Browsing Category

ନ୍ୟୁଜ୍

ଇନ୍ଦୀରା ଗାନ୍ଧୀ ବିମାନବନ୍ଦରରେ ପୋଲିସ ସାଜିଲା ଲୁଟେରା, ଚେକିଂବେଳେ ଲୁଟିନେଲା ୫୦ ଲକ୍ଷ ଟଙ୍କାର ସୁନା

କନକ ବ୍ୟୁରୋ : ଦିଲ୍ଲୀ ଇନ୍ଦୀରା ଗାନ୍ଧୀ ବିମାନବନ୍ଦରରେ ନିୟୋଜିତ ଥିବା ୨ଜଣ କନେଷ୍ଟବଳଙ୍କୁ ଛଟେଇ କରାଯାଇଛି । ଛଟେଇର କାରଣ ଜାଣିଲେ ଆପଣ ବି ଚକିତ ହୋଇଯିବେ । କାରଣ ସେ ବିମାନବନ୍ଦରରେ ନିଯୁକ୍ତ ପୋଲିସ ହୁଅନ୍ତୁ କି ସାଧାରଣ ଥାନାରେ ନିଯୁକ୍ତ ପୋଲିସ । ଏମାନଙ୍କର କାମ ହେଉଛି ଚୋରୀ ଧରିବା…
Read More...

ଦୁଇ ଦେଶ ମୁହାଁମୁହିଁ ପରେ ଭାରତ ସହ ମିଶି କାମ କରିବାକୁ କହିଲା ଚୀନ: ସେନା ଏବଂ କୁଟନୀତି ମାଧ୍ୟମରେ ସୀମା ବିବାଦର…

କନକ ବ୍ୟୁରୋ: ଅରୁଣାଚଳ ପ୍ରଦେଶର ତୱାଙ୍ଗ୍ ସେକ୍ଟରରେ ଦୁଇ ଦେଶର ସେନା ମୁହାଁମୁହଁିଁ ପରେ ଭାରତ ସହ ମିଶି କାମ କରିବାକୁ ଆଗ୍ରହ ପ୍ରକାଶ କରିଛି ଚୀନ । ରବିବାର ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ୍ ୟି କହିଛନ୍ତି ସ୍ଥିର ବିକାଶ ପାଇଁ ଭାରତ ସହ ମିଶି କାର୍ଯ୍ୟ କରିବାକୁ ଚୀନ ପ୍ରସ୍ତୁତ । ଦୁଇ ଦେଶ…
Read More...

ପୋଖରୀ ପାଖରେ ଖେଳିବା ହେଲା କାଳ: ପାଣିରେ ବୁଡି ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ

କନକ ବ୍ୟୁରୋ: ପୋଖରୀ ପାଖରେ ଖେଳ ଖେଳିବା ହେଲା କାଳ । ପୋଖରୀରେ ବୁଡି ଚାଲିଗଲା ଦୁଇ ନାବାଳିକା ଭଉଣୀଙ୍କ ଜୀବନ । କଟକ ନିଶ୍ଚିନ୍ତକୋଇଲି ଥାନା ବନମାଳିପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ୨ ଜଣ ହେଉଛନ୍ତି ସତ୍ୟସୁନ୍ଦର ପଣ୍ଡାଙ୍କ ୯ ବର୍ଷର ଝିଅ ଲିପ୍ସିତା ପଣ୍ଡା, ଓ ୫ ବର୍ଷର…
Read More...

ଏୟାର ଇଣ୍ଡିଆ ଆଣିଲା ଫଗକେୟାର ସର୍ଭିସ, ଟିକେଟ କ୍ୟାନସଲ କିମ୍ବା ତାରିଖ ବଦଳାଇଲେ କଟିବନି ଚାର୍ଜ

କନକ ବ୍ୟୁରୋ : ଦେଶରେ କୁହୁଡିପାଗ ଲାଗି ରହିଥିବାରୁ ଏୟାର ଇଣ୍ଡିଆ ତାର ଯାତ୍ରୀମାନଙ୍କ ସୁବିଧା ପାଇଁ ଫଗକେୟାର ନାମକ ଏକ ଯୋଜନା ଆରମ୍ଭ କରିଛି । ଏନେଇ ଏୟାରଲାଇନ ପକ୍ଷରୁ କୁହାଯାଇଛି କି, ଏୟାରଲାଇନ ପକ୍ଷରୁ ଯାତ୍ରା କରିବାକୁ ଟିକେଟ କରିଥିବା ଯାତ୍ରୀଙ୍କ ସହ ସଂପର୍କ କରାଯାଇ ସେମାନଙ୍କ…
Read More...

ଗୋବିନ୍ଦ ସାହୁ ମୃତ୍ୟୁ ମାମଲା। ମାଜିଷ୍ଟ୍ରେଟ ସ୍ତରୀୟ ତଦନ୍ତ କରିବାକୁ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଜେଲ୍ ଡିଜିଙ୍କ…

କନକ ବ୍ୟୁରୋ: ଗୋବିନ୍ଦ ସାହୁ ମୃତ୍ୟୁ ମାମଲା, ଜାତୀୟ ମାନବାଧିକାର କମିଶନଙ୍କ ଗାଇଡଲାଇନ୍ ଅନୁଯାୟୀ ମାଜିଷ୍ଟ୍ରେଟ ସ୍ତରୀୟ ତଦନ୍ତ କରିବାକୁ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଜେଲ୍ ଡିଜିଙ୍କ ଚିଠି । ଇନକୁଏଷ୍ଟ, ପୋଷ୍ଟମର୍ଟମ, ଭିସେରାକୁ ଅନୁଧ୍ୟାନ କରି ତଦନ୍ତ କରିବାକୁ ଚିଠିରେ ଉଲ୍ଲେଖ ହୋଇଥିବା…
Read More...

ମେଡିକାଲ ବିଲରେ କାଟ୍ କରିବାକୁ କହିଲେ ବୋଲି… ଯୁବକଙ୍କୁ ବିବସ୍ତ୍ର କରି ନିସ୍ତୁକ ପିଟିଲେ ହସ୍ପିଟାଲ କର୍ମୀ ।

କନକ ବ୍ୟୁରୋ: ଏକ ଘରୋଇ ହସ୍ପିଟାଲରେ ଯୁବକଙ୍କୁ ବିବସ୍ତ୍ର କରି ନିସ୍ତୁକ ମାଡ ମାରିଲେ ଘରୋଇ ହସ୍ପିଟାଲର କର୍ମୀ । ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷେ୍ନøରେ ଘଟିଛି ଏଭଳି ଘଟଣା । ଏହି ଘଟଣାର ଭିଜୁଆଲ ଏବେ ଭାଇରାଲ ହେବାରେ ଲାଗିଛି । କଥା ହେଉଛି ଲକ୍ଷୀମପୁର ରମୁବାପୁର ଗାଁର ରାମ ଅବତାର…
Read More...

ସେନା ଅଫିସରଙ୍କ ମାଆଙ୍କ ପ୍ରତି ସମ୍ମାନ, ଅବସର ପୂର୍ବରୁ ଘରକୁ ଆସି ଶେଷ ସାଲ୍ୟୁଟ୍ କଲା ପୁଅ

କନକ ବ୍ୟୁରୋ: ମାଆ ଆଉ ପୁଅର ସମ୍ପର୍କ ଏକ ଅତୁଟ ବନ୍ଧନ । ମାଆ ସବୁବେଳେ ଚାହେଁ ପୁଅ ବହୁତ ଆଗକୁ ବଢୁ । ନିଜର ଜୀବନରେ ବହୁତ ଉନ୍ନତି କରୁ । ତେବେ ଏମିତି ଏକ ଭିଡିଓ ଦେଖିବାକୁ ମିଳିଛି ସୋସିଆଲ ମିଡିଆରେ ଯାହା ସମସ୍ତଙ୍କ ପାଇଁ ଗୋଟିଏ ନିଆରା ଉଦାହରଣ ସୃଷ୍ଟି କରିଛି । ଏହି ଭିଡିଓରେ ଜଣେ…
Read More...

ବିଶେଷଜ୍ଞଙ୍କ ଅଧ୍ୟୟନରୁ ବଡ ଖୁଲାସା, ସର୍ବାଧିକ ପୁରୁଷଙ୍କ ପାଖରେ ନାହାଁନ୍ତି ଘନିଷ୍ଠ ବନ୍ଧୁ

କନକ ବ୍ୟୁରୋ : ବନ୍ଧୁତା ତାକୁ କୁହାଯାଏ ନାହିଁ ଯେ, କି କିଛି ସମୟ ତୁମସହ ବିତାଇବା ପରେ ସଂପର୍କ ତୁଟାଇ ଦିଏ । ବନ୍ଧୁ ସିଏ ମଧ୍ୟ ନୁହେଁ ଯାହା ପାଖରେ ନିଜ ମନର କଥା କହିବାକୁ ଇଚ୍ଛା ହୋଇ ନଥାଏ । ସେମାନଙ୍କୁ ମଧ୍ୟ ବନ୍ଧୁ କୁହାଯାଇପାରିବ ନାହିଁ ଯାହାଙ୍କ ସହ ଆମେ ସ୍କୁଲରେ ଲଂଚ କରୁଥିଲେ ବା…
Read More...

ଘରକୁ ଫେରିଲେ ସମାଜସେବୀ ମୁକ୍ତିକାନ୍ତ ବିଶ୍ୱାଳ । ପରିବାର ଲୋକଙ୍କ ଜିମା ଦେଲା କମିଶନରେଟ୍ ପୁଲିସ୍ ।

କନକ ବ୍ୟୁରୋ: କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ଘରକୁ ଫେରିଛନ୍ତି ସମାଜସେବୀ ମୁକ୍ତିକାନ୍ତ ବିଶ୍ୱାଳ । ତାଙ୍କ ମୁଣ୍ଡ ଠିକ୍ ନଥିବା ଚିକିତ୍ସା କରୁଥିବା ଡାକ୍ତର କହିଥିବାବେଳେ ଏହାକୁ ଅଗ୍ରାହ୍ୟ କରିଛନ୍ତି ମୁକ୍ତିକାନ୍ତ । ସେ ସମ୍ପୂର୍ଣ୍ଣ ସୁସ୍ଥ ତାଙ୍କ ମୁଣ୍ଡ ପୁରା ଠିକ ଅଛି…
Read More...

କୁହୁଡି ପାଇଁ ଦେଖାଗଲାନି ରାସ୍ତା । ଗଭୀର ନାଳକୁ ଖସିପଡିଲା କାର, ୪ ସାଙ୍ଗଙ୍କ ମୃତ୍ୟୁ

କନକ ବ୍ୟୁରୋ : ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌ ଠାରେ ରବିବାର ସକାକେ ଏକ ଭୟାନକ ଦୁର୍ଘଟଣା ଦେଖିବାକୁ ମିଳଛି । କୁହୁଡି କାରଣରୁ କାର ଚଳାଉଥିବା ଚାଳକକୁ ରାସ୍ତାର ମୋଡ ଦେଖା ନଯିବାରୁ କାରଟି ସିଧା ରାସ୍ତାକଡରେ ଥିବା ଏକ ଗଭୀର ନାଳକୁ ଖସିପଡିଥିଲା । ଏହି କାରରେ ମୋଟ ୫ ଜଣ ଲୋକ ଥିବା ବେଳେ…
Read More...