Browsing Category

ନ୍ୟୁଜ୍

ରାଜ୍ୟ କର୍ମଚାରୀ ଥଇଥାନ ଆଶାୟୀ ସଂଘର ଅଭିନବ ପ୍ରତିବାଦ : କାନ ଧରି ଆଣ୍ଠେଇ ବିକ୍ଷୋଭ

କନକ ବ୍ୟୁରୋ : ଗାନ୍ଧୀମାର୍ଗରେ ଓଡ଼ିଶା ରାଜ୍ୟ କର୍ମଚାରୀ ଥଇଥାନ ଆଶାୟୀ ସଂଘର ଅଭିନବ ପ୍ରତିବାଦ । କାନ ଧରି ଆଣ୍ଠେଇ ବସି ପ୍ରତିବାଦ କରିଛନ୍ତି କର୍ମଚାରୀ ମାନେ । ୩ ଦଫା ଦାବି ନେଇ ଧାରଣା କରିଛି । ମୃତ କର୍ମଚାରୀ ପରିବାରର ଥଇଥାନ ଯୋଜନା ୧୯୯୦ ବିଜ୍ଞପ୍ତି ଅନୁଯାୟୀ ନିଯୁକ୍ତି ସହ ୨୦୨୦…
Read More...

ଲକ୍ଷ୍ମୀପୁର ଖେରୀରେ କୃଷକଙ୍କୁ ଗାଡି ମଡାଇ ମାରିଦେବା ଘଟଣା, ଆଶିଷ ମିଶ୍ରାଙ୍କ ଜାମିନ ଆବେଦନ ଖାରଜ

କନକ ବ୍ୟୁରୋ : ଲକ୍ଷ୍ମୀପୁର ଖେରୀ ହତ୍ୟା ମାମଲାରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ଜାମିନ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ଏନେଇ କୋର୍ଟ କହିଛନ୍ତି କି ନଭେମ୍ବର ୨୯ ତାରିଖ ସୁଦ୍ଧା ଅଭିଯୋଗ ସ୍ପଷ୍ଟ କରିବା ଉପରେ ଟ୍ରାଏଲ କୋର୍ଟ ନିଷ୍ପତ୍ତି ଜଣାଇବା…
Read More...

ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଡ୍ରାଇଭର : କାହାକୁ ଭେଟୁଥିଲେ ଗତିବିଧି ନେଇ ତଦନ୍ତ କରିବ ଇଡି

କନକ ବ୍ୟୁରୋ : ଇଡିରେ ହାଜର ହୋଇଛନ୍ତି ଅର୍ଚ୍ଚନାଙ୍କ ଡ୍ରାଇଭର । ଇଡିର ସମନ ପରେ ହାଜର ହୋଇଛନ୍ତି ଗାଡି ଚାଳକ ଚନ୍ଦନ । ସେପଟେ ଦ୍ୱିତୀୟ ଥର ପାଇଁ ପ୍ରବର୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଶ୍ରଦ୍ଧାଞ୍ଜଳିଙ୍କୁ ଚାଲିଛି ଜେରା । ଅର୍ଚ୍ଚନା ନାଗ ମାମଲାରେ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ଏହି ଜେରା…
Read More...

‘ଦୃଶ୍ୟମ’ ଦେଖି ଶ୍ରଦ୍ଧାଙ୍କୁ ହତ୍ୟା କରିଥିଲା ଅଫତାବ ! ପଲିଗ୍ରାଫ ଟେଷ୍ଟରେ ଧରାପଡିଲା ସତ; ହତ୍ୟାକାଣ୍ଡରେ ବ୍ୟବହୃତ ୫…

କନକ ବ୍ୟୁରୋ : ଅଜୟ ଦେବଗନଙ୍କ ଅଭିନୀତ ‘ଦୃଶ୍ୟମ’ ଫିଲ୍ମ ଦେଖି ଶ୍ରଦ୍ଧାଙ୍କ ହତ୍ୟା କରିଥିବା ମାନିଛି ଅଭିଯୁକ୍ତ ଅଫତାବ । ପଲିଗ୍ରାଫ ଟେଷ୍ଟରେ ଏକଥା ଅଫତାବ ସ୍ୱିକାର କରିଥିବା ସୂଚନା ମିଳିଛି । ଅଭିଯୁକ୍ତ ଅଫତାବ ହତ୍ୟା କରି କିପରି ପ୍ରମାଣ ଲୁଚାଇବ ସେଥିପାଇଁ ସେ ‘ଦୃଶ୍ୟମ’ ପାର୍ଟ-୧ ଫିଲ୍ମ…
Read More...

ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ ମିଶରର ରାଷ୍ଟ୍ରପତି, ଉଭୟ ଦେଶ ମଧ୍ୟରେ ସଂପର୍କ ହେବ ମଜବୁତ

କନକ ବ୍ୟୁରୋ : ୨୦୨୩ ଜାନୁଆରୀ ୨୬ ତାରିଖରେ ଦେଶରେ ପାଳିତ ହେବାକୁ ଥିବା ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ମିଶରର ରାଷ୍ଟ୍ରପତି ଅବ୍ଦେଲ ଫତେହ ଅଲ ସିସୀ ଯୋଗଦେବେ   । ଏନେଇ ଭାରତ ତରଫରୁ ତାଙ୍କୁ ନିମନ୍ତ୍ରଣ କରାଯାଇଛି । ଭାରତର ଏଭଳି ପଦକ୍ଷେପ ମିଶର ସହ ରାଜନୈତିକ ଓ ସେନା ସମ୍ବନ୍ଧୀୟ…
Read More...

ବେସରକାରୀ ଚାକିରି ସରକାରୀ ଦଲାଲ ‘ପାର୍ଟ-୨’ : ଛୋଟ ଚାକିରି ପାଇଁ ବଡ ନୋଟ କାରବାର; ଷ୍ଟାଫ ନର୍ସ ଚାକିରୀ…

କନକ ବ୍ୟୁରୋ : ବେସରକାରୀ ଚାକିରି ସରକାରୀ ଦଲାଲ । ମାଲକାନଗିରିରେ ଛୋଟ ଚାକିରି ପାଇଁ ବଡ ନୋଟ କାରବାର ହେଉଥିବା ନେଇ କନକ ନ୍ୟୁଜରେ ପ୍ରାୟ ୧୫ଦିନ ତଳେ ଆମେ ମହାଖୁଲାସା କରିଥିଲୁ । ଆଉଟସୋର୍ସିଂ ମାଧ୍ୟମରେ ସ୍ୱାସ୍ଥ୍ୟ ବିଭାଗରେ ବିଭିନ୍ନ ପଦ ପଦବୀ ପାଇଁ ନିଯୁକ୍ତି ଦେବା ଲାଗି ମାଲକାନଗିରି…
Read More...

ଅଧା ମ୍ୟାଚରେ ଅନ୍ଧାର ହୋଇଗଲା କଳିଙ୍ଗ ଷ୍ଟାଡିୟମ : ୧୫ ମିନିଟ୍ ପର୍ଯ୍ୟନ୍ତ ବନ୍ଦ ରହିଲା ଖେଳ

କନକ ବ୍ୟୁରୋ : ମ୍ୟାଚ୍ ଚାଲୁଥିବା ବେଳେ ଅନ୍ଧାର ହୋଇଗଲା କଳିଙ୍ଗ ଷ୍ଟାଡିୟମ । ପ୍ରାୟ ୧୫ ମିନିଟ୍ ପର୍ଯ୍ୟନ୍ତ ଲାଇଟ୍ ନ ଆସିବାରୁ ଖେଳ ମଧ୍ୟ ବନ୍ଦ ରହିଲା । ପରେ ଲାଇଟ୍ ଠିକ୍ କରିବା ପରେ ପୁଣି ମ୍ୟାଚ ଆରମ୍ଭ ହୋଇଥିଲା । ପୁରା ଷ୍ଟାଡିୟମ ଅନ୍ଧାର ହୋଇଯାଇଥିଲା ଦର୍ଶକମାନେ ମୋବାଇଲ ଲାଇଟ୍…
Read More...

ବିକୃତ କରି ଲେଖାଯାଇଥିବା ଭାରତୀୟ ଇତିହାସକୁ ପୁଣି ଥରେ ଲେଖିବାକୁ ଆମକୁ କେହି ଅଟକାଇପାରିବେ ନାହିଁ : ଅମିତ ଶାହା

କନକ ବ୍ୟୁରୋ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଇତିହାସକାରମାନଙ୍କୁ ଭାରତୀୟ ସନ୍ଦର୍ଭରେ ପୁଣିଥରେ ଇତିହାସ ଲେଖିବାକୁ ଆହ୍ୱାନ କରିଛନ୍ତି । ସେ ଇତିହାସକାରମାନଙ୍କୁ ଆଶ୍ୱାସନା ଦେଇଛନ୍ତି କି ପୁଣିଥରେ ଭାରତୀୟ ଇତିହାସ ଲେଖିବାରେ ସେମାନଙ୍କୁ ସରକାରଙ୍କ ସମର୍ଥନ ରହିବ । ଆସାମ ସରକାରଙ୍କ…
Read More...

କେତେବେଳେ ଭୁଲିଯିବାର ନାଟକ, କେତେବେଳେ ବଦଳୁଛି ବୟାନ । ଗଜନୀ ଫିଲ୍ମ ଭଳି ଡ୍ରାମା କରୁଛି ସୈତାନ ଆଫତାବ୍ ।

କନକ ବ୍ୟୁରୋ: ଶ୍ରଦ୍ଧା ମର୍ଡର କେସରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଆଫତାବର ଆଜି ପୁଣିଥରେ ପଲିଗ୍ରାଫ୍ ଟେଷ୍ଟ କରାଯାଉଛି । ଯେଉଁଥିରେ ପୋଲିସ ଏହି ଘଟଣାର ସତ୍ୟାସତ୍ୟ ପାଇବାକୁ ପ୍ଲାନ୍ ପ୍ରସ୍ତୁତ କରୁଛି । ତେବେ ଏହା ପୂର୍ବରୁ ଗୁରୁବାର ମଧ୍ୟ ଆଫତାବର ପଲିଗ୍ରାଫ୍ ଟେଷ୍ଟ କରାଯାଇଥିଲା ।…
Read More...

ଚାଷୀ ସମସ୍ୟା ନେଇ ବିଧାନସଭାରେ ହଟ୍ଟଗୋଳ : ରାସ୍ତାକୁ ଓହ୍ଲାଇଲେ ବିଜେଡି ଓ ବିଜେପି

କନକ ବ୍ୟୁରୋ : ବିଧାନସଭା ଶୀତ ଅଧିବେଶନର ଆଜି ଦ୍ୱିତୀୟ ଦିନ । ଗୃହର ଦ୍ୱିତୀୟ ଦିନରେ ବି ଚାଲିପାରିଲାନି ପ୍ରଶ୍ନକାଳ । ରାଜରାସ୍ତାକୁ ଓହ୍ଲାଇଛନ୍ତି ବିଜେଡି ଓ ବିଜେପି ଦୁଇ ଦଳ । ଏମଏସପି ପ୍ରସଙ୍ଗ ନେଇ ରାଜଭବନକୁ ପଦଯାତ୍ରା ଆରମ୍ଭ ହୋଇଛି । ଫସଲ ବୀମା, ଇନପୁଟ ସବସିଡି ଓ ମଣ୍ଡି ଅବ୍ୟବସ୍ଥା…
Read More...