Browsing Category

ନ୍ୟୁଜ୍

ଟ୍ୱିନସିଟିରେ ଆସିପାରେ ସହରୀ ବନ୍ୟାସ୍ଥିତି , ସତର୍କ କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର ।  

କନକ ବ୍ୟୁରୋ: ଲଗାଣ ବର୍ଷା ଭିତରେ ଅପଡେଟ୍ ଖବର । ଟ୍ୱିନସିଟି ବାସିନ୍ଦାଙ୍କ ପାଇଁ ଟେନସନ୍ ଦେଇପାରେ ଏହି ଲଘୁଚାପ ବର୍ଷା । ଏପରିକି ଲଘୁଚାପ ପ୍ରଭାବରେ ଟ୍ୱିନସିଟିରେ ଦିନସାରା ବର୍ଷା ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଘଣ୍ଟା ପ୍ରତି ୨ରୁ ୩ ସେମି ବର୍ଷା…
Read More...

ଲଘୁଚାପ ପ୍ରଭାବରେ ବର୍ଷା ଜାରି, ୧୪ରେ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷିବ

କନକ ବ୍ୟୁରୋ: ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରିରହିଛି । ଶନିବାର ଉପକୂଳ ଓଡିଶାରେ ବର୍ଷା ଜାରିରହିଥିବା ବେଳେ ଆସନ୍ତାକାଲି ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ୧୩ ରେ ଉପକୂଳ ଓଡିଶା ପ୍ରଭାବିତ ହେବାର ସମ୍ଭାବନା ଥିବାବେଳେ, ୧୪ରେ ଆଭ୍ୟନ୍ତରୀଣ…
Read More...

ବାଘ ଶିକାରୀକୁ ଧରାଇଦେଲା ଫଟୋ: ୪ଜଣଙ୍କୁ ଗିରଫ କଲା ନୟାଗଡ ବନଖଣ୍ଡ ରେଞ୍ଜ କର୍ମଚାରୀ

କନକ ବ୍ୟୁରୋ: ବାଘ ଶିିକାର କରିବା ଓ ଶିକାର ପରେ ସେହି ମୃତ ବାଘ ସହ ଫଟୋ ଉଠାଇବା ଶିକାରୀଙ୍କୁ ମହଙ୍ଗା ପଡିଛି । ୪ବର୍ଷ ତଳେ ବାଘ ସହ ଉଠାଇଥିବା ସେହି ଫଟୋ ଏବେ ତାକୁ ଧରାଇ ଦେଇଛି । ଏହି ଘଟଣାରେ ନୟାଗଡ ବନଖଣ୍ଡ ପଂଚରିଡା ରେଞ୍ଜ ବନକର୍ମଚାରୀମାନେ ଗୁରୁବାର ସମ୍ପୃକ୍ତ ଶିକାରୀ ସଞ୍ଜୟ…
Read More...

ଭୁବନେଶ୍ୱର ପରେ ସମ୍ବଲପୁରରେ ଦ୍ୱିତୀୟ ଘଟଣା, ୨୦ ଲକ୍ଷ ଟଙ୍କା ସହ ଏଟିଏମ ଲୁଟିନେଲେ ଲୁଟେରା

ସମ୍ବଲପୁର : ଏବେ ଏଟିଏମ ଲୁଟର ନୂଆ ତରିକା ଆପଣାଇଛନ୍ତି ଲୁଟେରାମାନେ । ପ୍ରଥମେ କେବଳ ଏଟିଏମରୁ ଟଙ୍କା ଲୁଟ କରୁଥିବା ବେଳେ ଏବେ ଟଙ୍କା ସହ ଏଟିଏମ ଲୁଟି ନେଉଛନ୍ତି ଲୁଟେରା । ପ୍ରଥମେ ଏଭଳି ଏକ ଘଟଣା ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଥିଲା ତ ଏବେ ପୁଣି ସମାନ ଘଟଣା ସମ୍ବଲପୁରରେ…
Read More...

ରାଜ୍ୟର ସବୁ ନଦୀରେ ବଢୁଛି ଜଳସ୍ତର । ଚିନ୍ତାରେ ତଳିଆ ଅଞ୍ଚଳବାସୀ

କନକ ବ୍ୟୁରୋ: ଆଜି ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ । ପ୍ରଭାବରେ ସାରା ରାଜ୍ୟରେ ବର୍ଷା ହେବ । ଦୁଇ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଆଜି ୧୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ୭୦ରୁ ୨ ଶହ ମିଲିମିଟର ପର୍ଯ୍ୟନ୍ତ…
Read More...

ଦୁଇଦିନ ଧରି ରାଜ୍ୟରେ ଲାଗି ରହିବ ପ୍ରବଳ ବର୍ଷା, ଆଗାମୀ ୧୨ ଘଣ୍ଟା ମଧ୍ୟରେ ସୃଷ୍ଟି ହେବ ଲଘୁଚାପ

କନକ ବ୍ୟୁରୋ : ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗି ରହିଥିବା ବେଳେ ପୁଣି ଆଗାମୀ ୧୨ ଘଂଟା ମଧ୍ୟରେ ଲଘୁଚାପ ସୃଷ୍ଟି ହେବା ନେଇ ଭୂବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ପାଣିପାଗ ବିଭାଗର ସୂଚନା ମୁତାବକ ବଙ୍ଗୋପସଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଗାମୀ ୨୪ ଘଣ୍ଟା…
Read More...

ଖୋଲିଲା ହୀରାକୁଦର ଆଉ ୪ ଗେଟ୍: ୨୪ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ, ତଳିଆ ଇଲାକାରେ ବନ୍ୟା ଭୟ

କନକ ବ୍ୟୁରୋ: ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୪ ଗେଟ୍ ।୨୪ଟି ଗେଟ୍ ଦେଇ ବନ୍ୟଜଳ ନିଷ୍କାସିତ । ବର୍ତ୍ତମାନ ଜଳସ୍ତର ରହିଛି ୬୧୬.୯୧ ଫୁଟ । ପ୍ରବେଶ କରୁଛି ୪ଲକ୍ଷ ୩୫ ହଜାର ୩୦୩ କ୍ୟୁସେକ୍ ଜଳ ।ନିଷ୍କାସିତ ହେଉଛି ୩ ଲକ୍ଷ ୪୯ ହଜାର ୩୦୩ କ୍ୟୁସେକ୍ ଜଳ । ହୀରାକୁଦ ୨୦ଟି ଗେଟ୍ ଖୋଲିବା ପରେ…
Read More...

ଖୋଲୁଛି ଟ୍ରମ୍ପଙ୍କ ଘରେ ଚଢ଼ାଉ ରହସ୍ୟ । ହ୍ୱାଇଟ୍ହାଉସ ଛାଡିବାବେଳେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନେଇ ଯାଇଥିବା ଅଭିଯୋଗ…

କନକ ବ୍ୟୁରୋ: ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘରେ ଚଢଉର ରହସ୍ୟ ଖୋଲୁଛି । ଆଣବିକ ଅସ୍ତ୍ରଶସ୍ତ୍ର ସଂପର୍କିତ ଦସ୍ତାବିଜ୍ ଏଫ୍ବିଆଇର ଅଧିକାରୀମାନେ ଖୋଜୁଥିଲେ । ସେମାନେ ଏହି ଦସ୍ତାବିଜ୍ ପାଇଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ୨୦୨୧ ଜାନୁଆରୀରେ ଟ୍ରମ୍ପ…
Read More...

ବଳ ପୂର୍ବକ ଋଣ ଅସୁଲି ନେଇ କଠୋର ହେଲା ରିଜର୍ଭ ବ୍ୟାଙ୍କ । ସବୁ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାକୁ କଡା ନିର୍ଦ୍ଦେଶ

କନକ ବ୍ୟୁରୋ : ସେ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ହେଉ କି ଜାତୀୟକରଣ ବ୍ୟାଙ୍କ, ଏମାନେ ଋଣ ଖିଲାପିକାରୀଙ୍କ ଠାରୁ ବଳ ପୂର୍ବକ ଋଣ ଅସୁଲି କରୁଥିବା ନେଇ ବାରମ୍ବାର ଅଭିଯୋ ଆସିବା ପରେ ଏବେ ଏହା ଉପରେ କଠୋର ହୋଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଏନେଇ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏ ସଂପର୍କିତ…
Read More...

ଘରଭଡା ଉପରେ ଦେବାକୁ ପଡିବ ୧୮ପ୍ରତିଶତ ଜିଏସଟି । ୧୮ତାରିଖରୁ ନିୟମ ଲାଗୁ । ଜାଣନ୍ତୁ ପୁରା ବିବରଣୀ

କନକ ବ୍ୟୁରୋ: ଏଣିକି ଘର ଭଡା ଉପରେ ଦେବାକୁ ପଡିବ ଜିଏସଟି । ଅଗଷ୍ଟ ୧୮ ତାରିଖରୁ ଏହି ନିୟମ ଲାଗୁ ହେବ । ଜିଏସଟି ପରିଷଦର ୪୭ ତମ ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି । ଏହି ସୂଚନା ଦିଆଯିବା ପରେ ଲୋକଙ୍କ ମନରେ ଛନକା ପଶିଛି । ହେଲେ ଲୋକଙ୍କ ମନରୁ ଦ୍ୱନ୍ଦ୍ୱ ଦୂର କରିବାକୁ ସରକାରଙ୍କ…
Read More...