Browsing Category

ନ୍ୟୁଜ୍

କିଏ ଜିତିବ ଧାମନଗର? ରାଜନୈତିକ ବୟାନବାଜି ଆରମ୍ଭ

କନକ ବ୍ୟୁରୋ: ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ ପରେ ଖାଲି ପଡିଛି ଧାମନଗର ବିଧାନସଭା ଆସନ । ଆଉ ଏହି ବିଧାନସଭା ଆସନର ପୂରଣ ପାଇଁ ଭୋଟ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିସନ । ଦେଶର ବିଭିନ୍ନ ରାଜ୍ୟର ୭ଟି ବିଧାନସଭା ସହ ଧାମନଗରର ପାଇଁ ତାରିଖ ଘୋଷଣା କରିିଛନ୍ତି ନିର୍ବାଚନ କମିଶନ ।…
Read More...

କାର ସହ ରେଳ ଇଞ୍ଜିନ ଧକ୍କା। ଦାମନଯୋଡୀ ନିକଟରେ ଦୁର୍ଘଟଣା।

କନକ ବ୍ୟୁରୋ: ଫାଟକବିହୀନ ଲେବେଲ୍ କ୍ରସିଂରେ କାର୍ ସହ ରେଳ ଇଞ୍ଜିନ୍ ଧକ୍କା । ଦୁର୍ଘଟଣାରେ ୩ ଗୁରୁତର ଆହତ ହୋଇଛନ୍ତି । କୋରାପୁଟ ଜିଲ୍ଲା ଅନ୍ତର୍ଗତ ଦାମନଯୋଡି ରେଳଷ୍ଟେସନ ଓ ବାରିଗୁଡା ରେଳଷ୍ଟେସନ ମଧ୍ୟବର୍ତୀ ଅଞ୍ଚଳର କିଲାର ଗ୍ରାମ ଲେବୁଲ କ୍ରସିଂଠାରେ ରେଳ ଦୁର୍ଘଟଣା ଘଟିଛି । ସୂଚନା…
Read More...

ଯୁବକକୁ ଘର ମାଲିକ ହତ୍ୟା କରିଥିବା ଅଭିଯୋଗ। ୬ ଜଣଙ୍କୁ ଗିରଫ କରିଛି ପୋଲିସ।

କନକ ବ୍ୟୁରୋ: ଘରେଭଡା ରହୁଥିବା ଯୁବକକୁ ଘର ମାଲିକ ହତ୍ୟା କରିଥିବା ଅଭିଯୋଗ । ଝିଅକୁ ପ୍ରେମ କରିବାରୁ ଘର ମାଲିକ ହତ୍ୟା କରିଥିବା ଅଭିଯୋଗ ରହିଛି । ଏଭଳି ଏକ ହତ୍ୟା ଘଟଣାରେ ରାଉରକେଲା ପୋଲିସ ୬ ଜଣଙ୍କୁ ଗିରଫ କରିଛି । କିନ୍ତୁ ଏବେ ବି ମୁଖ୍ୟ ଅଭିଯୁକ୍ତ ଟୁନି ଜେନା ଫେରାର ଥିବା ପୁଲିସ…
Read More...

ରାଜଗାଙ୍ଗପୁର ବ୍ଲକ ମାଲିଡିହିର ଡୁଡି ଗାଁରେ ଅଭାବନୀୟ ଦୃଶ୍ୟ। ବାପାର ଶବ ସହ ୬ ଘଣ୍ଟା ବସିରହିଲା ପୁଅ।

କନକ ବ୍ୟୁରୋ: ହଜିଗଲା ମାନବିକତା । ମୃତ ବାପା ନିକଟରେ ୬ ଘଣ୍ଟା ଧରି ଜଗିବସି ରହିଲା ୭ ବର୍ଷର ପୁଅ । ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ରାଜଗାଙ୍ଗପୁର ବ୍ଲକ ମାଲିଡିହିର ଡୁଡି ଗ୍ରାମରେ । ଗାଁର ଅଙ୍ଗନୱାଡି କେନ୍ଦ୍ର ନିକଟରେ ରାଉରକେଲା ଟାଙ୍ଗରପାଲି ଅଞ୍ଚଳର ଠିଙ୍ଗୁରୁ ମାଝୀ…
Read More...

ଆଖି ବୁଜିଲା ଅସୁସ୍ଥ ଦନ୍ତାହାତୀ। ମୃତଦେହ ବ୍ୟବଚ୍ଛେଦ ପରେ ସ୍ପଷ୍ଟ ହେବ ମୃତ୍ୟୁର କାରଣ।

କନକ ବ୍ୟୁରୋ: ଆଖି ବୁଜିଲା ଅସୁସ୍ଥ ଦନ୍ତାହାତୀ । ବାରିପଦା ବନଖଣ୍ଡର ବେତନଟୀ ରେଞ୍ଜ ମଶିଣାକାଠି ଜଙ୍ଗଲରେ ଅସ୍ତ୍ରୋପଚାର କରାଯାଇଥିବା ଦନ୍ତାହାତୀର ମୃତ୍ୟୁ ହୋଇଛି । ଗତକାଲି ଗୋଡ଼ରେ ଏକ ପ୍ଲାଷ୍ଟିକ ଦଉଡି ଛନ୍ଦି ହେବାରୁ ହାତୀଟି ଭଲଭାବେ ଚାଲିପାରୁନଥିଲା । ହାତୀର ଚିକିତ୍ସା ପାଇଁ…
Read More...

କୋରାପୁଟ ଜିଲ୍ଲାରୁ ଆସିଲା ଅଭାବନୀୟ ଦୃଶ୍ୟ। ନଦୀ ଭିତରେ ଅଣ୍ଟାଏ ପାଣିରେ ଷ୍ଟ୍ରେଚରରେ ବୁହାହେଲେ ରୋଗୀ।

କନକ ବ୍ୟୁରୋ: ଜୀବନ ବଞ୍ଚାଇବା ପାଇଁ ଜୀବନ ଲାଗୁଛି ବାଜିରେ । ରାସ୍ତା ନଥିବା ଯୋଗୁ ଷ୍ଟ୍ରେଚରରେ ବୁହା ହୋଇ ନଦୀ ପାର ହେଲେ ରୋଗୀ । ମେଡ଼ିକାଲ ତ ଦୂରର କଥା ଆମ୍ବୁଲାନ୍ସ ପାଖକୁ ଯିବା ପାଇଁ ୩ କିମି କାଦୁଅ ଓ ପଥର ରାସ୍ତା ଓ ପରେ ଝଝାଂବତି ନଦୀ ପାର ହେବାକୁ ପଡ଼େ । ସେଥି ପାଇଁ କାନ୍ଧ ଏକ…
Read More...

ବୋଲଗଡ଼ ବିଜେଡିରେ ସାମ୍ନାକୁ ଆସିଲା ଗୋଷ୍ଠୀ କନ୍ଦଳ। ସମର୍ଥକଙ୍କୁ ଧରି ପଦଯାତ୍ରା କଲେ ଦୁଇ ଗୋଷ୍ଠୀ। 

କନକ ବ୍ୟୁରୋ: ପଦାରେ ପଡ଼ିଲା ବିଜେଡିର ଗୋଷ୍ଠୀ କନ୍ଦଳ । ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ନିର୍ବାଚନୀ ମଣ୍ଡଳୀରୁ ଆସିଲା ଏପରି ଚିତ୍ର । ଅକ୍ଟୋବର ୨ ତାରିଖରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି । ଗୋଟିଏ ପଟେ ବିଧାୟକ ରାଜେନ୍ଦ୍ର ସାହୁ ନିଜ ସମର୍ଥକଙ୍କୁ ଧରି ପଦଯାତ୍ରା କରୁଥିବା…
Read More...

ଗଜପତି ଅଡବା ଥାନା କଲବା ଗାଁରୁ ଆସିଲା ଦୁଃଖଦ ଘଟଣା। ଦାଦନ ଖଟିବାକୁ ଯାଇ ହରାଇଲେ ଗୋଡ଼, ହାତ। 

କନକ ବ୍ୟୁରୋ: ଦାଦନ ଖଟିବାକୁ ଯାଇ ହରାଇଲେ ହାତ, ଗୋଡ । ଦାଦନ ଖଟିବାକୁ ଡାକି ନେଇଥିଲେ । ମଜୁରୀ ମାଗିବାରୁ ହାତ ପାପୁଲି ଓ ଗୋଟିଏ ଗୋଡ କାଟିଦେଇଥିବା ଅଭିଯୋଗ ହୋଇଛି । ଏପରିକି ଥାନାରେ ଯଦି କହିବେ ତାହାଲେ ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି ଦଲାଲ । ଏଭଳି ସାଂଘାତିକ୍ ଖବର ଆସିଛି ଗଜପତି…
Read More...

ପ୍ରେମିକ ପାଇଁ ୩ ବର୍ଷର କୁନି ଶିଶୁକୁ ମାରିଦେଲା ମା’। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରୁ ଆସିଲା ଜଘନ୍ୟ ଘଟଣା।

କନକ ବ୍ୟୁରୋ: ପ୍ରେମ ପାଇଁ ନୃଶଂସ ପାଲଟିଗଲା ମା’ । ଆଉ ପ୍ରେମିକ ସହ ମିଶି ନେଇଗଲା ନିଜ ୩ ବର୍ଷର କୁନି ଶିଶୁର ଜୀବନ । ଏଭଳି ଏକ ଜଘନ୍ୟକାଣ୍ଡ ଘଟିଛି କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଥାନାର ମାଟିଆପଡ଼ା ଗାଁରେ । ଦୁହିଡିପୁର ଗାଁର ସସ୍ମିତା ନାଥ ମାଟିଆପଡ଼ା ଗାଁର ସୁକାନ୍ତ ନାଥଙ୍କୁ ବିବାହ…
Read More...

ଚୀନରେ ସୁରକ୍ଷିତ ଭାବେ ଅବତରଣ କଲା ଇରାନର ବିମାନ। ସମସ୍ତ ଯାତ୍ରୀ ଓ ବିମାନ ସୁରକ୍ଷିତ ଥିବା ସୂଚନା। 

କନକ ବ୍ୟୁରୋ: ବାଂଲାଦେଶ ଦେଇ ଚୀନରେ ଅବତରଣ କଲା ୩୪୦ ଯାତ୍ରୀ ଥିବା ଇରାନର ବିମାନ । ଇରାନର ମହାନ ଏୟାରଲାଇନ୍ସ ଏହା ସ୍ପଷ୍ଟ କରିଛି । ଇରାନର ଏହି ଯାତ୍ରୀବାହୀ ବିମାନରେ ବୋମା ଥିବା ସୂଚନା ମିଳିଥିଲା । ମହାନ ଏୟାରଲାଇନ୍ସ କହିଛି, ବୋମା ଖବର ଗୁଜବ, ବିମାନଟି ସଂପୂର୍ଣ୍ଣ ସୁରକ୍ଷିତ ରହିଛି ।…
Read More...