Browsing Category

ନ୍ୟୁଜ୍

ଚିଲିକାରେ ବଢିଚାଲିଛି ଅବାଧ ପକ୍ଷୀ ଶିକାର: ପକ୍ଷୀ ଗୋଟାକୁ ୪୦୦ ଟଙ୍କାରେ ବିକ୍ରି ହେଉଥିବା ଅଭିଯୋଗ

କନକ ବ୍ୟୁରୋ: ଶୀତ ରୁତୁର ଆଗମନରେ ଚିଲିକାକୁ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥାଏ । ଖାଦ୍ୟ ଅନ୍ୱେଷଣରେ ମାଇଲ ମାଇଲ ଦୂର ଅତିକ୍ରମ କରି ପକ୍ଷୀମାନେ ଚିଲିକାକୁ ଆସିଥାଆନ୍ତି । ଆଉ ଏହି ପକ୍ଷୀଙ୍କ ଆଗମନର ଚିଲିକାର ସøନ୍ଦର୍ଯ୍ୟ ଆହୁରି ଦ୍ୱିଗୁଣିତ ହୋଇଥାଏ । ହେଲେ ଏବେ ଚିଲିକା ପକ୍ଷୀ ମାନଙ୍କ…
Read More...

ବୟସର ଅପରାହ୍ନରେ ଅସହାୟ ବୃଦ୍ଧା: ସ୍ୱାମୀ ଚାଲିଯିବା ପରେ ଗାଁ ଲୋକଙ୍କ ସହାୟତାରେ କାଟୁଛନ୍ତି ଜୀବନ

କନକ ବ୍ୟୁରୋ: ସରକାର ଗରିବ ଓ ଅସହାୟ ଲୋକଙ୍କ ପାଇଁ ଅନେକ ଯୋଜନା କରୁଛନ୍ତି । ହେଲେ ତୃଣମୂଳ ସ୍ତରରେ ଏହି ସବୁ ଯୋଜନାରୁ ବଂଚିତ ହେଉଛନ୍ତି ପ୍ରକୃତ ହିତାଧିକାରୀ । ଯାହାର ନଗ୍ନ ଚିତ୍ର ଦେଖିବାକୁ ମିଳିଛି ଢେଙ୍କାନାଳ କଙ୍କଡ଼ାହାଡ଼ ବ୍ଲକ ବାଘମୁଣ୍ଡା ଗାଁର ଝୁମର ସିଂହ ନିକଟରେ । ଏହି ବୃଦ୍ଧା…
Read More...

ଖୁଲମ ଖୁଲା ଚାଲିଛି ବେଆଇନ ମଦ କାରବାର: ପାନ ଓ ଜଳଖିଆ ଦୋକାନରେ ବି ମିଳୁଛି ମଦ

କନକ ବ୍ୟୁରୋ: ଖଲ୍ଲିକୋଟରେ ଖୁଲମ ଖୁଲା ଚାଲିଛି ବେଆଇନ ମଦ କାରବାର । ପୋଲିସ ଓ ଅବକାରୀ ବିଭାଗର ମଧୁଚନ୍ଦ୍ରିକା ବେଆଇନ୍ ମଦ କାରବାର ଚାଲିଥିବା ଅଭିଯୋଗ ହୋଇଛି । ଷ୍ଟିଙ୍ଗ ଅପରେସନରେ ପଦାକୁ ଆସିଛି ଅସଲ ସତ । କେଉଁଠି ଜଳଖିଆ ଦୋକାନ ତ କେଉଁଠି ହୋଟେଲ ଅଉ କେଉଁଠି ପାନ ଦୋକାନରେ ଚାଲିଛି ମଦ…
Read More...

ତିର୍ତୋଲ ସାରଳା ସୂତାକଳର ପୁନରୁଦ୍ଧାର ପାଇଁ ଆମରଣ ଅନଶନ: ଯୁବ ସମାଜସେବୀଙ୍କ ନେତୃତ୍ୱରେ ୬ଦିନ ହେଲା ଆନ୍ଦୋଳନ ଜାରି

କନକ ବ୍ୟୁରୋ: ଜଗତସିଂହପୁର ତିର୍ତୋଲ ଠାରେ ଥିବା ସାରଳା ସୁତାକଳ ପୁନରୁଦ୍ଧାର ପାଇଁ ଆମରଣ ଅନସନ ଜାରି ରହିଛି । ୬ ଦିନ ଧରି ଅନଶନରରେ ବସି ରହିଛନ୍ତି ଯୁବ ସମାଜସେବୀ ତଥା କଂଗ୍ରେସ ନେତା ହିମାଂଶୁ ଭୂଷଣ ମଲ୍ଲିକ ଓ ତାଙ୍କ ସହଯୋଗୀ । ୬ ଦିନ ଧରି ଅନଶନ କାରଣରୁ ତାଙ୍କ ସ୍ୱାସ୍ଥାବସ୍ଥା…
Read More...

ପଦ୍ମପୁର ଉପନିର୍ବାଚନ: ସତ୍ୟଭୂଷଣ ସାହୁ କଂଗ୍ରେସର ପ୍ରାର୍ଥୀ ।

କନକ ବ୍ୟୁରୋ: ପଦ୍ମପୁର ଉପନିର୍ବାଚନ ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା । ସତ୍ୟଭୂଷଣ ସାହୁ କଂଗ୍ରେସର ପ୍ରାର୍ଥୀ ହୋଇଛନ୍ତି । ଏଆଇସିସି ପକ୍ଷରୁ ସତ୍ୟଭୂଷଣଙ୍କ ନାମରେ ମୋହର ବାଜିଛି । ଏନେଇ ପ୍ରେସବିଜ୍ଞପ୍ତି ମାଧ୍ୟମରେ ଜଣାଇ ଦିଆଯାଇଛି । ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଅନୁମୋଦନ ପରେ…
Read More...

ହେତୁବାଦ ନାଁରେ ଧର୍ମୀୟ ଭାବନାକୁ କୁଠାରଘାତ, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଛତିଶା ନିଯୋଗ ନାୟକ।

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କୁ ଛତିଶା ନିଯୋଗ ନାୟକଙ୍କ ଚିଠି । ହେତୁବାଦ ନାମରେ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଓ ହିନ୍ଦୁ ଧର୍ମୀୟ ଭାବନା ତଥା ଆସ୍ଥାକୁ ବିରୋଧ କରାଯାଇଥିବା ଅଭିଯୋଗ କରିଛନ୍ତି । ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କୁ ଏହି ଚିଠି…
Read More...

ପ୍ରତ୍ୟେକ ଆଠ ଜଣରେ ଜଣେ ଅନିଦ୍ରାର ଶିକାର, ଜାଣନ୍ତୁ ଭଲ ନିଦର ନୂଆ ଫର୍ମୁଲା ।

କନକ ବ୍ୟୁରୋ: ଭଲ ନିଦ ମଣିଷକୁ ସକ୍ରିୟ କରାଏ । ମଣିଷକୁ କଳାତ୍ମକ କରାଏ । ମଣିଷକୁ ଦୟାଳୁ ବନାଏ । କେବଳ ଏତିକି ନୁହେଁ ଭଲ ଜୀବନସାଥୀ, ଭଲ ମାଆ ତଥା ଭଲ ବାପା ହେବାରେ ମଧ୍ୟ ସାହାର୍ଯ୍ୟ କରେ । ଏ କଥା କହିଛନ୍ତି, ଦି ସ୍ପିଲ ପ୍ରେସକ୍ରିପସନର ଲେଖକ ଡା ଏରିକ ପ୍ରେଥର । ଏରିକ ବର୍ତ୍ତମାନ…
Read More...

ଟ୍ୱିଟର ବ୍ଲୁ ଟିକକୁ ନେଇ ମସ୍କଙ୍କ ନୂଆ ଯୋଜନା, ପ୍ରତ୍ୟେକ ଦେଶର ଲୋକଙ୍କ ରୋଜଗାରକୁ ନେଇ ସ୍ଥିର ହେବ ବ୍ଲୁ ଟିକ୍ ଦେୟ

କନକ ବ୍ୟୁରୋ : ଏଲନ ମସ୍କ ଟ୍ୱିଟରର ମାଲିକ ହେବା ପରେ କମ୍ପାନୀ ତାର ବିଭିନ୍ନ ପରିବର୍ତ୍ତନ କରିବାରେ ଲାଗିଛି । ଏହାରି ମଧ୍ୟରେ କମ୍ପାନୀ ତାର ଗ୍ରାହକମାନଙ୍କୁ ବ୍ଲୁ ଟିକ୍ ସବକ୍ରିପସନ ବାବଦରେ ମାସିକ ଚାର୍ଜ ଆଦାୟ କରିବାକୁ ନେଇ ଅଧିକ ଚର୍ଚ୍ଚା ହେଉଛି । ଏପଟେ ମସ୍କ ସ୍ପଷ୍ଟ କରିଛନ୍ତି କି,…
Read More...

ମୁମ୍ବାଇ ବିମାନବନ୍ଦରରେ ହଟହଟା ହେଲେ ଶାହାରୁଖ ଖାନ । ହାତଘଣ୍ଟା ପାଇଁ କଷ୍ଟମ ବିଭାଗ ଲଗାଇଲା ୭ ଲକ୍ଷ ଟଙ୍କାର ଜରିମାନା

କନକ ବ୍ୟୁରୋ : ବଲିଉଡ ଅଭିନେତା ଶାହାରୁଖ ଖାନକୁ ଗତକାଲି ରାତିରେ ମୁମ୍ବାଇ ବିମାନବନ୍ଦରରେ କଷ୍ଟମ ବିିଭାଗ ଅଟକ ରଖିଥିଲା । ସେ ଏକ ଦାମୀ ଘଣ୍ଟାର କଭରକୁ ବ୍ୟାଗ ଭିତରେ ରଖିଥିଲେ ବି ଏହାର ଘୋଷଣା କରି ନଥିବାରୁ କଷ୍ଟମ ବିଭାଗ ଏଭଳି କରିଥିଲା । ହେଲେ ଏହାପରେ ଶାହାରୁଖ ଖାନ ଦେୟ ଡିପୋଜିଟ୍…
Read More...

ଅର୍ଚ୍ଚନା ନାଗ ମାମଲାରେ ଖୋଲୁଛି ଖଗେଶ୍ୱରର ପେଡି । ଅର୍ଚ୍ଚନାଙ୍କ ସହ ତାଙ୍କର କି ସମ୍ପର୍କ ଥିଲା ସେ ନେଇ ଗୁଡେଇତୁଡେଇ…

କନକ ବ୍ୟୁରୋ : ଖୋଲୁଛି ଅର୍ଚ୍ଚନାଙ୍କ ବିଜନେସ ପାର୍ଟନର ଖଗେଶ୍ୱର ପାତ୍ରର କଳା କାରବାରର ପେଡି । ରିମାଣ୍ଡର ଦ୍ୱିତୀୟ ଦିନରେ ଖଗେଶ୍ୱରଙ୍କୁ ଇଡି ଅଧିକାରୀ ଗୁଡେଇ ତୁଡେଇ ପ୍ରଶ୍ନ କରୁଛନ୍ତି ଇଡି ଅଧିକାରୀ । କେବେ ଠାରୁ ତାଙ୍କର ଅର୍ଚ୍ଚନା ନାଗ ଓ ଜଗବନ୍ଧୁଙ୍କ ସହ ତାଙ୍କର ସମ୍ପର୍କ ଥିଲା?…
Read More...