Browsing Category

ନ୍ୟୁଜ୍

କରୋନା ସଂକ୍ରମଣ ବଢ଼ୁଥିବାରୁ କଟକଣା ବଢ଼ାଇଲା ବିଏମସି : ଦୋକାନ ଆଗରେ ଭିଡ ନ କରିବାକୁ ତାଗିଦ

କନକ ବ୍ୟୁରୋ : କନକ ବ୍ୟୁରୋ : କରୋନା ସଂକ୍ରମଣ ବଢୁଥିବାରୁ କଟକଣା ବଢାଇଲା ବିଏମସି । ଟିଫିନ୍ ଦୋକାନ, ଚା’ ଦୋକାନ, ଗୁପ୍ଚୁପ୍, ଦହିବରା ଓ ଜୁସ୍ ଷ୍ଟଲରେ ଭିଡ଼ ନଜମାଇବା ପାଇଁ ପାଇଁ ତାଗିଦ୍ କରାଯାଇଛି । ଅଧିକ ଗହଳି ହେଲେ ପୂର୍ବ ପରି ପାର୍ସଲ ଦେବାକୁ ପରାମର୍ଶ ଦିଆଯାଇଛି । ସଂକ୍ରମଣ…
Read More...

୧୯୯୩ ମୁମ୍ବାଇ ବିସ୍ଫୋରଣର ମାଷ୍ଟରମାଇଣ୍ଡ ଅବୁ ସଲେମକୁ ୨୦୩୦ ଯାଏଁ ମୁକ୍ତି ନାହିଁ । ସୁପ୍ରିମକୋର୍ଟଙ୍କ ଆଦେଶ

କନକ ବ୍ୟୁରୋ: ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଗ୍ୟାଙ୍ଗଷ୍ଟର ତଥା ୧୯୯୩ ମୁମ୍ବାଇ ବିସ୍ଫୋରଣ ମାଷ୍ଟରମାଇଣ୍ଡ ଅବୁ ସଲେମକୁ ୨୦୩୦ ଯାଏଁ ମୁକ୍ତ କରାଯାଇପାରିବ ନାହିଁ । କିନ୍ତୁ ତାଙ୍କର ୨୫ ବର୍ଷର ଜେଲ ଦଣ୍ଡ ଶେଷ ହେବା ପରେ କେନ୍ଦ୍ର ସରକାର ଭାରତ ଏବଂ ପର୍ତ୍ତୁକାଲ ମଧ୍ୟରେ ହୋଇଥିବା…
Read More...

ଶିବସେନାର ୧୬ ବିଦ୍ରୋହୀ ବିଧାୟକଙ୍କୁ ସାମୟିକ ଆଶ୍ୱସ୍ତି : ଅଯୋଗ୍ୟ ଘୋଷଣା ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

କନକ ବ୍ୟୁରୋ : ଏକନାଥ ସିନ୍ଦେ ଓ ଉଦ୍ଧବ ଠାକରେଙ୍କ ଗୋଷ୍ଠୀଙ୍କ ବିରୋଧରେ ଦାୟର କରାଯାଇଥିବା ଅଯୋଗ୍ୟତା ପିଟିସନକୁ ସ୍ଥଗିତ ରଖିଛନ୍ତି ସୁପ୍ରିମକୋର୍ଟ । ଏହି ସ୍ଥଗିତାଦେଶ ପରେ ଶିବସେନାର ବିଦ୍ରୋହୀ ଗୋଷ୍ଠୀଙ୍କୁ ସାମୟିକ ଆଶ୍ୱସ୍ତି ମିଳିଛି । ବିଧାୟକଙ୍କ ବିରୋଧରେ ବାଚସ୍ପତି କୌଣସି…
Read More...

ନଦୀ ପାର ହେଲେ ପାଠପଢ଼ା : ବିପଦ ସଙ୍କୁଳ ଅବସ୍ଥାରେ ସ୍କୁଲ ଯାଉଛନ୍ତି ଛାତ୍ରଛାତ୍ରୀ; ବାରମ୍ବାର ଅଭିଯୋଗ ପରେ ବି ଶୁଣୁନି…

କନକ ବ୍ୟୁରୋ : ପ୍ରବଳ ବନ୍ୟା ଜଳରେ ତାର ବାନ୍ଧି ନଦୀ ଅତିକ୍ରମ କଲେ ସ୍କୁଲ ପିଲା । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକରୁ ଆସିଛି ଏପରି ଦୃଶ୍ୟ । ବ୍ଲକର ବୁରାତଲା ପଞ୍ଚାୟତ ମହେନ୍ଦ୍ରତନୟା ନଦୀରେ ରହିଥିବା ଜାମୁଗଣ୍ଡ ଉପରେ ସେତୁ ନହେବାରୁ ନଦୀର ଆରପାରିକୁ ଯିବା ଆସିବାରେ ଲୋକଙ୍କୁ ବହୁ…
Read More...

ଅବମାନନା ମାମଲା: ବିଜୟ ମାଲ୍ୟାଙ୍କୁ ୪ ମାସର ଜେଲ ଦଣ୍ଡ

କନକ ବ୍ୟୁରୋ: ନ୍ୟାୟାଳୟଙ୍କୁ ଅବମାନନା ମାମଲାରେ ସର୍ବୋଚ୍ଚ ନ୍ୟାୟଳୟ ବିଜୟ ମାଲ୍ୟାଙ୍କୁ ୪ ବର୍ଷ ଜେଲ ଦଣ୍ଡ ଦେଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ବିଜୟ ମାଲ୍ୟା ଅବମାନନା ପାଇଁ କୋର୍ଟରେ କ୍ଷମା ମାଗିନାହାଁନ୍ତି। ଶୀର୍ଷ ଅଦାଲତ ପଳାତକ ବ୍ୟବସାୟୀଙ୍କୁ ଚାରି ସପ୍ତାହ ମଧ୍ୟରେ ସୁଧ…
Read More...

ସୀମା ଟପିଲା ପୋଲିସ ! ରୁଚିକାଙ୍କ ମାଆକୁ ଘୋଷାଡ଼ି ଘୋଷାଡ଼ି ଧାରଣାସ୍ତଳରୁ ଉଠାଇନେଲା; ମାଆ କହିଲେ ନ୍ୟାୟ ବଦଳରେ ଏଠି…

କନକ ବ୍ୟୁରୋ : ସୀମା ଟପିଲା ପୋଲିସ । ଅତି ଅମାନବୀୟ ଭାବେ ରୁଚିକାଙ୍କ ମାଆଙ୍କୁ ଘୋଷାଡ଼ି ଘୋଷାଡ଼ି ଧାରଣା ସ୍ଥଳରୁ ଉଠାଇ ନେଲା ପୋଲିସ । ୧୦ ଦିନ ହେବ ଝିଅକୁ ନ୍ୟାୟ ଦାବିରେ ବସିଥିବା ମାଆକୁ ଅତି ଅମାନୁଷିକ ଭାବେ ଉଠାଇନେଇଛି । ଆଜି ରୁଚିକାଙ୍କ ଦଶାହ ଥିବାରୁ କଲେଜ ଆଗରେ କର୍ମ ହେବା ପାଇଁ…
Read More...

ଶ୍ରୀଲଙ୍କାରେ ପ୍ରଦର୍ଶନକାରୀଙ୍କୁ ସହଯୋଗ କଲା ସେନା । ଚିଫ୍ ଅଫ୍ ଡିଫେନ୍ସ କହିଲେ ଏଭଳି କଥା ।

କନକ ବୁରୋ: ଶ୍ରୀଲଙ୍କାରେ ପ୍ରଦର୍ଶନକାରୀଙ୍କୁ ସହଯୋଗ କଲା ସେନା । ଆର୍ଥିକ ଏବଂ ରାଜନୈତିକ ସଙ୍କଟକୁ ନେଇ ଶ୍ରୀଲଙ୍କାରେ ଚାଲିଥିବା ବିରୋଧ ପ୍ରଦର୍ଶନ ମଧ୍ୟରେ ଶ୍ରୀଲଙ୍କାର ଚିଫ୍ ଅପ୍ ଡିଫେନ୍ସର ଷ୍ଟାଫ୍ ଜେନେରାଲ ଶିବେନ୍ଦ୍ର ସିଲଭା ସୈନ୍ୟଙ୍କ ଦ୍ୱାରା ବିରୋଧ ପ୍ରଦର୍ଶନକୁ ପରୋକ୍ଷ ଭାବେ…
Read More...

‘ନ୍ୟାୟ ମିଳୁନି, ପୋଲିସ ଗୁଣ୍ଡାରାଜ କରୁଛି’ : ରୁଚିକାଙ୍କ ମାଆ

କନକ ବ୍ୟୁରୋ : ବିଜେବି କଲେଜ ଆଗରେ ଝିଅ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବିରେ ଧାରଣାରେ ବସିଥିବା ମାଆଙ୍କୁ ଉଠାଇ ନେଇଛି ପୋଲିସ । ଆଜି ରୁଚିକାଙ୍କ ଦଶାହ ଥିବାରୁ କଲେଜ ଆଗରେ କର୍ମ ହେବା ପାଇଁ ସ୍ଥିର ହୋଇଥିଲା । ଏଥିପାଇଁ କଲେଜ ଆଗରେ ରୁଚିକାଙ୍କ ମାଆ ଓ ନବନିର୍ମାଣ ଯୁବ ଛାତ୍ର ସଙ୍ଗଠନର…
Read More...

ଇପିଏଫ୍ ପେନସନଧାରୀଙ୍କ ପାଇଁ ଖୁସି ଖବର । ଗୋଟିଏ ଦିନରେ ସମସ୍ତଙ୍କୁ ମିଳିବ ପେନସନ୍ । ଖୁବଶୀଘ୍ର ପାରିତ ହେବ ପ୍ରସ୍ତାବ…

କନକ ବ୍ୟୁରୋ: ପେନସଧାରୀଙ୍କୁ ନିଜ ଜମାରାଶି ପାଇବାକୁ ଅପେକ୍ଷା କରିବାକୁ ପଡିବନି । ଆଗାମୀ ଦିନରେ କର୍ମଚାରୀଙ୍କ ଭବିଷ୍ୟନିଧି ପାଣ୍ଠିି ସଙ୍ଗଠନ ତଥା ଇପିଏଫ୍ ର ପେନସନଧାରୀ ଗୋଟିଏ ଦିନରେ ହିଁ ଏକାଠି ପେନସନ୍ ପାଇବେ । ଏଥିପାଇଁ କେନ୍ଦ୍ର ସରକାର ଏକ କେନ୍ଦ୍ରୀୟ ବ୍ୟବସ୍ଥା ବା ସେଣ୍ଟ୍ରାଲ…
Read More...

ମୃତ ରୁଚିକାଙ୍କ ମାଆଙ୍କୁ ଜୋରଜବରଦସ୍ତ ଉଠାଇନେଲା ପୋଲିସ

କନକ ବ୍ୟୁରୋ : ମୃତ ରୁଚିକାଙ୍କ ମାଆଙ୍କୁ ଉଠାଇନେଲା ପୋଲିସ । ନ୍ୟାୟ ଦାବିରେ ଧାରଣା ଦେଇଥିବା ବେଳେ ପୋଲିସ ତାଙ୍କୁ ଉଠାଇନେଇଛି । ଅନ୍ୟ ସଙ୍ଗଠନର ସଦସ୍ୟଙ୍କୁ ପୋଲିସ ଉଠାଇ ନେଇଛି । କେବଳ ସେତିକି ନୁହେଁ ଧାରଣାସ୍ଥଳରେ ଥିବା ଟେଣ୍ଟକୁ ମଧ୍ୟ ପୋଲିସ ଭାଙ୍ଗି ଦେଇଛି । ଏ ନେଇ ରୁଚିକାଙ୍କ ମାଆ…
Read More...