Browsing Category

ନ୍ୟୁଜ୍

ନନ୍ଦନକାନନରେ ବିରଳ କଇଁଛର ମୃତ୍ୟୁ : କେମିତି ମୃତ୍ୟୁ ହେଲା କାରଣ ଅସ୍ପଷ୍ଟ

କନକ ବ୍ୟୁରୋ : ନନ୍ଦନକାନନରେ ଜନ୍ମ ନେଇଥିବା ଏକ ବିରଳ ପ୍ରଜାତିର କଇଁଛର ମୃତ୍ୟୁ ହୋଇଛି । ଚିଡିଆଖାନାର ସରୀସୃପ ଖୁଆଡ଼ରେ ଜନ୍ମ ହେଇଥିବା ଏ କଇଁଛଟିର ୨ଟି ମୁଣ୍ଡ ରହିଥିଲା, ଯାହାକି ଅତ୍ୟନ୍ତ ବିରଳ ପ୍ରଜାତିର । ତେବେ କିଛିଦିନ ତଳେ କଇଁଛମାନେ ବାଲିରେ ଅଣ୍ଡା ଦେଇଥିଲେ । ସେଇ ଅଣ୍ଡାରୁ ୨ଟି…
Read More...

ଥାନାରେ ଝିଅ ଦେଲା ବାପାଙ୍କ ନାଁରେ ଏତଲା : ପ୍ରେମ ବିବାହ କରିଥିବାରୁ ବାପା ଦେଉଥିଲେ ଧମକ

କନକ ବ୍ୟୁରୋ : ଝିଅ ଦେଲା ବାପାଙ୍କ ନାଁରେ ଥାନାରେ ଏତଲା । ଭଲ ପାଇ ବିବାହ କରିଥିଲା ଝିଅ । କିନ୍ତୁ ବାପାପୋଲିସ ଓ ଶାସକ ଦଳର ଭୟ ଦେଖାଇ ଥିଲେ । ଏହାପରେ ଝିଅ ବାପାଙ୍କ ବିରୋଧରେ ମାଲକାନଗିରି ଏସପିଙ୍କ ନିକଟରେ ଦ୍ୱାରସ୍ଥ ହୋଇଛି । ମାଲକାନଗିରି ଏମଭି ୧୨୨ ନଂ ଗାଁର ସୁବ୍ରତ ମଣ୍ଡଳଙ୍କ ଝିଅ…
Read More...

ସୁର ସାମ୍ରାଜ୍ଞୀଙ୍କୁ ଝୁରୁଛି ଦେଶ: ଜନ୍ମବାର୍ଷିକୀରେ ଲତା ମଙ୍ଗେସକରଙ୍କୁ ଶ୍ରଦ୍ଧାଞ୍ଜଳି

କନକ ବ୍ୟୁରୋ: ସେ ଆଜି ଆମ ଭିତରେ ନାହାନ୍ତି, ହେଲେ ତାଙ୍କ ସଙ୍ଗୀତ ତାଙ୍କୁ ଚୀରଦିନ ପାଇଁ ଜୀବନ୍ତ କରି ରଖିଛି, ଆଉ ରଖିଥିବ । ଆମେ କହୁଛୁ କୋକିଳ କଣ୍ଠୀ, ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ କଥା । ତାଙ୍କୁ କିଛି ପରିଚୟର ଆବଶ୍ୟକତା ନାହିଁ । କାରଣ ତାଙ୍କ କଣ୍ଠ ହିଁ ତାଙ୍କ ପରିଚୟ ଥିଲା ।…
Read More...

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ କ୍ଲିନଚିଟ୍ : କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ସୋନିଆ ଗାନ୍ଧୀଙ୍କୁ ଦେଲେ ରିପୋର୍ଟ

କନକ ବ୍ୟୁରୋ : ରାଜସ୍ଥାନ କଂଗ୍ରେସରେ ଦେଖାଦେଇଥିବା ବିଦ୍ରୋହ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ କ୍ଲିନଚିଟ୍ । ଦଳର ପର୍ଯ୍ୟବେକ୍ଷକ ଅଜୟ ମାକେନ ଏବଂ ମଲ୍ଲିକାର୍ଜୁନ ଖାଡଗେ ଏକ ଲିଖିତ ରିପୋର୍ଟ ସୋନିଆ ଗାନ୍ଧୀଙ୍କ ନିକଟରେ ଦାଖଲ କରିଛନ୍ତି । ଏହି ରିପୋର୍ଟରେ ଗେହଲଟଙ୍କୁ କ୍ଲିନ…
Read More...

ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ମାମଲା : ପରିବାର ଲୋକଙ୍କୁ ପୁଲିସର ମାରାଥନ ଜେରା

କନକ ବ୍ୟୁରୋ : ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ମାମଲାରେ ତୃତୀୟ ଥର ପାଇଁ ମାରାଥନ ଜେରା ହୋଇଛି । ପରିବାର ଓ ରେଷେୟାଙ୍କୁ ମାରାଥନ ଜେରା କରିଛି ପୁଲିସ । ତଦନ୍ତକାରୀ ଅଧିକାରୀ କହିଛନ୍ତି, ବିଭିନ୍ନ ଦିଗକୁ ନେଇ ପୁଲିସ ପଚରାଉଚରା କରୁଛି । ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ…
Read More...

ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟ୍ୱେଣ୍ଟି-୨୦ : ଡେଥ୍ ଓଭରର ତ୍ରୁଟି ସୁଧାରି ବିଶ୍ୱକପ ପାଇଁ ପ୍ରସ୍ତୁତ ହେବ ରୋହିତ…

କନକ ବ୍ୟୁରୋ : ଆଜିଠୁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍ । କେରଳର ଥିରୁଅନନ୍ତପୁରମରେ ପ୍ରଥମ ମ୍ୟାଚ ରହିଛି । ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୨-୧ରେ ସିରିଜ୍ ଜିତିବା ପରେ ଏବେ ଦକ୍ଷିଣ ଆଫିକାକୁ ସାମ୍ନା କରିବାକୁ ଯାଉଛି । ଟି-୨୦…
Read More...

ସାମ୍ନାକୁ ଆସିଲେ ଚୀନ୍ ରାଷ୍ଟ୍ରପତି : ଗୃହବନ୍ଦୀ ହୋଇଥିବା ନେଇ ଚାଲିଥିଲା ଗୁଜବ

କନକ ବ୍ୟୁରୋ : ଗୁଜବରେ ପଡିଲା ପୂର୍ଣ୍ଣଛେଦ । ସାମ୍ନାକୁ ଆସିଲେ ଚୀନ୍ ରାଷ୍ଟ୍ରପତି ସି ଜିନ୍ ପିଙ୍ଗ୍ । ଉଜବେକିସ୍ତାନର ସମରକନ୍ଦରେ ଅନ୍ତିମ ଥର ପାଇଁ ଜିନ୍ ପିଙ୍ଗଙ୍କୁ ଦେଖିବାକୁ ମିଳିଥିଲା । ପରେ ତାଙ୍କୁ ଗୃହବନ୍ଦୀ କରି ରଖାଯାଇଛି ବୋଲି ଗୁଜବ ଉଠିଥିଲା । ଏବେ ସେ କିନ୍ତୁ ଚୀନ ନାଗରିକଙ୍କ…
Read More...

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା : ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘନିଷ୍ଠ ସହଯୋଗୀ ବିଜୟ ନାୟାର ଗିରଫ

କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ପ୍ରଥମ ଗିରଫ । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହଯୋଗୀ ବିଜୟ ନାୟରଙ୍କ ଗିରଫ କରିଛି ସିବିଆଇ । ନାୟର ଅବକାରୀ ନୀତି ତିଆରି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସୂଚନା ରହିିଛି । ଗତ ମାସରେ ସିବିଆଇ ଏହି ମାମଲାରେ…
Read More...

ବେଙ୍ଗାଲୁରୁରେ ଆଜି ଓଡ଼ିଶା ଇନଭେଷ୍ଟର୍ସ ମିଟ୍ : ୫୦୦ରୁ ଅଧିକ ଶିଳ୍ପପତି, ବ୍ୟବସାୟୀ ଓ ନିବେଶକଙ୍କୁ ସମ୍ବୋଧିତ କରିବେ…

କନକ ବ୍ୟୁରୋ : ବେଙ୍ଗାଲୁରୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ହୋଟେଲ ତାଜ୍ ୱେଷ୍ଟ ଏଣ୍ଡରେ ଶିଳ୍ପ ସଂଘ ଫିକି ସହଯୋଗରେ ଓଡ଼ିଶା ସରକାର ନିବେଶକ ସମ୍ମିଳନୀ ଆୟୋଜନ କରିବାକୁ ଯାଉଛନ୍ତି । ଏହି ଅବସରରେ ୫୦୦ରୁ ଅଧିକ ଶିଳ୍ପପତି, ବ୍ୟବସାୟୀ, କର୍ପୋରେଟ୍ ପ୍ରତିନିଧି ଓ ନିବେଶକ ଯୋଗ ଦେବେ…
Read More...

ପିଏଫଆଇ ଉପରେ ଲାଗିଲା ପ୍ରତିବନ୍ଧକ : ୫ ବର୍ଷ ପାଇଁ ପ୍ରତିବନ୍ଧକ ଲଗାଇଲା ଗୃହ ମନ୍ତ୍ରାଳୟ

କନକ ବ୍ୟୁରୋ : ପିଏଫଆଇ ବା ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ ଉପରେ ଲାଗିଲା ପ୍ରତିବନ୍ଧକ । ଗୃହମନ୍ତ୍ରଳାୟ ୫ ବର୍ଷ ପାଇଁ ଏହି ସଂସ୍ଥା ବିରୋଧରେ ପ୍ରତିବନ୍ଧକ ଲଗାଇଛି । ସୋମବାର ମଧ୍ୟରାତ୍ରରୁ ଏନଆଇଏର ଏକାଧିକ ଟିମ୍ ୮ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ବିଭିନ୍ନ ସ୍ଥାନରେ ରେଡ୍ କରି ୧୭୦ ଜଣ…
Read More...