Browsing Category

ନ୍ୟୁଜ୍

ଅଭିବ୍ଯକ୍ତିର ସ୍ବାଧୀନତା : ଜଣେ ଆମେରିକୀୟ ଛାତ୍ରଙ୍କ ପାଇଁ ମସ୍କଙ୍କ ଖୋଲା ସମର୍ଥନ

ରାଇଟ୍ ଟୁ ଫ୍ରି ସ୍ପିଚ୍ ପ୍ରସଙ୍ଗରେ ଏକ୍ସ(ଟ୍ଵିଟର) ସିଇଓ ଏଲୋନ୍ ମସ୍କ କହିଥିଲେ ଯେ ସେ ତାଙ୍କ ବ୍ୟବହାରକାରୀଙ୍କ ସ୍ୱାର୍ଥକୁ ସମ୍ପୂର୍ଣ୍ଣରୂପେ ରକ୍ଷା କରିବେ । ଆମେରିକାର ଇଲିନୋଇସ୍ ୟୁନିଭରସିଟିରୁ ଏପରି ଏକ ମାମଲା ସାମ୍ନାକୁ ଆସିଛି । ସେ  ରାଇଟ୍ ଟୁ ଫ୍ରି ସ୍ପିଚ୍ ସମ୍ବନ୍ଧରେ…
Read More...

ଧାରଣାରୁ ଉଠିଲେ ଆନ୍ଦୋଳନରତ ବିରୋଧୀ କର୍ପୋରେଟର । ଆଲୋଚନା କଲେ କଟକ ମେୟର ଏବଂ କମିଶନର ।

କନକ ବ୍ୟୁରୋ: ଧାରଣାରୁ ଉଠିଲେ ଆନ୍ଦୋଳନରତ ବିରୋଧୀ କର୍ପୋରେଟର । ସିଏମସି କାର୍ଯ୍ୟାଳୟରେ ଆଲୋଚନା କଲେ ମେୟର ଓ କମିଶନର । ତେବେ ସମସ୍ତ ପ୍ରତିଶ୍ରୁତି ଦେବାରୁ ଆନ୍ଦୋଳନରୁ ହଟିଛନ୍ତି ବିରୋଧୀ କର୍ପୋରେଟର । ଜାଣିରଖିବା ଉଚିତ୍ ଯେ, କଟକ ମହାନଗର ନିଗମରେ ଦୁର୍ନୀତି ଚାଲିଥିବା ଅଭିଯୋଗ ଆଣି…
Read More...

ସରକାରୀ ଅଧିକାରୀଙ୍କୁ କେଭି ସିଂ ଦେଓଙ୍କ ତାଗିଦ୍ । ଭତ୍ତା, ରାସନ କାର୍ଡରେ ଅନିୟମିତତା ହେଉଥିବା ଅଭିଯୋଗ ।

କନକ ବ୍ୟୁରୋ: ସରକାରୀ ଅଧିକାରୀଙ୍କୁ ବରିଷ୍ଠ ବିଜେପି ନେତା କେଭି ସିଂ ଦେଓଙ୍କ ତାଗିଦ । ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ ଘେରାଉ ବେଳେ ଅଧିକାରୀଙ୍କୁ ବିଭିନ୍ନ ପ୍ରସଙ୍ଗରେ ପ୍ରଶ୍ନ କରିବା ସହ ଚେତାବନୀ ଦେଇଛନ୍ତି କେଭି ସିଂଦେଓ । ଦୁର୍ନୀତି ଓ ଭଷ୍ଟାଚାର ଚାଲିଥିବା ଅଭିଯୋଗ ଆଣି ତୁରନ୍ତ…
Read More...

ଜମ୍ମୁ କଶ୍ମୀରରେ ସେନା ଆକ୍ରମଣରେ ୫ ଆତଙ୍କୀ ନିହତ । ମୃତ ଆତଙ୍କୀ ଲସ୍କର- ଏ- ତୋଏବାର ସୂଚନା

କନକ ବ୍ୟୁରୋ: ଏନକାଉଣ୍ଟରରେ ୫ ଆତଙ୍କବାଦୀ ନିପାତ । ଜମ୍ମୁକଶ୍ମୀର କୁଲଗାଁଓରେ ସେନା ଆକ୍ରମଣରେ ଆତଙ୍କୀ ପ୍ରାଣ ହରାଇଛନ୍ତି । ମୃତ ଆତଙ୍କବାଦୀ ଲଶ୍କର-ଏ-ତୌଇବାର ବୋଲି ଜଣାପଡିଛି । ଆତଙ୍କବାଦୀ ବିରୋଧରେ ସେନା ଜୋରଦାର ଅପରେସନ ଚଳାଇଛି । ଆଜି ଦ୍ୱିତୀୟ ଦିନରେ ୫ ଆତଙ୍କୀ ନିପାତ ହୋଇଛନ୍ତି ।…
Read More...

ଇସ୍ରାଏଲ-ହମାସ ଯୁଦ୍ଧରେ ସାଧାରଣ ନାଗରିକଙ୍କ ମୃତ୍ଯୁକୁ ପ୍ରଧାନମନ୍ତ୍ରୀ ମୋଦୀ ନିନ୍ଦା କରିଛନ୍ତି, କହିଛନ୍ତି…

ଭାରତ ଦ୍ୱାରା ଆୟୋଜିତ ଦ୍ୱିତୀୟ 'ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍ ସମ୍ମିଳନୀ'କୁ ସମ୍ବୋଧିତ କରୁଥିବାବେଳେ ପ୍ରଧାନମନ୍ତ୍ରୀ ମୋଦୀ ଏହା କହିଛନ୍ତି। ସେ କହିଛନ୍ତି, ଆମେ ଦେଖୁଛୁ ଯେ ପଶ୍ଚିମ ଏସିଆର ଘଟୁଥିବା ଘଟଣାକ୍ରମରୁ ନୂଆ ନୂଆ ଆହ୍ବାନ ସୃଷ୍ଟି ହେଉଛି । ଇସ୍ରାଏଲ୍-ହମାସ୍ ବିବାଦ ସମ୍ପର୍କରେ…
Read More...

ମହମ୍ମଦ ସାମିଙ୍କ ପତ୍ନୀଙ୍କ ରିଲ୍ସକୁ ନେଇ ବଢିଲା ଚର୍ଚ୍ଚା । ବିଶ୍ୱକପରେ ଭଲ ପ୍ରଦର୍ଶନ କମାଇବ କି ତିକ୍ତତା?

କନକ ବ୍ୟୁରୋ: ବିଶ୍ୱକପରେ ଟିମ୍ ଇଣ୍ଡିଆର ଅନ୍ୟତମ ପ୍ରମୁଖ ଖେଳାଳି ମହମ୍ମଦ ସାମି ଏବେ ଚର୍ଚ୍ଚାରେ । ଯଦିଓ କ୍ରିକେଟରେ ଏବେ ସେ ଚମକୁଛନ୍ତି କିନ୍ତୁ ତାଙ୍କ ବ୍ୟକ୍ତିଗତ ଜୀବନ ବିବାଦୀୟ ରହିଛି । ଏବେ ସାମିଙ୍କ ବୋଲିଂକୁ ନେଇ ସବୁଠି ଚର୍ଚ୍ଚା ଚାଲିଛି । ସାମି ବିଶ୍ୱକପରେ ଲଗାତାର ଭଲ ବୋଲିଂ…
Read More...

ଠିକାଦାରଙ୍କ ୧୮ଲକ୍ଷ ଟଙ୍କା ଦେଇପାରିଲେନି ସରକାର: ନିଲାମ ହେଲା ନିର୍ମାଣ ସୌଦ୍ଧରେ ଥିବା କୋଠାବାଡି ମୁଖ୍ୟଯନ୍ତ୍ରୀଙ୍କ…

କନକ ବ୍ୟୁରୋ: ଠିକାଦାରଙ୍କ ଟଙ୍କା ଦେଇପାରିଲେନି ସରକାର । ନିଲାମ ହେଲା ସରକାରଙ୍କ ସମ୍ପତି । ନିର୍ମାଣ ସୌଦ୍ଧରେ ଥିବା କୋଠାବାଡି ମୁଖ୍ୟ ଯନ୍ତ୍ରୀଙ୍କ କାର୍ଯାଳୟର ଆସବାବପତ୍ର ନିଲାମ ଚାଲିଛି । ଭୁବନେଶ୍ୱର ସିନିୟର ଡିଭିଜନ ସବ ଜଜଙ୍କ ନିର୍ଦ୍ଦେଶ କ୍ରମେ ଏହି ନିଲାମ ପ୍ରକ୍ରିୟା ଚାଲିଛି ।…
Read More...

ଗାଜାର ଅଲ-ଶିଫା ହସ୍ପିଟାଲରେ ଇସ୍ରାଏଲ୍ ସେନାର ଅପରେସନ୍ ଜାରି :  ଡାକ୍ତରଖାନା ପାଖରେ ମିଳିଲା ଜଣେ ମହିଳା ବନ୍ଧକଙ୍କ…

ଇସ୍ରାଏଲ ସେନା ୫୦ ଘଣ୍ଟାରୁ ଅଧିକ ସମୟ ଧରି ଗାଜାର ଅଲ-ଶିଫା ହସ୍ପିଟାଲରେ ସର୍ଚ୍ଚ ଅପରେସନ ଜାରି ରଖିଛି ।  ସେପଟେ ଅକ୍ଟୋବର ୭ ରେ ବନ୍ଧକ ଥିବା ଜଣେ ମହିଳାଙ୍କ ମୃତଦେହ ଡାକ୍ତରଖାନା ପାଖରେ ଥିବା କୋଠାରୁ ଉଦ୍ଧାର କରାଯାଇଛି ବୋଲି ଆଇଡିଏଫ ଦାବି କରିଛି । ଇସ୍ରାଏଲର ସେନା ଗାଜାର ସବୁଠାରୁ ବଡ…
Read More...

ବେଦାନ୍ତ କମ୍ପାନୀ ମାଲିକ ଅନିଲ ଅଗ୍ରୱାଲଙ୍କ ଟ୍ୱିଟକୁ ନେଇ ଚର୍ଚ୍ଚା । ଏବେ ବି ଛାଡ଼ି ନାହାଁନ୍ତି ପୁରୀରେ ବେଦାନ୍ତ…

କନକ ବ୍ୟୁରୋ: ବିଶ୍ୱବିଦ୍ୟାଳୟ ନାଁରେ ଯେଉଁ ଚାଷ ଜମି ନେଇଛି ବେଦାନ୍ତ, ତାକୁ ଛାଡିବାକୁ ସହମତି ପ୍ରକାଶ କରିପାରୁନାହାନ୍ତି କମ୍ପାନୀର ମାଲିକ ଅନୀଲ ଅଗ୍ରୱାଲ । ଏହି ପ୍ରସଙ୍ଗରେ ନିକଟରେ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଥିଲେ । ଏହାପରେ ଚାଷ ଜମି ଚାଷୀ କେବେ ଫେରିପାଇବେ…
Read More...

ଧାରଣାରେ ବସିଥିବା କର୍ପୋରେଟର ଗୁରୁତର । ଆମ୍ବୁଲାନ୍ସରେ ଗଲେ ହସ୍ପିଟାଲ 

କନକ ବ୍ୟୁରୋ: ଧାରଣାରେ ବସିଥିବା ସିଏମସି କର୍ପୋରେଟରଙ୍କ ମଧ୍ୟରୁ ଜଣେ ଗୁରୁତର । ୱାର୍ଡ ନମ୍ବର-୧ର କର୍ପୋରେଟର ଭାନୁ ସେନାପତି ଅସୁସ୍ଥ ହେବା ପରେ ତାଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲକୁ ନିଆଯାଇଥିଲା । ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି । କଟକ ମହାନଗର ନିଗମରେ…
Read More...