Browsing Category

ନ୍ୟୁଜ୍

ଭାରି ପଡିଲା କି ନରମ ହିନ୍ଦୁତ୍ୱ ଆଭିମୁଖ୍ୟ? କଂଗ୍ରେସ ଶିବିରରେ ମାନସ ମନ୍ଥନ, ବଦଳିବ କି ଦଳର ଏଜେଣ୍ଡା?

କନକ ବ୍ୟୁରୋ: ୩ ରାଜ୍ୟରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ ଦଳ ଭିତରେ ଓ ବାହାରେ ଜୋରଦାର ବିତର୍କ ଆରମ୍ଭ ହୋଇଛି । ଦେଶର ବିଜେପିକୁ ମାତ ଦେବା ପାଇଁ ହିନ୍ଦୁତ୍ୱକୁ ନେଇ ନରମ ଆଭିମୁଖ୍ୟ ଦେଖାଇ ଆସୁଥିଲା କଂଗ୍ରେସ । ପ୍ରଚାର ବେଳେ ରାହୁଲ ଗାନ୍ଧି ମନ୍ଦିର ଯାଇ ପୂଜାର୍ଚ୍ଚନା କରିବା…
Read More...

ତେଲେଙ୍ଗାନାରେ ଆରମ୍ଭ ହେଲା ରେବନ୍ତ ରାଜ । ‘ବାହୁବଳୀ’ ଷ୍ଟାଇଲରେ ଶପଥ ନେଲେ ନୂଆ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ

କନକ ବ୍ୟୁରୋ : ଏଭଳି ନିଆରା ଅନ୍ଦାଜରେ ଶପଥପାଠ ସହ ତେଲେଙ୍ଗାନାରେ ଆରମ୍ଭ ହୋଇଛି ରେବନ୍ତ ରାଜ୍ । ଦେଶର ସର୍ବକନିଷ୍ଠ ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି କଂଗ୍ରେସ ଶାସନ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ବେଳେ ଦମଦାର ଅନ୍ଦାଜରେ ଶପଥ ପାଠ କରିଛନ୍ତି ରେବନ୍ତ ରେଡ୍ଡୀ । ବାହୁବଳୀ ଫିଲ୍ମ…
Read More...

ମଦ ବ୍ୟବସାୟୀଙ୍କ ଘରେ ଟଙ୍କାର ପାହାଡ଼ । ଟଙ୍କା ଗଣି ଗଣି ହାଲିଆ ହେଲେ ଆୟକର ଅଧିକାରୀ, ଟ୍ରକରେ ବୁହାହେଲା ନୋଟ୍

କନକ ବ୍ୟୁରୋ : ମଦ ବ୍ୟବସାୟୀ ରାଜକିଶୋର ସାହୁ ଓ ଦେବରାଜ ସାହୁଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ ସମୟରେ ଜବତ ହୋଇଛି ଏହି ବିପୁଳ ପରିମାଣର ଟଙ୍କା । ପୁରୁଣା ରଦି କାଗଜ ଭଳି ବନ୍ଧା ହୋଇଛି ବିଡା ବିଡା ନୋଟ୍ । ସେମିତି ଆଲମିରା ଭିତରେ ଥାକ ମରା ହୋଇ ରହିଛି ବିଡା ବିଡା ନୋଟ୍ । ଯାହାକୁ ଦେଖି…
Read More...

ଚୀନ ବିଦେଶ ମନ୍ତ୍ରୀଙ୍କୁ ହତ୍ୟା । ଆମେରିକା ପାଇଁ ଗୁପ୍ତଚରଗିରି କରୁଥିଲେ ଚୀନ ବିଦେଶମନ୍ତ୍ରୀ କିନ୍‌ ଗ୍ୟାଙ୍ଗ । ରୁଷର…

ଚୀନ୍‌ର ପୂର୍ବତନ ବୈଦେଶିକ ମନ୍ତ୍ରୀ କିନ୍‌ ଗ୍ୟାଙ୍ଗଙ୍କ ହତ୍ୟା ସମ୍ପର୍କରେ ସୂଚନା ସାମ୍ନାକୁ ଆସିଛି । ହତ୍ୟା ପୂର୍ବରୁ କିନ୍‌ଙ୍କୁ ମଧ୍ୟ ନିର୍ଯାତନା ଦିଆଯାଉଥିବା ଦାବି କରାଯାଉଛି । ଜୁନ୍ ମାସରୁ ସେ ନିଖୋଜ ଥିଲେ ।  ଜୁଲାଇ ମାସରେ ତାଙ୍କୁ ମନ୍ତ୍ରୀ  ପଦରୁ ବହିଷ୍କାର କରାଯାଇଥିଲା ତ।…
Read More...

ପରିଣତ ବୟସରେ ଚଳଚଂଚଳ ହାତ । ଦୃଢ ମନବଳ ଆଗରେ ହାରି ଯାଇଛି ବୟସ, ଅସଜଡା ମାଇକ୍ ମେସିନକୁ ସଜାଡୁଛନ୍ତି ୭୦ ବର୍ଷିୟ…

କନକ ବ୍ୟୁରୋ : ଦୋକାନରେ ପଶିଲେ ବାଜୁଛି ମୁଣ୍ଡ। କିନ୍ତୁ ଗରାଖ ଆଜି ବି ଭୁଲି ନାହାନ୍ତି ମାଇଲ୍ ମେକାନିକ୍ ମହମ୍ମଦ ଅଫସରଙ୍କ ଏହି ମାଇକ ସଜଡ଼ା ଦୋକାନକୁ। ଛୋଟିଆ ଦୋକାନଟିଏ ମୁଣ୍ଡ ଗୁଞ୍ଜିବାକୁ ନାଁ ଅଛି ଜାଗା, ନା ଜିନିଷ ପତର ରଖିବା ପାଇଁ ସ୍ଥାନ । ତେଣୁ ଅସଜଡ଼ା ହୋଇପଡ଼ିଛି ଦୋକାନଟି।…
Read More...

ଯୋଜନାର ହୋଡିଂ ତଳେ ରହିଯାଇଛନ୍ତି ବ୍ରହ୍ମପୁରର କିଛି ବାସହୀନ ପରିବାର । ବର୍ଷ ବର୍ଷ ଧରି ଖରା ବର୍ଷା ଓ ଶୀତ ଦିନେ ଖୋଲା…

କନକ ବ୍ୟୁରୋ : ୪୨ ଓାର୍ଡ ବିଶିଷ୍ଠ ବ୍ରହ୍ମପୁର ମହାନଗର ନିଗମ । ନିଗମର ବିଭିନ୍ନ ସାହି ଓ ଗଳି ଠାରୁ ଆରମ୍ଭ କରି ସହର ସାରା ଲୋକଙ୍କୁ ବିକାଶ ମୁଳକ ଯୋଜନାର ପ୍ରଚାର ଓ ପ୍ରସାର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟରେ ମାଳମାଳ ହୋଡିଂ ଲଗାଯାଇଛି । ହେଲେ ଦୀପ ତଳ ଅନ୍ଧାର…
Read More...

ଦୁର୍ନୀତିର ଗନ୍ତାଘର ପାଲଟିଛି ରାଜନଗର ବ୍ଲକର କୋଇଲପୁର ପଂଚାୟତ । ପଂଚାୟତ ନିର୍ବାହୀ ଅଧିକାରୀଙ୍କ କ୍ୱାର୍ଟର୍ସ…

କନକ ବ୍ୟୁରୋ : କୋଠାଘର ବା ବିଲ୍ଡିଂ ଗାଏବ । କଥାଟା ଅଡୁଆ ଅଡୁଆ ଲାଗୁଥିଲେ ବି କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକରେ ଏପରି ଦୁର୍ନୀତି ସମ୍ଭବ ହୋଇପାରୁଛି । ପଂଚାୟତ କାର୍ଯ୍ୟାଳୟ ପରିସରରେ ନିର୍ମାଣ ହୋଇଥିବା ପଂଚାୟତ ନିର୍ବାହୀ ଅଧିକାରୀଙ୍କ କ୍ୱାର୍ଟରର ପତା ମିଳୁନି । ସରକାରୀ ରେକର୍ଡରେ…
Read More...

ବରଗଡ ଧନୁଯାତ୍ରାକୁ ନେଇ ମୁଣ୍ଡ ଟେକିଲା ବିବାଦ । କୋଶଳି ଭାଷାରେ ଧନୁଯାତ୍ରା କରିବା ପାଇଁ ଦାବି କରୁଛି କୋଶଳ କ୍ରାନ୍ତି…

କନକ ବ୍ୟୁରୋ : ବରଗଡ ଧନୁଯାତ୍ରାକୁ ନେଇ ବିବାଦ । କୋଶଳି ଭାଷାରେ ଧନୁଯାତ୍ରା କରିବା ପାଇଁ ଦାବି କରୁଛି କୋଶଳ କ୍ରାନ୍ତି ସେନା । ଆଗକୁ ଆସୁଛି ବରଗଡ ଧନୁଯାତ୍ରା । ଯାତ୍ରା ଆରମ୍ଭରୁ ଦେଖିବାକୁ ମିଳିଛି ପ୍ରତିବାଦ । ଚଳିତ ବର୍ଷ ଧନୁଯାତ୍ରାକୁ କୋଶଳି ଭାଷାରେ କରିବା ସହ ୪ଟି ଦାବୀ ନେଇ ବରଗଡ…
Read More...

ବର୍ଷା ବଢାଇଲା ଦୁର୍ଦ୍ଦଶା । ଦକ୍ଷିଣରୁ ପଶ୍ଚିମ, ଆଭ୍ୟନ୍ତରିଣରୁ ଉପକୂଳ ଓଡିଶା ସବୁଆଡେ ପାଣିରେ ଭାସୁଛି ପାଚିଲା ଧାନ

କନକ ବ୍ୟୁରୋ : ମୁଣ୍ଡରେ ହାତ ଦେଲେଣି ଚାଷୀ । ବର୍ଷା ପାଣିରେ ଶୋଇ ପଡିଛି ପାଚିଲା ଧାନ । ଖଳାରେ ଥିବା ଅମଳ ଧାନ ବି ଓଦା ହୋଇଯାଇଛି । ଖଳାରେ ଥିବା ଧାନ ବସ୍ତା ଓ ପଲିଥିନ୍ ତଳେ ଥିବା ଧାନ ବି ପୁରା ଓଦା ହୋଇଯାଇଛି । ବର୍ଷା ପାଣିରେ ଓଦା ହେବାରୁ ଧାନର ଏଫଏକ୍ୟୁ ମାନ କମିବା ସହ ଅମଳ କମି…
Read More...

ଛତିଶଗଡରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଏବେ ବି ଚେହେରା ଅସ୍ପଷ୍ଟ । ଜେପି ନଡ୍ଡାଙ୍କୁ ଭେଟିବା ପରେ ରେଣୁକା ସିଂଙ୍କୁ ନେଇ…

କନକ ବ୍ୟୁରୋ : ଛତିଶଗଡରେ କଂଗ୍ରେସକୁ ହରାଇ ବିଜେପି ସଂଖ୍ୟାଗରିଷ୍ଠାତା ହାସଲ କରିଛି । ନିର୍ବାଚନ ଫଳାଫଳ ଆସିବା ପରେ କିଏ ହେବ ରାଜ୍ୟର ମୁଖ୍ୟମନ୍ତ୍ରୀ ତାହାକୁ ନେଇ ସସ୍ପେନ୍ସ ଜାରି ରହିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କ ନାମକୁ ନେଇ ପ୍ରଥମରୁ ଚର୍ଚ୍ଚା ହେଉଥିଲା । ହେଲେ ଆଜି…
Read More...