Browsing Category

ନ୍ୟୁଜ୍

ଦିଲ୍ଲୀ ଉପ ରାଜ୍ୟପାଳଙ୍କୁ ମହାଠକ ସୁକେଶ ଚନ୍ଦ୍ରଶେଖର ପୁଣି ଲେଖିଲେ ଚିଠି, କେଜ୍ରିୱାଲଙ୍କ ଇସ୍ତଫା ଦାବି

କନକ ବ୍ୟୁରୋ : ଗୋଟିଏ ପଟେ ହିମାଚଳ ଓ ଗୁଜରାଟ ନିର୍ବାଚନ ମୁଣ୍ଡ ଉପରେ ଥିବା ବେଳେ ଆମ୍ ଆଦମୀ ପାର୍ଟି ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ଜେଲରେ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର । ସୁକେଶଙ୍କର ଗୋଟିଏ ପରେ ଗୋଟିଏ ଚିଠି ଏବେ ଆମ୍ ଆଦମୀ ପାର୍ଟିର ଛବିକୁ ମଳିନ କରିବାରେ ଲାଗିଛି । ସୁକେଶ…
Read More...

୯୫ ବର୍ଷରେ ପଦାର୍ପଣ କଲେ ଲାଲକୃଷ୍ଣ ଆଡଭାନୀ, ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ କାଟିଲେ କେକ୍

କନକ ବ୍ୟୁରୋ : କଟ୍ଟର ହିନ୍ଦୁବାଦୀ ତଥା ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କର ଆଜି ହେଉଛି ୯୫ ତମ ଜନ୍ମଦିନ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆଡଭାନୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ତାଙ୍କ ବାସଭବନରେ ପହଂଚିଥିଲେ । ଉଭୟ ଏକା ସାଥିରେ ୪୦ ମିନିଟ ସମୟ…
Read More...

ଚନ୍ଦ୍ରଗ୍ରହଣରେ ସାମୂହିକ ଭୋଜନ କାର୍ଯ୍ୟକ୍ରମକୁ ବିରୋଧ : ରାଜ୍ୟର ବିଭିନ୍ନ ସ୍ଥାନରେ ହେତୁବାଦୀ-ପରମ୍ପରାବାଦୀ…

କନକ ବ୍ୟୁରୋ : ଚନ୍ଦ୍ରଗ୍ରହଣରେ ସାମୂହିକ ଭୋଜନ କାର୍ଯ୍ୟକ୍ରମକୁ ବିରୋଧ । ରାଜ୍ୟର ବିଭିନ୍ନ ସ୍ଥାନରେ ହେତୁବାଦୀ-ପରମ୍ପରାବାଦୀ ମୁହାଁମୁହିଁ । ଲୋହିଆ ଏକାଡେମୀରେ ଠେଲାପେଲା ପରିସ୍ଥିତି ଉପୁଜିଛି । ସେହିପରି ବ୍ରହ୍ମପୁରରେ ହେତୁବାଦୀଙ୍କୁ ବଜରଙ୍ଗ ଦଳ ବିରୋଧ କରୁଥିବା ଦେଖିବାକୁ ମିଳିଛି…
Read More...

ଗ୍ରହଣ ସମୟରେ ଗର୍ଭବତୀଙ୍କ ପାଇଁ କ’ଣ କରଣୀୟ କ’ଣ ନୁହେଁ? ଜାଣନ୍ତୁ ଏନେଇ କ’ଣ କୁହନ୍ତି ଜ୍ୟୋତିଷ

କନକ ବ୍ୟୁରୋ: ଆଜି ବର୍ଷର ଶେଷ ଚନ୍ଦ୍ରଗ୍ରହଣ । ପ୍ରକୃତ ଗ୍ରହଣ ଆଜି ଅପରାହ୍ନ ୨ଟା ୩୮ ମିନିଟରୁ ସନ୍ଧ୍ୟା ୬ଟା ୧୯ ମିନିଟ ଯାଏଁ ଲାଗିବ । ଏହି ସମୟ ଅନେକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ବିଶେଷ କରି ଏହି ସମୟରେ ଗର୍ଭବତୀ ମହିଳାଙ୍କ ପାଇଁ କ’ଣ କରିବା ଉଚିତ କ’ଣ ନୁହେଁ ସେ ନେଇ କ’ଣ କହୁଛନ୍ତି…
Read More...

ପ୍ରଥମ ଥର ପାଇଁ ପ୍ରସ୍ତୁତ ହେଲା ନକଲି ରକ୍ତ, ରୋଗୀଙ୍କ ପାଇଁ ହେବ ସଞ୍ଜିବନୀ ।

କନକ ବ୍ୟୁରୋ: ଚିକିତ୍ସା ବିଜ୍ଞାନରେ କ୍ରାନ୍ତି । ସାରା ବିଶ୍ୱରେ ପ୍ରଥମ ଥର ପାଇଁ ପ୍ରସ୍ତୁତ ହେଲା ନକଲି ରକ୍ତ । ଯାହା ରୋଗୀଙ୍କ ପାଇଁ ସଞ୍ଜିବନୀ ସାବ୍ୟସ୍ତ ହୋଇପାରେ । ଏବେ ଏହାର କ୍ଲିନିକାଲ ପରୀକ୍ଷଣ ଚାଲିଛି ବୋଲି ସୂଚନା ଦେଇଛନ୍ତି ୟୁନିଭର୍ସିଟି ଅଫ୍ ବ୍ରିଷ୍ଟଲର ବୈଜ୍ଞାନିକ । ରକ୍ତକୁ…
Read More...

ଖାଦ୍ୟରେ କାହିଁକି ପକାଯାଏ ତୁଳସୀ ? ଚନ୍ଦ୍ରଗ୍ରହଣରେ ତୁଳସୀର ପ୍ରୟୋଗକୁ କାହିଁକି ଦିଆଯାଏ ଗୁରୁତ୍ୱ ?

କନକ ବ୍ୟୁରୋ : ହିନ୍ଦୁ ଧର୍ମରେ ତୁଳସୀକୁ ପବିତ୍ର ବୋଲି ବିଚାର କରାଯାଏ । ଚନ୍ଦ୍ରଗ୍ରହଣରେ ତୁଳସୀର ପ୍ରୟୋଗକୁ ଦିଆଯାଏ ଗୁରୁତ୍ୱ । ଚନ୍ଦଗ୍ରହଣ ଲାଗିବାର ୧୨ ଘଣ୍ଟା ଆଗରୁ ସୂତକ ଲାଗେ । ସୂତକ ଲାଗିବା ମାତ୍ରେ ଖାଦ୍ୟରେ ତୁଳସୀ ପତ୍ର ପକାଇ ଦିଅନ୍ତୁ । ବିଶ୍ୱାସ ଅନୁଯାୟୀ ଗ୍ରହଣର ପ୍ରଭାବକୁ…
Read More...

ଟ୍ୱିଟର ପରେ ଫେସବୁକରେ ହେବ ଛଟେଇ : ପ୍ରଥମ ଥର ପାଇଁ କମ୍ପାନୀରୁ ବାହାରିବେ ଅନେକ କର୍ମଚାରୀ

କନକ ବ୍ୟୁରୋ : ଟ୍ୱିଟର ପରେ ଫେସବୁକରେ ହେବ ଛଟେଇ । ପ୍ରଥମ ଥର ପାଇଁ ଅନେକ କର୍ମଚାରୀ କମ୍ପାନୀରୁ ବାହାରିବେ । ମେଟା ପାଇଁ କାର୍ଯ୍ୟ କରୁଛନ୍ତି ୮୭ ହଜାର ୩୧୪ ଜଣ । ଏଲନ୍ ମସ୍କ ଦାୟିତ୍ୱ ଗ୍ରହଣ କରିବା ପରେ ଟ୍ୱିଟରୁ ୩ ହଜାରରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରାଯାଇଛି  । ୨୦୦୪ରେ ଫେସବୁକ୍‌…
Read More...

ନାନ୍ଦେଡ୍ ଗୁରୁଦ୍ୱାରାରେ ରାହୁଲ ଗାନ୍ଧୀ, ଶିଖ୍ ପୋଷାକରେ ଗୁରୁ ନାନକଙ୍କ କାର୍ଯ୍ୟକ୍ରମରେ ସାମିଲ ହୋଇ କଲେ ପ୍ରାର୍ଥନା

କନକ ବ୍ୟୁରୋ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ହେଉଥିବା ଭାରତ ଯୋଡ଼ ଯାତ୍ରା ମହାରାଷ୍ଟ୍ରକୁ ଛୁଇଁ ସାରିଛି। କଂଗ୍ରେସ କର୍ମୀମାନେ ଏବେ ସୁଦ୍ଧା ଯାଇ ମହାରାଷ୍ଟ୍ରରେ ପହଞ୍ଚି ସାରିଲେଣି। ଏହି ଅବସରରେ ରାହୁଲ ମହାରାଷ୍ଟ୍ରର ନାନ୍ଦେଡ଼ ଜିଲ୍ଲାରେ ପହଞ୍ଚି ସାରିଛନ୍ତି। ସେଠାରେ…
Read More...

ଚନ୍ଦ୍ରଗ୍ରହଣ : କେଉଁ ରାଶି ପାଇଁ ଶୁଭ, କେଉଁ ରାଶି ପାଇଁ ଅଶୁଭ?

କନକ ବ୍ୟୁରୋ : ଆଜି ଚଳିତ ବର୍ଷର ଶେଷ ଚନ୍ଦ୍ରଗହଣ । ଗ୍ରହଣ ଲାଗୁଥିବାରୁ ହିନ୍ଦୁ ପରମ୍ପରା ଅନୁଯାୟୀ ଅନେକ ରୀତିନୀତି ରହିଛି । ଭୋର ୫ଟା ୫୪ରୁ ପାକତ୍ୟାଗ ସହ ଦେବନୀତି ବନ୍ଦ ରହିଛି । ଅପରାହ୍ଣ ୨ଟା ୩୮ରୁ ଗ୍ରହଣ ସ୍ପର୍ଶ ଓ ୬ଟା ୧୯ରେ ସର୍ବମୋକ୍ଷ ହେବ । କାର୍ତ୍ତିକ ପୂର୍ଣ୍ଣିମା ଥିବାରୁ…
Read More...

ଚନ୍ଦ୍ରଗ୍ରହଣ : କ’ଣ କରିବେ କ’ଣ କରିବେନି ?

କନକ ବ୍ୟୁରୋ : ଆଜି ଚଳିତ ବର୍ଷର ଶେଷ ଚନ୍ଦ୍ରଗହଣ । ଗ୍ରହଣ ଲାଗୁଥିବାରୁ ହିନ୍ଦୁ ପରମ୍ପରା ଅନୁଯାୟୀ ଅନେକ ରୀତିନୀତି ରହିଛି । ଭୋର ୫ଟା ୫୪ରୁ ପାକତ୍ୟାଗ ସହ ଦେବନୀତି ବନ୍ଦ ରହିଛି । ଅପରାହ୍ଣ ୨ଟା ୩୮ରୁ ଗ୍ରହଣ ସ୍ପର୍ଶ ଓ ୬ଟା ୧୯ରେ ସର୍ବମୋକ୍ଷ ହେବ । କାର୍ତ୍ତିକ ପୂର୍ଣ୍ଣିମା ଥିବାରୁ…
Read More...