Browsing Category

ନ୍ୟୁଜ୍

ବିଧାନସଭାରେ ଗର୍ଜିଲେ ସିସୋଦିଆ । ବିରୋଧୀ ଦଳକୁ କହିଲେ ପିଲାଚୋର ପାର୍ଟି

କନକ ବ୍ୟୁରୋ : ଏବେ କିଛିଦିନ ହେବ ବିଜେପି ଓ କଂଗ୍ରେସ ମଧ୍ୟରେ କଥା କଟାକଟି ଟିକେ ଥମିଥିବା ବେଳେ ଆମ୍ ଆଦମୀ ପାର୍ଟି ଓ ବିଜେପି ମଧ୍ୟରେ ଦିଲ୍ଲୀର ଅବକାରୀ ନୀତିକୁ ନେଇ ଆମ୍ନା ସାମ୍ନା ହେଉଥିବା ଦେଖିବାକୁ ମିଳିଛି । ଏହି କ୍ରମରେ ଆଜି ସିବିଆଇ ତରଫରୁ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ…
Read More...

ରକ୍ଷକ ହେଲା ଭକ୍ଷକ । ଝିଅ ପାଇଁ ନ୍ୟାୟ ମାଗିବାକୁ ଯାଇଥିବା ମା’କୁ ଦୁଷ୍କର୍ମ କଲେ ଥାନା ଅଧିକାରୀ

କନକ ବ୍ୟୁରୋ: ରକ୍ଷକ ସାଜିଲେ ଭକ୍ଷକ । ଦୁଷ୍କର୍ମର ଶିକାର ହୋଇଥିବା ଝିଅ ପାଇଁ ନ୍ୟାୟ ମାଗିବାକୁ ଯାଇଥିବା ମା’କୁ ଦୁଷ୍କର୍ମ କଲେ ଥାନାଧିକାରୀ । ଏପରି ଘଟଣା ଘଟିଛି ଉତ୍ତରପ୍ରଦେଶ କନ୍ନୌଜ ଜିଲ୍ଲା ସଦର କୋତବାଲି ଇଲାକାର ଏକ ଥାନାରେ । ଏହି ଘଟଣାରେ ଅଭିଯୁକ୍ତ ପୋଲିସ ଅଧିକାରୀଙ୍କୁ ଗିରଫ କରି…
Read More...

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଦୀର୍ଘଦିନ ଧରି ଚାଲିଥିବା ୩ଟି ବଡ ମାମଲା ବନ୍ଦ

କନକ ବ୍ୟୁରୋ : ସୁପ୍ରିମକୋର୍ଟ ମଙ୍ଗଳବାର ଦିନ ତିନୋଟି ବଡ ମାମଲାର ଶୁଣାଣି ବନ୍ଦ କରିଦେଇଛନ୍ତି । ସୁପ୍ରିମକୋର୍ଟର ଭିନ୍ନ ଭିନ୍ନ ବେଞ୍ଚରେ ଚାଲିଥିବା ଏହି ୩ ଟି ମାମଲାର ଶୁଣାଣି ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ମାମଲା ମଧ୍ୟରେ ରହିଛି ୨୦୦୨ ଗୁଜରାଟ ଦଙ୍ଗା ମାମଲା, ୨୦୦୯ ରେ…
Read More...

ସାମ୍ନାକୁ ଆସିଲା ରେଞ୍ଜର ବାବୁଙ୍କୁ ଘସାମୋଡ଼ାର ଚିତ୍ର। କର୍ମଚାରୀଙ୍କୁ ଲଗାଇ ମାଲିସ ହେଉଛନ୍ତି ମାଲକାନଗିରି ମୋଟୁର…

କନକ ବ୍ୟୁରୋ: ସାମ୍ନାକୁ ଆସିଲା ରେଞ୍ଜର ବାବୁଙ୍କ ମାଲିସ ସେବାର ଚିତ୍ର । କର୍ମଚାରୀଙ୍କୁ ଲଗାଇ ମାଲିସ ହେଉଛନ୍ତି ମାଲକାନଗିରି ମୋଟୁର ରେଞ୍ଜର ରଶ୍ମୀ ରଞ୍ଜନ ସ୍ୱାଇଁ । ବନ ବିଭାଗର ଅସ୍ଥାୟୀ କର୍ମଚାରୀଙ୍କୁ ଚାପ ପକାଇ ଏମିତି ନିୟମିତ ମାଲିସ ନେଉଛନ୍ତି ରେଞ୍ଜର ବାବୁ । ଖାଲି ଏତିକି ନୁହେଁ,…
Read More...

ଜେଲ ଗଲେ କେଆରକେ । ବିବାଦୀୟ ଟ୍ୱିଟକୁ ନେଇ ଅଡୁଆରେ ଅଭିନେତା

କନକ ବ୍ୟୁରୋ: ଅଭିନେତା ତଥା ଫିଲ୍ମ ସମୀକ୍ଷକ କମାଲ ଆର ଖାନଙ୍କ ସମସ୍ୟା ବଢିବାରେ ଲାଗିଛି । ବିବାଦୀୟ ଟ୍ୱିଟକୁ ନେଇ ଆଜି ତାଙ୍କୁ ମୁମ୍ବାଇ ଏୟାରପୋର୍ଟରୁ ମଲାଦ ପୋଲିସ ଗିରଫ କରିବା ପରେ ତାଙ୍କୁ ୧୪ ଦିନ ପାଇଁ ଜେଲକୁ ପଠାଇଛନ୍ତି ବୋରିବଲି କୋର୍ଟ । ସୂଚନା ମୁତାବକ, କମାଲ ରସିଦ ଖାନ…
Read More...

ଦାରୁଠେଙ୍ଗ ଡମ୍ପିଂୟାର୍ଡ ସମସ୍ୟା ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ବୈଠକ : ସମସ୍ୟା ସମାଧାନ ପାଇଁ ବାହାରିଲା ନିଷ୍କର୍ଷ

କନକ ବ୍ୟୁରୋ : ସମାଧାନ ଆଡକୁ ଯାଉଛି ବିଏମ୍ସିର ଅଳିଆ ଅଡୁଆ । ଲୋକସେବା ଭବନରେ ଦାରୁଠେଙ୍ଗବାସୀଙ୍କୁ ନେଇ ହୋଇଥିବା ବୈଠକ ସଫଳ ହୋଇଥିବା ସୂଚନା ମିଳିଛି । ଦାବି ପୂରଣ ପାଇଁ ୯ ମାସର ମହଲତ ମାଗିଛି ବିଏମସି । ସ୍ଥାୟୀ ସମାଧାନ ପାଇଁ ସରକାରଙ୍କ ପକ୍ଷରୁ ପଞ୍ଚାୟତବାସୀଙ୍କୁ ଲିଖିତ ପ୍ରତିଶ୍ରୁତି…
Read More...

ସେପ୍ଟେମ୍ବର ପହିଲା, ବଦଳିବ ଏକାଧିକ ନିୟମ

କନକ ବ୍ୟୁରୋ: ସେପ୍ଟେମ୍ବର ପହିଲା, ଦେଶରେ ହେବ ଏକାଧିକ ନିୟମରେ ପରିବର୍ତ୍ତନ । ଟୋଲ ଟ୍ୟାକ୍ସଠାରୁ ଆରମ୍ଭ କରି ବ୍ୟାଙ୍କିଙ୍ଗ, ଗ୍ୟାସ ସିଲିଣ୍ଡର ସବୁଥିରେ ହେବ ପରିବର୍ତ୍ତନ । ଚାଷୀ ଠାରୁ ଆରମ୍ଭ କରି ସାଧାରଣ ଜନତା ସମସ୍ତଙ୍କ ଉପରେ ପଡିବ ପ୍ରଭାବ । ନୂଆ ମାସ ନୂଆ ନିୟମ ।ମାସ ବଦଳିବା…
Read More...

ସାହାଯ୍ୟ ଅପେକ୍ଷାରେ ଦିବ୍ୟାଙ୍ଗ ପଞ୍ଚାନନ : କେବେ ଶୁଣିବେ ସରକାର ?

କନକ ବ୍ୟୁରୋ : ଚାଲିବାକୁ ଗୋଡରେ ବଳନାହିଁ । ଦୁଃଖ ଟିକକ ବଖାଣିବାକୁ ପାଟିରେ ଶବ୍ଦ ବି ନାହିଁ । ସତରେ ଏ ଜୀବନ.. ବଡ ଯନ୍ତ୍ରଣା ଦେଉଛି । ଦିନେ ଯେଉଁ ପାଟିରୁ ମା ତାରିଣୀଙ୍କ ପାଇଁ ଭଜନ ବାହାରୁଥିଲା । ସଙ୍କୀର୍ତନ କରି ଯାହାର ସମୟ କଟୁଥିଲା । ଏବେ ସେ ଦୁଇ ପାହୁଣ୍ଡ ଯିବାକୁ ଅନ୍ୟର ସାହାରା…
Read More...

କେଜ୍ରିୱାଲଙ୍କୁ ଚିଠି ଲେଖିଲେ ସାମାଜିକ କର୍ମୀ ଆନ୍ନା ହଜାରେ, କ୍ଷମତାକୁ ନେଇ କହିଲେ ଏଭଳି କଥା

କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ନୀତିରେ କଥିତ ଦୁର୍ନୀତି ଅଭିଯୋଗକୁ ଏବେ ସାମ୍ନା କରୁଛି ଆମ୍ ଆଦମୀ ପାର୍ଟି । ଏହି କ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଚିଠି ଲେଖିଛନ୍ତି ସାମାଜିକ କର୍ମୀ ଆନ୍ନା ହଜାରେ । ଆନ୍ନା ହଜାରେ ଚିଠି ମାଧ୍ୟମରେ ଅରବିନ୍ଦ କେଜ୍ରିୱାଲଙ୍କୁ…
Read More...

ଭିଜିଲାନ୍ସ ଜାଲରେ ସଦର ଥାନା ଅଧିକାରୀ : ଲାଞ୍ଚ ନେବାବେଳେ ଧରାପଡିଲେ ଅଭିନବ ଡାଳୁଆ

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ପୁଲିସ ବାବୁ । ଢେଙ୍କାନାଳ ସଦର ଥାନା ଅଧିକାରୀ ଅଭିନବ ଡାଳୁଆ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି । କୋଇଲା ଗାଡି ମାଲିକଙ୍କଠାରୁ ୩୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଧରିଛି । କଟକ ସ୍ୱତନ୍ତ୍ର ଭିଜିଲାନ୍ସ ଟିମ୍ ହାତରେ…
Read More...