Browsing Category

ନ୍ୟୁଜ୍

ଲଘୁଚାପ ଯୋଗୁଁ ଲଗାଣ ବର୍ଷା : ମୋହନାରେ ଭାସିଗଲା ଅସ୍ଥାୟୀ ପୋଲ

କନକ ବ୍ୟୁରୋ : ଲଘୁଚାପ ଯୋଗୁ ଲଗାଣ ବର୍ଷା । ଆଉ ଲଗାଣ ବର୍ଷାରେ ଭାସିଗଲା ଅସ୍ଥାୟୀ ପୋଲ । ବର୍ଷାରେ ୪ଖଣ୍ଡ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି । ବର୍ଷା ଜାରି ରହିବାରୁ ହରଭଙ୍ଗୀ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଯାହାଫଳରେ ଏହି ପୋଲ ଧୋଇଯାଇଛି । ତା ସହିତ ମୋହନାଠାରୁ ସଂଲଗ୍ନ…
Read More...

ମାଲକାନାଗିରି ପରେ କୋରାପୁଟରେ ଅଜଣା ରୋଗରେ ଆତଙ୍କ : ସପ୍ତାହ ମଧ୍ୟରେ ଗଲାଣି ୩ ଜଣକ ଜୀବନ

କନକ ବ୍ୟୁରୋ : ଅଜଣା ରୋଗରେ ସପ୍ତାହକ ମଧ୍ୟରେ ଗଲାଣି ୩ ଜଣଙ୍କ ଜୀବନ । କୋରାପୁଟ ବୈପାରୀଗୁଡା ବ୍ଲକ ଦଣ୍ଡାବାଡି ପଞ୍ଚାୟତର କାଣ୍ଡିକିଗୁଡା ଗାଁରେ ଅଜଣା ରୋଗ ଆତଙ୍କ ଦେଖିବାକୁ ମିଳିଛି । ରୋଗର କାରଣ ଏଯାଏଁ ଜଣାପଡିନାହିଁ । ଗ୍ରାମବାସୀଙ୍କ କହିବାନୁଯାୟୀ, ରୋଗୀର ଗୋଡ, ହାତ ଏବଂ ମୁହଁ…
Read More...

କଲେଜରେ ରାଗିଂ ପାଇଁ ବିଷ ପିଇଦେଲେ ଛାତ୍ର । ପରିବାର ଲୋକ ଆଣିଲେ ସାଂଘାତିକ୍ ଅଭିଯୋଗ

କନକ ବ୍ୟୁରୋ : ଭଦ୍ରକ ଆଇଟିଆଇ କଲେଜରେ ଛାତ୍ରଙ୍କୁ ରାଗିଂ ଅଭିଯୋଗ । ରାଗିଂ ପରେ ଛାତ୍ର ଜଣକ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ପ୍ରଥମେ ତାଙ୍କୁ ତିହିଡି ଓ ପରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ କଟକ ବଡ ମେଡିକାଲକୁ ତାଙ୍କୁ ସ୍ଥାନାନ୍ତର…
Read More...

ବିଜେପି ଫୋକସରେ ଓଡିଶା : ନଡ୍ଡାଙ୍କ ଗସ୍ତ ପୂର୍ବରୁ କେନ୍ଦ୍ରମନ୍ତ୍ରୀଙ୍କ ମାରାଥନ ଗସ୍ତ; ବିଭିନ୍ନ ଜିଲ୍ଲା ଯାଇ…

କନକ ବ୍ୟୁରୋ : ବିଜେପି ଫୋକସରେ ଓଡ଼ିଶା । ୨୦୨୪ ନିର୍ବାଚନ ପାଇଁ ଅଣ୍ଟା ଭିଡିଲାଣି ଦଳ । ଆସନ୍ତା ୨୯ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡ଼ିଶା ଆସୁଛନ୍ତି । ଏହା ପୂର୍ବରୁ ଦଳର ସାଙ୍ଗଠନିକ କାର୍ଯ୍ୟ ଜୋରଦାର ହୋଇଛି । ଶାସକ ଦଳକୁ ଚେକ୍ ଦେବା ପାଇଁ ଯୋଜନାବଦ୍ଧ କାର୍ଯ୍ୟକ୍ରମ…
Read More...

ଦେଶରେ ବଦଳିବ ଅବସର ବୟସ! ଆମେରିକା, ୟୁରୋପର ମଡେଲ ଉପରେ ବିଚାର କରୁଛନ୍ତି ସରକାର ।

କନକ ବ୍ୟୁରୋ: ୨୦୪୭ ସୁଦ୍ଧା ଭାରତ ବୟସ୍କ ବହୁଳ ଦେଶ ଭାବେ ଉଭା ହେବ । ସେତେବେଳକୁ ଭାରତରେ ୬୦ ବର୍ଷରୁ ଅଧିକ ବ୍ୟକ୍ତିଙ୍କ ସଂଖ୍ୟାରୁ ୧୪ କୋଟିରୁ ଅଧିକ ହୋଇଯିବ । ଫଳରେ ପେନସନ୍ ଫଣ୍ଡ ଉପରେ ଚାପ ବଢିବ । ଏବେ ଇପିଏଫଓର ୬ କୋଟି ସବସ୍କ୍ରାଇବର ଅଛନ୍ତି ଯାହା ଆଗକୁ ଅଧିକ ବଢିବ ବୋଲି ଆଶଙ୍କା…
Read More...

ପରିବାର ଅଦାଲତଙ୍କ କଡା ନିର୍ଦ୍ଦେଶ : ୫ ହଜାର ଲେଖାଏଁ ତଣ୍ଡ ଗଣିବେ ବର୍ଷା-ଅନୁଭବ

କନକ ବ୍ୟୁରୋ : ଜୋରିମାନା ଗଣିବେ ସାଂସଦ ଅନୁଭବ ମହାନ୍ତି ଏବଂ ପତ୍ନୀ ବର୍ଷା ପ୍ରିୟଦର୍ଶୀନୀ । ଉଭୟ ୫ ହଜାର ଟଙ୍କା ଲେଖାଏଁ ଜୋରିମାନା ଗଣିବେ । ଏ ନେଇ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବାରମ୍ବାର ତାରିଖ ସତ୍ୱେ ସାକ୍ଷ୍ୟ ଗ୍ରହଣ ପାଇଁ ଆସୁନଥିଲେ ବର୍ଷା । ସେହିପରି ଛାଡ଼ପତ୍ର ପିଟିସନରେ ବିବାହ…
Read More...

ଆମେରିକାରେ ପୁଣି ଗୁଳିକାଣ୍ଡ: ଘରେ ପଶି ୩ ଶିଶୁଙ୍କ ସମେତ ୫ଜଣଙ୍କୁ ହତ୍ୟା ।

କନକ ବ୍ୟୁରୋ: ଆମେରିକାରେ ପୁଣି ଥରେ ଗୁଳିବିନିମୟର ଏକ ଯନ୍ତ୍ରଣାଦାୟକ ଘଟଣା ସାମ୍ନାକୁ ଆସିଛି । ଶୁକ୍ରବାର ଦିନ ମେରିଲ୍ୟାଣ୍ଡର ଏକ ଘରେ ଦୁଇ ଜଣ ବୟସ୍କ ଏବଂ ତିନି ଜଣ ଶିଶୁଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଗୁଳିକାଣ୍ଡ ଘଟାଇବା ପରେ ଦୁର୍ବୃତ୍ତ୍କ ମଧ୍ୟରୁ ଜଣେ ୯୧୧ କୁ କଲ୍…
Read More...

ରାଫେଲରେ ପୁଅ ସହ ଉଡିଲେ ବାୟୁସେନା ମୁଖ୍ୟ : ୩ ଦିନିଆ ଏୟାରକ୍ରାପ୍ଟ କମ୍ବାଟ୍ ଟ୍ରେନିଂ ମିଶନରେ ଭରିଲେ ଉଡାଣ

କନକ ବ୍ୟୁରୋ : ରାଫେଲରେ ପୁଅ ସହ ଉଡିଲେ ବାୟୁସେନା ମୁଖ୍ୟ । ଅତ୍ୟାଧୁନିକ ଲଢୁଆ ବିମାନ ରାଫେଲରେ ବାୟୁସେନା ମୁଖ୍ୟ ଏୟାର ଚିପ୍ ମର୍ସାଲ ଭିଆର୍ ଚୌଧୁରୀ ଓ ତାଙ୍କ ପୁଅ ସ୍କାର୍ଡନ ଲିଡର ମିହିର ଭି ଚୌଧୁରୀ ଉଡିଛନ୍ତି । ପଶ୍ଚିମବଙ୍ଗର ହସିମରା ବାୟୁସେନା ଘାଟିରୁ ତିନିଦିନିଆ ଏୟାରକ୍ରାଫ୍ଟ…
Read More...

ଆଜି ବିଶ୍ୱ ଆତ୍ମହତ୍ୟା ନିରୋଧୀ ଦିବସ : ଓଡିଶାରେ ଆତ୍ମହତ୍ୟାର ସ୍ଥିତି ଏବେ ଜାତୀୟ ହାରଠୁ ଅଧିକ

କନକ ବ୍ୟୁରୋ : ଆଜି ବିଶ୍ୱ ଆତ୍ମହତ୍ୟା ନିରୋଧୀ ଦିବସ । ଓଡ଼ିଶାରେ ଆତ୍ମହତ୍ୟା ସ୍ଥିତି ଏବେ ଜାତୀୟ ହାରଠାରୁ ମଧ୍ୟ ଅଧିକା ରହିଛି । ଦେଶରେ ଆତ୍ମହତ୍ୟା ହାର ୧୨ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ରହିଛି ୧୨ ଦଶମିକ ୩ ପ୍ରତିଶତ । ଡବ୍ଲୁଏଚ୍ଓର ରିପୋର୍ଟ ଅନୁସାରେ ସାରା ବିଶ୍ୱରେ ବର୍ତ୍ତମାନ…
Read More...

ଆଜି ଇନ୍ଦ୍ରୋତ୍ସବ ପୂର୍ଣ୍ଣିମା ଓ ଭାଗବତ ଜନ୍ମ । ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

କନକ ବ୍ୟୁରୋ : ଆଜି ଇନ୍ଦ୍ରୋତ୍ସବ ପୂର୍ଣ୍ଣିମା ଓ ଭାଗବତ ଜନ୍ମ । ଆଜିର ତିଥିରେ ଶ୍ରୀମନ୍ଦିରରେ ପବିତ୍ର ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ସହ ଇନ୍ଦ୍ର ହାତୀ ପ୍ରସ୍ତାବ ନୀତି ଅନୁଷ୍ଠିତ ହେବ । ସଂଧ୍ୟା ଆଳତି ସରିବା ପରେ ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ଆସିଥାଏ । ଏହା ପରେ ଶ୍ରୀଦୋଳଗୋବିନ୍ଦ…
Read More...