Browsing Category

ନ୍ୟୁଜ୍

ନିର୍ବାଚନର ଦିନକ ପୂର୍ବରୁ ଭାଇରାଲ ହେଉଛି ମିଛ ସର୍ଭେ ରିପୋର୍ଟ : ସର୍ଭେରେ ବିଜେଡି ଜିତିବା ନେଇ ଆକଳନ

କନକ ବ୍ୟୁରୋ : ଧାମନଗର ଉପନିର୍ବାଚନକୁ ନେଇ ସୋସିଆଲ ମିଡିଆରେ ଘୁରି ବୁଲୁଛି ଏକ ମିଛ ସର୍ଭେ ରିପୋର୍ଟ । ଯେଉଁଥିରେ ଦର୍ଶାଯାଇଛି, ବିଜେଡି ଧାମନଗରରେ ଜିତୁଛି । ରାଜ୍ୟର ପ୍ରମୁଖ ଟିଭି ଚ୍ୟାନେଲ ମାନଙ୍କ ପକ୍ଷରୁ କରାଯାଇଥିବା ସର୍ଭେରୁ ଏହା ଜଣାପଡିଛି ବୋଲି ଏଥିରେ ଦର୍ଶାଯାଇଛି । ତେବେ କନକ…
Read More...

‘ଆଡ୍’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ : ନିର୍ଦ୍ଧାରିତ ସମୟରେ ଲକ୍ଷ୍ୟଭେଦ କରିଥିବା ନେଇ ପ୍ରତିରକ୍ଷା ବିଭାଗ ପକ୍ଷରୁ…

କନକ ବ୍ୟୁରୋ : ଭଦ୍ରକ ଜିଲ୍ଲା ଧାମରାସ୍ଥିତ ଏପିଜି ଅବଦୁଲ କଲାମ ଦୀପ ଆଡଭାନ୍ସ ଏୟାର ଡିଫେନ୍ସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି । ଏହି କ୍ଷେପଣାସ୍ତ୍ର ଅତ୍ୟାଧୁନିକ ବାୟୁ ସୁରକ୍ଷା ପ୍ରଣାଳୀର ସଦ୍ୟତମ ସଂସ୍କରଣ । ସୂଚନା ମୁତାବକ, ବୁଧବାର ପୂର୍ବାହ୍ନ ୧୦ଟା ୧୨ ମିନିଟ୍ ସମୟରେ କଲାମ…
Read More...

ଟି-୨୦ ବିଶ୍ୱକପ : ମୁହାଁମୁହିଁ ହେବେ ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକା; ପାକିସ୍ତାନ ପାଇଁ କର ବା ମର ପରିସ୍ଥିତି

କନକ ବ୍ୟୁରୋ : ଆଜି ଟି-୨୦ ବିଶ୍ୱକପରେ ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହେବ ହାଇ ଭୋଲଟେଜ ମ୍ୟାଚ୍ । ଆଜି ପାକିସ୍ତାନ ପାଇଁ କର ବା ମର ପରିସ୍ଥତି । ଆଜି ଯଦି ପାକିସ୍ତାନ ହାରୁଛି ତେବେ ସେମିଫାଇନାଲ ରେସରୁ ପାକିସ୍ତାନ ବାଦ ପଡିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । କାରଣ…
Read More...

ଅର୍ଚ୍ଚନା ନାଗଙ୍କ ନାଗଫାଶ ମାମଲା : ସକ୍ରିୟ ହେଲା ପ୍ରବର୍ତନ ନିର୍ଦ୍ଦେଶାଳୟ; ୪ଜଣଙ୍କ ବିରୋଧରେ ମାମଲା ରୁଜୁ କରି…

କନକ ବ୍ୟୁରୋ : ବଢିଲା ଅର୍ଚ୍ଚନା ନାଗଙ୍କ ଅଡୁଆ । ବ୍ଲାକମେଲିଂର ପେଡି ଖୋଲିବ ପ୍ରବର୍ତନ ନିର୍ଦ୍ଦେଶାଳୟ । ଅର୍ଚ୍ଚନାଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ଇଡି । ପ୍ରବର୍ତନ ନିର୍ଦ୍ଦେଶାଳୟ ଗତକାଲି ୪ ଜଣଙ୍କ ନାଁରେ ମାମଲା ରୁଜୁ କରିଛି । ଏମାନେ ହେଲେ ଅର୍ଚ୍ଚନା ନାଗ, ତାଙ୍କ…
Read More...

ବେଆଇନ ଅର୍ଥ ହେରଫେର ମାମଲା : ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ସମନ; ଇଡିରେ ହେବେ ହାଜର

କନକ ବ୍ୟୁରୋ : ବେଆଇନ ଖଣି ମାମଲାରେ ଅର୍ଥ ହେରଫେର ନେଇ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପରାଉଚରା ପାଇଁ ସମନ ଜାରି କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ରାଞ୍ଚି ସ୍ଥିତ ଇଡି କାର୍ଯ୍ୟାଳୟରେ ତାଙ୍କୁ ଆଜି ହେବାକୁ ନୋଟିସ୍ ଜାରି କରାଯାଇଛି । ପୂର୍ବରୁ ଇଡି ଏହି ମାମଲାରେ…
Read More...

ଓଡ଼ିଶା ସମେତ ୬ଟି ରାଜ୍ୟର ୭ଟି ବିଧାନସଭା ଆସନ ପାଇଁ ଆଜି ଉପନିର୍ବାଚନ : ବିଜେପି ସହ ଆଞ୍ଚଳିକ ଦଳଗୁଡିକ ମଧ୍ୟରେ…

କନକ ବ୍ୟୁରୋ : ଆଜି ଓଡ଼ିଶାର ଧାମନଗର ସମେତ ୬ ଟି ରାଜ୍ୟର ୭ ଟି ବିଧାନସଭା ଆସନ ପାଇଁ ଉପ ନିର୍ବାଚନ ଚାଲିଛି । ଏହି ୬ଟି ରାଜ୍ୟରେ ବିଜେପି ସହ ଆଞ୍ଚଳିକ ଦଳଗୁଡିକ ମଧ୍ୟରେ କଡା ଟକ୍କର ହେବ ବୋଲି କୁହାଯାଉଛି । ସକାଳ ୭ ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ…
Read More...

ଭୋଟ ଦେଉଛି ଧାମନଗର : ୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ ଲକ୍ଷ ୩୮ ହଜାର ଭୋଟର୍‌

କନକ ବ୍ୟୁରୋ : ଆଜି ବହୁ ପ୍ରତିକ୍ଷୀତ ଧାମନଗର ଉପନିର୍ବାଚନ ପାଇଁ ଭୋଟଗ୍ରହଣ ଆରମ୍ଭ ହୋଇଯାଇଛି । ସକାଳ ୭ ରୁ ଭୋଟିଂ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ । ଧାମନଗରର ୨ ଲକ୍ଷ ୩୮ହଜାର ୪୧୭ଜଣ ଭୋଟର ସେମାନଙ୍କ ଭୋଟଦାନ ଅଧିକାର ସାବ୍ୟସ୍ତ କରିବେ । ମଇଦାନରେ…
Read More...

ମହିଳାଙ୍କୁ ଚାକିରି ଦେବ ଟାଟା ଗ୍ରୁପ୍। ହୋସୁରେ ପ୍ରତିଷ୍ଠା ହେବ ଆଇଫୋନ କମ୍ପୋନେଟର ଇଲେକ୍ଟଟ୍ରୋନିକ କାରଖାନା।

କନକ ବ୍ୟୁରୋ: ୪୫ହଜାର ମହିଳାଙ୍କୁ ଚାକିରି ଦେବ ଟାଟା ଗ୍ରୁପ୍ । ହୋସୁରେ ପ୍ରତିଷ୍ଠା ହେବ ଆଇଫୋନ କମ୍ପୋନେଟର ଇଲେକ୍ଟଟ୍ରୋନିକ କାରଖାନା । ଯେଉଁଠି ଏହି ମହିଳମାନଙ୍କୁ ଦିଆଯିବ ନିଯୁକ୍ତି ଦିଆଯିବ । ବୁଲମର୍ଗ ରିପୋର୍ଟ ଅନୁସାରେ ଆଗାମୀ ବର୍ଷକ ଭିତରେ କମ୍ପାନୀ ଏଠାରେ ପ୍ଳାଂଟ ସ୍ଥାପନ କରିବ ଓ…
Read More...

ବାଲେଷ୍ଟିକ ମିସାଇଲ ପରୀକ୍ଷଣ କଲା ଉତ୍ତରକୋରିଆ। ଦକ୍ଷିଣକୋରିଆ, ଜାପାନରେ ହଇଚଇ।

କନକ ବ୍ୟୁରୋ: ଦକ୍ଷିଣ କୋରିଆଠୁ ନେଇ ଜାପାନରେ ଏବେ ହଇଚଇ । ମଙ୍ଗଳବାର ମଧ୍ୟରାତ୍ରରେ ବାଲେଷ୍ଟିକ ମିସାଇଲ ପରୀକ୍ଷଣ କରିଛି ଉତ୍ତରକୋରିଆ । ଦକ୍ଷିଣକୋରିଆ ଜଳସୀମାକୁ ଲକ୍ଷ୍ୟ କରି ହୋଇଥିବା ମିସାଇଲ ପରୀକ୍ଷଣରେ କୌଣସି ପ୍ରକାର ଧନଜନ ହାନୀ ହୋଇନି । ମୋଟ ୧୦ଟି ସ୍ଥାନରେ ଖସିଛି ମିସାଇଲ ।…
Read More...

ନୂଆ ନିୟମ ଆଣିଲେ ଟ୍ୱିଟରର ନୂଆ ମାଲିକ ଏଲନ ମସ୍କ। ସପ୍ତାହକୁ ୭ଦିନ ସହ ୧୨ ଘଣ୍ଟା କାମ କରିବାକୁ ନିଦ୍ଧିଷ୍ଟ…

କନକ ବ୍ୟୁରୋ: ନୂଆ ମାଲିକଙ୍କ ନୂଆ ନିୟମ । ବ୍ଲୁ ଟିକ୍ ୟୁଜରଙ୍କୁ ଏଣିକି ମାସକୁ ଦେବେ ୬୬୦ ଟଙ୍କା । କିଛି ଦିନ ତଳେ ଟ୍ୱିଟର କିଣିଥିବା ବିଶ୍ୱର ସବୁଠାରୁ ଧନଶାଳୀ ବ୍ୟକ୍ତି ଏଲନ୍ ମସ୍କ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମରେ ବଡ଼ ବଡ଼ ପରିବର୍ତନ କରିବା ଆରମ୍ଭ କରିଛନ୍ତି । ନୂଆ ନିୟମ ଆଧାରରେ ବ୍ଲୁ…
Read More...