Browsing Category

ନ୍ୟୁଜ୍

ଗୋଟିଏ ଝଟକାରେ ବଦଳିଲା ଭାଗ୍ୟ। ଡ୍ରାଇଭରରୁ ୩୩ କୋଟିର ମାଲିକ ହୋଇଗଲେ ଭାରତୀୟ ବଂଶୋଦ୍ଭବ।

କନକ ବ୍ୟୁରୋ: କୁହାଯାଏ ଭାଗ୍ୟ ବଦଳିବାକୁ ମାତ୍ର ଗୋଟିଏ ମୁହୂର୍ତ୍ତ ଦରକାର । ଆଉ କିଛି ଏଭଳି ଘଟିଛି ଭାରତୀୟ ବଂଶୋଦ୍ଭବ ଡ୍ରାଇଭର ଅଜୟ ଓଗୁଲାଙ୍କ ସହ । ଦୁବାଇରେ ରହୁଥିବା ୩୧ ବର୍ଷୀୟ ଅଜୟ ରାତାରାତି କୋଟିପତି ହୋଇଯାଇଛନ୍ତି । ସେ ଏମିରେଟ୍ସ ଲକି ଡ୍ରରେ ୩୩ କୋଟିର ପୁରସ୍କାର ଜିତିଛନ୍ତି ।…
Read More...

ବଡଦିନରେ ପୁରୀ ବଡଦାଣ୍ଡରେ ବଡ ଭିଡ । କରୋନା କଟକଣା ନଥିବାରୁ ଦିଅଁ ଦର୍ଶନ ପାଇଁ ଲାଗିଛି ଗହଳି

କନକ ବ୍ୟୁରୋ: ଆଜି ହେଉଛି ପବିତ୍ର ବଡଦିନ । ଆଜିର ଦିନରେ ଭଗବାନ ଯୀଶୁ ଜନ୍ମଗ୍ରହଣ କରିଥିବାରୁ ଏହାକୁ ପାଳନ କରିଆସୁଛନ୍ତି ଖ୍ରୀଷ୍ଟାଧର୍ମାବଲମ୍ବି । ଏଥିପାଇଁ ଚଳଚଞ୍ଚଳ ହୋଇପଡିଛି ପୁରା ଓଡ଼ିଶା । ଭୁବନେଶ୍ୱର, କଟକ, ବ୍ରହ୍ମପୁର ସମେତ ଓଡ଼ିଶାରେ ଅନ୍ୟ ସହରରେ ମଧ୍ୟ ବଡଦିନ ଧୁମଧାମରେ ପାଳନ…
Read More...

‘ମାରାତ୍ମକ ନୁହେଁ ବିଏଫ୍.୭, ଚୀନ ପରି ଦଶା ଭୋଗିବନି ଭାରତ’ : ଭାରତୀୟ ପୂର୍ବତନ ICMR ବୈଜ୍ଞାନିକ ଡାକ୍ତର ସମୀରନ…

କନକ ବ୍ୟୁରୋ: ମାରାତ୍ମକ ନୁହେଁ ବିଏଫ୍.୭ । ଏପରି ଆଶ୍ୱାସନା ଦେଇଛନ୍ତି ଭାରତୀୟ ଭେଷଜ ଗବେଷଣା ପରିଷଦ ବା ଆଇସିଏମ୍ଆରର ପୂର୍ବତନ ବୈଜ୍ଞାନିକ ଡାକ୍ତର ସମୀରଣ ପଣ୍ଡା । ଡା, ପଣ୍ଡା କହିଛନ୍ତି ଯେ, ‘ବିଏଫ୍.୭ ମାରାତ୍ମକତା ନେଇ ନେଇ ସରକାର ବିଭ୍ରାନ୍ତକାରୀ ସୂଚନା ପ୍ରସାରଣରୁ ଦୂରେଇ ରୁହନ୍ତୁ…
Read More...

ପିଶାଚ ପ୍ରେମିକ : ପ୍ରେମିକାକୁ ତଳେ ପକାଇ ମାରିଚାଲିଲା ଗୋଇଠା ପରେ ଗୋଇଠା

କନକ ବ୍ୟୁରୋ : ପିଶାଚ ପ୍ରେମିକର ନାରକୀୟ କାଣ୍ଡ । ପ୍ରେମିକାକୁ ଟେକି ତଳେ କଚାଡିଦେଇ ମାରିଚାଲିଲା ଗୋଇଠା ଉପରେ ଗୋଇଠା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେଉଛି । ଯେଉଁ ଭିଡିଓ ଅନେକ ଲୋକ ସେୟାର କରିବା ସହ ଏପରି ଘଟଣାକୁ ନିନ୍ଦା କରିଛନ୍ତି । ମଧ୍ୟପ୍ରଦେଶ ରିୱା…
Read More...

ଗ୍ୟାଙ୍ଗ କରି ପୁଲିସ କରୁଥିଲା କିଡନାପ୍ । ବ୍ୟବସାୟୀଙ୍କୁ ଅପହରଣ କରି ମାଗୁଥିଲେ ଟଙ୍କା, ୨ଗିରଫ, ଅନ୍ୟ ୨ଜଣ ଫେରାର

କନକ ବ୍ୟୁରୋ: ରକ୍ଷକ ସାଜୁଥିଲା ଭକ୍ଷକ । ଖୋଦ୍ ପୁଲିସ କରୁଥିଲା ଅପହରଣ । ପୋଲିସ ହାତରେ ଜଣେ ପୋଲିସ ଅଧିକାରୀ ଧରାପଡିବା ପରେ ଏହି ଘଟଣାର ପର୍ଦ୍ଦାଫାଶ ହୋଇଛି । କାନପୁରରେ ଘଟିଛି ଏଭଳି ଆଶ୍ଚର୍ଯ୍ୟକର ଘଟଣା । ଏହି ଘଟଣାରେ ଜଣେ ପୋଲିସ କନଷ୍ଟେବଳଙ୍କ ସମେତ ୨ ଜଣଙ୍କୁ ଶନିବାର ଗିରଫ କରାଯାଇଛି…
Read More...

ଆମେରିକାରେ ରେକର୍ଡ ଭାଙ୍ଗିଛି ଥଣ୍ଡା :ତାପମାତ୍ରା -୪୫ ଡିଗ୍ରୀ । ଗଲାଣି ୧୮ ଜୀବନ ,୨୦କୋଟି ଲୋକ ପ୍ରଭାବିତ

କନକ ବ୍ୟୁରୋ: ଆମେରିକାରେ ବରଫ ଝଡ଼ ଯୋଗୁ ସବୁ ରେକର୍ଡ ଭାଙ୍ଗିଛି ଥଣ୍ଡା । ପ୍ରାୟ ୨୦ କୋଟି ଲୋକ ଝଡ଼ ଦ୍ୱାରା ପ୍ରଭାବିତ ହୋଇଛନ୍ତି । ମୋଂଟାନାରେ ସର୍ବନିମ୍ନ ତାପମାତ୍ରା ମାଇନସ୍ ୪୫ ଡିଗ୍ରୀ ରେକର୍ଡ କରାଯାଇଛି । ବରଫ ଝଡ଼ ଯୋଗୁ ୧୮ ଜଣଙ୍କ ଜୀବନ ଗଲାଣି । ୧୫ ଲକ୍ଷ ଲୋକଙ୍କ ଘରେ ବିଦ୍ୟୁତ୍…
Read More...

ଶ୍ରୀକ୍ଷେତ୍ରର ଲକ୍ଷ୍ମୀ ନାରାୟଣ ମଠ : ଚାପ ଖେଳବେଳେ ମହାପ୍ରଭୁଙ୍କ ପାଇଁ ପ୍ରସ୍ତୁତ ହୁଏ ପନ୍ତି ଭୋଗ ।

କନକ ବ୍ୟୁରୋ: ଶ୍ରୀକ୍ଷେତ୍ରରେ ଥିବା ଲକ୍ଷ୍ମୀ ନାରାୟଣ ମଠ ବହୁ ପ୍ରାଚୀନ । ଏହି ମଠ ନରେନ୍ଦ୍ର ପୁଷ୍କରଣୀ ନିକଟରେ ଅବସ୍ଥିତ । ରାମାନୁଜ ସମ୍ପଦାୟର ଏହି ମଠ । ଏଠାରେ ଜଗନ୍ନାଥଙ୍କୁ ପୂଜାର୍ଚ୍ଚନା କରାଯାଏ । ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଏହି ମଠଟି ସ୍ଥାପନ କରାଯାଇଥିଲା ।…
Read More...

ଭାରତ ରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କୁ ମନେ ପକାଉଛି ସାରା ଦେଶ । ‘ସଦୈବ ଅଟଳ’ ସ୍ଥଳରେ ଶ୍ରଦ୍ଧାଞ୍ଜଳି ସମାରୋହ…

କନକ ବ୍ୟୁରୋ: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଜୟନ୍ତୀ । ତାଙ୍କ ଅଭୁଲା ସ୍ମୃତିକୁ ଆଜି ମନେ ପକାଉଛି ସାରା ଦେଶ । ‘ସଦୈବ ଅଟଳ’ ସ୍ଥଳରେ ଅଟଳଜୀଙ୍କ ସମାଧୀରେ ପୁଷ୍ପମାଲ୍ୟ ଅପଣ କରିଛନ୍ତି ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
Read More...

ବାଲେଶ୍ୱର ମେଡିକାଲ ମେଡିସିନ ୱାର୍ଡରେ ଗ୍ୟାସ ଲିକ୍ । ଆଖି ପୋଡଜଳା ହେଉଥିବା ଅଭିଯୋଗ ଆଣିଲେ ରୋଗୀ ଓ ସମ୍ପର୍କୀୟ

କନକ ବ୍ୟୁରୋ: ବାଲେଶ୍ୱର ମେଡିକାଲର ମେଡିସିନ ୱାର୍ଡରେ ଗ୍ୟାସ ଲିକ୍ ହୋଇଥିବା ଅଭିଯୋଗ ଆସିଛି । ଅଣନିଶ୍ୱାସୀ ହେବା ସହ ଆଖି ପୋଡିବା ଅଭିଯୋଗ ଆଣିଛନ୍ତି ରୋଗୀ ଓ ସମ୍ପର୍କୀୟ । ଏପରିକି କିଛି ରୋଗୀ ବି ବାହାରି ଆସିଛନ୍ତି । ହସପିଟାଲ ମ୍ୟାନେଜର କହିଛନ୍ତି , ଗ୍ୟାସ ଲିକ ହୋଇନାହିଁ । ତେବେ…
Read More...

ଉତ୍ତର ଭାରତରେ ଶୀତ ଲହରୀ ଜାରି, ଦିଲ୍ଲୀ-ଏନସିଆରରେ ଦୁଇ ଦିନ ପାଇଁ ଆଲର୍ଟ।

କନକ ବ୍ୟୁରୋ: ପାହାଡିଆ ଅଞ୍ଚଳରେ ବରଫପାତ କାରଣରୁ ଉତ୍ତର ଭାରତରେ ଶୀତ ଲହରୀ ଜାରିରହିଛି । ଦିଲ୍ଲୀ-ଏନସିଆର, ହରିୟାଣା, ରାଜସ୍ଥାନ, ୟୁପିରେ ଶନିବାର ସନ୍ଧ୍ୟାରେ ଥଣ୍ଡା ପବନ ବହିଥିଲା । ସକାଳୁ କୁହୁଡି କାରଣରୁ ଲୋକେ ବେସ ପ୍ରଭାବିତ ହେଉଛନ୍ତି । ରାଜଧାନୀରେ ଭିଜିବିଲିଟି ୧୦୦ ମିଟର ରହିଥିଲା…
Read More...