Browsing Category

ନ୍ୟୁଜ୍

‘କାଳୀ’ ପୋଷ୍ଟର ବିବାଦ । ଟିଏମସି ସାଂସଦ ମହୁଆ ମୋଇତ୍ରା ଓ ନୁପୂର ଶର୍ମାଙ୍କୁ ନେଇ କ’ଣ କହିଲେ ଲେଖିକା ତସଲିମା…

କନକ ବ୍ୟୁରୋ:ବାଂଲାଦେଶୀ ଲେଖିକା ତସଲିମା ନସରିନ୍ ‘କାଳୀ’ ପୋଷ୍ଟର ବିବାଦ ଓ ନୂପୁର ଶର୍ମାଙ୍କ ବୟାନକୁ ନେଇ ଏକ ବଡ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ, ଯଦି ଜଣେ ବ୍ୟକ୍ତି ସ୍ୱାଧିନତା ଉପରେ ବିଶ୍ୱାସ କରନ୍ତି ତେବେ ସେ ନୂପୁର ଶର୍ମା ଓ ମହୁଆ ମୋଇତ୍ରାଙ୍କ ମତକୁ ସମ୍ମାନ କରିବେ ।…
Read More...

ଏମସିଏ ଛାତ୍ରୀ ଆଶ୍ରିତା ସେନାପତିଙ୍କ ଆତ୍ମହତ୍ୟା ଘଟଣା । ପୁରୁଷ ବନ୍ଧୁ ସତ୍ୟପ୍ରକାଶ ଦାଶ ଗିରଫ

କନକ ବ୍ୟୁରୋ : ଏମସିଏ ଛାତ୍ରୀ ଆଶ୍ରିତା ସେନାପତିଙ୍କ ଆତ୍ମହତ୍ୟା ଘଟଣା । ପୁରୁଷ ବନ୍ଧୁ ସତ୍ୟପ୍ରକାଶ ଦାଶ ଗିରଫ ହୋଇଛନ୍ତି । ଗତକାଲି ଅଟକ ପରେ ଆଜି ସହିଦନଗର ଥାନା ପୋଲିସ ତାଙ୍କୁ ଗିରଫ କରିଛି । ଆଜି କୋର୍ଟଚାଲାଣ କରିବ ପୋଲିସ । ପୋଲିସ କହିବାନୁଯାୟୀ, ଆଶ୍ରିତା ରାଜଧାନୀର ଏକ ଘରୋଇ…
Read More...

ଚାଷୀ ଘରର ଝିଅ ମାଟ୍ରିକରେ କେନ୍ଦ୍ରାପଡା ଜିଲ୍ଲା ଟପ୍ପର : ୬୦୦ରୁ ୫୮୫ ମାର୍କ ରଖିଲେ ମୋନାଶ୍ରୀ ବିଶ୍ୱାଳ

କନକ ବ୍ୟୁରୋ : କେନ୍ଦ୍ରାପଡା ଜିଲ୍ଲାରେ ଟପ୍ପର ହୋଇଛନ୍ତି ଚାଷୀ ଘରର ଝିଅ । କେନ୍ଦ୍ରାପଡାର ଡେରାବିଶ ବ୍ଲକ ଗୋଲାର ହାଟ ଗାଁର ମୋନାଶ୍ରୀ ବିଶ୍ୱାଳ ମାଟ୍ରିକରେ ଜିଲ୍ଲାର ଟପ୍ପର ହୋଇଛନ୍ତି । ମୋନାଶ୍ରୀଙ୍କ ସଫଳତା ପରେ ଗ୍ରାମବାସୀ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଏହାପରେ ମୋନାଶ୍ରୀଙ୍କୁ…
Read More...

‘କାଳୀ’ ପୋଷ୍ଟର ବିବାଦ ପରେ ନିର୍ଦ୍ଦେଶିକା ଲୀନା ମନିମେକଲାଇଙ୍କ ନୂଆ ଟ୍ୱିଟ୍ । ‘ଶିବ-ପାର୍ବତୀ’ଚରିତ୍ରଙ୍କୁ ସିଗାରେଟ୍…

କନକ ବ୍ୟୁରୋ: ‘କାଳୀ’ ପୋଷ୍ଟର ବିବାଦ ପରେ ଫିଲ୍ମର ନିର୍ଦ୍ଦେଶିକା ଲୀନା ମଣିମେକଲାଇ ଆଉ ଏକ ଟ୍ୱିଟ୍ କରି ନିଜ ସମସ୍ୟାକୁ ନିମନ୍ତ୍ରଣ ଦେଇଛନ୍ତି । ସେ କରିଥିବା ଟ୍ୱିଟରେ ‘ଶିବ-ପାର୍ବତୀ’ ଚରିତ୍ରରେ ଥିବା ବ୍ୟକ୍ତିଙ୍କୁ ସିଗାରେଟ୍ ଟାଣୁଥିବାର ଦେଖାଇଛନ୍ତି । ଫୋଟୋକୁ ଟ୍ୱିଟ୍ କରି ଲୀନା…
Read More...

ହାପି ବାର୍ଥ ଡେ ମହେନ୍ଦ୍ର ସିଂ ଧୋନୀ : ୪୧ ବର୍ଷରେ ପାଦ ଦେଲେ କ୍ୟାପଟେନ୍ କୁଲ

କନକ ବ୍ୟୁରୋ : ଆଜି ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଜନ୍ମଦିନ । ୪୧ ବର୍ଷରେ ପାଦ ଦେଇଛନ୍ତି କ୍ୟାପଟେନ୍ କୁଲ । ଏଥର ଇଂଲଣ୍ଡରେ ସେ ତାଙ୍କର ଜନ୍ମଦିନ ପାଳନ କରିଛନ୍ତି । ମାହିଙ୍କ ଜନ୍ମଦିନ ପାଇଁ ବିଭିନ୍ନ ଆଡୁ ଶୁଭେଚ୍ଛା ମିଳୁଛି । ଆଜିର ଦିନରେ ଧୋନୀଙ୍କ…
Read More...

ଆଜି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା । ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

କନକ ବ୍ୟୁରୋ : ଆଜି ପଶ୍ଚିମ ଓ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା । ୧୨ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ବଲାଙ୍ଗୀର, ନୂଆପଡା, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡା, ଗଜପତି, କୋରାପୁଟ ଓ…
Read More...

କଲେଜ କର୍ତ୍ତୃପକ୍ଷଙ୍କୁ ୨ ବର୍ଷ ୯ ମାସର ଦରମା ଫେରାଇଲେ ପ୍ରଫେସର । ଜାଣନ୍ତୁ ଏହାର କାରଣ କ’ଣ

କନକ ବ୍ୟୁରୋ: ପଢ଼ିବାକୁ ପିଲା ଆସୁ ନାହାନ୍ତି, ଦରମା ନେବି କାହିଁକି ବୋଲି ଯୁକ୍ତି ଦର୍ଶାଇ ଜଣେ ବିହାରୀ କଲେଜ ପ୍ରଫେସର୍‌ ୨ ବର୍ଷ ୯ ମାସର ଦରମା ବାବଦକୁ ୨୩.୮ ଲକ୍ଷ ଟଙ୍କା ଫେରାଇ ଦେଇଛନ୍ତି। କିନ୍ତୁ କଲେଜ କର୍ତ୍ତୃପକ୍ଷମାନେ ପ୍ରଫେସରଙ୍କ ଦରମା ଫେରସ୍ତ ପ୍ରତିବାଦକୁ ଗ୍ରହଣ କରିପାରି…
Read More...

ଆଉ ଗୋଟିଏ ଦିନ ପରେ ବାହୁଡା ଯାତ୍ରା । ଶ୍ରୀମନ୍ଦିର ଅଭିମୁଖେ ବାହୁଡିବ ତିନି ରଥ

କନକ ବ୍ୟୁରୋ : ଗୁଣ୍ଡିଚା ମନ୍ଦିର ଆଡପ ମଣ୍ଡପରେ ସରି ସରି ଆସୁଛି ମହାପ୍ରଭୁଙ୍କ ଲୀଳା ଖେଳା । ଆଉ ଗୋଟିଏ ଦିନ ପରେ ବାହୁଡା ଯାତ୍ରା । ଶରଧାବାଲିରୁ ଶ୍ରୀମନ୍ଦିର ଅଭିମୁଖେ ବାହୁଡି ଆସିବ ତିନି ରଥ । ସେଥିପାଇଁ ଆଜି ସକାଳୁ ଗୁଣ୍ଡିଚା ମନ୍ଦିର ଲୋକାରଣ୍ୟ ହୋଇ ପଡ଼ିଛି । ମଙ୍ଗଳ ଆଳତୀ ଶେଷ ହେବା…
Read More...

ଚାଓମିନ୍ ଫ୍ୟାକ୍ଟ୍ରିରେ ଅଘଟଣ । ଶ୍ୱାସରୁଦ୍ଧ ହୋଇ ୩ ମୃତ

କନକ ବ୍ୟୁରୋ : ଶ୍ୱାସରୁଦ୍ଧ ହୋଇ ଗଲା ତିନି ଜଣଙ୍କ ଜୀବନ । ମୋହନା ନାରାୟଣନଗରରେ ଥିବା ଚାଓମିନ୍ ଫ୍ୟାକ୍ଟ୍ରିରେ ଶ୍ୱାସରୁଦ୍ଧ ହୋଇ ତିନି ଜଣ ଯୁବକଙ୍କ ମୃତ୍ୟୁ ହୋଇଛି । ଗ୍ୟାସ୍ ଲିକ୍ ଯୋଗୁ ଏପରି ଘଟଣା ଘଟିଥିବା ସନ୍ଦେହ କରାଯାଉଛି । ମୃତକମାନେ ହେଉଛନ୍ତି ବ୍ରହ୍ମପୁରର ଅରୁଣ ସାହୁ, ମୋହନା…
Read More...

ଆଜିଠୁ ଭାରତ-ଇଂଲଣ୍ଡ ଟି-ଟ୍ୱେଂଟି ସିରିଜ । ଦଳକୁ ଫେରିବେ ନିୟମିତ ଅଧିନାୟକ ରୋହିତ ଶର୍ମା ।

କନକ ବ୍ୟୁରୋ: ଆଜିଠୁ ଆରମ୍ଭ ହେଉଛି ଭାରତ-ଇଂଲଣ୍ଡ ଟି-୨୦ ସିରିଜ୍ । ଭାରତୀୟ ଦଳକୁ ଫେରିବେ ନିୟମିତ ଅଧିନାୟକ ରୋହିତ ଶର୍ମା । କରୋନା ସଂକ୍ରମିତ ହୋଇଥିବାରୁ ଇଂଲଣ୍ଡ ବିପକ୍ଷ ପଂଚମ ଟେଷ୍ଟ ଖେଳିପାରିନଥିଲେ ରୋହିତ । ଏବେ କରୋନାରୁ ସୁସ୍ଥ ହେବା ପରେ ଦଳର ନେତୃତ୍ୱ ନେବା ପାଇଁ ପୂରା ପ୍ରସ୍ତୁତ…
Read More...