Browsing Category

ନ୍ୟୁଜ୍

ବିହାରରେ ‘୨୦୧୫’ ସମୀକରଣର ପୁନରାବୃତ୍ତି? ପୁଣି ହେବ ମହାଗଠବନ୍ଧନ ସରକାର!

କନକ ବ୍ୟୁରୋ: ଏନଡିଏରୁ ମୁହଁ ମୋଡି ଆରଜେଡି ଏବଂ କଂଗ୍ରେସ ସହ ମିଶି ଜେଡିୟୁ ସରକାର କରିବ ବୋଲି ଚର୍ଚ୍ଚା ହେଉଛି । ଆଗାମୀ ଦୁଇ ଦିନରେ ବିହାର ସରକାରରେ ହେବ ନବକଳେବର । ଏହି ଚର୍ଚ୍ଚା ପରେ ଆରଜେଡି, ଜେଡିୟୁ ସମସ୍ତ ବିଧାୟକଙ୍କୁ ପାଟନାରେ ରହିବାକୁ ନିର୍ଦ୍ଦେଶ ଦେଇଛିି । ନୀତିଶଙ୍କ ଏକଦା…
Read More...

ଶାହାଙ୍କ ସ୍ୱାଗତ ପାଇଁ ପ୍ରତିଯୋଗିତା । ଅପରାଜିତା ବନାମ ଅନ୍ୟ ନେତା 

କନକ ବ୍ୟୁରୋ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ, ବିଜେପି ଗୋଷ୍ଠୀ କନ୍ଦଳକୁ ପଦାରେ ପକାଇଛି । ତାଙ୍କ ସ୍ୱାଗତ ପାଇଁ ରାଜ୍ୟ ବିଜେପି ଭିତରେ ଦେଖିବାକୁ ମିଳିଛି ପ୍ରତିଯୋଗିତା । ବିମାନବନ୍ଦରକୁ ଦଳର ନେତାମାନେ ଅଲଗା ଯାଇଥିବାବେଳେ ଅପରାଜିତା ନିଜର ସମର୍ଥକମାନଙ୍କୁ ଧରି…
Read More...

ଶାହାଙ୍କ ଫୋକସରେ ଓଡ଼ିଶା । ପ୍ରଜାତନ୍ତ୍ରର ୭୫ତମ ସ୍ୱନକ୍ଷତ୍ର ଉତ୍ସବରେ ଯୋଗ ଦେଇ କହିଲେ ଓଡ଼ିଶା ପାଇଁ ଆସିଛି ଆଚ୍ଛା ଦିନ…

କନକ ବ୍ୟୁରୋ: ଗୋଟିଏ ମଞ୍ଚରେ ଗୃହମନ୍ତ୍ରୀ ଅମିତ ଶାହା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପୂର୍ବରୁ ବୋଧହୁଏ ଏପରି ଦୃଶ୍ୟ କେବେ ବି ଦେଖିବାକୁ ମିଳିନଥିଲା । ହେଲେ ଆଜି ସେମିତି ଏକ ସ୍ଥାନ ଥିଲା କଟକର ଇନଡୋର ଷ୍ଟାଡିୟମ । ଆଉ ଅବସର ଥିଲା ଦୈନିକ…
Read More...

ଅମିତ ଶାହାଙ୍କ ଦମ୍ଭୋକ୍ତି । କହିଲେ, ଆଗକୁ ବିଜେପି ଓଡିଶା ଦଖଲ କରିବାକୁ ଯାଉଛି

କନକ ବ୍ୟୁରୋ: ଦୁଇ ଦିନିଆ ଓଡିଶା ଗସ୍ତରେ ଆସି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ତେବେ ଅପରାହ୍ନରେ ହୋଟେଲ ମେ ଫେୟାରରେ ଆୟୋଜିତ ମୋଦି ଆଟ୍ ୨୦ ବୁକ ରିଡିଂ କାର୍ଯ୍ୟକ୍ରମରେ ଯୋଗଦେଇ, ଓଡିଶାରେ ବିଜେପି ସରକାର ଗଢିବ ବୋଲି ଦମ୍ଭ ଦେଖାଇଛନ୍ତି ଅମିତ…
Read More...

ଓଡିଶାରେ ହେବାକୁ ଯାଉଛି ବିଜେପି ସରକାର: ଅମିତ ଶାହ

କନକ ବ୍ୟୁରୋ: ବିଜେପିକୁ ପୂର୍ବରୁ ଲୋକେ ହିନ୍ଦୀ ଭାଷୀ ପାର୍ଟି ବୋଲି କହୁଥିଲେ, ବର୍ତ୍ତମାନ ସାରା ଉତ୍ତର ପୂର୍ବାଞ୍ଚଳରେ ବିଜେପିର ସରକାର ଚାଲିଛି । ଗୁଜରାଟ, କର୍ଣ୍ଣାଟକ, ମହାରାଷ୍ଟ୍ରରେ ବି ଆମ ଦଳର ସରକାର ରହିଛି ତେଣୁ ଆଗାମୀ ଦିନରେ ଓଡିଶାରେ ବିଜେପି ସରକାର ହେବାକୁ ଯାଉଛି । ଏଭଳି…
Read More...

ଓଡ଼ିଶା କେନ୍ଦୁପତ୍ର ବୋହିନେଉଛି ଛତିଶଗଡ଼ ବନ ବିଭାଗ । ମାଲକାନଗିରି ଏମ-ଭି-୧୬ ଗାଁରୁ ଟ୍ରକ୍ ଯୋଗେ ବୋହି ନେଉଛି…

କନକ ବ୍ୟୁରୋ: ଓଡିଶା କେନ୍ଦୁପତ୍ର ବୋହି ନେଉଛି ଛତିଶଗଡ ବନ ବିଭାଗ । ଗୋଦାମରେ ଗଚ୍ଛିତ ଥିବା କେନ୍ଦୁପତ୍ରକୁ ନେଇ ଉଭୟ ଛତିଶଗଡ ଓ ଓଡିଶା ବନ ବିଭାଗ ମଧ୍ୟରେ ଗତ କିଛି ଦିନ ଧରି ମୁହାଁ ମୁହିଁ ପରିସ୍ଥିତି ଲାଗି ରହିଛି । ତେବେ ଆଜି ମାଲକାନକଗିରି ଏମଭି ୧୬ ଗାଁରେ ଥିବା ଏକ ଗୋଦାମରୁ ପ୍ରାୟ…
Read More...

କୂଳ ଖାଉଛି କଳାହାଣ୍ଡିର ହାତୀ ନଦୀ । ଇନ୍ଦ୍ରାବତୀ ପ୍ରକଳ୍ପ ପରେ ନଦୀରେ ପ୍ରବାହିତ ହେଉଛି ଅଧିକ ପାଣି । ନଷ୍ଟ ହେଉଛି…

କନକ ବ୍ୟୁରୋ: କୂଳ ଲଙ୍ଘୁଛି ହାତୀ ନଦୀ । ଚିନ୍ତରେ ନଦୀ କୂଳିଆ ବାସିନ୍ଦା । ଇନ୍ଦ୍ରାବତୀ ପ୍ରକଳ୍ପ କାର୍ଯ୍ୟକାରୀ ହେବା ପରେ ନିଷ୍କାସିତ ଜଳ ହାତୀ ନଦୀରେ ଛଡାଯିବା ଯୋଗୁଁ ବର୍ଷ ସାରା ନଦୀରେ ଅତ୍ୟଧିକ ପାଣି ପ୍ରବାହିତ ହେଉଛି । ବିଶେଷକରି ବର୍ଷାଦିନେ ନିଷ୍କାସିତ ଜଳ ଓ ନାଳ ମାନଙ୍କର ସଂଯୋଗ…
Read More...

ଜଙ୍ଗଲ ପାଲଟିଛି ମଦ ମାଫିଆଙ୍କ ଭୂ-ସ୍ୱର୍ଗ । ବଲାଙ୍ଗିର ଖପ୍ରାଖୋଲ ଦମାଇପାଲି ଗାଁ ନିକଟ ଜଙ୍ଗଲରେ ଅବକାରୀ ବିଭାଗର ଚଢଉ

କନକ ବ୍ୟୁରୋ: ବଲାଙ୍ଗିର ଖପ୍ରାଖୋଲ ଦମାଇପାଲି ଗାଁ ନିକଟ ଜଙ୍ଗଲରେ ଅବକାରୀ ବିଭାଗର ଚଢଉ । ୪୦ରୁ ଅଧିକ ସ୍ଥାନରେ ମହୁଲି ତିଆରି ହେଉଥିବା ଜାଗା ଚିହ୍ନଟ କରିବା ସହ ୪ଜଣ ବ୍ୟକ୍ତିଙ୍କୁ ଧରିବାରେ ସକ୍ଷମ ହୋଇଛନ୍ତି ଅବକାରୀ ଟିମ୍ । ଜଙ୍ଗଲ ଭିତରେ ଦେଶୀ ମଦ ପ୍ରସ୍ତୁତି କରି ବିଭିନ୍ନ ସ୍ଥାନରେ…
Read More...

ବନ୍ଧୁତା ଦିବସ ପାଳନ କରିବାକୁ ଯାଇ ଡେରଜଙ୍ଗ ଡ୍ୟାମରେ ଯୁବ ଇଞ୍ଜିନିୟର ନିଖୋଜ । ପାଣିରେ ଖୋଜୁଛି ଅନୁଗୁଳ ଅଗ୍ନିଶମ…

କନକ ବ୍ୟୁରୋ: ବନ୍ଧୁତା ଦିବସ ପାଳନ କରିବାକୁ ଯାଇ ଡ୍ୟାମରେ ଭାସିଗଲେ ବନ୍ଧୁ । ଅନୁଗୁଳ ଜିଲ୍ଲା ଡେରଜଙ୍ଗ ଡ୍ୟାମରେ ଗତକାଲି ଠାରୁ ନିଖୋଜ ଅଛନ୍ତି ଯୁବ ଇଞ୍ଜିନିୟର । ସୂଚନା ଅନୁସାରେ ନାଲକୋର ଅବସରପ୍ରାପ୍ତ ଏଚଆରଡି କର୍ମଚାରୀ ତ୍ରିନାଥ ଶଙ୍କର ହୋତାଙ୍କ ପୁଅ ବିଭାଂଶୁ ହୋତା । ସେ ତାଙ୍କର ୩ଜଣ…
Read More...

ଉପର ମୁଣ୍ଡରେ ପ୍ରବଳ ବର୍ଷା ପ୍ରଭାବରେ ଫୁଲୁଛି ସାବେରୀ ନଦୀ । ମାଲକାନଗିରି-ଛତିଶଗଡ଼ ଯୋଗାଯୋଗ ବିଚ୍ଛିନ୍ନ

କନକ ବ୍ୟୁରୋ: ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଫୁଲୁଛି ସାବେରୀ ନଦୀ । ମାଲକାନଗିରି ଦେଇ ଛତିଶଗଡ଼ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସାବେରୀ ନଦୀରେ ମଧ୍ୟ ବନ୍ୟା ପରିସ୍ଥିତି ଦେଖାଦେଇଛି । ପ୍ରବଳ ବର୍ଷା ଯୋଗୁଁ ଝାପରା ପୋଲ ଉପରେ ୫ ଫୁଟ ଉଚ୍ଚର ବନ୍ୟା ପାଣି ପ୍ରବାହିତ ହେଉଛି । ମାଲକାନଗିରି…
Read More...