Browsing Category

ନ୍ୟୁଜ୍

ବିଶ୍ୱକପ୍ ଫାଇନାଲ ପାଇଁ ବଢିଲା ବିମାନ ଟିକେଟ୍ ଦାମ୍ । ୫ ହଜାର ଟିକେଟ୍ ଦାମ ଏବେ ୩୦ ହଜାର ।

କନକ ବ୍ୟୁରୋ: ବିଶ୍ୱକପ ଫାଇନାଲ ମ୍ୟାଚ୍ ପାଇଁ ବଢିଗଲା ବିମାନ ଯାତ୍ରାର ଟିକେଟ୍ । ଯେଉଁ ୱାନ ୱେ ଟିକେଟ୍ ୫ ହଜାର ଟଙ୍କା ଥିଲା ତାହା ଏବେ ୩୦ ହଜାର ଟଙ୍କା ହୋଇଛି । ରବିବାର ଅହମଦାବାଦରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ ବିଶ୍ୱକପର ଫାଇନାଲ ମ୍ୟାଚ । ଟିମ୍ ଇଣ୍ଡିଆ ଏଯାବତ ବିଶ୍ୱକପରେ…
Read More...

ଆଦିବାସୀଙ୍କ ଜମି ହସ୍ତାନ୍ତରକୁ ନେଇ କ୍ୟାବିନେଟ ନିଷ୍ପତ୍ତି  ଉପରେ ଲାଗିଲା ରୋକ । ସୂଚନା ଦେଲେ ମନ୍ତ୍ରୀ ସୁଦାମ…

କନକ ବ୍ୟୁରୋ : କ୍ୟାବିନେଟ ନିଷ୍ପତ୍ତି ଉପରେ ଲାଗିଲା ରୋକ । ଆଦିବାସୀଙ୍କ ଜମି ହସ୍ତାନ୍ତର ପ୍ରକ୍ରିୟାକୁ ନେଇ  ନିଆଯାଇଥିବା କ୍ୟାବିନେଟ ନିଷ୍ପତ୍ତି ଉପରେ ରୋକ୍ ଲାଗିଥିବା ନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି । ଗତ ନଭେମ୍ବର ୧୪ରେ ଆଦିବାସୀଙ୍କ ଜମି ହସ୍ତାନ୍ତର ନେଇ…
Read More...

ମହାକାଶ ଶବ୍ଦକୁ ସଂଗୀତରେ ପରିଣତ କଲା ନାସା । ସଙ୍ଗୀତ ନିର୍ଦ୍ଦେଶକ ସୋଫି କାଷ୍ଟନରଙ୍କ ନିର୍ଦ୍ଦେଶନାରେ କରାଯାଇଛି…

କନକ ବ୍ୟୁରୋ: ଆମେରିକୀୟ ମହାକାଶ ଏଜେନ୍ସି ନାସା ମହାକାଶୀୟ ଶବ୍ଦଗୁଚ୍ଛର ଏକ ଚମତ୍କାର ସଂଗୀତମୟ ସଂସ୍କରଣ ଜାରି କରିଛି । ସଂଗୀତ ନିର୍ଦ୍ଦେଶକ ସୋଫି କାଷ୍ଟନରଙ୍କ ସହାୟତାରେ ଏହି ପ୍ରକଳ୍ପ ସଂପୂର୍ଣ୍ଣ ହୋଇଛି ବୋଲି ନାସା ନିଜ ୱେବସାଇଟରେ କହିଛି । ଏହାସହ କାଷ୍ଟନରଙ୍କ ସହାୟତାରେ ତିଆରି…
Read More...

ସାନଖେମୁଣ୍ଡିରେ ପଡିଆ ପଡିଛି ଚାଷ ଜମି । ବିଲରେ ପଶି ସ୍ଥିତି ଅନଧ୍ୟାନ କଲେ ସାନଖେମୁଣ୍ଡି ବିଧାୟକ

କନକ ବ୍ୟୁରୋ: ଚାଷ ଜମି ବୁଲି ଚାଷୀଙ୍କ ସମସ୍ୟା ବୁଝିଲେ ସାନଖେମୁଣ୍ଡି କଂଗ୍ରେସ ବିଧାୟକ ରମେଶ ଜେନା । ସ୍ୱଳ୍ପ ବୃଷ୍ଟିପାତ ଚଳିତ ବର୍ଷର ଖରିଫ ଫସଲକୁ ପୁରା ଉଜାଡି ଦେଇଛି । ଅନିୟମିତ ମୌସୁମି ବର୍ଷା ସାଙ୍ଗକୁ ଜଳ ସେଚନର ଅଭାବ ଫଳରେ ଗଂଜାମର ବିଭିନ୍ନ ବ୍ଲକର ହେକ୍ଟର ହେକ୍ଟର ଚାଷ ଜମି ପଡିିଆ…
Read More...

ରବିବାର କ୍ରିକେଟ୍ ବିଶ୍ୱକପ୍ ପାଇଁ ମହାମୁକାବିଲା । ପ୍ରଦର୍ଶୀତ ହେବ ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ ଏୟାର ସୋ’ ।

କନକ ବ୍ୟୁରୋ: ରବିବାର ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚ୍ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ ଏରୋବେଟିକ୍ ଦଳ ଏୟାର ସୋ’ କରିବେ । ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ଫାଇନାଲ ମ୍ୟାଚ୍ ଖେଳା ହେବା ପୂର୍ବରୁ ମୋଟେରାରେ ଏହି ଦଳ ୧୦ ମିନିଟ୍ ଧରି ଏୟାର ସୋ’…
Read More...

ଗଡିବ ୩ ହଜାର ନୂଆ ଟ୍ରେନ୍ । ୫ ବର୍ଷ ମଧ୍ୟରେ କାର୍ଯ୍ୟକାରୀ ହେବ ଯୋଜନା ।

କନକ ବ୍ୟୁରୋ: ଯାତ୍ରୀଙ୍କ ୱେଟିଂ ଲିଷ୍ଟ ବଢୁଥିବା ଦେଖି ରେଲୱେ ଏବେ ଆଉ ୩ ହଜାର ନୂଆ ଟ୍ରେନ ଚଳାଇବାକୁ ଯୋଜନା କରୁଛି । ଆଗାମୀ ୪ରୁ ୫ ବର୍ଷ ମଧ୍ୟରେ ଏହି ଟ୍ରେନ ଚଳାଇବାକୁ ନିଷ୍ପତ୍ତି ନିଆଯାଇପାରେ । ଏବେ ବାର୍ଷିକ ୮୦୦ କୋଟି ଯାତ୍ରୀ ଟ୍ରେନରେ ଯାତ୍ରା କରୁଛନ୍ତି । ଯାହାକି ଆଗାମୀ ୫…
Read More...

ସୁପରସଣ୍ଡେରେ ହେବ ସୁପର ମୁକାବିଲା । ୨୦ ବର୍ଷ ପରେ ବିଶ୍ୱକପ ଫାଇନାଲରେ ମୁହାଁମୁହିଁ ହେବେ ଭାରତ- ଅଷ୍ଟ୍ରେଲିଆ ।…

କନକ ବ୍ୟୁରୋ: ବିଶ୍ୱକପ୍ ଟ୍ରଫି ପାଇଁ ରବିବାର ହେବ ମହାମୁକାବିଲା । ଭାରତ ସହ ଲଢିବ ୫ ଥରର ବିଶ୍ୱକପ୍ ବିଜେତା ଅଷ୍ଟ୍ରେଲିଆ । ୨୦ ବର୍ଷ ପରେ ବିଶ୍ୱକପ୍ ଫାଇନାଲରେ ମୁହାଁମୁହିଁ ହେବେ ଦୁଇ ଦଳ । ୨୦୦୩ରେ ହୋଇଥିବା ମୁକାବିଲାରେ ପରାସ୍ତ ହୋଇଥିଲା ଭାରତ । ଏଥର ପ୍ରତିଶୋଧ ନେବାର ସୁଯୋଗ ରହିଛି…
Read More...

ସକାଳୁ ସକାଳୁ ଦୁଇଟି ଦୁର୍ଘଟଣା । କୁଜଙ୍ଗ ସନ୍ତରାଗଡା ନିକଟରେ ଦୁର୍ଘଟଣା । ସେପଟେ ଅନୁଗୁଳ କିଶନନଗରରେ ଟ୍ରକ ଧକ୍କାରେ…

କନକ ବ୍ୟୁରୋ: ମାଡିଗଲା ଟ୍ରକ । ଚାଲିଗଲା ୩ ଜୀବନ, ଜଣେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ଅନଗୁଳ କିଶନନଗର ବରଗାପାଲିରେ ଏହିପରି ଏକ ସଡକ ଦୁର୍ଘଟଣା ଘଟିଛି । ଘରୋଇ ବସ ପ୍ରାଚୀରେ ସୁନ୍ଦରଗଡରୁ ଯାତ୍ରୀମାନେ ଭୁବନେଶ୍ୱର ଅଭିମୁଖେ ଆସୁଥିଲେ । ବସଟି ପଂକଚର ହୋଇଯିବାରୁ…
Read More...

ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ମିଧିଲି’ । ଓଡିଶା ଉପରେ ପଡିବନାହିଁ ସିଧାସଳଖ ପ୍ରଭାବ । କାଲି ଭୋର ସୁଦ୍ଧା…

କନକ ବ୍ୟୁରୋ: ବଙ୍ଗୋପସାଗରେ ସୃଷ୍ଟି ହେଲା ବାତ୍ୟା । ବାତ୍ୟାର ନାଁ ରଖାଯାଇଛି ‘ମିଧିଲି’ । ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ବାତ୍ୟା ‘ମିଧିଲି’ ସୃଷ୍ଟି ହୋଇଛି । ଓଡ଼ିଶା ଉପରେ ବାତ୍ୟାର କୌଣସି ସିଧାସଳଖ ପ୍ରଭାବ ପଡ଼ିବ ନାହିଁ । ଏହା ଉତ୍ତର-ଉତରପୂର୍ବ ଦିଗକୁ ଘଣ୍ଟାକୁ ୨୦ କିଲୋମିଟର ବେଗରେ ଗତି…
Read More...

ଉତ୍ତରାଖଣ୍ଡ ଟନେଲରେ ଫସି ରହିଛନ୍ତି ନବରଙ୍ଗପୁରର ଭଗବାନ ଭତ୍ରା । ଆଶଙ୍କାରେ ରହିଛନ୍ତି ଭଗବାନଙ୍କ ପରିବାର ।

କନକ ବ୍ୟୁରୋ: ଉତ୍ତରାଖଣ୍ଡ ଟନେଲରେ ଫସି ରହିଛନ୍ତି ନବରଙ୍ଗପୁରର ଭଗବାନ ଭତ୍ରା । ଟନେଲ ଭୁଶୁଡିବାର ୪ ଦିନ ପରେ ସେ ଟନେଲରେ ଫସି ରହିଥିବା ଖବର ଜଣାପଡ଼ିଥିଲା । ଏହି ଖବର ମିଳିବା ପରେ ଆଶା ଆଶଙ୍କାରେ ରହିଛନ୍ତି ଭଗବାନଙ୍କ ପରିବାର । ଭଗବାନଙ୍କ ପୁଅର ଫେରିବା ବାଟକୁ ଚାହିଁ ରହିଛନ୍ତି ।…
Read More...