Browsing Category

ନ୍ୟୁଜ୍

ବାଦଲ ଫଟା ବର୍ଷା ପଛରେ ବିଦେଶୀ ଷଡ଼ଯନ୍ତ୍ର ! ବନ୍ୟାସ୍ଥିତି ପରିଦର୍ଶନ ପରେ ଅଭିଯୋଗ ଆଣିଲେ ମୁଖ୍ୟମନ୍ତ୍ରୀ କେ.…

କନକ ବ୍ୟୁରୋ : ତେଲେଙ୍ଗାନାରେ ହୋଇଥିବା ବାଦଲ ଫଟା ବର୍ଷା ପଛରେ ବିଦେଶୀ ଷଡ଼ଯନ୍ତ୍ର ରହିଛି । ଏପରି ଅଭିଯୋଗ ଆଣିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ । ବନ୍ୟା ଅଞ୍ଚଳ ବୁଲିବା ପରେ ମୁଖ୍ୟମନ୍ତ୍ରୀ ସାମ୍ବାଦିକମାନଙ୍କୁ କହିଥିଲେ, ଆଗରୁ ବାଦଲଫଟା ଶବ୍ଦ ଆମେ କାନ ଉଠିଲା…
Read More...

ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଯଶୱନ୍ତ ସିହ୍ନାଙ୍କ ଟ୍ୱିଟ୍ । ଦ୍ରୌପଦୀ ମୁର୍ମୁ ସେହିମାନଙ୍କ ଦ୍ୱାରା ସମର୍ଥିତ,…

କନକ ବ୍ୟୁରୋ : ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ପୂର୍ବରୁ ବିରୋଧୀ ଦଳର ପ୍ରାର୍ଥୀ ଯଶୱନ୍ତ ସିହ୍ନା କହିଛନ୍ତି, ସେ ଗଣତନ୍ତ୍ରର ସୁରକ୍ଷା ପାଇଁ ଠିଆ ହୋଇଛନ୍ତି । ଆଉ ତାଙ୍କ ପ୍ରତିପକ୍ଷ ଦ୍ରୌପଦୀ ମୁର୍ମୁ ସେହି ମାନଙ୍କ ଦ୍ୱାରା ସମର୍ଥିତ, ଯେଉଁମାନେ ଗଣତନ୍ତ୍ରର ହତ୍ୟାକାରୀ । ଗତକାଲି…
Read More...

ଆଜି ଶ୍ରାବଣ ପ୍ରଥମ ସୋମବାର : ଜଳଲାଗି ପାଇଁ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼

କନକ ବ୍ୟୁରୋ : ଆଜି ଶ୍ରାବଣ ମାସ ପ୍ରଥମ ସୋମବାର । ଦୁଇ ବର୍ଷ ପରେ ଶୁଭିଲା ବୋଲ୍ ବମ୍, ହର ହର ବମ୍ ଧ୍ୱନି । ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜ, ଆଠଗଡ ଧବଳେଶ୍ୱର ଆଦି ଶୈବ ପୀଠରେ ଭକ୍ତ ଜଳଲାଗି କରୁଛନ୍ତି । ପ୍ରଥମ ସୋମବାର ହୋଇଥିଲେ ସୁଦ୍ଧା ସଂକ୍ରମଣ ବଢୁଥିବାରୁ କାଳେ କଟକଣା ଲାଗୁ ହୋଇଯିବ…
Read More...

ଉପରାଷ୍ଟ୍ରପତି ନିର୍ବାଚନ : ବିଜେପି ପ୍ରାର୍ଥୀ ଜଗଦୀପ ଧନଖଡଙ୍କ ବିରୋଧରେ ଲଢିବେ ବରିଷ୍ଠ କଂଗ୍ରେସ ନେତ୍ରୀ ମାର୍ଗାରେଟ…

କନକ ବ୍ୟୁରୋ : ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଛନ୍ତି ମିଳିତ ବିରୋଧୀ ଦଳ । ବିଜେପିର ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡଙ୍କୁ ଟକ୍କର ଦେବେ ବରିଷ୍ଠ କଂଗ୍ରେସ ନେତ୍ରୀ ମାର୍ଗାରେଟ ଆଲଭା । ଦିଲ୍ଲୀରେ ଗତକାଲି ବିରୋଧୀ ଦଳଙ୍କ ବୈଠକ ପରେ ପ୍ରାର୍ଥୀ ଘୋଷଣା କରିଛନ୍ତି ଏନସିପି ମୁଖ୍ୟ…
Read More...

ପ୍ରକାଶ ପାଇଲା ଆଇସିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ : ରିଷି, ସାଇ, ଶ୍ରୀଧର, ଆଶୁତୋଷ ଟପର୍‌

କନକ ବ୍ୟୁରୋ : ପ୍ରକାଶ ପାଇଲା ଆଇସିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ । ଆଇସିଏସଇ ପରୀକ୍ଷାଫଳକୁ ଏଥର ନୂତନ ପଦ୍ଧତିରେ ମୂଲ୍ୟାୟନ କରାଯାଇଛି । ବର୍ଷରେ ହୋଇଥିବା ପ୍ରତ୍ୟେକ ପରୀକ୍ଷାକୁ ଆଇସିଏସଇ ସମାନ ଗୁରୁତ୍ୱ ଦେଇଛି । ଗୋଟିଏ ବର୍ଷରେ ଚାରୋଟି ଟର୍ମ ପରୀକ୍ଷା ହୋଇଥିଲା । ଏବଂ ସମସ୍ତ ପରୀକ୍ଷାର…
Read More...

ଶ୍ରୀଲଙ୍କା ସଙ୍କଟ, ହସ୍ତକ୍ଷେପ କରିବେ ଭାରତ ସରକାର : ଆଜି ସନ୍ଧ୍ୟାରେ ସର୍ବଦଳୀୟ ବୈଠକ

କନକ ବ୍ୟୁରୋ : ପଡୋଶୀ ଦେଶ ଶ୍ରୀଲଙ୍କାରେ ଦେଖାଦେଇଥିବା ଅର୍ଥନୈତିକ ଏବଂ ରାଜନୈତିକ ସଙ୍କଟରେ ହସ୍ତକ୍ଷେପ କରିବେ ଭାରତ ସରକାର । ଆଜି ସନ୍ଧ୍ୟାରେ ସର୍ବଦଳୀୟ ବୈଠକ ଡକାଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର । ତାମିଲନାଡୁର ଦୁଇ ଦଳ…
Read More...

ଏକନାଥ ସିନ୍ଦେ ଏବଂ ଉଦ୍ଧବ ଠାକରେ ବିବାଦ : ଆସନ୍ତା ବୁଧବାର ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ

କନକ ବ୍ୟୁରୋ : ଶିବସେନାକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ମଧ୍ୟରେ ଚାଲିଥିବା ବିବାଦର ବୁଧବାର ଶୁଣାଣି କରିବାକୁ ରାଜି ହୋଇଛନ୍ତି ସୁପ୍ରିମକୋର୍ଟ । ସର୍ବୋଚ୍ଚ ନ୍ୟାୟଳର ପ୍ରଧାନ ବିଚାରପତି ଏନଭି ରମଣା ନେତୃତ୍ୱରେ ଗଠିତ ଏକ ଖଣ୍ଡପୀଠ…
Read More...

ଆଜିଠୁ ମହଙ୍ଗା ହେଲା ମୁଢି, ଖଇ, ଚୂଡା : ଏସବୁ ଜିନିଷର ପ୍ୟାକେଟ୍ ଉପରେ ଲାଗିବ ୫ ପ୍ରତିଶତ ଜିଏସଟି

କନକ ବ୍ୟୁରୋ : ଆଜିଠୁ ମହଙ୍ଗା ହେଲା ଖଇ, ଚୂଡା ଓ ମୁଢି । ଏସବୁ ଖାଦ୍ୟ ପଦାର୍ଥ ଉପରେ ଜିଏସଟି ଲଗାଇଛନ୍ତି ସରକାର । ଯାହା ଆଜିଠୁ ଲାଗୁ ହୋଇଛି । ଏସବୁ ଖାଦ୍ୟକୁ ପ୍ୟାକେଟ କରି ବିକ୍ରି କଲେ ୫ ପ୍ରତିଶତ ଜିଏସଟି ଦେବାକୁ ପଡିବ । ପୂର୍ବରୁ କେବଳ ବ୍ରାଣ୍ଡେଡ୍ କମ୍ପାନୀର ଏସବୁ ଜିନିଷର…
Read More...

ଦେଶର ୨୦ କୋଟି ଘର ଉପରେ ଉଡିବ ଜାତୀୟ ପତାକା : ୭୫ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଜନସାଧାରଣଙ୍କ ମଧ୍ୟରେ ଦେଶପ୍ରେମ…

କନକ ବ୍ୟୁରୋ : ଦେଶର ୨୦ କୋଟି ଘର ଉପରେ ଉଡିବ ଜାତୀୟ ପତାକା । ୭୫ ତମ ସ୍ୱାଧୀନତା ଦିବସ ଅବସରରେ ଏଭଳି ଯୋଜନା କରିଛନ୍ତି କେନ୍ଦ୍ର ସରକାର । ହର ଘର ତିରଙ୍ଗା କାର୍ଯ୍ୟକ୍ରମ ଅଧିନରେ ଆସନ୍ତା ଅଗଷ୍ଟ ୧୩ ତାରିଖରୁ ୧୫ ତାରିଖ ତିନି ଦିନ ୨୦ କୋଟି ଘରେ ତିରଙ୍ଗା ପତାକା ଉଡାଇବାକୁ ଟାର୍ଗେଟ…
Read More...

ମ୍ୟାଚ ଜିତାଇଲେ ପାଣ୍ଡ୍ୟା ଓ ପନ୍ତ : ଦିନିକିଆ ସିରିଜ ଜିତିଲା ଭାରତ

କନକ ବ୍ୟୁରୋ : ହାର୍ଦ୍ଦିକ ପାଣ୍ଡାଙ୍କ ଅଲରାଉଣ୍ଡର ପ୍ରଦର୍ଶନ ଏବଂ ରିଷଭ ପନ୍ତଙ୍କ ଦମଦାର ଶତକ ବଳରେ ଜିିତିଲା ଟିମ ଇଣ୍ଡିଆ । ଶେଷରେ ୬ ଟି ବଲରୁ ୫ଟି ଚଉକା ମାରି ମ୍ୟାଚ ଜିତାଇଛନ୍ତି ୱିକେଟ କିପର୍ ବ୍ୟାଟର ପନ୍ତ । ୫ ୱିକେଟରେ ଇଂଲଣ୍ଡକୁ ହରାଇଛି ଭାରତ । ଏଥିସହ ୩ ମ୍ୟାଚ ବିଶିଷ୍ଟ ସିରିଜକୁ…
Read More...