Browsing Category

ନ୍ୟୁଜ୍

ଆସନ୍ତାକାଲି ରାହୁଲ ଗାନ୍ଧୀଙ୍କ ଭାଗ୍ୟ ପରୀକ୍ଷା । ୱାୟନାଡରେ କାଲି ପଡିବ ଭୋଟ୍ ।

କନକ ବ୍ୟୁରୋ: ଆସନ୍ତାକାଲି ଦେଶରେ ଅନୁଷ୍ଠିତ ହେବ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । କେରଳର ସମସ୍ତ ଲୋକସଭା ଆସନରେ କାଲି ପଡିବ ଭୋଟ୍ । ୱାୟନାଡ ଆସନରେ ଦ୍ୱିତୀୟ ଥର ପାଇଁ ନିର୍ବାଚନକୁ ଓହ୍ଲାଇଛନ୍ତି ରାହୁଲ ଗାନ୍ଧୀ । ରାହୁଲଙ୍କ ବିପକ୍ଷରେ ସିପିଆଇର ହେଭିୱେଟ୍ ନେତ୍ରୀ ଆନ୍ନି ରାଜାଙ୍କୁ…
Read More...

ହାଇକୋର୍ଟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲା, ଆସନ୍ତା ୨୯ ତାରିଖରେ ହେବ ପରବର୍ତ୍ତୀ ଶୁଣାଣି

କନକବ୍ୟୁରୋ: ହାଇକୋର୍ଟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲା। ଆସନ୍ତା ୨୯ ତାରିଖରେ ହେବ ମାମଲାର ପୂର୍ଣାଙ୍ଗ ଶୁଣାଣୀ। ପୂର୍ବରୁ ହାଇକୋର୍ଟ ଡ୍ରାଫ୍ଟ ମେଧା ତାଲିକା ରଦ୍ଦକୁ ଚ୍ୟାଲେଞ୍ଜ କରି ଏକାଧିକ ରିଟ୍ ପିଟିସନ୍ ଦାୟର କରିଥିଲେ ମେରିଟ୍ ଲିଷ୍ଟରେ ସ୍ଥାନ ପାଇଥିବା ଆଶାୟୀ।…
Read More...

ବାଲେଶ୍ୱରରେ ଶ୍ରୀକାନ୍ତ ଜେନାଙ୍କ ପ୍ରଚାର । ମହାତ୍ମାଗାନ୍ଧୀଙ୍କ ଆର୍ଶୀବାଦ ନେଇ ପ୍ରଚାର ଆରମ୍ଭ କଲେ କଂଗ୍ରେସ…

କନକ ବ୍ୟୁରୋ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଶୀର୍ବାଦ ନେଇ ବସ୍ତାରେ ପ୍ରଚାର ଆରମ୍ଭ କଲେ ବାଲେଶ୍ୱର କଂଗ୍ରେସ ସାଂସଦ ପ୍ରାର୍ଥୀ ଶ୍ରୀକାନ୍ତ ଜେନା ଏବଂ ବସ୍ତା ବିଧାୟକ ପ୍ରର୍ଥୀ ବିଜନ କୁମାର ନାୟକ । ଗତକାଲି ଅପରାହ୍ନରେ ବସ୍ତା ଗାନ୍ଧୀଛକ ଠାରେ ଥିବା ମହାତ୍ମା ଗାନ୍ଧୀଙ୍କ…
Read More...

ସାଢେ ୧୧ଟା ବେଳକୁ ୪୦ ଡିଗ୍ରୀ ଟପିଲା ରାଜଧାନୀର ତାପମାତ୍ରା । ୪୧.୧ ଡିଗ୍ରୀ ଖରା ସହ ସହ ସନ୍ତୁଳି ହେଉଛନ୍ତି…

କନକ ବ୍ୟୁରୋ: ଦିନ ସାଢେ ୧୧ଟା ସୁଦ୍ଧା ୪୦ ଡିଗ୍ରୀ ପାର୍ କଲା ରାଜଧାନୀର ତାପମାତ୍ରା । କେବଳ ରାଜଧାନୀ ଭୁବନେଶ୍ୱର ନୁହେଁ, ତା ସହ ଚାନ୍ଦବାଲି, ବାଲେଶ୍ୱର, ଝାରସୁଗୁଡା ଏବଂ ହୀରାକୁଦ ସହରର ତାପମାତ୍ରା ମଧ୍ୟ ୪୦ ଡିଗ୍ରୀ ଟପିଛି । ମିଳିଥିବା ସୂଚନା ମୁତାବକ, ଗୁରୁବାର ଦିନ ସାଢେ ୧୧ଟା…
Read More...

ଅଯୋଧ୍ୟା ଯାଇ ରାମଲାଲାଙ୍କୁ ଦର୍ଶନ କରିବେ ରାହୁଲ ଗାନ୍ଧି, କେବେ କରିବେ ଦର୍ଶନ ସେନେଇ ହୋଇନାହିଁ ସ୍ପଷ୍ଟ ।

କନକବ୍ୟୁରୋ: ଆମେଠେୀରେ ନିର୍ବାଚନ ଲଢିବା ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧି ଅଯୋଧ୍ୟା ଯାଇ ରାମଲାଲାଙ୍କୁ ଦର୍ଶନ କରିବେ । ଏଭଳି କିଛି ସୂଚନା ଦିଆଯାଇଛି କଂଗ୍ରେସ ପକ୍ଷରୁ । ୱାୟାନାଡ ପରେ ଆମେଠୀରେ ରାହୁଲ ପ୍ରତିନ୍ଦ୍ୱନ୍ଦିତା କରୁଥିବା ନେଇ ଆଲୋଚନା ହୋଇଛି । । କଂଗ୍ରେସ ସୁତ୍ର…
Read More...

ରୋଚକ ହେଉଛି ଲଢ଼େଇ । ବାଙ୍ଗିରିପୋଷିରେ ନଣନ୍ଦ ସଞ୍ଜଳୀ ଓ ଭାଉଜ ରଞ୍ଜିତା ମାର୍ଣ୍ଡିଙ୍କ ମଧ୍ୟରେ ଟକ୍କର

କନକ ବ୍ୟୁରୋ: ରୋଚକ ହେଉଛି ରାଜନୀତି । ପରସ୍ପର ବିରୋଧରେ ନିର୍ବାଚନ ଲଢୁଛନ୍ତି ସଂପର୍କୀୟ । ବାଙ୍ଗିରିପୋଷି ଆସନରେ ଦେଖିବାକୁ ମିଳିବ ଦୁଇ ସମ୍ପର୍କୀୟ ପରିବାର ମଧ୍ୟରେ ଲଢେଇ । ଏଠାରେ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି, ସୁଦାମ ମାର୍ଣ୍ଡିଙ୍କ ପତ୍ନୀ ରଞ୍ଜିତା ମାର୍ଣ୍ଡି । ତାଙ୍କ ବିରୋଧରେ…
Read More...

କ୍ରିକେଟ୍ ଖେଳିଲେ, ଭୋଟ୍ ଭିକ୍ଷା କଲେ । ଉଦଳାରେ ବିଜେପି ବିଧାୟକ ପ୍ରାର୍ଥୀଙ୍କ ନିଆରା ପ୍ରଚାର ।

କନକ ବ୍ୟୁରୋ: ପ୍ରାର୍ଥୀଙ୍କ ନିଆରା ପ୍ରଚାର । ଉଦଳା ବିଜେପି ବିଧାୟକ ପ୍ରାର୍ଥୀ ଭାସ୍କର ମଢ଼େଇ କ୍ରିକେଟ ଖେଳି ପ୍ରଚାର କରିଛନ୍ତି । ଜୁନପାଳ ଠାରେ ପ୍ରଚାର ସମୟରେ ରାତିକାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ସାମିଲ ହୋଇଥିଲେ ଭାସ୍କର ମଢ଼େଇ । ଯୁବ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ କ୍ରିକେଟ…
Read More...

କୋରାପୁଟରେ ଭିକେ ପାଣ୍ଡିଆନ୍ । ଜିଲ୍ଲାର ବିଭିନ୍ନ ସ୍ଥାନରେ ଜନସଭାକୁ କରିବେ ସମ୍ବୋଧନ ।

କନକ ବ୍ୟୁରୋ: କୋରାପୁଟ ଗସ୍ତରେ ଭି.କେ ପାଣ୍ଡିଆନ୍ । ଜିଲ୍ଲାର ବିଭିନ୍ନ ସ୍ଥାନରେ ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଥମେ ସେମିଳିଗୁଡ଼ାରେ ପହଞ୍ଚିଛନ୍ତି ପାଣ୍ଡିଆନ୍ । ସେଠାରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରିବେ । ସେମିଳିଗୁଡ଼ା ପରେ ଲକ୍ଷ୍ମୀପୁର ଗସ୍ତ କରିବେ ।…
Read More...

ମୋଦୀଙ୍କୁ ନିର୍ବାଚନ ଆୟୋଗଙ୍କ କ୍ଲିନଚିଟ୍ । ଦେବୀ, ଦେବତାଙ୍କ ନାମରେ ଭୋଟ୍ ମାଗିନାହାଁନ୍ତି ପ୍ରଧାନମନ୍ତ୍ରୀ ।

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିର୍ବାଚନ ଆୟୋଗଙ୍କ କ୍ଲିନଚିଟ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେବୀ ଦେବତାଙ୍କ ନାମରେ ଭୋଟ୍ ମାଗୁଥିବା ନେଇ ହେଇଥିବା ଅଭିଯୋଗରେ, ପ୍ରଧାନମନ୍ତ୍ରୀଙ୍କୁ କ୍ଲିନଚିଟ୍ ଦେଇଛନ୍ତି ନିର୍ବାଚନ ଆୟୋଗ । ସୂଚନାଯୋଗ୍ୟ ଯେ, ପିଲିଭିତରେ…
Read More...

ଆଇଜିକେସି ହସ୍ପିଟାଲରେ ଅତ୍ୟାଧୁନିକ ପଦ୍ଧତିରେ ସଫଳ ଅସ୍ତ୍ରୋପ୍ରଚାର । ଜୀବନ ଫେରିପାଇଲେ ଫୁସଫୁସ୍ କ୍ୟାନସର ରୋଗୀ

କନକ ବ୍ୟୁରୋ: ଓଡ଼ିଶାର ଲୋକପ୍ରିୟ ମଲଟିସ୍ପେଶାଲିଷ୍ଟ୍ ହସ୍ପିଟାଲ ଆଇଜିକେସି ମଲଟିସ୍ପେଶାଲିଷ୍ଟ୍ ହସ୍ପିଟାଲ ଠାରେ ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ଅତ୍ୟାଧୁନିକ ପଦ୍ଧତିରେ ଫୁସଫୁସ୍ କ୍ୟାନସର ରୋଗୀଙ୍କ ସଫଳ ଅପରେସନ୍ କରାଯାଇଛି । ଢ଼େଙ୍କାନାଳର ୩୨ ବର୍ଷୀୟା ରୋଗୀ ଜଣଙ୍କ ଗତ ଏକ ମାସ ଧରି କଫରେ…
Read More...