Browsing Category

ନ୍ୟୁଜ୍

ପୁରୀରେ ହକି ବିଶ୍ୱକପ୍ ଟ୍ରଫିକୁ ସ୍ୱାଗତ

କନକ ବ୍ୟୁରୋ : ପୁରୀରେ ପହଞ୍ଚିଲା ହକି ବିଶ୍ୱକପ୍ ଟ୍ରଫି । ପ୍ରଥମେ ସମୁଦ୍ରକୂଳରେ ଟ୍ରଫି ପହଞ୍ଚିବା ପରେ ସିଂହଦ୍ୱାର ସମ୍ମୁଖକୁ ନିଆଯିବ । ଆଜି ଗୋଟିଏ ଦିନ ପୁରୀରେ ଟ୍ରଫି ଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଛି । ଟ୍ରଫିକୁ ସ୍ୱାଗତ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଗତ ୨୫…
Read More...

ଟ୍ରକକୁ ପିଟିଲା ଆମ୍ବୁଲାନ୍ସ : ଦୁର୍ଘଟଣାରେ ଜଣେ ମୃତ, ୫ଜଣ ଆହତ

କନକ ବ୍ୟୁରୋ : ବସ୍ତା ୬୦ନମ୍ବର ଜାତୀୟ ରାଜପଥରେ ଟ୍ରକକୁ ପିଟିଲା ଆମ୍ବୁଲାନ୍ସ । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଜଳେଶ୍ୱରର ଏକ ଘରୋଇ ହସ୍ପଟାଲରେ ଭର୍ତ୍ତି କରାଯାଇଛି । ସମସ୍ତେ ପଶ୍ଚିମବଙ୍ଗ ଅଞ୍ଚଳର ସୂଚନା । ସୂଚନା ଅନୁଯାୟୀ,…
Read More...

ଭିଜିଲାନ୍ସ ଜାଲରେ ଡେପୁଟି କଲେକ୍ଟର : ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ ଚାଲିଛି ରେଡ୍ 

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ଜଗତସିଂହପୁର ଡେପୁଟି କଲେକ୍ଟର ଚିତରଞ୍ଜନ ପିଲ୍ଲା । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଏକକାଳୀନ ୯ଟି ସ୍ଥାନରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ । ଚିତରଞ୍ଜନଙ୍କ ଭୁବନଶ୍ୱର, ବାଲେଶ୍ୱର, ସୋନପୁର ଓ ଜଗତସିଂହପୁର ଠିକଣାରେ ଚଢ଼ାଉ ଜାରି ରଖିଛି ।…
Read More...

ହକି ବିଶ୍ୱକପ ପାଇଁ ଭୁବନେଶ୍ୱରରେ ଭାରତୀୟ ଦଳ : ଆସନ୍ତାକାଲିଠୁ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ଷ୍ଟାଡିୟମରେ ଅଭ୍ୟାସ

କନକ ବ୍ୟୁରୋ : ହକି ବିଶ୍ୱକପ୍ ପାଇଁ ପହଞ୍ଚିଲା ଭାରତୀୟ ଦଳ । ଭାରତୀୟ ଦଳର ଖେଳାଳି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି । ହରମନପ୍ରୀତ ସିଂଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଭୁବନେଶ୍ୱରରୁ ଝାରସୁଗୁଡ଼ା ବିମାନ ବନ୍ଦର ଦେଇ ସଂଧ୍ୟା ସୁଦ୍ଧା ରାଉରକେଲାରେ ପହଞ୍ଚିବେ । ବିଶ୍ୱକପର ପ୍ରଥମ ଦଳ…
Read More...

ପୁଣି ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ : ଦେଓଗାଁ ବ୍ଲକରେ ପଡ଼ିଲା ପଶୁପକ୍ଷୀଙ୍କ ବଳି; ଶହ ଶହ ମାନସିକଧାରୀଙ୍କ ଭିଡ଼

କନକ ବ୍ୟୁରୋ : ପୁଣି ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ । ବଲାଙ୍ଗୀର ଦେଓଗାଁ ଖାଇରଗୁଡା ଶୁଲିଆ ପୀଠରେ ପଡିଛି ବଳି । ପଶୁପକ୍ଷୀଙ୍କ ବଳିରେ ରକ୍ତ ରଞ୍ଜିତ ହୋଇଛି ପୀଠ । ଅପ୍ରୀତିକର ପରିସ୍ଥିତି ଏଡାଇବାକୁ ପୂଜା ସ୍ଥାନରେ ୩ ପ୍ଲାଟୁନ ପୁଲିସ ମୁତୟନ କରାଯାଇଛି । ବର୍ଷ ବର୍ଷ ଧରି ଏହି ଶୁଲିଆ…
Read More...

ପ୍ରବଳ ବରଫ ଝଡ଼ ଯୋଗୁଁ ଆମେରିକାବାସୀଙ୍କ ଅବସ୍ଥା ବେହାଲ : ଗଲାଣି ପାଖାପାଖି ୫୦ ଜଣଙ୍କ ଜୀବନ

କନକ ବ୍ୟୁରୋ : ପ୍ରବଳ ବରଫ ଝଡ ଯୋଗୁଁ ଆମେରିକାବାସୀଙ୍କ ଅବସ୍ଥା ବେହାଲ । ବରଫ ଝଡ଼ ଯୋଗୁ ପାଖାପାଖି ୫୦ ଜଣଙ୍କ ଜୀବନ ଯାଇଛି । ଠପ୍ ହୋଇଯାଇଛି ଅନେକ ସହର । ନ୍ୟୁୟର୍କ ସହରରେ ୪୩ ଇଞ୍ଚ ବରଫ ଜମା ହୋଇ ରହିଥିଲା । ଆମେରିକାର ୫୫ ନିୟୁତରୁ ଅଧିକ ଲୋ ପ୍ରବଳ ଶୀତରେ ପ୍ରଭାବିତ ହୋଇଛନ୍ତି ।…
Read More...

ଚୀନରେ କରୋନାର ସାଂଘାତିକ ସ୍ଥିତି : ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ଜିନପିଙ୍ଗ; କହିଲେ ଜୀବନ ବଞ୍ଚାଇବା ପାଇଁ ନିଆଯାଉଛି…

କନକ ବ୍ୟୁରୋ : ଚୀନରେ କରୋନା ସଂକ୍ରମଣ ଅତି ଭୟଙ୍କର ଭାବେ ବଢି ଚାଲିଛି । ଏହାରି ଭିତରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ । ଜୀବନ ବଞ୍ଚାଇବା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବାକୁ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି । ଚୀନରେ ହଟିବ…
Read More...

ଦେଶରେ ୨୩ବିଦେଶ ଫେରନ୍ତା କରୋନା ସଂକ୍ରମିତ ଚିହ୍ନଟ : ଜିନମ ସିକ୍ୱେନ୍ସିଂ ପାଇଁ ପଠାଗଲା ନମୁନା

କନକ ବ୍ୟୁରୋ : ଦେଶରେ ୨୩ ଜଣ ବିଦେଶ ଫେରନ୍ତା କରୋନା ସଂକ୍ରମିତ ହୋଇଛନ୍ତି । ବେଙ୍ଗାଲୁରୁର କେମ୍ପେଗୌଡା ବିମାନ ବନ୍ଦରରେ ୧୨ ବିଦେଶ ଫେରନ୍ତା କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ନମୁନାକୁ ଜିନମ୍ ସିକ୍ୱେନ୍ସିଂ ପାଇଁ ପଠାଇଛି ସ୍ୱାସ୍ଥ୍ୟ ବିଭାଗ । କୋଲକାତା ବିମାନ ବନ୍ଦରରେ…
Read More...

ଆଜି କୋଭିଡ୍ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ : ଫେରିପାରେ ମାସ୍କ ବାଧ୍ୟତାମୂଳକ ନିୟମ

କନକ ବ୍ୟୁରୋ : ରାଜ୍ୟରେ କୋଭିଡ୍ ସ୍ଥିତି ଓ ଏହାର ମୁକାବିଲା ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ଣ ସାଢେ ୪ଟାରେ ମୁଖ୍ୟମନ୍ତ୍ରୀ ବୈଠକ କରିବେ । ସ୍ୱାସ୍ଥ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ସଚିବ, ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ରହିବେ ।…
Read More...

ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ୟୁକ୍ରେନ ରାଷ୍ଟ୍ରପତି : ରୁଷ ସହ ଶାନ୍ତି ସ୍ଥାପନରେ ଭାରତ ଭୂମିକା ନେବାକୁ ଅନୁରୋଧ

କନକ ବ୍ୟୁରୋ : ରୁଷ୍-ୟୁକ୍ରେନ ଯୁଦ୍ଧ ଜାରି ରହିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହୋଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି । କଥା ହେବା ବେଳେ ପ୍ରଧାନମନ୍ତ୍ରୀ ପୁଣି ଥରେ ଭାରତର ଆଭିମୁଖ୍ୟ ରଖିଛନ୍ତି । ଉଭୟ ରୁଷ୍ ଓ ୟୁକ୍ରେନ ଯୁଦ୍ଧ ଛାଡ଼ି ଆଲୋଚନା ଟେବଲକୁ ଫେରିବା ଉଚିତ ବୋଲି ଭାରତ…
Read More...