Browsing Category

ନ୍ୟୁଜ୍

ବ୍ୟବସାୟୀଙ୍କ ବେଡ ତଳୁ ବାହାରୁଛି କୋଟି କୋଟି ନଗଦ ଟଙ୍କା: କୋଲାକାତାରେ ଇଡିର ବଡ ଧରଣର ଚଢାଉ

କନକ ବ୍ୟୁରୋ: ମୋବାଇଲ ଗେମିଂ ଆପ ଜରିଆରେ କୋଟିକୋଟି ଟଙ୍କା ଠକେଇ ମାମଲା ସାମ୍ନାକୁ ଆସିଛି । ଘଟଣା ସମ୍ବନ୍ଧରେ ସୂଚନା ପାଇବା ପରେ କୋଲକାତାର ୧୨ଟିି ଠିକଣା ଉପରେ ଶନିବାର ମାରାଥନ ଚଢାଉ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ବ୍ୟାଙ୍କ ଅଧିକାରୀ ଓ ଇଡିର ଟିମର ମିଳିତ ଚଢାଉରେ ୧୭କୋଟି ଟଙ୍କାର…
Read More...

୧୧ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା: ସେପଟେ ୧୭ ତାରିଖକୁ ଆସିପାରେ ଆଉ ଏକ ଲଘୁଚାପ

କନକ ବ୍ୟୁରୋ: ଲଘୁଚାପ ଘନୀଭୂତ ହେବା ପରେ ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି । ପଶ୍ଚିମ କେନ୍ଦ୍ରୀୟ ତତ୍ସଂଲଗ୍ନ ଉତର ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ହୋଇଛି । ଏହା ଦକ୍ଷିଣ – ଓଡିଶା ଉତର ଆନ୍ଧ୍ର ଉପକୂଳ ସମୁଦ୍ରରେ ସକ୍ରିୟ ରହିଛି । ୨୪ ଘଂଟା ଭିତରେ ଏହା ଆହୁରି ଘନିଭୂତ ହୋଇ ଅବପାତରେ ପରିଣତ…
Read More...

ନବରଙ୍ଗପୁରରେ ଶବକୁ ଶ୍ମଶାନ ନମିଳିବା ଘଟଣା । ରାସ୍ତାରୋକ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ । ୧୪୪ ଧାରା ଲାଗୁ କଲା…

କନକ ବ୍ୟୁରୋ: ନବରଙ୍ଗପୁରରେ ଶ୍ମଶାନ ଓ ଅନ୍ତିମ ସଂସ୍କାରକୁ ନେଇ ଆରମ୍ଭ ହୋଇଥିବା ବିବାଦ ନୂଆ ମୋଡ ନେଇଛି ।  ଉମରକୋଟର ଗୋପବନ୍ଧୁ ଛକରେ ରାସ୍ତାରୋକ ଦ୍ୱିତୀୟ ଦିନରେ ପହଞ୍ଚିବା ପରେ ଆଜି ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ । ରାସ୍ତାରୋକ କରିଥିବା ଲୋକଙ୍କୁ ହଟାଇବାକୁ ବଳ ପ୍ରୟୋଗ…
Read More...

ଇନଷ୍ଟିଚ୍ୟୁଟ୍ ଫର୍ ଟେକ୍ନୋଲୋଜି ଆଣ୍ଡ ରିସର୍ଚ୍ଚର ବାର୍ଷିକ ଦିବସ ପାଳନ 

କନକ ବ୍ୟୁରୋ: ଇନଷ୍ଟିଚ୍ୟୁଟ୍ ଫର୍ ଟେକ୍ନୋଲୋଜି ଆଣ୍ଡ ରିସର୍ଚ୍ଚ ଏହାର ବାର୍ଷିକ ଦିବସ ପାଳନ କରିଛି । ଭୁବନେଶ୍ୱର (ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଯୁବ ଅନୁସନ୍ଧାନକାରୀ ତଥା ସମାଜର ବିକାଶରେ ଅନୁସନ୍ଧାନ ଏବଂ ବିକାଶର ଭୂମିକା ଉପରେ…
Read More...

ନକଲି ଔଷଧ କାରବାର ଧରାପଡିବା ପରେ ବଢିଲା ତନାଘନା: ପୁରୀଘାଟ ଥାନାରେ ଏତଲା ଦେଲେ ଡ୍ରଗ୍ସ ଇନସ୍ପେକ୍ଟର

କନକ ବ୍ୟୁରୋ: ନକଲି ଔଷଧ କାରବାର କରୁଥିବା ବ୍ୟବସାୟୀଙ୍କୁ ଗିରଫ କରିବା ପାଇଁ ଆରମ୍ଭ ହୋଇଛି ତନାଘନା । ଭି.ଆର. ଏଜେନ୍ସୀ ଓ ପୂଜା ଏଂଟରପ୍ରାଇଜେସ୍ର ୪ ଜଣଙ୍କ ନାଁରେ କଟକ ପୁରୀ ଘାଟ ଥାନାରେ ଏତଲା ଦେଇଛି ଡ୍ରଗ୍ସ କଂଟ୍ରୋଲ ବିଭାଗ । ଏତଲା ପରେ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଆରମ୍ଭ…
Read More...

କେମିତି ଆତ୍ମହତ୍ୟାରୁ ଦୁରେଇ ରହିବେ? ବାଟ ବତାଇଲେ ମାନସିକ ରୋଗ ବିଶେଷଜ୍ଞ

କନକ ବ୍ୟୁରୋ: ଓଡିଶାରେ ଆତ୍ମହତ୍ୟା ମାମଲା ବଢିବା ଚିନ୍ତା ବଢାଇଛି । ସ୍ଥିତି ଏମିତି ହୋଇଛି ଯେ ଆତ୍ମହତ୍ୟାରେ ଜାତୀୟ ହାରଠୁ ଆଗରେ ଅଛି ଓଡିଶା । ଆତ୍ମହତ୍ୟା ଭଳି ଚରମ ପଦକ୍ଷେରୁ ଦୁରେଇ ରହିବା ପାଇଁ ଆଜିର ଦିନକୁ ସାରା ବିିଶ୍ୱ ଆତ୍ମହତ୍ୟା ନିରୋଧୀ ଦିବସ ଭାବେ ପାଳନ କରୁଛି । ପରିବାରର…
Read More...

ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡର ଶୁଣାଣି: ସିଜ୍ ହୋଇଥିବା ଗାଡ଼ିଗୁଡିକୁ ଛାଡ଼ି ଦେବାକୁ ଗୋବିନ୍ଦଙ୍କ ଓକିଲ କଲେ…

କନକ ବ୍ୟୁରୋ: କଂଟାବାଂଝି ଏଡିଜେ କୋର୍ଟରେ ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ । ସାଙ୍ଗରେ ଅଛନ୍ତି ଅନ୍ୟତମ ଅଭିଯୁକ୍ତ ଗୋବିନ୍ଦଙ୍କ ଡ୍ରାଇଭର ରାଧେଶ୍ୟାମ ଚଣ୍ଡୀ । ୨୦୨୧ ଅକ୍ଟୋବର ମାସରେ ହୋଇଥିବା ଏହି ରୋମଟାଙ୍ଗୁରା ହତ୍ୟାକାଣ୍ଡର ଆରମ୍ଭ ହୋଇଛି…
Read More...

ଗେହଲଟଙ୍କ ଗଡ଼ରେ ଶାହାଙ୍କ ହୁଙ୍କାର । ବିଜେପିର ଓବିସି ଗୋଟି ଚାଳନା

କନକ ବ୍ୟୁରୋ : ୨୦୨୨ରେ ହେବ ରାଜସ୍ଥାନ ବିଧାନସଭା ନିର୍ବାଚନ । ସମୟ ଯେତିକି ପାଖଉଛି ସେତିକି ମଜବୁତ ହେଉଛି ବିଜେପିର ରଣନୀତି । ଏବେ ରାଜସ୍ଥାନରେ କଂଗ୍ରେସ ନିଦ ହଜେଇବା ପାଇଁ ଏଠାରେ ପହଁଚିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ଦୁଇ ଦିିନିଆ ରାଜସ୍ଥାନ ଗସ୍ତରେ ଶାହା ୨ୟ ଦିନରେ ଯୋଧପୁରରେ…
Read More...

ହିନ୍ଦୀ କ୍ଷୁଦ୍ର ଚଳଚିତ୍ରରେ ଓଡିଆ ଦେବାଦେବୀଙ୍କୁ ଅସମ୍ମାନ! ଶ୍ରୀଜଗନ୍ନାଥ ଓ ନାରାୟଣୀଙ୍କ ନାଁରେ କଟାକ୍ଷ

କନକ ବ୍ୟୁରୋ: ହିନ୍ଦୀ କ୍ଷୁଦ୍ର ଚଳଚ୍ଚିତ୍ର ‘ମିଆଁ, ବିବି ଔର ବାନାନା’ରେ ଓଡ଼ିଆ ଦେବାଦେବୀଙ୍କୁ ଅସମ୍ମାନ ଅଭିଯୋଗ । ଓଟିଟି ପ୍ଲାଟଫର୍ମରେ ଡିସନୀ ହଟଷ୍ଟାରରେ ପ୍ରସାରିତ ଏହି ଫିଲ୍ମରେ ଓଡ଼ିଶାର ଆରାଧ୍ୟ ଦେବାଦେବୀ ଜଗନ୍ନାଥ ଓ ନାରାୟଣୀଙ୍କ ଅସମ୍ମାନ କରାଯାଇଛି । ଅଭିଯୋଗ ଅନୁସାରେ, ଦିଅଁଙ୍କ…
Read More...

ଶେଷକୃତ୍ୟ ପାଇଁ ଶବକୁ ମିଳିଲାନି ଶ୍ମଶାନ: ମୃତ୍ୟୁ ପରେ ବି ଧର୍ମକୁ ନେଇ ଛିଣ୍ଡୁନି ବିବାଦ

କନକ ବ୍ୟୁରୋ: ନବରଙ୍ଗପୁରରେ ଶ୍ମଶାନ ଓ ଅନ୍ତିମ ସଂସ୍କାରକୁ ନେଇ ଆରମ୍ଭ ହୋଇଥିବା ବିବାଦ ଛିଣ୍ଡୁ ନାହିଁ । ଧର୍ମ ପାଇଁ ମୃତଦେହକୁ ମିଳୁନାହିଁ ଶେଷ ସମ୍ମାନ । ଅନ୍ୟ ଧର୍ମର କହି ସାହି ଭାଇ ଗାଁ ମଶାଣୀରେ ପୁରାଇ ଦେଲେ ନାହିଁ । ମୃତଦେହକୁ ଧରି ଦୁଇ ଦୁଇ ଶ୍ମଶାନ ବୁଲିବା ପରେ ପରିବାର ଲୋକେ…
Read More...