Browsing Category

ନ୍ୟୁଜ୍

ବିସିସିଆଇ ଉପରେ ଉଠିଲା ପ୍ରଶ୍ନ । କ’ଣ ପାଇଁ କପିଲ ଦେବଙ୍କୁ ଦିଆଗଲାନି ନିମନ୍ତ୍ରଣ? ବିରୋଧୀଙ୍କ ଆପତ୍ତି, ପଚାରିଲେ…

କନକ ବ୍ୟୁରୋ : ବିଶ୍ୱକପ ୨୦୨୩ ସରିଛି । ଟିମ ଅଷ୍ଟ୍ରେଲିଆ ପିନ୍ଧିଛି ଚାମ୍ପିୟନ ମୁକୁଟ । ନିରାଶ ହେଲେ ରୋହିତ ବାହୀନି । ଏହି ଘଟଣାକୁ ନେଇ କ୍ରିକେଟପ୍ରେମୀଙ୍କ ମଧ୍ୟରେ ନିରାଶ ଖେଳିଛି । ସେପଟେ ଅନ୍ୟ ଏକ ଘଟଣାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଛି । ବିଶ୍ୱକପର ବିଶାଳ ଆୟୋଜନରେ କ’ଣ ପାଇଁ…
Read More...

ସୁଡ଼ଙ୍ଗରେ ଫସିଥିବା ୪୧ ଶ୍ରମିକଙ୍କ ଜୀବନ ରକ୍ଷା କରିବ ପଂଚସୂତ୍ରୀ ଯୋଜନା । ୫ଟି ଭିନ୍ନ ଦିଗରୁ ୫ଟିମ୍ କରିବେ…

କନକ ବ୍ୟୁରୋ : ଆଜିକୁ ଠିକ ୯ଦିନ । ୧୨ ନଭେମ୍ବର ଉତରାଖଣ୍ଡ ଉତରକାଶୀରେ ଭୁଷୁଡିପଡିଥିବା ନିର୍ମାଣଧୀନ ଟନେଲରେ ଚାଲିଛି ଶ୍ରମିକଙ୍କ ଉଦ୍ଧାରକାମ । ଗୋଟିଏ ସପ୍ତାହ ବିତିଯାଇଥିଲେ ବି ଉଦ୍ଧାରକାରୀ ଦଳଙ୍କୁ ମିଳିନି ସଫଳତା । ମିିଳିଥିବା ସୂଚନା ଅନୁସାରେ ଶ୍ରମିକଙ୍କୁ ଉଦ୍ଧାର ପାଇଁ ନୂଆ ପ୍ଲାନ…
Read More...

ଭାରତ ହାରିଲା ବୋଲି ଜୀବନ ହାରିଲେ! ବିଞ୍ଝାରପୁରରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

କନକ ବ୍ୟୁରୋ : ବିଶ୍ୱକପ କ୍ରିକେଟ ଫାଇନାଲରେ ଭାରତ ହାରିଲା । ଆଉ କୋଟି କେଟି ଭାରତୀୟ କ୍ରିକେଟ ପ୍ରେମୀଙ୍କୁ ନିରାଶ ବି କଲା । ବିଞ୍ଝାରପୁର ଥାନା ଅଂଚଳର ଜରି ଗାଁରେ ରବିବାର ରାତିରେ ଜଣେ କ୍ରିକେଟପ୍ରେମୀ ଯୁୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଏହି ଗାଁର ଦେବରଂଜନ ନିଜ ଘର ନିକଟରେ…
Read More...

ଉତରାଖଣ୍ଡ ଉଦ୍ଧାର ଅଭିଯାନରେ ସାମିଲ ହେବ ରୋବଟ । ଟନେଲରେ ଫସିଥିବା ଶ୍ରମିକଙ୍କୁ ଖୋଜିବ ଡିଆରଡିଓ ପ୍ରସ୍ତୁତ କରିଥିବା…

କନକ ବ୍ୟୁରୋ : ସୁଡ଼ଙ୍ଗ ଭିତରେ ଫଶି ରହିଥିବା ଶ୍ରମିକଙ୍କୁ ସନ୍ଧାନ କରିବ ଡିଆରଡିଓ ଦ୍ୱାରା ପ୍ରସ୍ତୁତ ରୋବର୍ଟ । ଯାହାର ନାଁ ହେଉଛି- ଦକ୍ଷ । ନାଁ ଯେମିତି ଦକ୍ଷ, ରୋବର୍ଟା କାମ ସେମିତି ଦକ୍ଷ । ଯେଉଁଠି ମଣିଷ ପହଂଚିବା କଷ୍ଟକର ହୋଇପଡ଼େ, ସେଠି ପହଂଚିଯାଏ ଏହି ଯନ୍ତ୍ର । ଡିଆରଡିଓ ନିର୍ମାଣ…
Read More...

ରାଜଧାନୀରେ ରକ୍ତମୁଖା ସ୍ୱାମୀ । ଅଫିସରେ ପଶିଲା, ସ୍ତ୍ରୀକୁ ନିର୍ମମ ଭାବେ ହାଣିଲା

କନକ ବ୍ୟୁରୋ : ରାଜଧାନୀରେ ରକ୍ତମୁଖା ସ୍ୱାମୀ । ଅଫିସ୍ ଭିତରେ ପଶି ସ୍ତ୍ରୀକୁ ହାଣିଛି ନୃଶଂସ ସ୍ୱାମୀ । ଭୁବନେଶ୍ୱର ଭରତପୁର ଥାନା ଅଂଚଳରେ ଘଟିଛି ଏଭଳି ଏକ ଚାଂଚଲ୍ୟକର ଘଟଣା । ପାରିବାରିକ ବିବାଦକୁ ନେଇ ଏଭଳି ଘଟଣା ଘଟିଥିବା କୁହାଯାଉଛି । ଆଜି ପ୍ରାୟ ଦିନ ଗୋଟାଏ ବେଳେ ଏକ ବିଲ୍ଡର…
Read More...

ବସ୍ତିବାସିନ୍ଦାଙ୍କ ଆବାସ ପ୍ରକଳ୍ପକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱର ସହରାଂଚଳରେ ଘର ପାଇଲେ ବସ୍ତିବାସିନ୍ଦା

କନକ ବ୍ୟୁରୋ : ମୁଣ୍ଡ ଉପରେ ଛାତଟିଏ ପାଇଁ ବର୍ଷ ବର୍ଷ ଧରି ହନ୍ତସନ୍ତ ହୋଇ ଆସୁଛନ୍ତି ଭୁବନେଶ୍ୱରର ବସ୍ତିବାସିନ୍ଦା । ରାଜଧାନୀରେ ସମ୍ମାନର ସହ ବଂଚିବା ପାଇଁ ସ୍ୱପ୍ନ ଦେଖି ଆସୁଛନ୍ତି । ଆଉ ଏହି ସ୍ୱପ୍ନ ଏବେ ସାକାର ହେବାକୁ ଯାଉଛି । ସହରାଂଚଳ ଆବାସ ଯୋଜନା ଅନ୍ତର୍ଭୁକ୍ତ ସୁଲଭ ବାସଗୃହ…
Read More...

ରଣନୀତି ଚୂଡ଼ାନ୍ତ କଲେ ଶାସକ ଓ ବିରୋଧୀ ଦଳ । ଆଦିବାସୀ ଜମି ବିକ୍ରି. ରତ୍ନଭଣ୍ଡାର, ଧାନମଣ୍ଡି ଅବ୍ୟବସ୍ଥା, ଆଇନ…

କନକ ବ୍ୟୁରୋ : ରାତି ପାହିଲେ ଆରମ୍ଭ ହେବ ବିଧାନସଭା ଅଧିବେଶନ । ନିର୍ବାଚନକୁ ଆଉ ଅଳ୍ପଦିନ ବାକି ଥିବାରୁ ଲୋକଙ୍କ ପ୍ରସଙ୍ଗ ଉଠାଇବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ଶାସକ ଓ ବିରୋଧୀ ଦଳ । ବିଜେପି ବିଧାୟକ ଦଳ ବୈଠକରେ ଏ ନେଇ ଆଲୋଚନା ବି ହୋଇଛି । ବିଜେପିର ମୁଖ୍ୟ ପ୍ରସଙ୍ଗ ରହିଛି…
Read More...

ଜନ୍ମମାଟିରେ ମହାମହିମ । ରାଷ୍ଟ୍ରପତିଙ୍କ ଝଲକ ପାଇବା ପାଇଁ ଲୋକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ, ଅଖିଳ ଭାରତୀୟ…

କନକ ବ୍ୟୁରୋ : ଜନ୍ମମାଟିରେ ଯେତେବେଳେ ମ୍ୟାଡମ୍ ରାଷ୍ଟ୍ରପତିଙ୍କ ପାଦ ପଡ଼ୁଥିଲା, ତାଙ୍କ ଉପରେ ଅଟକି ରହିଥିଲା ସମସ୍ତଙ୍କ ନଜର । ଯଦିଓ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ଦ୍ୱିତୀୟ ଥର ପାଇଁ ମୟୁରଭଞ୍ଜରେ ପହଂଚୁଥିଲେ, ତଥାପି ଜନ୍ମଭୂମିକୁ ପହଂଚିବାର ଉତ୍ସାହ ସ୍ପଷ୍ଟ ବାରି ହୋଇପଡ଼ିୁଥିଲା ।…
Read More...

ପୁରୀରେ ପ୍ରବଳ ଭିଡ଼ । ଅବ୍ୟବସ୍ଥା ଯୋଗୁଁ କାଳିଆ ଦର୍ଶନ ପାଇଁ କଲବଲ ହେଲେ ଶ୍ରଦ୍ଧାଳୁ, ଚେତା ହରାଇଲେ ମହିଳା ଭକ୍ତ

କନକ ବ୍ୟୁରୋ : ମହାପ୍ରଭୁଙ୍କ ଦର୍ଶନ ପାଇଁ ଚାହିଁ ରହିଛନ୍ତି ଶ୍ରଦ୍ଧାଳୁ । ଶ୍ରୀମନ୍ଦିର ସିିଂହଦ୍ୱାର ସମ୍ମୁଖରେ ପ୍ରବେଶ ପାଇଁ ବଡଦାଣ୍ଡରେ ଲାଗିଛି ଭକ୍ତଙ୍କ ଲମ୍ବା ଧାଡି । ସିଂହଦ୍ୱାର ସମ୍ମୁଖରୁ ମାର୍କେଟ ଛକ ପର୍ଯ୍ୟନ୍ତ , ଭିଡ ଲାଗିଛି । ଛୁଆ, ପିଲା, ବୟସ୍କ, ମହିଳା, ସମସ୍ତେ ଏହି ଭିଡରେ…
Read More...

ପ୍ରଶାସନର ଅବହେଳା ଯୋଗୁ ମଣିଷ ଶୁନ୍ୟ ହୋଇଗଲା ଗାଁ । ହୀରାକୁଦ ଡ୍ୟାମ ନିର୍ମାଣ ଯୋଗୁ ବିସ୍ଥାପିତ ହୋଇଥିଲେ ଝାରସୁଗୁଡ଼ା…

କନକ ବ୍ୟୁରୋ : ମଣିଷ ନଥିବା ଗାଁ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ପ୍ରଶାସନର ଅବହେଳା ଯୋଗୁ ଏବେ ଘୁନଘୁଟପାଲି ଗାଁ ମଣିଷ ଶୁନ୍ୟ ହୋଇଯାଇଛି । ହୀରକୁଦ ନଦୀ ବନ୍ଧ ନିର୍ମାଣ ଯୋଗୁ ୬୦ ବର୍ଷ ତଳେ ପାଣି ଆସି ଗାଁ ବୁଡେଇ ଦେଇଥିଲା । ପରେ ଗାଁ ଲୋକେ ଅଳ୍ପ ଦୂର ଜଙ୍ଗଲ ପାଖ ଉଚ୍ଚ…
Read More...