Browsing Category

ନ୍ୟୁଜ୍

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତମେ ଡରେଇ ଧମକେଇ ପାରିବ ନାହିଁ । ମୋଦୀଙ୍କୁ ପୁଣି ପ୍ରଶଂସା କଲେ ପୁଟିନ

ଭାରତ ଓ ରୁଷ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଆଲୋକପାତ କରି ପୁଟିନ କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସବୁ ଦିଗରେ ବିକାଶ କରୁଛି । ଚତୁର୍ଦ୍ଦଶ VTB ନିବେଶ ଫୋରମ୍ 'ରୁଷିଆ କଲିଂ'କୁ ସମ୍ବୋଧିତ କରି ରାଷ୍ଟ୍ରପତି ପୁଟିନ କହିଛନ୍ତି ଯେ ପିଏମ ମୋଦୀଙ୍କ ଦ୍ଵାରା ଗ୍ରହଣ କରାଯାଇଥିବା'…
Read More...

ଲୋକସଭାରୁ ବହିଷ୍କୃତ ହେଲେ ଟିଏମସି ସାଂସଦ ମହୁଆ ମୋଇତ୍ର । ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲାରେ ନିଆଗଲା କଡା…

କନକ ବ୍ୟୁରୋ : ଲୋକସଭାରୁ ବହିଷ୍କୃତ ହେଲେ ଟିଏମସି ସାଂସଦ ମହୁଆ ମୋଇତ୍ର । ସଂସଦର ଏଥିକ୍ସ କମିଟି ରିପୋର୍ଟ ଆଧାରରେ ମହୁଆଙ୍କୁ ବହିଷ୍କୃତ କରାଯାଇଛି । ଟଙ୍କା ନେଇ ସଂସଦରେ ପ୍ରଶ୍ନ ପଚାରିବା ମାମଲାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏଥିକ୍ସ କମିଟିର ରିପୋର୍ଟର ଦର୍ଶାଯାଇଛି ଯେ, ମହୁଆଙ୍କ…
Read More...

୩ କୋଟି ୩୩ ଲକ୍ଷ ଟଙ୍କାର ବ୍ୟାଙ୍କ ଦୁର୍ନୀତି ମାମଲା, ୨ଜଣଙ୍କୁ ଗିରଫ କଲା ଇଓଡବ୍ଲୁ ।

କନକ ବ୍ୟୁରୋ : ୩ କୋଟି ୩୩ ଲକ୍ଷ ଟଙ୍କାର ବ୍ୟାଙ୍କ ଦୁର୍ନୀତି ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଇଓଡବ୍ଲୁ । ସେଂଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆର ପୂର୍ବତନ ବ୍ରାଞ୍ଚ ମ୍ୟାନେଜର ଓ ଏଗ୍ରୀକଲଚର ଫାଇନାନ୍ସ ଅଫିସରଙ୍କୁ ଗିରଫ କରିଛି ଇଓଡବ୍ଲୁ । ଗିରଫ ହୋଇଥିବା ତକ୍ରାଳୀନ ବ୍ରାଞ୍ଚ…
Read More...

କଂଗ୍ରେସ ଓ ଏଆଇଏମଆଇଏମ ମଧ୍ୟରେ ଲାଗିଥିବା ବିବାଦର ହେଲା କି ଅନ୍ତ ! ରେବାନ୍ତ ରେଡ୍ଡୀଙ୍କ ସରକାରରେ ଅକବରୁଦ୍ଦିନ…

କନକ ବ୍ୟୁରୋ : କଂଗ୍ରେସ ଓ ଅସଦୁଦ୍ଦିନ ଓୱେସୀଙ୍କ ପାର୍ଟି ଏଆଇଏମଆଇଏମ ମଧ୍ୟରେ ତେଲେଙ୍ଗାନା ନିର୍ବାଚନ ପ୍ରଚାର କ୍ରମରେ ଅନେକ ବିବାଦ ଦେଖିବାକୁ ମିଳିଥିଲା । ଏହି ବିବାଦର ଏବେ ଅନ୍ତ ହୋଇଥିବା ଅନୁମାନ କରାଯାଉଛି । ଗତକାଲି ତେଲେଙ୍ଗାନା ବିଧାନସଭାର କାର୍ଯ୍ୟକ୍ରମକୁ ସଂଚାଳିତ କରିବା ପାଇଁ…
Read More...

ଆମେରିକା ଫଣ୍ଡିଂ ବନ୍ଦ । କେମିତି ଯୁଦ୍ଧ କରିବ ୟୁକ୍ରେନ ?

ଲାଗୁଛି ଯେପରି ରୁଷ-ୟୁକ୍ରେନ ଯୁଦ୍ଧ ଆଉ କିଛିଦିନ ଭିତରେ  ଶେଷ ହେବାକୁ ଯାଉଛି । ଏପରି ଘଡିସନ୍ଧି ସମୟରେ  ଆମେରିକା ୟୁକ୍ରେନକୁ ଏକ ଜୋର ଝଟକା ଦେଇଛି । ଆମେରିକା ୟୁକ୍ରେନକୁ ଦେଉଥିବା ଫଣ୍ଡିଂ କିଛିଦିନ ତଳେ ବନ୍ଦ କରିଦେଇଛି । ୟୁକ୍ରେନ ଅଧିକାରୀମାନେ  ଜାଣନ୍ତି ଯେ ଆମେରିକାର ଅର୍ଥ ବିନା…
Read More...

ବିଜେପି ବିଧାୟକ ଭବ୍ୟ ବିଷ୍ଣୋଇଙ୍କ ଭବ୍ୟ ବିବାହ । ୩ ରାଜ୍ୟରେ ହେବ ରିସେପସନ୍ ପାର୍ଟି, ୩ ଲକ୍ଷ ଲୋକଙ୍କୁ ନିମନ୍ତ୍ରଣ

କନକ ବ୍ୟୁରୋ : ବିଜେପି ବିଧାୟକ ଭବ୍ୟ ବିଷ୍ଣୋଇ ଓ ଆଇଏଏସ ଅଧିକାରୀ ପରୀ ବିଷ୍ଣୋଇଙ୍କ ମଧ୍ୟରେ ଡିସେମ୍ବର ୨୨ ତାରିଖରେ ବିବାହ ଅନୁଷ୍ଠିତ ହେବାକୁ ଯାଉଛି । ବାହାଘର ପରେ ୩ଟି ରାଜ୍ୟରେ ରିସେପସନ ପାର୍ଟିର ଆୟୋଜନ କରାଯାଉଛି । ବିଜେପି ବିଧାୟକ ଭବ୍ୟ ବିଷ୍ଣୋଇଙ୍କ ବିବାହ ରାଜସ୍ଥାନରେ ରହୁଥିବା…
Read More...

‘ବସ୍ତ୍ରହରଣ କରିଛନ୍ତି ଏଥର ମହାଭାରତ ଦେଖିବେ’ । ନିଜକୁ ମା’ ଦୁର୍ଗା ସମ୍ବୋଧନ କରି କହିଲେ ଏଭଳି କଥା…

କନକ ବ୍ୟୁରୋ: ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ବିରୋଧରେ କ୍ୟାସ୍ ଫର କ୍ୱେରୀ ଅଭିଯୋଗ ନେଇ ଜୋରଦାର ହୋଇଛି ରାଜନୀତି । କ୍ୟାସ୍ ଫର କ୍ୱେରୀ ଅଭିଯୋଗକୁ ବର୍ଷିଛନ୍ତି ମହୁଆ । ପ୍ରତିକ୍ରିୟା ରଖି କହିଛନ୍ତି, ସେମାନେ ବସ୍ତ୍ରହରଣ ଆରମ୍ଭ କରିଥିଲେ ଏବେ ମହାଭାରତ ଯୁଦ୍ଧ ଦେଖିବେ । ଆଜି ଲୋକସଭା…
Read More...

ମଦ ବ୍ୟବସାୟୀଙ୍କ ଘରୁ କୋଟି କୋଟି ଟଙ୍କା ଜବତ ଘଟଣା । ସିବିଆଇ ତଦନ୍ତ ଦାବି କଲା ବିଜେପି, କହିଲା ଏତେ ଟଙ୍କା ଆସିଲା…

କନକ ବ୍ୟୁରୋ : ମଦ ବ୍ୟବସାୟୀଙ୍କ ପାଖରୁ ୫୦୦ କୋଟିରୁ ଅଧିକ ଟଙ୍କା ଜବତ ହେବା ଘଟଣାରେ ସିବିଆଇ ତଦନ୍ତ ଦାବି କଲା ବିଜେପି । ଆଗୁଆ ନିର୍ବାଚନ ପରିଚାଳନା ପାଇଁ ସାହୁ ବ୍ରଦର୍ସ ଏବଂ କମ୍ପାନୀଙ୍କ ପାଖରେ ବିଜେଡି ଟଙ୍କା ରଖିଥିଲା ବୋଲି ବିଜେପି ଅଭିଯୋଗ ଆଣିଛି ବିଜେପି । ସାହୁ ବ୍ରଦର୍ସଙ୍କ ସହ…
Read More...

RBI ଘୋଷଣା ପରେ ଉଛୁଳିଲା ସେୟାର ବଜାର  । ରିଜର୍ଭ ବ୍ୟାଙ୍କର ତ୍ରୈମାସିକ ମୁଦ୍ରାନୀତିରେ ରେପୋ ରେଟ୍ ଅପରିବର୍ତ୍ତିତ  ।

କନକ ବ୍ୟୁରୋ: ଆଜି ପୁଣି ସେୟାର ବଜାରରେ ଉତ୍ସାହ । ଭାରତୀୟ ରିଜର୍ଭ ବ୍ୟାଙ୍କ ଏହାର ତ୍ରୈମାସିକ ନୀତି ଘୋଷଣା କରିବା ପରେ, ଭାରତୀୟ ସେୟାର ବାଜରରେ ଉତ୍ସାହ ଦେଖାଦେଇଛି । ଆରବିଆଇ ଏହାର ତ୍ରୈମାସିକ ନୀତିରେ ରେପୋ ରେଟକୁ ଅପରିବର୍ତ୍ତିତ ରଖିଛି । ତେଣୁ ଭାବାବେଗ ସହ ଜଡିତ ସେୟାର ବଜାର ଉପରେ…
Read More...

କ୍ରିକେଟକୁ ନେଇ ଛତ୍ରପୁର ଯବାନ ହତ୍ୟା ଘଟଣାକୁ ନେଇ ତେଜୁଛି ଅସନ୍ତୋଷ । ୪ ଅଭିଯୁକ୍ତ ଏବେ ବି ଫେରାର ।

କନକ ବ୍ୟୁରୋ: ଛତ୍ରପୁର ଅଞ୍ଚଳର ଯବାନ ଡିଲେଶ୍ୱର ପାତ୍ରଙ୍କ ଆକ୍ରମଣକୁ ଏହା ଭିତରେ ୪ଦିନ ବିତିଲାଣି । ଏହା ଭିତରେ ତାଙ୍କର ମୃତ୍ୟୁ ହୋଇ ସାରିଛି । ଅନ୍ତିମସଂସ୍କାର ବି ସରିଛି । ହେଲେ, ଡିଲେଶ୍ୱରଙ୍କୁ ଯେଉଁମାନେ ଆକ୍ରମଣ କରିଥିଲେ, ସେମାନଙ୍କ ମଧ୍ୟରୁ ମାତ୍ର ଜଣଙ୍କୁ ପୋଲିସ ଧରିବାରେ ସକ୍ଷମ…
Read More...