ନ୍ୟୁଜ୍

maoist azad called up strike

ଅନଶନ ଭାଙ୍ଗିଲେ ମାଓ ନେତା ଆଜାଦ

ଅନଶନ ଭାଙ୍ଗିଲେ ମାଓ ନେତା ଆଜାଦ । ଏସ୍ସିବିରେ ଜେଲ ଏଡିଜି ଆଜାଦଙ୍କୁ ଭେଟିବା ପରେ ସେ ଆନେ୍ଦାଳନରୁ ଓହରିଛନ୍ତି ।...
milk farmer,puri

କ୍ଷୀରରେ ଭାସିଲା ଦାଣ୍ଡ,ବାଲଟି ବାଲଟି କ୍ଷୀର ଢାଳିଲେ ଚାଷୀ

ସରକାରଙ୍କ ଚାଷୀ ମାରଣ ନୀତି ପ୍ରତିବାଦରେ ପୁରୀ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ଆଗରେ କ୍ଷୀର ଢାଳିଲେ ଦୁଗ୍ଧ ଚାଷୀ । ରାଜ୍ୟ ଦୁଗ୍ଧ...
hussain ravi gandhi letter to cm

ଥମୁନି ବିଜେଡିର ଅର୍ନ୍ତଦ୍ୱନ୍ଦ

ବଢିବାରେ ଲାଗିଛି ବିଜେଡିରେ ଅନ୍ତଦ୍ୱର୍ନ୍ଦ୍ୱ । ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍ ପରେ ବି ଦଳୀୟ ନେତାଙ୍କ ମୁହଁ ବନ୍ଦ ହେଉନାହିଁ । ମନ୍ତ୍ରୀ...
supereme court criticize state govt

ରାଜ୍ୟସରକାରଙ୍କୁ ସୁପ୍ରିମକୋର୍ଟଙ୍କ ସମାଲୋଚନା

ଅଣଅଧିକୃତ ସ୍ଥାନରେ ଭଗବାନଙ୍କ ପୂଜାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ସାରା ଦେଶରେ ରାସ୍ତାକଡ, ପାଦଚଲାରାସ୍ତା ପରି ସ୍ଥାନରେ...
dead body

ଶବ ପାଇଁ ମିଳିଲାନି କାନ୍ଧ , ସଂସ୍କାର ପାଇଁ ଝିଅର ମୃତଦେହକୁ ଟ୍ରଲିରେ ଶ୍ମଶାନ ନେଲେ ଅସହାୟ ବାପା

ରାୟଗଡା : ଶବ ନେବାକୁ ମିଳିଲାନି କାନ୍ଧ । ବାଧ୍ୟ ହୋଇ ଟ୍ରଲି ରିକ୍ସାରେ ଶ୍ମଶାନ ନେଲେ ଅସହାୟ ବାପା ।...
bbsr tulasi vihar robery

ରାଜଧାନୀରେ ଲୁଟ୍

ଭୁବନେଶ୍ୱର ତୁଳସୀ ବିହାରରେ ବଡ଼ ଧରଣର ଲୁଟ୍ । ଏମ୍.ଏନ୍ ଭୁୟାଁ ନାମକ ଜଣେ ବ୍ୟବସାୟୀଙ୍କ ଘରେ କଳାକନା ବୁଲେଇଦେଇଛନ୍ତି ଲୁଟେରା...