Browsing Category

ନ୍ୟୁଜ୍

ବନ୍ୟା କମିଛି, ହେଲେ କମିନି ଲୋକଙ୍କ ଦୁର୍ଦ୍ଦଶା। ଛାତ ଉପରେ ଆଶ୍ରୟ ନେଇଛନ୍ତି ବନ୍ୟା ବିପନ୍ନ।

କନକ ବ୍ୟୁରୋ: ଛାତ ଉପରେ ଆଶ୍ରୟ ନେଇଛନ୍ତି । ଏଭଳି ଦୃଶ୍ୟ ଖୋର୍ଦ୍ଧା ଜିଲ୍ଲା ଶରଧାପୁର ଗାଁରୁ ଆସିଛି । ପୁରା ଗାଁ ଏବେ ପାଣି ଘେରରେ । ଗାଁ ମଝିରେ ଏବେବି ଆଣ୍ଠୁଏ ଉଚ୍ଚର ପାଣି । ଘରେ ବି ପାଣି ପଶିଯାଇଛି । ଫଳରେ ଲୋକ ଏବେ ଛାତ ଉପରେ ଆଶ୍ରୟ ନେଉଛନ୍ତି । ଦିନ ରାତି ବନ୍ୟା ବିପନ୍ନଙ୍କ ସମୟ…
Read More...

ଯାଜପୁରରେ ପାଣିରେ ବୁଡିଛି ଶହ ଶହ ଚାଳଘର। ବନ୍ୟାରେ ଧରାପଡିଲା ସରକାରୀ ଯୋଜନାର ସତ। 

କନକ ବ୍ୟୁରୋ: ବୈତରଣୀ ଶାଖା ନଦୀ କାଣୀ ନଦୀରେ ଘାଇ ହେବା ଫଳରେ ସାମନାକୁ ଆସିଛି ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକର ସରକାରୀ ଘର ବଣ୍ଟ।। ଯିବାର ବିକଳ ଚିତ୍ର । ବ୍ଲକରେ ଥିବା ୩୫ପଞ୍ଚାୟତର ବିଭିନ୍ନ ଗାଁରେ ଏବେ ବି ଧାଡି ହୋଇ ଠିଆ ହୋଇଛି ଚାଳ ଛପର ଘର । ବନ୍ୟା ପାଣି ଘରେ ପଶିବା ପରେ ଚାଳ…
Read More...

ଉତ୍କର୍ଷ କେନ୍ଦ୍ରଭାବେ ବିକଶିତ ହେବ ଭିସୁଟ। ମୁଖ୍ୟଶାସନ ସଚିବ, ୫ଟି ସଚିବଙ୍କ ଗସ୍ତ ପରେ ଘୋଷଣା। 

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ୫ଟି ସଚିବ ଭି. କେ. ପାଣ୍ଡିଆନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ପ୍ରମୁଖ ସଚିବ ହେମନ୍ତ ଶର୍ମା ଆଜି ସମ୍ବଲପୁର ଗସ୍ତରେ ଯାଇ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ,…
Read More...

ଭଙ୍ଗାହାଡ଼ ଯୋଡୁଛନ୍ତି ରାୟଗଡାର ହରିଶ୍ଚନ୍ଦ୍ର, ମାଗଣାରେ ମଣିଷ ଓ ପଶୁଙ୍କ କରୁଛନ୍ତି ଚିକିତ୍ସା।

କନକ ବ୍ୟୁରୋ: କଥାରେ ଅଛି ମାନବ ସେବା ହିଁ ମାଧବ ସେବା । ଏହି ଉକ୍ତିଟିକୁ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି ହରିଶ୍ଚନ୍ଦ୍ର ହିକକା । ରାୟଗଡା ଜିଲ୍ଲା କୋଲନରା ବ୍ଳକ ଗୋପି କାଙ୍କୁବାଡି ଗ୍ରାମରେ ବାସ କରନ୍ତି ହରିଶ୍ଚନ୍ଦ୍ର ହିକକା । ପିଢି ପରେ ପିଢି ଧରି ହରିଶ୍ଚନ୍ଦ୍ରଙ୍କ ପରିବାର ବିନା…
Read More...

ହିତାଧିକାରୀଙ୍କୁ ମିଳିନି ପ୍ରଧାନମନ୍ତ୍ରୀ ଆବାସ କିମ୍ବା ବିଜୁ ପକ୍କା ଘର, ବନ୍ୟା ବେଳେ ଖୋଲିଲା ସରକାରୀ ଯୋଜନାର ସତ।

କନକ ବ୍ୟୁରୋ: ରାଜ୍ୟରେ ଚଳିତ ବନ୍ୟା ବେଳେ ସାମ୍ନାକୁ ଆସିଛି ସରକାରୀ ଯୋଜନାର ସତ । ଗରିବଙ୍କୁ ପକ୍କା ଘରେ ରଖିବା ପାଇଁ ଯୋଜନା କରୁଥିବା ସରକାରୀ ଯୋଜନା କେତେ ମାତ୍ରାରେ ଲୋକଙ୍କ ପାଖରେ ପହଞ୍ଚି ପାରିଛି ତାର ସତ ଏବେ ସାମ୍ନାକୁ ଆସିଛି । ବୈତରଣୀ ଶାଖା ନଦୀ କାଣୀ ନଦୀରେ ଘାଇ ହେବା ଫଳରେ…
Read More...

ପର କରିଦେଲେ ପୁଅବୋହୂ, ପରିତ୍ୟକ୍ତ ଘରେ ବିତୁଛି ବୃଦ୍ଧାଙ୍କ ଜୀବନ…

କନକ ବ୍ୟୁରୋ: ପର କରିଦେଲେ ପୁଅବୋହୂ । ଗାଁ ମୁଣ୍ଡରେ ଥିବା ପରିତ୍ୟକ୍ତ ଘରେ ବିତୁଛି ବୃଦ୍ଧାଙ୍କ ଜୀବନ । ଏହା ହେଉଛି ଜଣେ ଅଲୋଡା ମାଆଙ୍କ କାହାଣୀ । ବାଙ୍କୀ ଶିଶୁଆ ଗାଁ ବାଲିସାହିର ଦୁଲା ରାଉତଙ୍କୁ ପୁଅ ବୋହୂ ପର କରିବା ପରେ ଗାଁର ପରିତ୍ୟକ୍ତ ଭାଗବତ ଘରେ ରହୁଛନ୍ତି ୮୫ ବର୍ଷୀୟ ବୃଦ୍ଧା…
Read More...

ସ୍କୁଲ ଯିବାକୁ ରାସ୍ତା ଅପେକ୍ଷା ପିଲା, ବସ୍ ଫି ଦେଇନଥିବାରୁ ଉଠାଇଲା ନାହିଁ ସ୍କୁଲ ବସ।

କନକ ବ୍ୟୁରୋ: ରାସ୍ତାରୋକ କଲେ ଛାତ୍ରଛାତ୍ରୀ । ସ୍କୁଲ ବସ ନନେବା କାରଣରୁ ପାରାଦୀପ ଦୋଛକିରେ ରାଜରାସ୍ତା ଅବରୋଧ କଲେ ଛାତ୍ରଛାତ୍ରୀ । ପାରାଦୀପ ଏନଏସି ସ୍କୁଲର ପିଲାମାନେ ଉଦୟବଟରେ ବସକୁ ଅପେକ୍ଷା କରିଥିଲେ । ହେଲେ ବସ୍ ଛାତ୍ରଛାତ୍ରୀଙ୍କୁ ନନେବାରୁ ସେମାନେ ରାସ୍ତରୋକ କରିଥିଲେ । ଫଳରେ…
Read More...

ଲୁଟ୍ ପାଇଁ ଫୋନ କରି ଠକ କହିଲା ଠକାମୀର କାହାଣୀ, କେମିତି ହୋଟେଲ ବୟରୁ ପାଲଟିଗଲା ସାଇବର ଠକ ପଢନ୍ତୁ …

କନକ ବ୍ୟୁରୋ: ମୁଁ ଗୋଟିଏ ସାଇବର ଠକ । ଠକିବା ମୋର ପେସା ନଥିଲା ମୁଁ ବି ଦିନେ ସ୍ୱଳ୍ପ ବେତନରେ ମୁମ୍ବାଇର ଏକ ହୋଟଲରେ କାମ କରୁଥିଲି । ସାଇବର ଠକ ଦ୍ୱାରା ଠକାମୀର ଶିକାର ହୋଇ ବିହାର ଫେରିଆସି ଏକ ବନ୍ଧୁଙ୍କ ସହାୟତାରେ ପାଲଟିଗଲି ସାଇବର ଠକ । ମୋ ଜାଲରେ ପଡୁଥିବା ଲୋକଙ୍କ ଭିତରେ ଯାହାକୁ…
Read More...

ସୋନାଲି ଫୋଗଟଙ୍କ ମୃତ୍ୟୁ ମାମଲା, ପୋଷ୍ଟମର୍ଟମ୍ ରିପୋର୍ଟରେ ଆସିଲା ଚାଞ୍ଚଲ୍ୟକର ତଥ୍ୟ

କନକ ବ୍ୟୁରୋ : ଟିକ୍ ଟକ୍ ଷ୍ଟାର ତଥା ବିଜେପି ନେତ୍ରୀ ସୋନାଲି ଫୋଗଟଙ୍କ ମୃତ୍ୟୁ ମାମଲାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ହେଉଛି । ଗୋଟିଏ ପଟେ ସୋନାଲିଙ୍କ ମୃତ୍ୟୁକୁ କିଛି ଲୋକ ଆତ୍ମହତ୍ୟା କହୁଥିବା ବେଳେ ଆଜି ଗୋଆ ପୋଲିସ ଏହାକୁ ଏକ ହତ୍ୟାମାମଲା ବୋଲି କହି ମାମଲା ରୁଜୁ କରିଛି । ହେଲେ ଏବେ…
Read More...

ବନ୍ୟାବିପତ୍ତି ସମୟରେ ମହିଳାଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ, ବନ୍ୟାଞ୍ଚଳରେ ସାନିଟାରୀ ପ୍ୟାଡ୍ ବାଣ୍ଟିଲେ ଅଙ୍କିତା

କନକ ବ୍ୟୁରୋ: ବନ୍ୟାରେ ଓଡ଼ିଶାର ଅନେକ ଅଞ୍ଚଳରେ ଲୋକେ ବିପନ୍ନ ହୋଇ ପଡିଛନ୍ତି । ହଜାର ହଜାର ହେକ୍ଟର ଚାଷଜମିରୁ ଧାନଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଅନେକ ଅଞ୍ଚଳରେ ଜଳନିଷ୍କାସନ ହୋଇପାରିନାହିଁ । କିଏ ଖାଇବାକୁ ପାଉନି ତ କିଏ ଘର ଭାଙ୍ଗି ଯାଇଥିବାରୁ ପାଲଟାଣି ଜୀବନ ବିତାଉଛି । ଏହି…
Read More...