Browsing Category

ନ୍ୟୁଜ୍

ଧାମନଗର ଉପନିର୍ବାଚନ ପାଇଁ ସ୍ପଷ୍ଟ ତିନି ଦଳର ପ୍ରାର୍ଥୀ। ଅବନ୍ତୀ ବନାମ ସୂରଜ ବନାମ ହରେକୃଷ୍ଣ।

କନକ ବ୍ୟୁରୋ: ଧାମନଗର ଉପନିର୍ବାଚନ ପାଇଁ ସ୍ପଷ୍ଟ ହୋଇସାରିଛି ତିନି ଦଳର ପ୍ରାର୍ଥୀ । ପ୍ରଥମେ ବିଜେପି, ପରେ କଂଗ୍ରେସ ଏବଂ ଶେଷରେ ପ୍ରାର୍ଥୀ ଘୋଷଣା କରିଛି ଶାସକ ଦଳ । ତିହିଡି ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ ବିଜେଡିର ପ୍ରାର୍ଥୀ ହୋଇଛନ୍ତି । ମିଶନ ଶକ୍ତି ସହ ଦୀର୍ଘ ଦିନର ଅଭିଜ୍ଞତା ଥିବା…
Read More...

ଧାମନଗର ଉପନିର୍ବାଚନ: ଅବନ୍ତୀ ଦାସ ବିଜେଡି ପ୍ରାର୍ଥୀ। ପୂର୍ବରୁ ବିଜେପି ଓ କଂଗ୍ରେସ ଘୋଷଣା କରିଛି ପ୍ରାର୍ଥୀ।

କନକ ବ୍ୟୁରୋ: ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ତିହିଡି ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ ବିଜେଡିର ପ୍ରାର୍ଥୀ ହୋଇଛନ୍ତି । ଦୀର୍ଘ ସମୟର ଆଲୋଚନା ପରେ ବିଜେଡି ପ୍ରାର୍ଥୀ ଘୋଷଣା ହୋଇଛି । ପୂର୍ବରୁ ବିଜେପି ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ…
Read More...

ଶିଶୁମୃତ୍ୟୁକୁ ନେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା। ନିମାପଡ଼ାରେ ଡାକ୍ତରଙ୍କ ଅବହେଳାରୁ ଶିଶୁ ମୃତ୍ୟୁ…

କନକ ବ୍ୟୁରୋ: ଶିଶୁମୃତ୍ୟୁକୁ ନେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା । ଡାକ୍ତରଙ୍କ ଅବହେଳାରୁ ଶିଶୁ ମୃତ୍ୟୁ ହୋଇଥିବା ଅଭିଯୋଗ କଲେ ପରିବାର ଲୋକ । ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟୃକେନ୍ଦ୍ରରେ ଘଟିଛି ଏହି ଅଭାବନୀୟ ଘଟଣା । ତୁଳସୀପୁର ପଞ୍ଚାୟତ ଭଇଁଚି…
Read More...

୩୦ ଲକ୍ଷ ଟଙ୍କାର ଋଣ ନେଇ ସୁଝୁ ନାହାନ୍ତି ବାଚସ୍ପତିଙ୍କ ଭାଇ। ସମବାୟ ବ୍ୟାଙ୍କ ନିର୍ବାଚନ ବେଳେ ତହସିଲଦାରଙ୍କ ନିକଟରେ…

କନକ ବ୍ୟୁରୋ: ବାଚସ୍ପତି ଭାଇଙ୍କ ଦାଦାଗିରି । ପୂର୍ବତନ ସଭାପତି ବିରେନ୍ଦ୍ର କେଶରୀ ଆରୁଖ ଓ ବ୍ୟାଙ୍କ କର୍ମଚାରୀଙ୍କ ମଧ୍ୟରେ ଗଣ୍ଡଗୋଳ । ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ପରିଚାଳନା କମିଟି ନିର୍ବାଚନ ପ୍ରକ୍ରିୟା ବେଳେ ମୁହାଁମୁହିଁ । ଘଟଣାକୁ ନେଇ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି ।…
Read More...

କନକ ନ୍ୟୁଜ ସାମ୍ନାରେ ନିଜର ଦୁଃଖ କାହାଣୀ ବଖାଣିଲେ କଣ୍ଟାବାଞ୍ଝିର ଦାଦନ। ବାହାର ରାଜ୍ୟରେ ମିଳୁଛି ଅକଥନୀୟ…

କନକ ବ୍ୟୁରୋ: ରୋଜଗାର ଓ ପରିବାରର ଭରଣପୋଷଣ ଆଶାରେ ଓଡ଼ିଶା ଲୋକେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲିଯାଉଛନ୍ତି । ବାହାରେ ଦାଦନ ସିନା ଖଟିବାକୁ ଯାଉଛନ୍ତି, କିନ୍ତୁ ସେଠାରେ ସେମାନଙ୍କୁ ଯେଉଁ ଅକଥନୀୟ ନିର୍ଯାତନା ମିଳୁଛି, ତାହା ନକହିବା ଭଲ । ବାହାରକୁ ଦାଦନ ଖଟିବାକୁ ଯାଉଥିବା ଲୋକେ କେତେ…
Read More...

ଅର୍ଚ୍ଚନାଙ୍କ ଉପରେ ନିର୍ମାଣ ହେବ ଫିଲ୍ମ ‘ମାୟାବିନୀ’: ପ୍ରଯୋଜକ ଶ୍ରୀଧର ମାର୍ଥା ଫିଲ୍ମ ତିଆରି କରିବାକୁ ହେଉଛନ୍ତି…

କନକ ବ୍ୟୁରୋ: ବ୍ଲାକମେଲ କ୍ୱିନ ଅର୍ଚ୍ଚନାଙ୍କ ଉପରେ ନିର୍ମାଣ ହେବ ଫିଲ୍ମ । ପ୍ରଯୋଜକ ଶ୍ରୀଧର ମାର୍ଥା ଫିଲ୍ମ ତିଆରି କରିବାକୁ ହେଉଛନ୍ତି ପ୍ରସ୍ତୁତ । ଏନେଇ ପ୍ରତିକ୍ରିୟା ରଖି ପ୍ରଯୋଜକ ଶ୍ରୀଧର ମାର୍ଥା କହିଛନ୍ତି, ସମାଜରେ ଘଟୁଥିବା ଘଟଣାବଳୀକୁ ନେଇ ନିର୍ମାଣ ହେବ ଫିଲ୍ମ । ଅର୍ଚ୍ଚନାଙ୍କ…
Read More...

୭ ଦିନ ମଧ୍ୟରେ ନାହିଁ କୌଣସି ବାତ୍ୟା ସମ୍ଭାବନା: ଆଇଏମଡ଼ି ଡ଼ିଜି କହିଲେ, ଜିଏଫଏସ ମଡ଼େଲକୁ କରାନଯାଇପାରେ ବିଶ୍ୱାସ 

କନକ ବ୍ୟୁରୋ: ୭ ଦିନ ମଧ୍ୟରେ ନାହିଁ କୌଣସି ବାତ୍ୟା ସମ୍ଭାବନା ।  କନକ ନ୍ୟୁଜକୁ ପ୍ରତିକ୍ରିୟା ଦେଇ ଆଇଏମଡ଼ି ଡ଼ିଜି କହିଲେ, ଜିଏଫଏସ ମଡ଼େଲକୁ କରାନଯାଇପାରେ ବିଶ୍ୱାସ । ଗୁଜବ ଠାରୁ ଦୂରେଇ ରହିବା ପାଇଁ ଦେଲେ ପରାମଶ । ସେପଟେ ବର୍ତମାନ କୌଣସି ବାତ୍ୟା ଆଶଙ୍କା ନଥିବା ଟ୍ୱିଟ କରି ସୂଚନା ଦେଇଛି…
Read More...

ସୁର ରାଉତରାୟଙ୍କୁ କଳିଙ୍ଗ ଷ୍ଟାଡିୟମ ଗେଟ୍ ପାଖରୁ ବାହାର କରିଦେବା ପ୍ରସଙ୍ଗ: ସୁର କହିଲେ ଫୋନ୍ କରି ଭୁଲ୍ ମାଗିଲେ…

କନକ ବ୍ୟୁରୋ: ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କୁ କଳିଙ୍ଗ ଷ୍ଟାଡିୟମ ଗେଟ୍ ପାଖରୁ ବାହାର କରିଦେବା ପ୍ରସଙ୍ଗ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ସୁର । କ୍ରୀଡା ବିଭାଗ ସଚିବ ତାଙ୍କୁ ଫୋନ୍ କରି ବୁଝାସୁଝା କରିବା ସହ ଭୁଲ୍ ମାଗିଥିବା କହିଛନ୍ତି ସୁର ରାଉତରାୟ । ମଙ୍ଗଳବାର ଦିନ ଫୁଟବଲ…
Read More...

ଝାରପଡା ଜେଲରେ ଅର୍ଚ୍ଚନା, ରାଜପ୍ରାସାଦ ପରି ଘରେ ଭୋକ ଉପାସରେ ଜୀବଜନ୍ତୁ । ଅଖିଆ ଅପିଆ ଚଢେଇ-କୁକୁର । ପାଣି ବିନା…

କନକ ବ୍ୟୁରୋ: ପଞ୍ଜୁରୀରେ ବନ୍ଦୀଥିବା ଏ ଚଢେଇଙ୍କୁ ଦେଖନ୍ତୁ, ତାଙ୍କ କିଚିରି ମିଚିରି ଶବ୍ଦକୁ ଶୁଣିବାକୁ ଚେଷ୍ଟା କରନ୍ତୁ । ସେମାନେ କଣ କଣ କହୁଛନ୍ତି ତାକୁ ବୁଝିବାକୁ କାନ ଡେରନ୍ତୁ... ଦର୍ଶକବନ୍ଧୁ ଏ ପଞ୍ଜୁରୀ, ଏ ଚଢେଇ କେଉଁ ଦୋକାନର ନୁହେଁ ବରଂ ଏ ଚଢେଇ ମାନେ ହେଉଛନ୍ତି ସେହି ଘରର ଯେଉଁ…
Read More...

ଏମକେସିଜିରେ ମାତିଛନ୍ତି ଦଲାଲ: ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କୁ ବିଭିନ୍ନ ଆଳ ଦେଖାଇ ପଠାଇ ଦେଉଛନ୍ତି ଘରୋଇ…

କନକ ବ୍ୟୁରୋ: ବ୍ରହ୍ମପୁର ଏମ୍କେସିଜିରେ ଦଲାଲ ରାଜ । ଗଂଜାମ ତଥା ଏହାର ଆଖପାଖ ଅଂଚଳରୁ ଆସୁଥିବା ରୋଗୀଙ୍କୁ ବ୍ରହ୍ମପୁର ଏମକେସିଜିରେ ଚିକିତ୍ସା ସେବା ଯୋଗାଇ ଦିଆନଯାଇ ଦଲାଲ ମାନେ ତାଙ୍କୁ ଅନ୍ୟ ଘରୋଇ ଡାକ୍ତରଖାନାକୁ ପଠାଇ ଦିଆଯାଉଥିବା ଅଭିଯୋଗ ହୋଇଛି । ଏଠାକୁ କାହିଁ କେତେ ଦୂରରୁ…
Read More...