Browsing Category

ନ୍ୟୁଜ୍

ଚୀନକୁ ଝଟକା, ଭାରତର ଅଭିଯୋଗ ପରେ ଶ୍ରୀଲଙ୍କା ନେଲା ବଡ ନିଷ୍ପତ୍ତି

କନକ ବ୍ୟୁରୋ : ତାଇୱାନକୁ ଚୀନର ଧମକ ପରେ ଏବେ ବିଭିନ୍ନ ଦେଶ ମିଳିତ ଭାବେ ଚୀନକୁ ବିରୋଧ କରିବା ଆରମ୍ଭ କରିଛନ୍ତି । ଏହି କ୍ରମରେ ଭାରତର ଅଭିଯୋଗ ପରେ ଚୀନ ବିରୋଧରେ ଶ୍ରୀଲଙ୍କା ଏକ ବଡ ନିଷ୍ପତ୍ତି ନେଇଛି । ଏହି କ୍ରମରେ ଚୀନର ଗୁପ୍ତଚର ଜାହାଜ ୟ୍ରୁଆନ ବାଂଗ-୫ କୁ ହଂବନଟୋଟା ବନ୍ଦରକୁ…
Read More...

କୋଲକାତା ଗୁଳିକାଣ୍ଡ ଘଟଣା : ଓଡ଼ିଆ ଯବାନଙ୍କ ଗୁଳିରେ ଓଡ଼ିଆ ଯବାନ ମୃତ, ମିଳିଲା ପରିଚୟ

କନକ ବ୍ୟୁରୋ : କୋଲକାତା ଗୁଳିକାଣ୍ଡ ଘଟଣାରେ ସମ୍ପୃକ୍ତ ଓଡ଼ିଆ ଯବାନଙ୍କ ପରିଚୟ ମିିଳିଛି । ଗୁଳି କରିଥିବା ସିଆଏସଏଫ କନଷ୍ଟେବଳ ଅକ୍ଷୟ କୁମାର ମିଶ୍ରଙ୍କ ଘର ଢେଙ୍କାନାଳ ବୋଲି ଜଣାପଡ଼ିଛି । ଅନ୍ୟପଟେ ମୃତ ଯବାନ ରଞ୍ଜିତ କୁମାର ଷଡ଼ଙ୍ଗୀଙ୍କ ଘର କେଉଁଠି ଏଯାଏଁ ଜଣାପଡ଼ି ନାହିଁ । ବଡ଼ କଥା ହେଲା…
Read More...

ଶ୍ରୀଲଙ୍କା ପରେ ଏବେ ବାଂଲାଦେଶରେ ତୈଳ ସଂକଟ, ଗୋଟିଏ ଥରରେ ୫୦% ରୁ ଅଧିକ ବଢିଲା ପେଟ୍ରୋଲ ଦାମ

କନକ ବ୍ୟୁରୋ : ଶ୍ରୀଲଙ୍କା ପରେ ଏବେ ବାଂଲାଦେଶରେ ଦେଖିବାକୁ ମିଳିଛି ଆର୍ଥିକ ସଂକଟ । ଏଠାରେ ସରକାରୀ ରାଜକୋଷ ଦିନକୁ ଦିନ ସରି ଆସୁଥିବା ବେଳେ ବୈଦେଶିକ ଋଣଭାର ବଢିବାରେ ଲାଗିଛି । ଏହାକୁ ନଜରରେ ରଖି ବାଂଲାଦେଶ ସରକାର ଏକ କଠୋର ନିଷ୍ପତ୍ତି ନେଇଛନ୍ତି । ଏହି କ୍ରମରେ ଗତକାଲି ବାଂଲାଦେଶ…
Read More...

ଆଜିଠାରୁ ଉଡାଣ ଭରିଲା Akasa Air । ମୁମ୍ବାଇରୁ ଅହମଦାବାଦ ପ୍ରଥମ ଉଡାଣ

କନକ ବ୍ୟୁରୋ: ଡିଜିସିଏ ଏୟାର ଅପରେଟର ପ୍ରମାଣ ମିଳିବା ପରେ ଆଜିଠାରୁ ଉଡାଣ ଆରମ୍ଭ କଲା  Akasa Air । ଏଥିପାଇଁ ଜୁଲାଇ ୨୨ ତାରିଖରୁ ଟିକେଟ୍ ବିକ୍ରି ଆରମ୍ଭ ହୋଇଯାଇଥିଲା । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଆକାଶା ଏୟାରକୁ କମର୍ସିଆଲ ଫ୍ଲାଇଟ ପାଇଁ ସବୁଜ ସଙ୍କେତ…
Read More...

ଗୃହରକ୍ଷୀଙ୍କ ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର : ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା

କନକ ବ୍ୟୁରୋ : ଗୃହରକ୍ଷୀଙ୍କ ଭତ୍ତା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଡିସିଏରେ ୩୮ପ୍ରତିଶତ ସରକାର ବୃଦ୍ଧି କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ଏବଂ ଏହା…
Read More...

କୋର୍ଟରୁ ଦୋଷୀ ସାବ୍ୟସ୍ଥ ହେବା ପରେ ଫେରାର ହୋଇଗଲେଯୋଗୀଙ୍କ କ୍ୟାବିନେଟ ମନ୍ତ୍ରୀ । ଜାଣନ୍ତୁ କଣ ରହିଛି ମାମଲା

କନକ ବ୍ୟୁରୋ : ଉତ୍ତର ପ୍ରଦେଶ ଯୋଗୀ ସରକାରଙ୍କ କ୍ୟାବିନେଟରେ ମନ୍ତ୍ରୀ ଥିବା ରାକେଶ ସଚାନଙ୍କୁ ନେଇ ଏବେ ଅଡୁଆରେପଡିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସୂଚନା ମୁତାବକ ଏକ ମାମଲାରେ କାନପୁର କୋର୍ଟ ରାକେଶ ସଚାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଏହାପରେ ସେ କୋର୍ଟ ଅଦେଶର ମୂଳକପି…
Read More...

ନେଦରଲ୍ୟାଣ୍ଡର ସୁପର ମ୍ୟାନ୍ । ଉଡନ୍ତା ହେଲିକପ୍ଟରରୁ ପୁଲଅପ୍ସ କରି ରଚିଲେ ଗିନିଜ୍ ୱର୍ଲ୍ଡ ରେକର୍ଡ

କନକ ବ୍ୟୁରୋ: ନିଜ ଫିଟନେସକୁ ନେଇ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଆସୁଥିବା ଯୁବକ ଏବେ ଆଉ ଏକ କାରଣକୁ ନେଇ ଚର୍ଚ୍ଚାରେ । ଏଥର ଉଡନ୍ତା ହେଲିକପ୍ଟରରେ ୨୫ଥର ପୁଲଅଫ୍ସ ମାରି ଗିନିଜ୍ ୱାର୍ଲ୍ଡ ରେକର୍ଡ କରିଛନ୍ତି ନେଦରଲ୍ୟାଣ୍ଡର ଯୁବକ ଷ୍ଟେନ୍ ବ୍ରାଉନି । ସୋସିଆଲ ମିଡିଆରେ ଏହି…
Read More...

ରିଲେ ଫାଇନାଲରେ ୨ ଓଡ଼ିଆ ତାରକା ଦୂତୀ ଓ ଶ୍ରାବଣୀ

କନକ ବ୍ୟୁରୋ : ରିଲେ ଫାଇନାଲରେ ୨ ଓଡ଼ିଆ ତାରକା ଦୂତୀ ଓ ଶ୍ରାବଣୀ । ଏମାନଙ୍କ ସହ ହିମା ଦାଦ ଓ ଜ୍ୟୋତି ୟାରାଜୀଙ୍କୁ ନେଇ ଗଠିତ ୪ ଗୁଣା ୧୦୦ ମିଟର ମହିଳା ରିଲେ ଦଳ ବର୍ମିଂହେମ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଫାଇନାଲରେ ପ୍ରବେଶ କରିିଛନ୍ତି । ଭାରତୀୟ ଦଳ ହିଟ-୧ରେ ଦ୍ୱିତୀୟ ସ୍ଥାନରେ ରହି ଫାଇଲନାଲ…
Read More...

ବଜ୍ରପାତ ପଡି ତୈଳ ଡିପୋରେ ନିଆଁ, ୧୭ କର୍ମଚାରୀ ନିଖୋଜ, ୮୦ରୁ ଅଧିକ ଆହତ

କନକ ବ୍ୟୁରୋ: କ୍ୟୁବାରେ ଲଗାଣ ବର୍ଷା ଭିତରେ ଏକ ତୈଳ ଟ୍ୟାଙ୍କ ଉପରେ ବଜ୍ରପାତ ହେବାରୁ ନିଆଁ ଲାଗିଯାଇଛି । ଫଳରେ ସେଠାରେ ଉପସ୍ଥିତ ୧୭ ଅଗ୍ନିଶମ କର୍ମଚାରୀଙ୍କ ପତ୍ତା ମିଳୁନଥିବାବେଳେ ୮୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।…
Read More...

ରାଜ୍ୟର କରୋନା ମିଟର । ଗତ ୨୪ଘଣ୍ଟାରେ ୭୩୦ କରୋନା ଆକ୍ରାନ୍ତ ଚିହ୍ନଟ

କନକ ବ୍ୟୁରୋ : ରାଜ୍ୟର କରୋନା ମିଟର । ଗତ ୨୪ଘଣ୍ଟାରେ ୭୩୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୪୨୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୩୦୩ ଆକ୍ରାନ୍ତ ଚିହ୍ନଟ । ୧୮ବର୍ଷରୁ କମ୍ ବର୍ଗର ୧୩୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୪, ବାଲେଶ୍ୱର ୮,…
Read More...