Browsing Category

ନ୍ୟୁଜ୍

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ କିଡନୀ ରୋଗୀଙ୍କ ଧାରଣା : ବଞ୍ଚିବା ପାଇଁ ମାଗୁଛନ୍ତି ଭଲ ଔଷଧ; ୨୦୧୮ରୁ ନିଷିଦ୍ଧ…

କନକ ବ୍ୟୁରୋ : ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ବାସଭବନ ଆଗରେ ଧାରଣା ଦେଲେ କିଡନୀ ରୋଗୀ । ଅଭିନବ ଢଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ମୁହଁରେ କଳା କପଡ଼ା ଓ ବେକରେ ଦୌଡ଼ି ଲଗାଇ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି । ବଞ୍ଚିବା ପାଇଁ କିଡନୀ ରୋଗୀ ଭଲ ଔଷଧ ମାଗୁଛନ୍ତି ।…
Read More...

କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଳାଶୁଣି ଛକ ସ୍ଥିତ ବ୍ରିଜର…

କନକ ବ୍ୟୁରୋ : ପାରାଦୀପ- ଚଣ୍ଡିଖୋଲ ଜାତୀୟ ରାଜପଥ ନଂ ୫-ଏକୁ ସଂଯୋଗ କରୁଥିବା ଓଳାଶୁଣି ଛକ ସ୍ଥିତ ବ୍ରିଜର ସମ୍ପ୍ରସାରଣ କରିବା ପାଇଁ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟି ଚିଠି ପ୍ରଦାନ କରିବା ସହ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…
Read More...

ଲକ୍ଷ୍ମୀପୁର ଖେରିରେ ବସ-ଟ୍ରକ ମୁହାଁମୁହିଁ ଧକ୍କା, ୮ ମୃତ, ୨୫ରୁ ଅଧିକ ଆହତ

କନକ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରିରେ ଭୀଷଣ ସଡକ ଦୁର୍ଘଟଣା । ବସ-ଟ୍ରକ ମୁହାଁମୁହିଁ ଧକ୍କା ହୋଇଛନ୍ତି । ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆହତମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେଠାରେ ଆହତମାନଙ୍କ…
Read More...

ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି : ଓକିଲ ସଂଘର ଆନ୍ଦୋଳନ; ଗୋଟିଏ ଦିନ କୋର୍ଟ ନଖୋଲିବାକୁ ଜଜଙ୍କ ଗୋଡ଼ତଳେ ପଡ଼ିଗଲେ ମହିଳା

କନକ ବ୍ୟୁରୋ : ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲଙ୍କ ଆନ୍ଦୋଳନ । ଆଜି ବିଭିନ୍ନ ସ୍ଥାନରେ ପ୍ରତିବାଦ ସଭା କରିଛନ୍ତି ଓକିଲ ସଂଘ । ଭୁବନେଶ୍ୱରରୁ ନେଇ ପଶ୍ଚିମ ଓଡ଼ିଶା କର୍ଯ୍ୟନ୍ତ ସବୁଠି ପ୍ରତିବାଦର ସ୍ୱର । ସମ୍ବଲପୁରରେ ଏନେଇ ତେଜିଛିି ପ୍ରତିବାଦ । ଓକିଲମାନେ ପ୍ରତିବାଦ କରିଥିବା…
Read More...

ବଡ଼ ମେଡ଼ିକାଲରୁ ପିଲା ଚୋରି ଘଟଣାର : ନକଲି ଡିସଚାର୍ଜ ସାର୍ଟିଫିକେଟ୍ ଓ ଗେଟ୍ ପାସ ବ୍ୟବହାର କରି ଶିଶୁ କନ୍ୟାକୁ…

କନକ ବ୍ୟୁରୋ : କଟକ ବଡ଼ ମେଡିକାଲରୁ ପିଲା ଚୋରି ଘଟଣାରେ ଶିଶୁ କନ୍ୟାକୁ ଚୋରି କରିଥିବା ଦମ୍ପତି ଗିରଫ । ତେବେ ପିଲା ଚୋରି ଘଟଣାକୁ ନେଇ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ନିକଲି ଡିସ୍ଚାର୍ଜ ସାର୍ଟିଫିକେଟ୍ ଓ ନକଲି ଗେଟ୍ ପାସ୍ ବ୍ୟବହାର କରି ଶିଶୁ କନ୍ୟାକୁ ଚୋରି କରାଯାଇଥିଲା । କଟକ…
Read More...

ମହାନଦୀରେ ଭାସିଯାଇ ହାତୀ ମୃତ୍ୟୁ ! ବନବିଭାଗ ଟିମ୍ ପହଞ୍ଚି ଘଟଣାର ଅନୁଧ୍ୟାନ ଆରମ୍ଭ

କନକ ବ୍ୟୁରୋ : ମହାନଦୀରେ ହାତୀ ମୃତ୍ୟୁ ନେଇ ସୂଚନା ମିଳିଛି । ନଦୀ ପାର ବେଳେ ଭାସିଯାଇ ମୃତ୍ୟୁ ହୋଇଥିବା କୁହାଯାଉଛି । କଟକ ଯୋବ୍ରାରେ ହାତୀର ମୃତଦେହ ଠାବ ହୋଇଛି । ଗେଟ୍ ଖୋଲିବା ପରେ ମୃତ ଦେହ ଭାସିଯାଇଥିବା ସୂଚନା ମିଳିଛି । ବନବିଭାଗ ଟିମ୍ ପହଞ୍ଚି ଘଟଣାର ଅନୁଧ୍ୟାନ ଆରମ୍ଭ କରିଛନ୍ତି…
Read More...

ଗୋବର୍ଦ୍ଧନ ପୀଠରେ ମା’ ବିମଳାଙ୍କ ପୂଜାର୍ଚ୍ଚନା : ଷୋଡଶ ଦିନାତ୍ମକ ପୂଜାରେ ମା’ଙ୍କ ନିକଟରେ ଚାଲିଛି ସ୍ୱତନ୍ତ୍ର…

କନକ ବ୍ୟୁରୋ : ପୁରୀ ଗୋବର୍ଦ୍ଧନ ପୀଠରେ ଆରାଧ୍ୟଦେବୀ ତଥା ଶ୍ରୀକ୍ଷେତ୍ରର କ୍ଷେତ୍ରାଧିଶ୍ୱରୀ ହେଲେ ମା’ ବିମଳା । ଶଙ୍କରାଚାର୍ଯ୍ୟଙ୍କ ପୀଠରେ ମା’ ପୂଜା ପାଆନ୍ତି । ଗୋବର୍ଦ୍ଧନ ପୀଠର ପୂର୍ବ ଦିଗରେ ମା’ ଅବସ୍ଥାନ କରିଛନ୍ତି । ପୀଠରେ ପ୍ରତ୍ୟେକ ଦିନ ମା’ଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼…
Read More...

ଲିଜେଣ୍ଡସ ଲିଗ୍ କ୍ରିକେଟ୍ : ଲଗାତାର ୨ ଟି ମ୍ୟାଚ୍ ହାରିବା ପରେ ତୃତୀୟ ମ୍ୟାଚରେ ଜିତିଲା ଭିଲୱାରା କିଙ୍ଗସ୍

କନକ ବ୍ୟୁରୋ : ବାରବାଟୀରେ ଚାଲିଛି ଲିଜେଣ୍ଡସ ଲିଗ୍ କ୍ରିକେଟ୍ । ଦୁଇଟି ମ୍ୟାଚ ଲଗାତର ହାରିବା ପରେ ତୃତୀୟ ମ୍ୟାଚରେ ବିଜୟୀ ହୋଇଛି ଭିଲୱାରା କିଙ୍ଗସ । ଗତକାଲି ଗୁଜରାଟ ଜାଏଂଟସକୁ ହରାଇଛି ୫୭ ରନରେ ହରାଇଛି ଭିଲୱାରା କିଙ୍ଗସ । ଗୁଜରାଟ ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ।…
Read More...

ଆସୁଛି ପୁଣି ଏକ ବଡ ଝଡ : ଫ୍ଲୋରିଡାକୁ ମାଡି ଆଡି ଆସୁଛି ସାମୁଦ୍ରିକ ଝଡ ‘ଇୟାନ’

କନକ ବ୍ୟୁରୋ : ଆମେରିକାକୁ ଆସୁଛି ପୁଣି ଏକ ବଡ ଝଡ । ପ୍ଲୋରିଡାକୁ ମାଡିଆସୁଛି ‘ଇୟାନ୍’ ନାମକ ଏକ ସାମୁଦ୍ରିକ ଝଡ । ଏନେଇ ରାଜ୍ୟରେ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଛି । ସାମୁଦ୍ରିକ ଝଡ ଇୟାନ ଫଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଯାହାଫଳରେ ଅନେକ କ୍ଷୟକ୍ଷତି ହେବା ନେଇ ମଧ୍ୟ…
Read More...

ଭାରତରେ ଆରମ୍ଭ ହେଲା ‘ଆପଲ’ ଆଇଫୋନ ନିର୍ମାଣ : ଫୋନର ଡିଭାଇସ ଏବେ ତାମିଲନାଡୁରେ ହେଉଛି ପ୍ରସ୍ତୁତ

କନକ ବ୍ୟୁରୋ : ଭାରତରେ ଆରମ୍ଭ ହେଲା ଆପଲ ଆଇଫୋନ୍ ୧୪ର ନିର୍ମାଣ । ଫୋନର ଡିଭାଇସ ଏଣିକି ତାମିଲନାଡୁ କଂଟ୍ରାକ୍ଟ ମ୍ୟାନିଫ୍ୟାକଚର ଫୋକସ କର୍ଣ୍ଣରେ ନିର୍ମାଣକାର୍ଯ୍ୟ କରାଯିବ । ଡିସେମ୍ବର ମାସ ସୁଦ୍ଧା ମେଡ ଇନ ଇଣ୍ଡିଆ ଆଇଫୋନ ଗ୍ରାହକଙ୍କ ନିକଟରେ ପହଞ୍ଚିବ । ଭରତୀୟ ବଜାରରେ ବିକ୍ରି ଓ ଅନ୍ୟ…
Read More...