Browsing Category

ନ୍ୟୁଜ୍

ମାନସିକ ବିକାରଗ୍ରସ୍ତ ଦୁଇ ପୁଅଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ! ସରକାରୀ ସହାୟତା ଲୋଡିଲେ ପରିବାର ସଦସ୍ୟ ।

କନକ ବ୍ୟୁରୋ : ଘରେ ପୁଅ ଜନ୍ମ ହେଲେ ବାପା ମା’ଙ୍କ ସମେତ ପରିବାର ଲୋକ ମଧ୍ୟ ବେସ ଖୁସି ହୋଇଯାଆନ୍ତି । ବାପା ମା’ ଭାବନ୍ତି ତାଙ୍କର ହଜିଯାଇଥିବା ସୁଖ ଫେରାଇ ଆଣିବ ପୁଅ । ଏହି ଭଳି ଅନେକ ସ୍ୱପ୍ନ ସାଉଁଟି ବାପା ମା’ ପିଲାମାନଙ୍କୁ ବଡ କରିଥାନ୍ତି । ଠିକ ସେହିଭଳି କେନ୍ଦ୍ରାପଡା ଜିଲ୍ଲାର ଜଣେ…
Read More...

ରାଜ୍ୟ ସରକାରଙ୍କୁ କଂଗ୍ରେସ କୃଷକ ସେଲର ଚେତାବନୀ, ୭ ଦିନ ମଧ୍ୟରେ ଚାଷୀଙ୍କୁ ଖରିଫ ଋଣ ନ ମିଳିଲେ ଜିଲ୍ଲାପାଳଙ୍କ…

ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଚାଷୀର ବିକାଶ ପାଇଁ ଯେତେ ଗୁଡିଏ ଯୋଜନା ଘୋଷଣା କରୁଛନ୍ତି ସବୁ ଫେଲ୍ ମାରିଛି ବୋଲି ଅଭିଯୋଗ କରିଛି ପ୍ରଦେଶ କଂଗ୍ରେସ କୃଷକ ସେଲ୍ । ଗତବର୍ଷ ପ୍ରାକୃତିକ ବିପର୍ଯ୍ୟୟରେ ଫସଲ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ୨୦୦ କୋଟି ଟଙ୍କାରୁ ଉଦ୍ଧ୍ୱର୍ ଇନପୁଟ ସବସିଡି…
Read More...

ଓଡିଶାରେ ଗଡ଼ିବ ସ୍ୱତନ୍ତ୍ର ବିଳାସପୂର୍ଣ୍ଣ ଟ୍ରେନ ! ସରକାରଙ୍କୁ ପ୍ରସ୍ତାବ ଦେଲେ ରେଳ ବିଭାଗ

କନକ ବ୍ୟୁରୋ : ଓଡିଶାରେ ସ୍ୱତନ୍ତ୍ର ବିଳାସପୂର୍ଣ୍ଣ ଟ୍ରେନ ଚଳାଚଳ ପାଇଁ ପ୍ରସ୍ତାବ । ଏନେଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି ରେଳ ବିଭାଗ କର୍ତୃପକ୍ଷ । ସଚିବାଳୟରେ ରେଳ ବିଭାଗ ଅଧିକାରୀଙ୍କ ସହ ରାଜ୍ୟ ସରକାରଙ୍କ ଆଲୋଚନା ହୋଇଛି । ଓଡିଶାର ପର୍ଯ୍ୟଟନର ବିକାଶର ସମ୍ଭାବନା ଥିବାରୁ ଏ…
Read More...

ସ୍ନାନବେଦୀରେ ହାତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ଶ୍ରୀଜିଉ! ବଡ଼ଦାଣ୍ଡରେ ଭକ୍ତଙ୍କ ଗହଳି

କନକ ବ୍ୟୁରୋ : ସ୍ନାନମଣ୍ଡପରେ ହାତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ଶ୍ରୀଜିଉ । ଆଜି ଶ୍ରୀମନ୍ଦିର ରତ୍ନବେଦୀରୁ ବାହାରି ସ୍ନାନ ମଣ୍ଡପରେ ଦର୍ଶନ ଦେଇଛନ୍ତି ଚତୁର୍ଦ୍ଧା ମୂରତୀ । ଶ୍ରୀଜିଉଙ୍କୁ ଦେଖିବାକୁ ଆଜି ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଆଜି ସ୍ନାନପୂର୍ଣ୍ଣିମା ପାଇଁ…
Read More...

ପ୍ରଧାନମନ୍ତ୍ରୀଙ୍କୁ ତେଲ ଚିନ୍ତା ! କେନ୍ଦ୍ର କ୍ୟାବିନେଟରେ ନିଷ୍ପତି, ଚଣ୍ଡିଖୋଲ ଓ ପାଦୁର ଠାରେ ପ୍ରତିଷ୍ଠା ହେବ ଭୂତଳ…

ଅତିରିକ୍ତ ଭୂତଳ ତୈଳ ଭଣ୍ଡାର (ଏସପିଆର)କୁ ନେଇ କେନ୍ଦ୍ର କ୍ୟାବିନେଟରେ ନିଷ୍ପତି । ଓଡିଶାର ଚଣ୍ଡିଖୋଲ ଏବଂ କର୍ଣ୍ଣାଟକର ପାଦୁର ଠାରେ ୬.୫ ନିୟୁତ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ଅତିରିକ୍ତ ଭୂତଳ ତୈଳ ଭଣ୍ଡାର ପ୍ରତିଷ୍ଠାକୁ ନେଇ କେନ୍ଦ୍ର କ୍ୟାବିନେଟର ମୋହର । ତେବେ ଚଣ୍ଡିଖୋଲ ଏବଂ ପାଦୁର…
Read More...

ମୁମ୍ବାଇର ଘାଟକୋପରରେ ଚାଟାର୍ଡ ବିମାନ ଦୁର୍ଘଟଣା ଗ୍ରସ୍ତ, ୫ ମୃତ

କନକ ବ୍ୟୁରୋ: ମୁମ୍ବାଇର ଘାଟକୋପରେ ଏକ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି । ପ୍ରାଥମିକ ତଦନ୍ତରୁ ଏହା ଜଣାପଡିଛି ଯେ, ବିମାନ ଟି ଉତ୍ତରପ୍ରଦେଶ ସରକାରଙ୍କର । ବିମାନ ଦୁର୍ଘଟଣା ହୋଇ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ପାଇଲାପରେ ସ୍ଥାନୀୟ ଲୋକମାନେ ସେଠାରେ ଗହଳି ଲାଗାଇଥିବା ଦେଖାଯାଇଛି ।…
Read More...

ମୁଖ୍ୟମନ୍ତ୍ରୀ ଶୁଣିବେ ଅଭିଯୋଗ ! ଆସନ୍ତା ଜୁଲାଇ ୨ରୁ ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ।

ଜନସାଧାରଣଙ୍କ ଅଭିଯୋଗ ଶୁଣିବା ପାଇଁ ଆସନ୍ତା ଜୁଲାଇ ୨ ତାରିଖରୁ ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ । ଏହାସହ ଜିଲ୍ଲାସ୍ତରରେ ଜିଲ୍ଲାପାଳ ଓ ଏସ.ପିଙ୍କ ଅଭିଯୋଗ ପ୍ରକୋଷ୍ଠ ମଧ୍ୟ ଆସନ୍ତା ଜୁଲାଇ ୨ ତାରିଖ ଦିନ ଖୋଲିବାକୁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି । ବିଭିନ୍ନ ଅଞ୍ଚଳର ଲୋକମାନେ…
Read More...

କ’ଣ ସତରେ ଭାରତୀୟ ବ୍ୟାଙ୍କମାନଙ୍କ ଖରାପ ସମୟ ଆସୁଛି ? ସଙ୍କଟରେ ନାହାନ୍ତି ତ ସରକାର?

କନକ ବ୍ୟୁରୋ: କେନ୍ଦ୍ରରେ ମୋଦି ସରକାର ନିଜର ୪ ବର୍ଷ ପୂରଣ କରି ଏବେ ନିର୍ବାଚନ ବର୍ଷରେ ମଧ୍ୟ ପ୍ରବେଶ କରିସାରିଛି । ଲୋକମାନଙ୍କୁ ଦେଇଥିବା ପ୍ରତିଶୃତି ମୁତାବକ ସମସ୍ତ କଥା ପୂରଣ କରିବା ଲାଗି ଅନେକ ଯୋଜନା ହାତକୁ ନେଇଛନ୍ତି । କିନ୍ତୁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଯେଉଁ ରିପୋର୍ଟ ପ୍ରକାଶ…
Read More...

ଶ୍ରୀମନ୍ଦିରରେ ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ସେବାୟତଙ୍କ ଦୁର୍ବ୍ୟବହାର ଘଟଣା : ଶ୍ରୀମନ୍ଦିର ପ୍ରଶାସକ କହିଲେ ଏନେଇ ଖବର…

କନକ ବ୍ୟୁରୋ : ଶ୍ରୀମନ୍ଦିରରେ ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମନ୍ଦିର ପ୍ରଶାସକ ପ୍ରଦୀପ୍ତ ମହାପାତ୍ର । ତାଙ୍କ ପାଖରେ ଏନେଇ କିଛି ଖବର ନାହିଁ ବୋଲି କହିଛନ୍ତି । ରାଷ୍ଟ୍ରପତି ଭବନରୁ କିିଛି ଚିଠି ତାଙ୍କ ପାଖକୁ ଆସିନଥିବା କହିଛନ୍ତି । ଗତ…
Read More...

ପୁଅକୁ ଝୁରୁଛି ମା ! ଦାଦନ ଖଟିବାକୁ ଯାଇ ଗଲା ଜୀବନ, ମଲା ପୁଅକୁ ଦେଖିବା ପାଇଁ ଛାତିପିଟି କାନ୍ଦୁଛି ମା ।

ବାପାଙ୍କ ମୃତ୍ୟୁ ପରେ ପରିବାରର ପେଟ ପୋଷିବା ପାଇଁ ପୁଅ ଚାଲିଗଲା ଦାଦନ ଖଟିବାକୁ । ହେଲେ କେଉଁଠି ଥିଲେ ସେ ଯମରାଜଙ୍କ ଦୂତ ବାପା, ପରେ ପୁଅ ବି ଚାଲିଗଲା ଆରପାରିକୁ । ଏବେ ପୁଅର ମୃତଦେହକୁ ଦେଖିବା ପାଇଁ ଝୁରୁଛି ମା’ । ଢ଼େଙ୍କାନାଳ ଜିଲ୍ଲା ସିମିନଇ ଗାଁର ୨୧ ବର୍ଷର ଯୁବକ ପପୁ ରାଉତ ଆଇଟିଆଇ…
Read More...