Browsing Category

ନ୍ୟୁଜ୍

ସଂସଦ ସୁରକ୍ଷାରେ ତ୍ରୁଟି ପରେ ବଦଳିଲା ନିୟମ । ଗ୍ୟାଲେରୀରେ ଲାଗିବ କାଚ । ଭିଜିଟର୍ସମାନଙ୍କୁ ନ ଆସିବାକୁ ବାରଣ ।

କନକ ବ୍ୟୁରୋ: ବୁଧବାର ନୂଆ ସଂସଦ ଗୃହରେ ସୁରକ୍ଷାରେ ତ୍ରୁଟି ଦେଖା ଦେବା ପରେ ସୁରକ୍ଷାରେ ବଦଳିଲା ନିୟମ । ଏବେ ସଂସଦ ଭବନକୁ ଭିଜିଟର୍ସମାନଙ୍କ ନଆସିବାକୁ ବାରଣ କରାଯାଇଛି । ଏହା ବ୍ୟତୀତ, ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ପ୍ରୋଟୋକଲଗୁଡିକ ମଧ୍ୟ ସମ୍ପୂର୍ଣ୍ଣ ରୂପେ ପରିବର୍ତନ କରାଯାଇଛି ।…
Read More...

କୋରାପୁଟରୁ ଧରାପଡିଲା ୯୦ କେଜି ଗଞ୍ଜେଇ । ଚୋରାଚାଲାଣ ବେଳେ ଧରିଲା ପୋଲିସ । ଆନୁମାନିକ ମୂଲ୍ୟ ୮ ଲକ୍ଷ ଟଙ୍କା ।

କନକ ବ୍ୟୁରୋ: କୋରାପୁଟ ଜିଲ୍ଲାରେ ଦିନକୁ ଦିନ ଗଞ୍ଜେଇ ଚୋରା ଚାଲାଣ ବଢ଼ୁଥିବା ବେଳେ ମାଛକୁଣ୍ଡ ପୋଲିସ ୯୦ କେଜି ଗଞ୍ଜେଇ ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ୮ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି । ତେବେ ପୋଲିସକୁ ଚକମା ଦେଇ ଫେରାର ହେବା ବେଳେ ମାଛକୁଣ୍ଡ ପୋଲିସ ଗଞ୍ଜେଇ ଗାଡ଼ିକୁ ପିଛା…
Read More...

ଠାକୁରଙ୍କୁ ବି ଡରିଲେନି । ମନ୍ଦିରରେ ପଶି ସୁନା, ରୂପା ଅଳଙ୍କାର ଲୁଟିଲେ ଲୁଟେରା ।

କନକ ବ୍ୟୁରୋ: ଠାକୁରଙ୍କୁ ବି ଡରିଲେନି । ବିଳମ୍ବିତ ରାତିରେ ମନ୍ଦିରର ପଶି ଲୁଟିନେଲେ ଟଙ୍କା ସୁନା । ମନ୍ଦିରର ତାଲା ଭାଙ୍ଗି ଠାକୁରଙ୍କ ସୁନା ଓ ରୂପା ଅଳଙ୍କାର ସମେତ ଦୁଇଟି ଦାନ ବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଲୁଟେରା । କୋଣାର୍କ ପୋଇତରାରେ ଥିବା ବାବା ନୀଳକଣ୍ଠେଶ୍ୱର ଶିବ ମନ୍ଦିରରୁ…
Read More...

ଅଗ୍ନିକାଣ୍ଡରେ ଜଳିଗଲା ୧୫ଟି ଦୋକାନ ଘର । ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ନଷ୍ଟ ।

କନକ ବ୍ୟୁରୋ: ଅଗ୍ନିକାଣ୍ଡରେ ଜଳିଗଲା ୧୫ଟି ଦୋକାନ ଘର । ଭଦ୍ରକ ବାସୁଦେବପୁର ଥାନା ଇରମ ପଞ୍ଚାୟତ ରଥପଦା ବଜାରରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୫ଟି ଚାଳଛପର ଦୋକାନ ଘର ଜଳିଯାଇଛି । ଗାଁର ପଦ୍ମଲୋଚନ ଦାଶଙ୍କ ୧୫ଟି ଦୋକାନ ଘରେ ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗିଯିବାରୁ ସବୁ ପୋଡ଼ି ଛାରଖାର…
Read More...

ନୂଆବର୍ଷ ପୂର୍ବରୁ ପିକନିକ ଋତୁ ଆରମ୍ଭ । ଦୁର୍ଘଟଣା କମାଇବାକୁ ସରକାରଙ୍କ ଗୁରୁତ୍ୱ । ମାସ ସାରା କଡାକଡି ଯାଞ୍ଚ ପାଇଁ…

କନକ ବ୍ୟୁରୋ: ନୂଆବର୍ଷ ପୂର୍ବରୁ ଆରମ୍ଭ ହୋଇଛି ପିକନିକ୍ ଋତୁ । ପରିବାର ସହ ପିକନିକ୍ ମନାଇବାକୁ ଯାଉଛନ୍ତି ଲୋକେ । ଏହି ସମୟରେ ଦୁର୍ଘଟଣା ହେବାର ସମ୍ଭାବନା ମଧ୍ୟ ଥିବାରୁ ଏହାକୁ କିଭଳି କମାଇ ହେବ ତାକୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । ସେଥିପାଇଁ ମାସସାରା କଡାକଡି ଯାଞ୍ଚ କରିବାକୁ…
Read More...

ଟଲିଉଡରେ କୋରାପୁଟର ଝିଅର କମାଲ । ମଙ୍ଗଳବାରମ ସିନେମାରେ ଅଭିନୟ କରି ଚର୍ଚ୍ଚାରେ ସେମିଲିଗୁଡାର ସୁମନ ଖିଲୋ 

କନକ ବ୍ୟୁରୋ: ଟଲିଉଡରେ ଓଡିଆ ଝିଅର କମାଲ । ସାଉଥ୍ ବ୍ଲକବଷ୍ଟର ମୁଭି ମଙ୍ଗଲବାରମରେ କୋରାପୁଟର ଜଣେ ଆଦିବାସୀ ଝିଅଙ୍କ ଜଲୱା । କୋରାପୁଟ ସେମିଲିଗୁଡାର ଗାଦବା ସମ୍ପ୍ରଦାୟର ଆଦିବାସୀ ଝିଅ ସୁମନ ଖିଲୋ ଏହି ସିନେମାରେ ଅଭିନୟ କରିଛନ୍ତି । ସୁମନ ଖିଲୋ ପୂର୍ବରୁ ଅନେକ ତାମିଲ ଓ ତେଲୁଗୁ ସିନେମାରେ…
Read More...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି-୨୦ । ଟିମ୍ ଇଣ୍ଡିଆ ପାଇଁ କର ବା ମର ସ୍ଥିତି । ଚୂଡ଼ାନ୍ତ ଏକାଦଶରେ ପରିବର୍ତନ ସହ…

କନକ ବ୍ୟୁରୋ: ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଭାରତ ଉପରେ ସିରିଜ୍ ପରାଜୟ ଭୟ । ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ତଥା ଶେଷ ମ୍ୟାଚ୍ ଆଜି ଜୋହାନସବର୍ଗରେ ଖେଳାଯିବ । ମ୍ୟାଚଟି ଭାରତ ପାଇଁ ‘କର ବା ମର’ ସ୍ଥିତି ହୋଇଛି । ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ଧୋଇ ଯାଇଥିବା ବେଳେ…
Read More...

ତଳମୁହାଁ ରାଜ୍ୟର ପାରଦ । ଅନେକ ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ତଳେ । କେନ୍ଦୁଝରରେ ତାପମାତ୍ରା ସର୍ବନିମ୍ନ ।

କନକ ବ୍ୟୁରୋ: ରାଜ୍ୟରେ ପାରଦ ତଳମୁହାଁ ରହିଛି । କିଛି ଦିନ ହେବ ସାରା ରାଜ୍ୟରେ ଶୀତର ଲହରୀ ଜାରି ରହିଛି । ଅନେକ ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି । ଏହାରି ଭିତରେ କୁହୁଡି ବଢିଛି । ବିଭିନ୍ନ ସ୍ଥାନରେ କୁହୁଡି ବଢିଥିବା ଦେଖିବାକୁ ମିଳିଛି । ଆଜି ଓ ଆସନ୍ତାକାଲି ଏହି କୁହୁଡି…
Read More...

ସଂସଦ ସୁରକ୍ଷା ପ୍ରସଙ୍ଗ: ସରକାରକୁ ଘେରିଲେ ବିରୋଧୀ । ଆଜି ସକାଳ ୧୦ଟାରେ ଇଣ୍ଡିଆ ମେଣ୍ଟର ବୈଠକ ।

କନକ ବ୍ୟୁରୋ: ସଂସଦର ସୁରକ୍ଷା ପ୍ରସଙ୍ଗରେ ବିରୋଧୀ ସରକାରକୁ ଘେରିଛନ୍ତି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ଏହି ମାମଲାରେ ଜବାବ ଦେବାକୁ ଦାବି କରିଛନ୍ତି । ଅନ୍ୟପଟେ ଆଜି ଇଣ୍ଡିଆ ମେଣ୍ଟର ବୈଠକ ସକାଳ ୧୦ଟାରେ ବସିବାର ସୂଚନା ରହିଛି । ଏହି ବୈଠକରେ ସୁରକ୍ଷା ପ୍ରସଙ୍ଗରେ ବିରୋଧୀ ନିଜର…
Read More...

ସଂସଦର ସୁରକ୍ଷା ଭଙ୍ଗ ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ ୟୁଏପିଏରେ ମାମଲା ରୁଜୁ । ଆଜି ୫ ଅଭିଯୁକ୍ତଙ୍କୁ କୋର୍ଟରେ…

କନକ ବ୍ୟୁରୋ: ସଂସଦର ସୁରକ୍ଷା ଭଙ୍ଗ ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ ୟୁଏପିଏ ଆଧାରରେ ଏଫଆଇଆର ରୁଜୁ ହୋଇଛି । ଆଜି ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବ । ଏହି ମାମଲାରେ ମୋଟ୍ ୬ ଜଣଙ୍କ ସଂପୃକ୍ତି ରହିଛି । ୫ ଜଣ ଗିରଫ ହୋଇଛନ୍ତି ଅନ୍ୟ ଜଣେ ଫେରାର ରହିଛନ୍ତି । ୟୁଏପିଏ ଆଧାରରେ ଯଦି…
Read More...