Browsing Category

ନ୍ୟୁଜ୍

ସୁପ୍ରିମକୋର୍ଟଙ୍କ ଐତିହାସିକ ଦିନ, ମାମଲା ଶୁଣାଣିର ହେଲା ସିଧାପ୍ରସାରଣ।

କନକ ବ୍ୟୁରୋ: ଭାରତର ନ୍ୟାୟିକ ବ୍ୟବସ୍ଥାରେ ପ୍ରଥମ ଥର ପାଇଁ କୌଣସି ମାମଲାର ସିଧାପ୍ରସାରଣ ହୋଇଛି । ପ୍ରଥମ ଥର ପାଇଁ ସୁପ୍ରିମକୋର୍ଟରେ ସାମ୍ବିଧାନିକ ଖଣ୍ଡପୀଠର ଶୁଣାଣିକୁ ଲାଇଭ ଦେଖିଛନ୍ତି ଭାରତର ଜନତା । ଆଉ ଏହାର ଶୁଭାରମ୍ଭ ହୋଇଥିଲା ମହାରାଷ୍ଟ୍ର ଶିବସେନା ବିବାଦ ମାମଲାର ଶୁଣାଣିରୁ ।…
Read More...

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅରେଞ୍ଜକ୍ରସର ସଫଳତା । ଓଡିଶାରୁ ଆରମ୍ଭ କରି ଏବେ ଅନ୍ୟ ରାଜ୍ୟରେ ବି ସଫଳ

କନକ ବ୍ୟୁରୋ : ଅରେଞ୍ଜକ୍ରସ ଏକ ଓଡିଶା ଭିତ୍ତିକ ସ୍ୱାସ୍ଥ୍ୟସେବା ଷ୍ଟାର୍ଟଅପ । ଯାହାକି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ୪ ବର୍ଷର ଗୌରବମୟ ସେବା ସମାପ୍ତ କରିଛି । ଗତ ୪ ବର୍ଷ ମଧ୍ୟରେ କମ୍ପାନୀ ଓଡିଶା ରାଜ୍ୟରେ ଅନେକ ଲୋକଙ୍କ ମନକୁ ଛୁଇଁଛି । କମ୍ପାନୀ ବର୍ତ୍ତମାନ ଭୁବନେଶ୍ୱର, କଟକ,…
Read More...

ଅସ୍ତରଙ୍ଗରେ କୂଳ ଲଙ୍ଘୁଛି ସମଦ୍ର। କୂଳଠାରୁ ୧୦୦ ଫୁଟ ଭିତରକୁ ପଶିଆସିଲାଣି ସମୁଦ୍ର।

କନକ ବ୍ୟୁରୋ: ଗାଁ ମୁହାଁ ସମୁଦ୍ର । କୋଣାର୍କ ମେରାଇନ ଡ୍ରାଇଭ ନିକଟରେ ସମୁଦ୍ର କୂଳ ଲଙ୍ଘୁଥିବା ବେଳେ ଏହାର ପ୍ରଭାବ ମଧ୍ୟ ଅସ୍ତରଙ୍ଗ ଅଞ୍ଚଳରେ ଦେଖିବାକୁ ମିଳିଛି । ଅସ୍ତରଙ୍ଗ ଦେବୀ ମୁହାଣ ଠାରୁ କେଳୁଣି ମୁହାଣ ମଧ୍ୟରେ ସମୁଦ୍ର ଢେଉ ଜଙ୍ଗଲକୁ ନିଜ ଗର୍ଭରେ ଲୀନ କଲାଣି । କୂଳ ଠାରୁ ୧୦୦…
Read More...

ହାଟଡିହିରେ ପିଡ଼ିଏସ ଚାଉଳ ବଣ୍ଟନରେ ଅନିୟମିତତା। ୫ ମାସ ହେବ ଚାଉଳ ପାଇନାହାନ୍ତି ହିତାଧିକାରୀ।

କନକ ବ୍ୟୁରୋ: ପିଡ଼ିଏସ ଚାଉଳ ବଣ୍ଟନରେ ଅନିୟମିତତା ଅଭିଯୋଗ । ୫ ମାସ ହେଲା ଚାଉଳ ନପାଇବାରୁ କେନ୍ଦୁଝର ହାଟଡ଼ିହି ବ୍ଲକ କର୍ଯ୍ୟାଳୟରେ ହିତାଧିକାରୀ ମାନେ ଧାରଣା ଦେଇଛନ୍ତି । କଳିଗାଁ ପଞ୍ଚାୟତର ୫ଟି ୱାର୍ଡ଼ରେ ହିତାଧିକାରୀମାନେ ୫ମାସ ହେଲା ଚାଉଳ ପାଇନଥିବା ଅଭିଯୋଗ କରିଛନ୍ତି । ଯାହାକୁ ନେଇ…
Read More...

କେନ୍ଦୁଝରରେ ରେଳ ଟିକେଟ କଳାବଜାରୀ ଅଭିଯୋଗ। ବଡବିଲରେ ଚଢାଉ ପରେ ଜଣେ ଗିରଫ।

କନକ ବ୍ୟୁରୋ: ରେଳ ଟିକେଟ୍ କଳାବଜାରୀ ଅଭିଯୋଗରେ ରେଳ ବିଭାଗର ସ୍ୱତନ୍ତ୍ର ସ୍କ୍ୱାର୍ଡ଼ର ଚଢଉ । କେନ୍ଦୁଝର ବଡ଼ବିଲ ମେନ୍ ରୋଡ଼ରେ ଥିବା ସିବି ଟ୍ରାଭେଲସ ଉପରେ ଚଢଉ କରି ଜଣଙ୍କୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତି ଜଣକ ହେଲେ ଅଜହର ମକସୁଦ । ଅଜହର ସିଟି ଟ୍ରାଭେଲ୍ସର ମାଲିକ ଥିବା ଜଣାପଡିଛି ।…
Read More...

କେନ୍ଦ୍ରାପଡ଼ା ରାଜନଗରରେ ଚାଷୀଙ୍କୁ ଚିନ୍ତାରେ ପକାଇଛି ଗିରିଆ ପୋକ। ପଡ଼ୁନି କୃଷିବିଭାଗର ନଜର।

କନକ ବ୍ୟୁରୋ: କେତେବେଳେ ବନ୍ୟା, ବାତ୍ୟା ଭଳି ଦୈବୀଦୁର୍ବିପାକ ତ, ପୁଣି କେତେବେଳେ ରୋଗପୋକ, ଚାଷ ଆରମ୍ଭରୁ ଶେଷ ଯାଏଁ ଚାଷୀଙ୍କ ପିଛା ଛାଡ଼ୁନି ସମସ୍ୟା । କେନ୍ଦ୍ରାପଡ଼ା ରାଜନଗର ହାତିନା ପଞ୍ଚାୟତର କଇଥା, ବାଉଁଶଗଡ଼ରେ ଖରିଫ ଧାନ ଫସଲରେ ଏବେ ଗିରିଆ ପୋକ ଆତଙ୍କ ଦେଖାଦେଇଛି । ବର୍ଷାରେ…
Read More...

ଚୋରା ମଦ କାରବାର ଚଢଉ ବେଳେ ହଟହଟା ହେଲେ ପୋଲିସ ଓ ଅବକାରୀ ଟିମ୍। ପନିକି ଧରି ପୋଲିସ ଓ ଅବକାରୀ ଟିମ୍ ସହ ଯୁକ୍ତି ତର୍କ…

କନକ ବ୍ୟୁରୋ: ତଦନ୍ତ କରିବାକୁ ଯାଇ ହଟହଟା ହେଲେ ପୋଲିସ ଓ ଅବକାରୀ ଟିମ । ଚୋରାମଦ କାରବାରରେ ସମ୍ପୃକ୍ତି ଅଭିଯୋଗ ନେଇ ଗଜପତି ମୋହନା ଥାନା ଅନ୍ତର୍ଗତ ଲବାରସିଂ ଶବର ସାହିର ରହୁଥିବା ଭାନୁମତି ଶବର ନାମକ ଜଣେ ମହିଳାଙ୍କ ଘରକୁ ଯାଇଥିଲେ ଏହି ଟିମ୍ । ମହିଳାଙ୍କ ଗେଟ୍ ସାମ୍ନାରେ ପୋଲିସ ଓ…
Read More...

ଭୁଲ ରକ୍ତ ନେଇଗଲା ୨ ବର୍ଷର ଶିଶୁର ଜୀବନ। ଓ-ନେଗେଟିଭ ବ୍ଳଡ଼ ଗ୍ରୁପର ପିଲାକୁ ଦିଆଯାଇଛି ଏବି-ପଜିଟିଭ ରକ୍ତ।

କନକ ବ୍ୟୁରୋ: ଭୁଲ ରକ୍ତ ନେଇଗଲା ନିଷ୍ପାପ ଶିଶୁର ଜୀବନ । ମାଲକାନଗିରି କୋରୁକୋଣ୍ଡା ଅଞ୍ଚଳର ୨ ବର୍ଷର ଶିଶୁ କନ୍ୟାଙ୍କ ବାପା ଚାଲିଯିବା ପରେ ତାଙ୍କ ମା’ ତାଙ୍କୁ ଠିକ ଭାବେ ଖାଇବାକୁ ଦେଉନଥିଲେ । ଗୋଟିଏ କୋଠରି ଭିତରେ ବନ୍ଦ କରି ମା’ କାମ ଧନ୍ଦା ପାଇଁ ଚାଲି ଯାଉଥିଲେ । ଆଉ ଖାଦ୍ୟ ପାଇଁ…
Read More...

ଧୁମଧାମରେ ପାଳିତ ହେଉଛି ମା’ ବିରଜାଙ୍କ ରଥଯାତ୍ରା। ୯ଦିନ ଧରି ଗଡ଼ିବ ମା’ ବିରଜାଙ୍କ ସିଂହଧ୍ୱଜ ରଥ।

କନକ ବ୍ୟୁରୋ: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ରଥଯାତ୍ରା ଜାରି ରହିଛି । ୯ ଦିନ ଧରି ଗଡ଼ିବ ମାଆ ବିରଜାଙ୍କ ସିଂହଧ୍ୱଜ ରଥ । ରଥରେ ବିରାଜମାନ କରି ଭକ୍ତଙ୍କୁ ଆଶିଷ ପ୍ରଦାନ କରିବେ ଜଗତଜନନୀ । ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ମାଙ୍କ ପୀଠରେ ସ୍ୱତନ୍ତ୍ର ନୀତିକାନ୍ତି ଚାଲିବ । ଏହି…
Read More...

ବଟି ପାଇଁ ଭୁବନେଶ୍ୱରରେ ବୋମାମାଡ ଅଭିଯୋଗ। ବିଳମ୍ବିତ ରାତିରେ ଏକ ବାର ଉପରକୁ ବୋମାମାଡ କରିଥିଲେ ଦୁର୍ବୃତ୍ତ।

କନକ ବ୍ୟୁରୋ: ଭୁବନେଶ୍ୱରରେ ବଟି ପାଇଁ ବୋମା ମାଡ ହୋଇଥିବା ଅଭିଯୋଗ ଆଣିଛନ୍ତି ବ୍ୟବସାୟୀ । ଭୁବନେଶ୍ୱର ବାର ଆସୋସିଏସନ୍ର ସଭାପତି ସତ୍ୟ ମହାନ୍ତି ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି, ବଟି ପାଇଁ ଦୁର୍ବୃତ୍ତମାନେ ସୋମବାର ବିଳମ୍ବିତ ରାତିରେ ତାଙ୍କ ବାର ଉପରକୁ ବୋମାମାଡ କରି…
Read More...