନ ପଟ୍ଟନାୟକ ଏବେ କେବଳ ଘୋଷଣାକୁ ଅପେକ୍ଷା । ଚୁଡାନ୍ତ ତାଲିକାରେ ମୋହର…
Read More...

ଟିକେଟ ନେଲେ ନେତା, ଏବେ ଭରସା ଜନତା । ଟିକେଟ ନେଇ ନିର୍ବାଚନମଣ୍ଡଳୀ ମୁହାଁ ନବୀନଙ୍କ ଯୋଦ୍ଧା

କନକ ବ୍ୟୁରୋ : ଟିକେଟ ଘୋଷଣା ପରେ ଏବେ ନେତା ନିର୍ବାଚନ ମଣ୍ଡଳି ମୁହାଁ । ଗତକାଲି ପର୍ଯ୍ୟନ୍ତ ଟିକେଟ ପାଇଁ ନବୀନ ନିବାସରେ ଭିଡ କରୁଥିବା ନେତା ଟିକେଟ ଘୋଷଣା ପରେ ଆଜି ହାତରେ ଟିକେଟ ଧରି ବାହାରିଛନ୍ତି ନିର୍ବାଚନମଣ୍ଡଳୀ । ହଳଦିଆ ଲଫାପାରେ ୨୦୧୯ ମହାସମର ପାଇଁ ଅସ୍ତ୍ର ଧରି…
Read More...

କେତେ ସତ ହେବ ସର୍ଭେ ରିପୋର୍ଟ? ୨୧ରୁ ୧୮ରେ ବାଜି ମାରିବ ବିଜେଡି, ବିଜେପି ଦେବ କଡା ଟକ୍କର । ଖାତା ଖୋଲିପାରେ କଂଗ୍ରେସ…

କନକ ବ୍ୟୁରୋ : ୨୦୧୯ରେ ପୁଣିଥରେ ଓଡିଶାରେ ବିଜେଡି ଦେଖାଇବ ବଳ । ମୋଟ ୨୧ଟି ଲୋକସଭା ଆସନରୁ ୧୮ଟି ଆସନରେ ବିଜୟ ବାନା ଉଡାଇବ ବିଜେଡି । କାମ ଦେବନି ମୋଦି ମ୍ୟାଜିକ । ତେବେ ୨୦୧୯ରେ ୨୦୧୪ ଭଳି ସଫଳତା ବିଜେଡିକୁ ମିଳିନପାରେ । ବିଜେପି ଓ କଂଗ୍ରେସ ଗତ ନିର୍ବାଚନ ଠାରୁ ଭଲ ପ୍ରଦର୍ଶନ କଲେ ମଧ୍ୟ…
Read More...

ସୁପ୍ରିମୋଙ୍କୁ ଜବାବ ମାଗିଲେ ସାଂସଦ । ଟିକେଟ ନ ଦେବାର କାରଣ ପଚାରିଲେ ଅର୍କକେଶରୀ, କହିଲେ, ଦଳରେ ଆବଶ୍ୟକତା ଅଛି ନା…

କନକ ବ୍ୟୁରୋ : ଟିକେଟ କଟିବା ପରେ ବିଜେଡି ସୁପ୍ରିମୋଙ୍କ ନିକଟରେ ଫେରାଦ ହୋଇଛନ୍ତି ଅର୍କକେଶରୀ ଦେଓ । ନିଜର ଅସନ୍ତୋଷ ଚିଠି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି ଅର୍କ । ଟିକେଟ ନ ମିଳିବା ନେଇ ପ୍ରତିବାଦ କରିବା ସହ ନିଜର ଅସନ୍ତୋଷ ଜାହିର କରିଛନ୍ତି ଅର୍କକେଶରୀ । ତାଙ୍କୁ ଦଳରେ…
Read More...

ନରସିଂହଙ୍କୁ କଂଗ୍ରେସ ଦେଲା ବଲାଙ୍ଗୀର ଭାର । ବିଜେଡିକୁ ଦ୍ୱନ୍ଦରେ ରଖିଛି ୨୦୧୪ର ତିକ୍ତ ଅନୁଭୂତି, କ’ଣ କରିବ ବିଜେପି…

କନକ ବ୍ୟୁରୋ: ୨୦୧୯ ମହାସମର ପାଇଁ ପ୍ରସ୍ତୁତ ହୋଇଛନ୍ତି ବିଜେଡି ଓ କଂଗ୍ରେସ । ଗତକାଲି ଉଭୟ ଦଳ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । କିନ୍ତୁ ଉଭୟ ଦଳ ପ୍ରଥମ ପର୍ଯ୍ୟାୟ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ବିଭିନ୍ନ ସଂସଦୀୟ କ୍ଷେତ୍ର ଏବଂ ବିଧାନସଭା କ୍ଷେତ୍ରରେ ପ୍ରାର୍ଥୀ…
Read More...

ରେଢ଼ାଖୋଲ ରାଜନୀତି ! ବିଜୟ ପାଇଁ ମୈଦାନକୁ କାହାକୁ ଓହ୍ଲାଇବେ ତିନି ଦଳର ଦଳପତି ?

କନକ ବ୍ୟୁରୋ: ସାଧାରଣ ନିର୍ବାଚନ ନେଇ ତାରିଖ ଘୋଷଣା ପରେ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି । ଏପ୍ରିଲ ୨୩ ତାରିଖରେ ହେବାକୁଥିବା ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ଓଡ଼ିଶାର ୬ଟି ଲୋକସଭା ଓ ଏହା ଅଧିନରେ ଥିବା ୪୨ଟି ବିଧାନସଭା କ୍ଷେତ୍ରରେ ହେବ ମତଦାନ । ସେଥି ମଧ୍ୟରେ ରହିଛି ସମ୍ବଲପୁର…
Read More...