Browsing Category

ନ୍ୟୁଜ୍

ରାଷ୍ଟ୍ରପତିଙ୍କୁ ତାତ୍ସଲ୍ୟ ଘଟଣାକୁ ପଶ୍ଚିମବଙ୍ଗରେ ବିଜେପିର କଡା ବିରୋଧ ପ୍ରଦର୍ଶନ, ଥାନାରେ ଏତଲା

କନକ ବ୍ୟୁରୋ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ମମତାଙ୍କ ମନ୍ତ୍ରୀ ଦେଇଥିବା ଆପତିଜନକ ଟିପ୍ପଣୀକୁ ନେଇ ବିରୋଧ ବଢିବାରେ ଲାଗିଛି । ସାରା ଦେଶରୁ ଏନେଇ ପ୍ରତିକ୍ରିୟା ଆସିଥିବା ବେଳେ ପଶ୍ଚିମବଙ୍ଗରେ ବିଜେପି ପକ୍ଷରୁ ଜୋରଦାର ବିରୋଧ ପ୍ରଦର୍ଶନ କରାଯାଇଛି । ନନ୍ଦିଗ୍ରାମରେ ବିଜେପି,…
Read More...

ବଡ ନକଲି ନୋଟ ଗ୍ୟାଙ୍ଗର ପର୍ଦ୍ଦାଫାସ୍ । ୮ କୋଟିର ନକଲି ୨ ହଜାର ଟଙ୍କିଆ ନୋଟ ଜବତ

କନକ ବ୍ୟୁରୋ : ମହାରାଷ୍ଟ୍ର ପୋଲିସର ଥାଣେ ଅପରାଧ ଶାଖାକୁ ବଡ ସଫଳତା ମିଳିଛି । ପୋଲିସ ଏକ ବଡ ନକଲି ନୋଟ କାରବାର କରୁଥିବା ଗ୍ୟାଙ୍ଗକୁ ଧରିଛି । ସେମାନଙ୍କ ଠାରୁ ୮ କୋଟି ଟଙ୍କାର ନକଲି ୨ ହଜାର ଟଙ୍କିଆ ନୋଟ ଜବତ କରାଯାଇଛି । ଏହି ଗ୍ୟାଙ୍ଗ ନକଲି ନୋଟଗୁଡିକୁ ବଜାରରେ ପ୍ରବେଶ କରାଇବାକୁ…
Read More...

ନରେନ୍ଦ୍ର ମୋଦି ଷ୍ଟାଡିୟମର ନାଁ ପରିବର୍ତ୍ତନ କରିବ କଂଗ୍ରେସ ! ଘୋଷଣା ପତ୍ରରେ କଣ ଦାବି କରିଛି ଦଳ, ପଢନ୍ତୁ…

କନକ ବ୍ୟୁରୋ : ଗୁଜୁରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମର ନାମା ପରିବର୍ତ୍ତନ କରିବ କଂଗ୍ରେସ । ଏକାଥା ଆମେ କହୁନାହୁଁ । ଗୁଜୁରାଟ ବିଧାନସଭା ନିର୍ବାଚନ ୨୦୨୨ ଘୋଷଣାପତ୍ରରେ କଂଗ୍ରେସ ଏହା ଉଲ୍ଲେଖ କରିଥିବା ଚର୍ଚ୍ଚା ହେଉଛି । କଂଗ୍ରେସ ତାର ଘୋଷଣା ପତ୍ରରେ ସାଧାରଣ ଜନତା ଏବଂ ମହିଳାଙ୍କ ପାଇଁ…
Read More...

ରାଷ୍ଟ୍ରପତିଙ୍କୁ କଟାକ୍ଷ : ଏଫଆଇଆର ଦେବାକୁ ବିଜେପି ବିଧାୟିକା କୁସୁମ ଟେଟେଙ୍କ ପ୍ରସ୍ତୁତି

କନକ ବ୍ୟୁରୋ : ରାଷ୍ଟ୍ରପତିଙ୍କୁ ନେଇ ଟିଏମସି ମନ୍ତ୍ରୀ ଆପତିଜନକ ଟିପ୍ପଣୀ ଦେବା ପରେ ଓଡିଶାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଓଡିଆ ଝିଅ ତଥା ଦେଶର ରାଷ୍ଟ୍ରପତିଙ୍କୁ ନେଇ ଏଭଳି ମନ୍ତବ୍ୟକୁ ଦଳ ମତ ନିର୍ବିଶେଷରେ ବିରୋଧ କରାଯାଇଛି । ବିଜେପି ବିଧାୟିକା କୁସୁମ ଟେଟେ ପଶ୍ଚିମବଙ୍ଗର…
Read More...

ଆହ୍ଳାବାଦ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଶୁଣାଣି । ଅଙ୍ଗନବାଡୀ କର୍ମୀଙ୍କୁ ଅଲଗା କାମରେ ଲଗାଇବାକୁ ନେଇ ଦେଲେ ଏଭଳି…

କନକ ବ୍ୟୁରୋ : ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ପୀଠ ଅଙ୍ଗନାବାଡି କର୍ମୀଙ୍କୁ ନିର୍ବାଚନ ସମେତ ଅନ୍ୟ କାର୍ଯ୍ୟରେ ନିୟୋଜିତ କରିବା ନେଇ ଏକ ବଡ ନିର୍ଦ୍ଦେଶ ଦେଇଛନ୍ତି । ଏହି ଆଦେଶର କପି ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ପଠାଯାଇଛି । ଏହି ଚିଠିକୁ ସଚିବମାନେ ପ୍ରତି ଜିଲ୍ଲା ଅଧିକାରୀଙ୍କୁ…
Read More...

ବଜାରରୁ ଗାଏବ ୨୦୦୦ ଟଙ୍କିଆ ନୋଟ୍ : କ’ଣ କହିଲା ଆରବିଆଇ ?

କନକ ବ୍ୟୁରୋ : ଆପଣଙ୍କର ମନେ ଥିବ ୨୦୧୬ରେ ବିମୁଦ୍ରୀକରଣ ସମୟରେ ସରକାର ୨୦୦୦ ଟଙ୍କାର ନୋଟ୍ ବଜାରକୁ ଛାଡିଥିଲେ । କିନ୍ତୁ ଏବେ ଆଉ ଦୁଇହଜାର ଟଙ୍କାର ନୋଟ ମିଳୁନାହିଁ । ଆପଣ ଟିକିଏ ମନେପକାନ୍ତୁ ଦୁଇହଜାର ଟଙ୍କା ଆପଣ କେବେ ଦେଖିଥିଲେ । ବଜାରକୁ କେବେ ଏହି ଟଙ୍କା ଧରି ଯାଇଥିଲେ । ଏବେ…
Read More...

ରାଜୁ ଘିବେଲାଙ୍କୁ ବିଜେଡି ରାଜ୍ୟ ସମ୍ପାଦକ ଦାୟିତ୍ୱ । ୨୦୧୯ରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢିଥିଲେ ରାଜୁ, କିଛି ଦିନ…

କନକ ବ୍ୟୁରୋ : ପଦ୍ମପୁର ଉପ-ନିର୍ବାଚନ ଯେତିକି ପାଖଉଛି, ରାଜନୈତିକ ଉଷ୍ମତା ସେତିକି ଅଧିକ ବଢୁଛି । ଆଉ ଏହା ଭିତରେ ଆରମ୍ଭ ହୋଇଛି ଦଳଡିଆଁ ପର୍ବ । ଗୋଟିଏ ପଟେ ବିଜେପି ପ୍ରଦୀପ ପୁରୋହିତଙ୍କୁ ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ କଂଗ୍ରେସ ଓ ବିଜେଡି ଏଯାଏଁ ନିଜର କାର୍ଡ ଖୋଲିନାହାନ୍ତି ।…
Read More...

ସ୍ୱାଧୀନତାର ଅମୃତ ମହୋତ୍ସବ ପ୍ରବନ୍ଧ ପ୍ରତିଯୋଗିତା : ଆସନ୍ତାକାଲି ହେବ ଚୂଡ଼ାନ୍ତ ପର୍ଯ୍ୟାୟ ପରୀକ୍ଷା ଓ ପୁରସ୍କାର…

କନକ ବ୍ୟୁରୋ : ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ପରାମର୍ଶ ତଥା ରାଜ୍ୟ ସରକାରଙ୍କ ସହଯୋଗିତାରେ ‘ସମ୍ବାଦ’ ଗ୍ରୁପ ପକ୍ଷରୁ ସେପେଟମ୍ବର ୧୧ ତାରିଖରେ ସାରା ରାଜ୍ୟରେ ଆୟୋଜିତ ହୋଇଥିଲା ସ୍ୱାଧୀନତାର ଅମୃତ ମହୋତ୍ସବ ପ୍ରବନ୍ଧ ପ୍ରତିଯୋଗିତା । ଏହାର ଚୂଡାନ୍ତ ପର୍ଯ୍ୟାୟ ଆସନ୍ତା ୧୩ ତାରିଖରେ…
Read More...

ଥମୁନି ହେତୁବାଦୀ-ପରମ୍ପରାବାଦୀ ବିବାଦ : ସାଲେପୁର ଥାନାରେ ହେତୁବାଦୀଙ୍କ ବିରୋଧରେ ଥାନାରେ ଏତଲା ଦେଲେ ବ୍ରାହ୍ମଣ ସମାଜ

କନକ ବ୍ୟୁରୋ : ହେତୁବାଦୀଙ୍କ ବିରୋଧରେ ପୁଣି ଅଭିଯୋଗ । କଟକ ଜିଲ୍ଲା ସାଲେପୁର ଥାନା ଅଞ୍ଚଳର ବ୍ରାହ୍ମଣ ସମାଜ ହେତୁବାଦୀଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି । ପ୍ରଭୁ ଜଗନ୍ନାଥ, ଶ୍ରୀରାମଚନ୍ଦ୍ର ଓ ଲକ୍ଷ୍ମଣଙ୍କୁ କଦର୍ଥ କରି ସମାଜକୁ ଦେଉଥିବା ବିଭ୍ରାନ୍ତିକର ମନ୍ତବ୍ୟକୁ ବିରୋଧ କରି…
Read More...

ଗୁଜରାଟ ନିର୍ବାଚନ ପାଇଁ କଂଗ୍ରେସ ଜାରିକଲା ଘୋଷଣା ପତ୍ର, ଜାଣନ୍ତୁ କୃଷକ ଓ ଯୁବକମାନଙ୍କ ପାଇଁ କଣ ରହିଛି ପ୍ରତିଶ୍ରୁତି…

କନକ ବ୍ୟୁରୋ : ଗୋଟିଏ ପଟେ ଆଜି ହିମାଚଳ ବିଧାନସଭା ପାଇଁ ଭୋଟ ପ୍ରକ୍ରିୟା ଜାରି ରହିଥିବା ଆଗକୁ ରହିଛି ଗୁଜରାଟ ନିର୍ବାଚନ । ଏହା ପୂର୍ବରୁ ଆଜି ଜାତୀୟ କଂଗ୍ରେସ ପକ୍ଷରୁ ଗୁଜରାଟ ଲୋକଙ୍କ ପାଇଁ ଏକ ଘୋଷଣାପତ୍ର ଜାରି କରାଯାଇଛି । ଏହି କ୍ରମରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏହି…
Read More...