Browsing Category

ନ୍ୟୁଜ୍

ଚୀନକୁ ଖେଳ ଶିଖାଇବ ଭାରତ! କୋଲକାତାରେ ଟ୍ରେନିଂ ନେବେ ଚୀନ କୋଚ୍ 

କନକ ବ୍ୟୁରୋ: ଭାରତ ଏବଂ ଚୀନ ମଧ୍ୟରେ ସୀମା ବିବାଦ ଥମିବାର ନାଁ ନେଉନାହିଁ । ଆର୍ଥିକସ୍ଥିତି ବି ବେଶ ସଙ୍ଗୀନ ରହିଛି । ତେବେ ଏହାରି ମଧ୍ୟରେ କ୍ରିକେଟ ମଇଦାନରେ ଦୁଇ ଦେଶ ଏକାଠି ନଜର ଆସିପାରନ୍ତି । ଭାରତ ବର୍ତ୍ତମାନ ଚୀନକୁ କ୍ରିକେଟ ଖେଳ ଶିଖାଇବ । ଏଥିପାଇଁ ଉଭୟ ଦେଶ ରାଜି ମଧ୍ୟ…
Read More...

ଝାରସୁଗୁଡ଼ା ବେଦାନ୍ତ ଆଲୁମିନିୟମରେ ରକ୍ତଦାନ ଶିବିର: ୧୨୦ ୟୁନିଟ ରକ୍ତ ସଂଗ୍ରହ

କନକ ବ୍ୟୁରୋ: ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଓଡ଼ିଶାର ଝାରସୁଗୁଡ଼ାସ୍ଥିତ ସ୍ମେଲଟର ପ୍ଲାଣ୍ଟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରିଥିଲା । ସଂସ୍ଥାର କର୍ମଚାରୀ, ସେମାନଙ୍କ ପରିବାର ଓ ବ୍ୟବସାୟିକ ସହଯୋଗୀମାନେ ରକ୍ତଦାନ କରିଥିଲେ ଓ ଏହି କାର୍ଯ୍ୟକ୍ରମରୁ…
Read More...

ଚିନ୍ତା ବଢାଇଲାଣି ଆଉ ଏକ ଘୂର୍ଣ୍ଣିବଳୟ: ଆସନ୍ତାକାଲି ଏହି ସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୂର୍ବାନୁମାନ

କନକ ବ୍ୟୁରୋ: ଭୟ ବଢାଇଲାଣି ଆଉ ଏକ ଘୂର୍ଣ୍ଣିବଳୟ । ଆସନ୍ତାକାଲି ପାଇଁ ୪ ଜିଲ୍ଲାରେ ପୁଣି ଲଗାଣ ବର୍ଷା । ଏଥିପାଇଁ ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ଏବଂ ମୟୁରଭଂଜ ଜିଲ୍ଲାରେ ଅରେଂଜ୍ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ଆଗାମୀ ୨୪ ଘଂଟାରେ ଏହି ସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ…
Read More...

କମୁଛି ବନ୍ୟାଜଳ, ହେଲେ ହଟିନି ଲୋକଙ୍କ ଦୁର୍ଦ୍ଦଶା: ଏବେ ବି ପାଣିଘେରରେ ହନ୍ତସନ୍ତ ହେଉଛନ୍ତି ଲୋକେ

କନକ ବ୍ୟୁରୋ: ବନ୍ୟା ସ୍ଥିତି ସ୍ୱାଭାବିକ ଅବସ୍ଥାକୁ ଫେରୁଛି । ମହାନଦୀ ସମେତ ଅନ୍ୟ ନଦୀର ସ୍ଥିତିରେ ସୁଧାର ଆସିଛି । ଧୀରେ ଧୀରେ ନଦୀର ଜଳ ସ୍ତର କମୁଛି ବିପଦ ସଙ୍କେତ ତାଳ ନଦୀ ଜଳ ପ୍ରବାହିତ ହେଉଛି । ଅନ୍ୟ କୌଣସି ନଦୀରେ ଘାଇ ହୋଇନାହିଁ । କେବଳ ମହାନଦୀ ସିଷ୍ଟମରେ ଘାଇ ହୋଇଛି । ଏବ ସବୁ…
Read More...

ବଢିବ ଭାରତୀୟ ସେନାର ଶକ୍ତି । ସାମିଲ୍ ହେବାକୁ ଯାଉଛି ନୌସେନାର ସିକ୍ରେଟ୍ ହତିଆର

କନକ ବ୍ୟୁରୋ : ବଢିବ ଭାରତୀୟ ସେନାର ଶକ୍ତି । ସେନାରେ ସାମିଲ ହେବାକୁ ଯାଉଛି ଅତ୍ୟାଧୁନିକ ଘତକ ମିଜାଇଲ୍ । ଆଖିପୁଛୁଳାକେ ଲକ୍ଷକୁ ଭେଦ କରି ଶତ୍ରୁକୁ ବିନାଶ କରିବ ଭାରତୀୟ ସେନାରେ ସାମିଲ ହେବାକୁ ଯାଉଥିବା ମିଜାଇଲ୍ । ଭାରତୀୟ ରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ ବା ଡିଆରଡିଓ ଏହି…
Read More...

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପ୍ରକୃତି, ତଦନ୍ତର ଗତି ମନ୍ଥର ନେଇ ଆବେଦନ।

କନକ ବ୍ୟୁରୋ: ଅଭିନେତ୍ରୀ ପ୍ରକୃତି ମିଶ୍ର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତିା ପୋଲିସର ତଦନ୍ତ ମନ୍ଥରତା ନେଇ ହାଇକୋର୍ଟରେ ଆବେଦନ କରିଛନ୍ତି ପ୍ରକୃତି । ବାବୁସାନଙ୍କ ପତ୍ନୀଙ୍କର ବିରୋଧରେ ପ୍ରକୃତି ଅଭିଯୋଗ କରିଥିଲେ । ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ ପ୍ରକୃତିଙ୍କ ପରିବାର ।
Read More...

ସମର୍ଥନ କରିବା ଅର୍ଥ ନୁହେଁ ବିଜେଡି ଏନଡିଏର ଅଂଶ । ବିଜେଡିର ସ୍ୱତନ୍ତ୍ରତା ରହିଛି, ରାଜ୍ୟର ହକ୍ ପାଇଁ ନିଷ୍ପତ୍ତି…

କନକ ବ୍ୟୁରୋ : ଏନଡିଏରେ ବିଜେଡିକୁ ସାମିଲ ପାଇଁ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେ ଅଫର ଦେବା ପରେ ବିଜେଡି ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଜେଡିର ବରିଷ୍ଠ ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ଅଠାୱାଲୋ ମଜାରେ ମଜାରେ ଅନେକ କଥା କୁହନ୍ତି । କହୁ କହୁ କହି ଦେଇଥିବେ । ଏକଥା…
Read More...

ଚର୍ଚ୍ଚାରେ ଗଜପତି ଜିଲ୍ଲା ମୋହନାର ମାଛ କାହାଣୀ: ବନ୍ୟା ପାଣିରେ ଭାସିଗଲେ ହଜାର ହଜାର କିଲୋ ମାଛ

କନକ ବ୍ୟୁରୋ: ଗୋଟିଏ ଝଟକାରେ ଚାଲିଗଲା ବର୍ଷ ଯାକର ପରିଶ୍ରମ । ପ୍ରାୟ ୨ଶହ ମତ୍ସ୍ୟଜୀବୀ ଏବେ ଅନ୍ଧାରରେ । କାରଣ ଜଳଭଣ୍ଡାରର ଗେଟ୍ ଖୋଲି ଦେବାରୁ ଭାସିଗଲେ ହଜାର ହଜାର କିଲୋ ମାଛ । ଆମେ କହୁଛୁ ଗଜପତି ଜିଲ୍ଲା ମୋହନା ବ୍ଲକର ହରଭଙ୍ଗୀ ଜଳଭଣ୍ଡାର କଥା । ଗତ କିଛିଦିନ ହେଲା ଲଗାଣ ବର୍ଷା ଫଳରେ…
Read More...

ବଢୁଛି ସୋନାଲି ଫୋଗାଟଙ୍କ ମୃତ୍ୟୁ ରହସ୍ୟ: ମୃତ୍ୟୁ ପୂର୍ବରୁ ମାଆଙ୍କୁ ଫୋନ୍ କରି କହିଥିଲେ ତାଙ୍କ ବିରୋଧରେ ହେଉଛି…

କନକ ବ୍ୟୁରୋ: ବିଜେପୀ ନେତ୍ରୀ ସୋନାଲି ଫୋଗାଟଙ୍କୁ ୪୨ ବର୍ଷ ବୟସରେ ହୃଦଘାତରେ ମୃତ୍ୟୁ । ଗୋଆରେ ଥିବାବେଳେ ସୋମବାର ବିଳମ୍ବିତ ରାତିରେ ହୃଦଘାତରେ ସୋନାଲିଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି । ମିଳିଥିବା ସୂଚନା ଅନୁସାରେ ସୋନାଲି ବିଜେପିର ନେତାଙ୍କ ସହ ଏକ କାର୍ଯ୍ୟକ୍ରମରେ ଯୋଗାଦେବା ପାଇଁ…
Read More...

ଇଡି ବନାମ ସିବିଆଇ ବନାମ ଆୟକର ବିଭାଗ, ସବୁଠାରୁ ଶକ୍ତିଶାଳୀ କିଏ? ପଢନ୍ତୁ…

କନକ ବ୍ୟୁରୋ: ବର୍ତ୍ତମାନ ସମୟରେ ଇଡିରେ ଭାରତୀୟ ରାଜସ୍ୱ ସେବା, ଭାରତୀୟ ପୋଲିସ ସେବା ଏବଂ ଭାରତୀୟ ପ୍ରଶାସନିକ ସେବାର ଅଧିକାରୀଙ୍କୁ ସାମିଲ କରାଯାଇଥାଏ । ତେବେ ସବୁବେଳେ ପ୍ରଶ୍ନ ଉଠିଥାଏ ଇଡି, ସିବିଆଇ, ଏବଂ ଆୟକର ବିଭାଗ ମଧ୍ୟରୁ ସବୁଠାରୁ ଶକ୍ତିଶାଳୀ କିଏ । ତେବେ ଆସନ୍ତୁ ଜାଣିବା…
Read More...