Browsing Category

ନ୍ୟୁଜ୍

ପଦ୍ମପୁରରେ କାହିଁକି ଫୁଟିଲାନି ପଦ୍ମ, ପରାଜୟର ପୋଷ୍ଟମର୍ଟମ କରିବ ବିଜେପି । ବିରୋଧୀ ଦଳ ନେତା କହିଲେ ବିଜେଡି ପାଖକୁ…

କନକ ବ୍ୟୁରୋ: ପଦ୍ମପୁର ଫଳାଫଳର ପୋଷ୍ଟମର୍ଟମ୍ । ଜୟ, ପରାଜୟକୁ ନେଇ ଉଭୟ ବିଜେଡି, ବିଜେପି କରୁଛନ୍ତି ତର୍ଜମା । ଉପ ନିର୍ବାଚନରେ କାହିଁକି ବିଜେପି ଫେଲ୍ ମାରିଲା, ଏହାକୁ ନେଇ ଦଳ ପକ୍ଷରୁ ସମୀକ୍ଷା କରାଯାଉଛି । ଅନ୍ୟପଟେ ପଦ୍ମପୁର ବିଜୟ ପରେ ଶାସକ ଦଳ ବିଜେଡି ୨୦୨୪ ବିଜୟ ପାଇଁ ସ୍ୱପ୍ନ…
Read More...

ବୋହୂ ଭାବେ ଯାଇଥିଲେ, ବିଧାୟିକା ହୋଇ ଶାଶୂଘରକୁ ଫେରିଲେ ବର୍ଷା ସିଂ ବରିହା । ଆଲିଙ୍ଗନ କରି ସ୍ନେହରେ ସ୍ୱାଗତ କଲେ…

କନକ ବ୍ୟୁରୋ: ପଦ୍ମପୁରରେ ବିଜୟ ପରେ ଶାଶୂଘରେ ପହଞ୍ଚିଛନ୍ତି ନବ ନିର୍ବାଚିତ ବିଧାୟିକା ବର୍ଷା ସିଂ ବରିହା । ଶାଶୂଘରେ ପହଞ୍ଚିବା ପରେ ଶାଶୂ, ଶ୍ୱଶୁରଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ନେଇଛନ୍ତି ବର୍ଷା । ଆଉ ସ୍ନେହରେ ତାଙ୍କୁ ଆଲିଙ୍ଗନ କରିନେଇଛନ୍ତି ଶ୍ୱଶୁର ରମା ବଳିଆର ସିଂହ । ତେବେ…
Read More...

ସମୁଦ୍ର ଭିତରେ ନେଲା ଭୀଷଣ ବାତ୍ୟାର ରୂପ । ତାମିଲନାଡୁରେ ଆଲର୍ଟ

କନକ ବ୍ୟୁରୋ : ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୟଙ୍କର ସାମୁଦ୍ରିକ ଝଡ଼ ‘ମଣ୍ଡୋସ’ ଭୀଷଣ ବାତ୍ୟାର ରୂପ ନେଇଛି । ଗୁରୁବାର ସନ୍ଧ୍ୟାରେ ମଣ୍ଡୋସ ଭୀଷଣ ବାତ୍ୟାର ରୂପ ନେଇସାରିଛି । ଶୁକ୍ରବାର ରାତି ସୁଦ୍ଧା ତାମିଲନାଡୁର ମମଲ୍ଲାପୁରମ ଉପକୂଳ ଅତିକ୍ରମ କରିବାର ସମ୍ଭାବନା…
Read More...

ମୋଦୀ ମ୍ୟାଜିକରେ ବିରୋଧୀ ଧରାଶାୟୀ । ରେକର୍ଡ ଭାଙ୍ଗିଲା ବିଜେପିର ଭୋଟ ପ୍ରତିଶତ

କନକ ବ୍ୟୁରୋ :  ଗୁଜରାଟ ବିଧାନସଭା ନିର୍ବାଚନରେ ବିଜେପିକୁ ମିଳିଛି ବହୁମତ ସହ ବିଜୟ । ନିଜ ରେକର୍ଡକୁ ନିଜେ ଭାଙ୍ଗିଛି ଦଳ । ଏଥିସହ ଦଳର ଅନେକ ନୂଆ ରେକର୍ଡ ମଧ୍ୟ ନିଜ ନାଁରେ କରିଛି । ଗୁଜରାଟ ନିର୍ବାଚନରେ ବେଶ ଚାଲିଛି ମୋଦୀ ମ୍ୟାଜିକ । ଏହି ବିରାଟ ସଫଳତା ପାଇଁ ପ୍ରଧାନମନ୍ତ୍ରୀ…
Read More...

ପଦ୍ମପୁର ବିଜୟ ପରେ ନବୀନଙ୍କୁ ଭେଟିଲେ ବର୍ଷା ସିଂ ବରିହା । ନବୀନ ନିବାସରେ ପଶ୍ଚିମ ଓଡିଶା ନେତାଙ୍କ ଭିଡ । 

କନକ ବ୍ୟୁରୋ: ପଦ୍ମପୁର ଉପ ନିର୍ବାଚନ ବିଜୟ ପରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ବର୍ଷା ସିଂ ବରିହା । ବର୍ଷାଙ୍କ ସହ ପଶ୍ଚିମ ଓଡ଼ିଶାର ବହୁ ନେତା ନବୀନ ନିବାସ ଆସିଥିଲେ । ବର୍ଷାଙ୍କ ସହ ରୀତା ସାହୁ, ଟୁକୁନି ସାହୁ, ସ୍ନେହାଙ୍ଗିନୀ ଛୁରିଆ, ପ୍ରଭାତ ସିଂ, ପ୍ରସନ୍ନ ଆଚାର୍ଯ୍ୟ…
Read More...

ଦିଲ୍ଲୀ ଏମସିଡି ନିର୍ବାଚନରେ ଆମ୍ ଆଦମୀ ପାର୍ଟିର ବିଜୟ ସତ୍ୱେ କିଏ ହେବ ମେୟର, ସେପଟେ ବିଜେପି କହିଲା ଲଢିବ ମେୟର ପଦ

କନକ ବ୍ୟୁରୋ : ଦିଲ୍ଲୀ ଏମସିଡି ନିର୍ବାଚନରେ ଆମ୍ ଆଦମୀ ପାର୍ଟିର ବିଜୟ ସତ୍ୱେ କିଏ ହେବ ମେୟର, ତାକୁ ନେଇ ଜାରି ରହିଛି ସସପେନ୍ସ । ୨୫୦ ୱାର୍ଡ ବିଶିଷ୍ଟ ପୌର ନିଗମରେ ଆପ୍ ୧୩୪ଟି ୱାର୍ଡରେ ବିଜୟୀ ହୋଇଛି । ତେବେ ବିଜେପି ପୌର ନିର୍ବାଚନରେ ହାରିଥିଲେ ବି ମେୟର ପଦ ଲଢ଼ିବ ବୋଲି ସୂଚନା ମିଳିଛି…
Read More...

ମହୁ ଲୋଭରେ ଗଛରେ ଚଢିଫସିଲା ଜଙ୍ଗଲୀ ଭାଲୁ । ଖାଦ୍ୟ ଅନ୍ୱେଷଣରେ ଆସି ନବରଙ୍ଗପୁର ଡେଙ୍ଗାଗୁଡ଼ା ଗାଁ ନିକଟ ଥିବା ସିମିଳି…

କନକ ବ୍ୟୁରୋ: ମହୁ ଖାଇବାକୁ ଯାଇ ଗଛ ଉପରେ ଚଢ଼ି ଫସିଲା ଜଙ୍ଗଲୀ ଭାଲୁ । ଖାଦ୍ୟ ଅନ୍ୱେଷଣରେ ଆସି ବିଳମ୍ବିତ ରାତିରେ ନବରଙ୍ଗପୁର ଡେଙ୍ଗାଗୁଡ଼ା ଗାଁ ନିକଟରେ ଥିବା ଏକ ସିମିଳି ଗଛ ଉପରେ ଫସି ରହିଥିଲା ଭାଲୁ । ବନବିଭାଗ ଉଦ୍ୟମରେ ଭାଲୁଟି ତଳକୁ ଓହ୍ଲାଇ ଜଙ୍ଗଲ ମୁହାଁ ହୋଇଛି । ସୂଚନା ଅନୁସାରେ…
Read More...

ନବରଙ୍ଗପୁର ବେଲଝରୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ବ୍ୟବସ୍ଥାର ନଗ୍ନ ଚିତ୍ର । ଶ୍ରେଣୀଗୃହ ଅଭାବରୁ ବିଦ୍ୟାଳୟ…

କନକ ବ୍ୟୁରୋ: ଉପାନ୍ତ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର । ନବରଙ୍ଗପୁର ଝରିଗାଁ ବ୍ଲକ ଅନ୍ତର୍ଗତ ବେଲଝରୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀଗୃହ ଅଭାବରୁ ଗଛମୂଳେ ପାଠ ପଢୁଛନ୍ତି କୁନି କୁନି ପିଲା । ବର୍ଷ ବର୍ଷ ଧରି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଛାତ୍ରଛାତ୍ରୀ ।…
Read More...

ମୁଖ୍ୟମନ୍ତ୍ରୀ ଚୟନକୁ ନେଇ ହିମାଚଳରେ ସରଗରମ କଂଗ୍ରେସ ରାଜନୀତି, ଚୟନକର୍ତ୍ତାଙ୍କ ଗାଡି ଅଟକାଇଲେ ପ୍ରତିଭାଙ୍କ ସମର୍ଥକ

କନକ ବ୍ୟୁରୋ : ହିମାଚଳ ପ୍ରଦେଶରେ କଂଗ୍ରେସକୁ ନିର୍ବାଚନ ଜିତିବା ଯେତେ କଷ୍ଟ ହୋଇନଥିଲା ଏବେ ମୁଖ୍ୟମନ୍ତ୍ରୀ ଚୟନ କରିବା ତା ଠାରୁ ଅଧିକ କଷ୍ଟ ହୋଇପଡିଛି । ରାଜ୍ୟରେ ଦଳର ନେତାଙ୍କ ମଧ୍ୟରୁ କାହାକୁ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରାଯିବ ସେନେଇ ଦଳର ବରିଷ୍ଠ ନେତାମାନେ ଶୁକ୍ରବାର ଦିନ ଏକ…
Read More...

ଆଉ ଗାଡି ଧକ୍କାରେ ମରିବେନି ଗାଈଗୋରୁ । ରେଡିୟମ୍ ବେଲଟ୍ ସାଜିବ ଗାଈ ଗୋରୁଙ୍କ ସୁରକ୍ଷା କବଚ 

କନକ ବ୍ୟୁରୋ: ଅନେକ ସମୟରେ ବିଭିନ୍ନ ଦୁର୍ଘଟଣା ଗାଈ ଗୋରୁଙ୍କ ଜୀବନ ନିଏ । ଅକାରଣରେ ଅନେକ ସମୟରେ ଗାଈ ଗୋରୁମାନେ ଆଖି ବୁଜନ୍ତି । ହେଲେ ଏବେ ରାସ୍ତା ଦୁର୍ଘଟଣାରେ ପ୍ରାଣ ହରାଇବେନି ଆଉ କୌଣସି ବି ଗାଈ ଗୋରୁ ।  କାହିଁକି ନା ଗାଈ ଗୋରୁଙ୍କୁ ଦୁର୍ଘଟଣାରୁ ବଞ୍ଚେଇବା ପାଇଁ, ଯୁବଗୋଷ୍ଠୀ ଆରମ୍ଭ…
Read More...