Browsing Category

ନ୍ୟୁଜ୍

କମନୱେଲଥ ଗେମ୍ସରେ ଦେଶକୁ ଆଉ ଏକ ସ୍ୱର୍ଣ୍ଣ । ବ୍ୟାଡମିଣ୍ଟନରେ ପିଭି ସିନ୍ଧୁଙ୍କୁ ସ୍ୱର୍ଣ୍ଣ ।

କନକ ବ୍ୟୁରୋ: ରାଜ୍ୟଗୋଷ୍ଠୀ କ୍ରୀଡାରେ ଦେଶକୁ ଆଉ ଏକ ସ୍ୱର୍ଣ୍ଣ ଭେଟି ଦେଇଛନ୍ତି ବ୍ୟାଡମିଣ୍ଟନ ସେନ୍ସେସନ୍ ପିଭି ସିନ୍ଧୁ । ମହିଳା ସିଙ୍ଗଲ୍ସ ଫାଇନାଲରେ କାନାଡାର ଏମ୍. ଲିଙ୍କୁ ୨୧-୧୫, ୨୧-୧୩ ସେଟରେ ହରାଇ ସ୍ୱର୍ଣ୍ଣ ପଦକ ହାତେଇଛନ୍ତି ସିନ୍ଧୁ । ଏହାସହ ସିନ୍ଧୁ ପ୍ରଥମ ରାଜ୍ୟଗୋଷ୍ଠୀ…
Read More...

ଗଣମାଧ୍ୟମ ରାଜନୀତି ଅପେକ୍ଷା ଲୋକଙ୍କ ପ୍ରକୃତ ପ୍ରସଙ୍ଗକୁ ପ୍ରାଥମିକତା ଦେବା ଉଚିତ୍ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କନକ ବ୍ୟୁରୋ : ଲୋକଙ୍କ ବିଶ୍ୱାସ ଆଧାରରେ ମିଡିଆ ଚାଲିଥାଏ । ତେଣୁ ଗଣମାଧ୍ୟମ ରାଜନୀତି ଅପେକ୍ଷା ଲୋକଙ୍କ ପ୍ରକୃତ ପ୍ରସଙ୍ଗକୁ ପ୍ରାଥମିକତା ଦେବା ଉଚିତ୍। ମିଡିଆ ମୁଖ୍ୟତଃ ଲୋକଙ୍କ ସ୍ୱର ହେବା ଉଚିତ୍ ।ପ୍ରଜାତନ୍ତ୍ରର ୭୫ ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ସାମିଲ ହେବା ସହ ନିଜ…
Read More...

ପ୍ରଜାତନ୍ତ୍ର ଓଡିଆ ଜନଜୀବନର ସଠିକ ଦର୍ପଣ: ଧର୍ମେନ୍ଦ୍ର ପ୍ରଧାନ 

କନକ ବ୍ୟୁରୋ: ପ୍ରଜାତନ୍ତ୍ର ଓଡିଆ ଜନଜୀବନର ସଠିକ ଦର୍ପଣ । କଟକରେ ପ୍ରଜାତନ୍ତ୍ରର ୭୫ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଉଦବୋଧନ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଅବିଭାଷଣ ରଖିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଆଜି ଓଡିଶାକୁ ନୂଆ ପରିଚୟ ଦେବାର ଦିନ । ଦେଶର ସ୍ୱାଧୀନତାର…
Read More...

ଓଡ଼ିଶା ଝିଅ ମହାମହିମ, ‘ଏଇ ହିଁ ତ ଅଚ୍ଛେ ଦିନ୍’। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିଲେ…

କନକ ବ୍ୟୁରୋ: କଟକରେ ପ୍ରଜାତନ୍ତ୍ରର ୭୫ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଉଦବୋଧନ ବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମଧ୍ୟ ମନେ ପକାଇଥିଲେ ଅମିତ ଶାହ । ଶାହା କହିଥିଲେ ଓଡ଼ିଶା ଝିଅ ମହାମହିମ, ‘ଏଇ ହିଁ ତ ଅଚ୍ଛେ ଦିନ୍’ । ଆଜି ଦେଶର ସର୍ବୋଚ୍ଚ ପଦରେ ଓଡିଶାର ଝିଅ ଦ୍ରୌପଦୀ ମୁର୍ମୁ…
Read More...

‘ଓଡ଼ିଶା ପାଇଁ ଅଚ୍ଛେଦିନ୍ ଆସିଛି’, ପ୍ରଜାତନ୍ତ୍ରର ୭୫ ବର୍ଷ ପୂର୍ତ୍ତିରେ ସାମିଲ ହୋଇ ଏଭଳି ପ୍ରତିକ୍ରିୟା ରଖିଲେ…

କନକ ବ୍ୟୁରୋ: ରାଜ୍ୟ ପାଇଁ ବର୍ତ୍ତମାନ ଅଚ୍ଛେ ଦିନ ଆସିଛି । କଟକରେ ପ୍ରଜାତନ୍ତ୍ରର ୭୫ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଏହି ପ୍ରତିକ୍ରିୟା ରଖିଛନ୍ତି ଅମିତ ଶାହ । ସେ କହିଛନ୍ତି ଯେତେବେଳେ ମଧ୍ୟ ମୁଁ ଓଡିଶା ଆସିଛି ମନକୁ ଭକ୍ତି ଭାବ ଆସିଛି । ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବ…
Read More...

ଉପରାଷ୍ଟ୍ରପତିଙ୍କ ପାଇଁ ରାଜ୍ୟସଭାରେ ବିଦାୟୀ ଅଭିଭାଷଣ, ସାମିଲ ହେଲେ ପ୍ରଧାନମନ୍ତ୍ରୀଙ୍କ ସମେତ ବିଭିନ୍ନ ଦଳର ସାଂସଦ।

କନକ ବ୍ୟୁରୋ: ରାଜ୍ୟସଭା ସଭାପତି ତଥା ଉପ ରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କୁ ବିଦାୟୀ ଦିଆଯାଇଛି । ଆସନ୍ତା ୧୦ ତାରିଖରେ ତାଙ୍କ କାର୍ଯ୍ୟକାଳ ଶେଷ ପୂର୍ବରୁ ରାଜ୍ୟସଭାରେ ତାଙ୍କ ପାଇଁ ବିଭିନ୍ନ ଦଳ ପକ୍ଷରୁ ବିଦାୟୀ ଅଭିଭାଷଣ ରଖାଯାଇଛି । ସୋମବାର ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ…
Read More...

ଜହ୍ମକୁ ଫେରାଇ ଦେବା ପାଇଁ ବାହୁନି ବାହୁନି କାନ୍ଦୁଛି ମା’ । ଜିଲ୍ଲାପାଳ ଅଫିସ ସାମ୍ନାରେ ସରକାରୀ ଅଧିକାରୀଙ୍କୁ ଶିଶୁ…

କନକ ବ୍ୟୁରୋ : ଜହ୍ନକୁ ଫେରାଇଦେବା ପାଇଁ ପଣତକାନି ପତାଇ ଭିକ୍ଷା ମାଗୁଛି ଯଶୋଦା ମା’ । ଛତ୍ରପୁର କଲେକ୍ଟର ଅଫିସରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ପାଳିତ ଝିଅ ଜହ୍ନକୁ ବ୍ରହ୍ମପୁର ସିଡବ୍ଲୁସି ନେଇଯିବା ପରେ ପୁଣି ଥରେ ଫେରାଇଆଣିବା ପାଇଁ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ବାପା ମା’ ।…
Read More...

ଟିକାକରଣକୁ ଗୁରୁତ୍ୱ : ଗାଁ ଗାଁରେ ବୁଲିବ ବୁଷ୍ଟର ଟୀକା ଭ୍ୟାନ୍

କନକ ବ୍ୟୁରୋ : ଟିକା କରଣକୁ ବଢ଼ାଇବା ଉପରେ ସ୍ୱାସ୍ଥ୍ୟ ବିଭାଗ ଗୁରତ୍ବ ଦେଉଛି। ସବୁ ଜିଲ୍ଲାକୁ ନିର୍ଦ୍ଦେଶ ଦିଆ ଯାଇଛି ଟିକା କରଣ କେନ୍ଦ୍ର ବଢାଇବା ପାଇଁ । ଏହାସହ ପ୍ରତି ବ୍ଲକରେ ୪ ମୋବାଇଲ ଭ୍ୟାନର ମଧ୍ୟ ବ୍ୟବସ୍ଥା କରାଯାଇଛି । ବର୍ତ୍ତମାନ ଆଉ ରାଜ୍ୟରେ ଟିକାର ଅଭାବ ନାହିଁ । ଏଯାଏଁ…
Read More...

ରାଜ୍ୟରେ କୌଣସି ନଦୀରେ ସୃଷ୍ଟି ହୋଇନି ବନ୍ୟାସ୍ଥିତି : ସବୋର୍ଚ୍ଚ ଯନ୍ତ୍ରୀ କହିଲେ, ସଜାଗ ଅଛି ବିଭାଗ

କନକ ବ୍ୟୁରୋ : ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଥିବାବେଳେ ରାଜ୍ୟର ୮ ଜଳଭଣ୍ଡାରର ସ୍ଥିତି ଠିକ୍ ରହିଛି ବୋଲି କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର । କେଉଁଠି ୩୦ ପ୍ରତିଶତ ତ ଆଉ କେଉଁଠି ୭୦ ପ୍ରତିଶତ ଜଳ ରହିଛି । ରାଜ୍ୟରେ ଏବେ ବନ୍ୟାର କୌଣସି ଖବର ନାହିଁ । ତେବେ କିଛି…
Read More...

ଜାଭେଲିନ୍ ଥ୍ରୋରେ ନୀରଜ ଚୋପ୍ରାଙ୍କ ରେକର୍ଡ ଭାଙ୍ଗିଲେ ପାକିସ୍ତାନର ଅରଶଦ ନଦୀମ । ୯୦ ମିଟରରୁ ଅଧିକ ଦୂର ଭାଲା…

କନକ ବ୍ୟୁରୋ: ଇତିହାସ ରଚିଲେ ପାକିସ୍ତାନୀ ଜାଭେଲିନ୍ ଥ୍ରୋୟର ଅରସଦ୍ ନଦୀମ । ବର୍ମିଙ୍ଗହମରେ ଚାଲିଥିବା କମନୱେଲଥ୍ ଗେମରେ ୯୦ ମିଟରରୁ ଅଧିକ ଦୂର ଭାଲା ଫିଙ୍ଗି ଭାରତୀୟ ଜାଭେଲିିନ୍ ଥ୍ରୋୟର ନୀରଜ ଚୋପ୍ରାଙ୍କ ରେକର୍ଡ ଭାଙ୍ଗିଲେ । ଏହାସହ ଦେଶ ପାଇଁ ସ୍ୱର୍ଣ୍ଣ ଜିତି ପାକିସ୍ତାନର ହିରୋ…
Read More...