Browsing Category
ନ୍ୟୁଜ୍
ଅଯୋଧ୍ୟାରୁ ଜଗନ୍ନାଥଧାମ ଆସିଲା ନିମନ୍ତ୍ରଣପତ୍ର । ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ସାମିଲ ହେବାକୁ…
କନକ ବ୍ୟୁରୋ: ଅଯୋଧ୍ୟାରୁ ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ଆସିଲା ନିମନ୍ତ୍ରଣ ପତ୍ର । ଆସନ୍ତା ଜାନୁଆରୀ ୨୨ରେ ଅଯୋଧ୍ୟାର ଭବ୍ୟ ଶ୍ରୀରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ । ଏଥିପାଇଁ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଦେଶବ୍ୟାପୀ ଅକ୍ଷତ କଳସ ଯାତ୍ରା ବାହାରିଛି । ଏହି କ୍ରମରେ…
Read More...
Read More...
ପ୍ରଫେସର ଲକ୍ଷ୍ମଣ ଯାଦବଙ୍କ ପାଇଁ ଖୋଲିଲା ରାଜନୀତିର ରାସ୍ତା । ଏସପିରେ ଯୋଗଦେବା ନେଇ ବଢିଲା ଚର୍ଚ୍ଚା
କନକ ବ୍ୟୁରୋ : ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ଜାକିର ହୁସେନ କଲେରେ ଗତ ୧୪ ବର୍ଷ ଧରି ହିନ୍ଦୀ ବିଭାଗରେ ଆସିଷ୍ଟାଣ୍ଡ ପ୍ରଫେସର ଥିବା ଲକ୍ଷ୍ମଣ ଯାଦବଙ୍କ କଲେଜ ତରଫରୁ ବହିସ୍କାର କରାଯାଇଛି । ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ବିଶେଷ କରି ସୋସିଆଲ ମିଡିଆରେ ଲକ୍ଷ୍ମଣ ଯାଦବଙ୍କର…
Read More...
Read More...
ମୋଦୀ ପରେ ନବୀନ ସେଲ୍ଫି ପଏଣ୍ଟ । ରାଜ୍ୟର ୩୮୨ଟି ସରକାରୀ ଓ ଅନୁଦାନପ୍ରାପ୍ତ କଲେଜକୁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ…
କନକ ବ୍ୟୁରୋ: ମୋଦୀ ପରେ ଏବେ ନବୀନ ସେଲ୍ଫି ପଏଂଟ । ନବୀନ ପଟ୍ଟନାୟକ ସେଲ୍ଫି ପଏଣ୍ଟ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ୩୮୨ଟି ସରକାରୀ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟକୁ କୁହାଯାଇଛି । କ୍ୟାମ୍ପସର ପ୍ରମୁଖ ସ୍ଥାନରେ ସେଲ୍ଫି ପଏଂଟ ପ୍ରତିଷ୍ଠା କରିବା ସହ ଫେବ୍ରୁଆରୀ ମାସ…
Read More...
Read More...
ଉଦଳା ଜଙ୍ଗଲରେ ପଡିଛି ଗରିବଙ୍କ ଦାନା । ବସ୍ତା ବସ୍ତା ପିଡିଏସ ଚାଉଳ ପଡିଥିବା ଦେଖି ଲୋକେ ଚକିତ
କନକ ବ୍ୟୁରୋ : ଗରିବ ଲୋକଙ୍କ ପାଇଁ ସରକାର ଯୋଗାଉଥିବା ରାସନର କେମିତି ଅପବ୍ୟବହାର ହେଉଛି ତାହା ଏବେ ଜଙ୍ଗଲ ଭିତରେ ପଡିଥିବା ପିଡିଏସ ଚାଉଳ ଦେଖିବା ପରେ ସ୍ପଷ୍ଟ ହୋଇଯାଇଛି । ଆଦିବାସୀ ଅଧ୍ୟୁଷିତ ମୟୁରଭଞ୍ଜ ଜିଲ୍ଲା ଉଦଳାର ବହୂବନ୍ଧ ଜଙ୍ଗଲ ଭିତରେ ୩୦ ବସ୍ତାରୁ ଅଧିକ ପିଡିଏସ୍ ଚାଉଳ…
Read More...
Read More...
ସରୁନି ଗଣତି, ଚାଲିଛି ଚଢାଉ, ଆଜି ଛୁଟି ଦିନରେ ବି ବଲାଙ୍ଗୀର ଷ୍ଟେଟ ବ୍ୟାଙ୍କ ମେନ୍ ବ୍ରାଞ୍ଚରେ ଟଙ୍କା ଗଣୁଛନ୍ତି…
କନକ ବ୍ୟୁରୋ: ବଲାଙ୍ଗୀରରେ ଜବତ ହୋଇଛି କୋଟି କୋଟି ଟଙ୍କା । ଟଙ୍କା ଗଣି ଗଣି ବ୍ୟାଙ୍କ କର୍ମଚାରୀ ହାଲିଆ ହୋଇଗଲେଣି, ହେଲେ ଟଙ୍କା ସରିବାର ନାଁ ଧରୁନାହିଁ । ଆଜି ରବିବାର ଛୁଟି ଦିନରେ ପୁଣି ଆରମ୍ଭ ହୋଇଛି ଟଙ୍କା ଗଣା । ମୋଟ ୧୭୬ଟି ବ୍ୟାଗ ମଧ୍ୟରୁ ୧୦୨ଟି ବ୍ୟାଗର ଟଙ୍କା ଗଣା ସରିଥିବା ବେଳେ…
Read More...
Read More...
ଭାଲୁ ମଣିଷ ଲଢ଼େଇ, ଜୀବନ ନେଲା ଭାଲୁ । ପାଲଟା ଆକ୍ରମଣ କରି ଭାଲୁକୁ ମାରିଦେଲେ ଲୋକେ ।
କନକ ବ୍ୟୁରୋ: ଭାଲୁ-ମଣିଷ ଲଢେଇ । ଭାଲୁ ସହ ୪୦ ମିନିଟ୍ ଲଢିଲେ ଠିକାଦାର । ଆଉ ହିଂସ୍ର ଜଙ୍ଗଲୀ ଭାଲୁ ଆକ୍ରମଣରୁ ବର୍ତି ନପାରି ଚାଲିଗଲା ଜୀବନ । ଏପରି ଏକ ଛାତିଥରା ଘଟଣା ଘଟିଛି ନବରଙ୍ଗପୁର ଭତରାସିଉନି ସ୍ଥିତ ଠିକାସଂସ୍ଥାର ଅସ୍ଥାୟୀ କ୍ୟାମ୍ପରେ । ଅନ୍ୟ ଦୁଇ ଜଣଙ୍କୁ ଆକ୍ରମଣ କଲା ବେଳେ…
Read More...
Read More...
ବାରହା ଶିକାର ପାଇଁ ବିଛାଇଥିଲେ ତାର, ହେଲେ ଚାଲିଗଲା ଦୁଇ ନାବାଳକଙ୍କ ଜୀବନ ।
କନକ ବ୍ୟୁରୋ: ବିଦ୍ୟୁତ୍ ତାର ଲାଗି ଗଲା ୨ ନାବାଳକଙ୍କ ଜୀବନ । ବାରହା ଶିକାର ପାଇଁ ବିଛାଇଥିଲେ ତାର, ହେଲେ ଚାଲିଗଲା ପିଲାଙ୍କ ଜୀବନ । ଘଟଣା ଘଟିଛି ସୁବର୍ଣ୍ଣପୁର ଉଲୁଣ୍ଡା ଥାନା ସିଂହପାଲି ଗାଁରେ । ଗାଁ ନିକଟ ଜଙ୍ଗଲରେ ଗତକାଲି ବିଳମ୍ବିତ ରାତିରେ ଏପରି ଅଘଟଣ ଘଟିଛି । ବାର୍ହା ଶିକାର…
Read More...
Read More...
ବରେଲି-ନୈନିତାଲ ନ୍ୟାସନାଲ ହାଇୱେରେ ବଡ଼ ଦୁର୍ଘଟଣା । ଡମ୍ପରକୁ ଧକ୍କା ଦେବା ପରେ ଜଳିଗଲା କାର, ୮ଜଣ ଯାତ୍ରୀ ଜୀବନ୍ତ…
କନକ ବ୍ୟୁରୋ: ଉତ୍ତରପ୍ରଦେଶ ବରେଲି-ନୈନିତାଲ ହାଇୱେରେ ବଡ଼ ଦୁର୍ଘଟଣା । ଡମ୍ପରକୁ ଧକ୍କା ଦେବା ପରେ ଜଳିଗଲା କାର, ୮ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ । ଶନିବାର ବିଳମ୍ବିତ ରାତିରେ ଏକ ବାହାଘର କାର୍ଯ୍ୟକ୍ରମରେ ଯୋଗଦେଇ ଫେରିବା ସମୟରେ କାରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କାର ଚକା ଫାଟିଯିବା…
Read More...
Read More...
ସ୍ତ୍ରୀର କଟାମୁଣ୍ଡ ଧରି ଥାନାରେ ପହଞ୍ଚିଲା ସ୍ୱାମୀ । ପାରିବାରିକ କଳହରୁ ଅଭାବନୀୟ କାଣ୍ଡ ।
କନକ ବ୍ୟୁରୋ: ନୟାଗଡ଼ ଦଶପଲ୍ଲା ବ୍ଲକ ବାଣିଗୋଛା ଥାନା ଅଞ୍ଚଳରେ ବିଭତ୍ସ ହତ୍ୟାକାଣ୍ଡ । ସ୍ତ୍ରୀର କଟାମୁଣ୍ଡ ଧରି ଥାନାରେ ପହଂଚିଲା ସ୍ୱାମୀ । ହତ୍ୟା କରିବା ପରେ ଏକ ଅଖାରେ ସ୍ତ୍ରୀର ମୁଣ୍ଡ ଓ ଟାଙ୍ଗିଆକୁ ଧରି ଥାନାରେ ଆତ୍ମସମର୍ପଣ କରିଛି ଯୁବକ । ପାରିବାରିକ କଳହକୁ କେନ୍ଦ୍ର କରି ସ୍ତ୍ରୀକୁ…
Read More...
Read More...
ପୁଅକୁ କାନ୍ଧରେ ଧରି କାଳିଆଧାମ । ମାନସିକ ପୂରଣ ପରେ ଭାରାରେ ପୁଅକୁ ନେଇ ଆସିଲେ ପୁରୀ ।
କନକ ବ୍ୟୁରୋ: ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଭିଡ଼ ଜମିଥିବା ବେଳେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା । ମାନସିକ ପୂରଣ ହେବା ପରେ ପୁଅ ଝିଅଙ୍କୁ ଭାରାରେ ଆଣିଛନ୍ତି ଜଣେ ଭକ୍ତ । ଜଟଣୀ କୁସୁମାଟିରୁ ଚାଲି ଚାଲି ଆସିଛନ୍ତି ଅଜୟ କୁମାର ଖମାରୀ । ତାଙ୍କ ପୁଅ ଅସୁସ୍ଥ ଥିବାରୁ…
Read More...
Read More...