Browsing Category

ନ୍ୟୁଜ୍

ପୋଡି ପାଉଁଶ ହୋଇଗଲା ବର୍ଷକ ଆହାର : ଧାନଗଦାରେ ଲାଗିଲା ନିଆଁ, ଜଳିଗଲା ୬୦ରୁ ଅଧିକ ବସ୍ତା ଧାନ

କନକ ବ୍ୟୁରୋ : ନିଆଁରେ ପୋଡି ପାଉଁଶ ହୋଇଗଲା ବର୍ଷକ ଆହାର । ବର୍ଷସାରା ପରିଶ୍ରମ କରି ରଖିଥିବା ଅମଳ ଧାନରେ ଲାଗିଲା ନିଆଁ । ଆଖି ପିଛୁଳାକେ ସବୁ ପୋଡି ପାଉଁଣ ହୋଇଯାଇଛି । ପୁରୀ କୃଷ୍ଣପ୍ରସାଦ ଟୁବୁକା ଗାଁରେ ଅମଳ ଧାନ ଚାଷୀ ରଖିଥିଲା । ହେଲେ ବିଳମ୍ବିତ ରାତିରେ ଧାନଗଦାରେ ନିଆଁ ଲାଗି…
Read More...

ଆଜିଠୁ ଉଦ୍‌ଘାଟନୀ ଉତ୍ସବ ଟିକେଟ୍‌ ବିକ୍ରି : ବାରବାଟୀରେ ଜଲୱା ଦେଖାଇବେ ରଣବୀର ସିଂହ ଓ ଦିଶା ପଟାନୀ

କନକ ବ୍ୟୁରୋ : ହକି ବିଶ୍ୱକପ୍ ଉଦଘାଟନୀ ଉତ୍ସବ ପାଇଁ ଆଜିଠୁ ଆରମ୍ଭ ହେଉଛି ଅନଲାଇନ୍ ଟିକେଟ୍ ବିକ୍ରି । ୧୧ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବ । ଏଥିପାଇଁ ଆଜି ଦିନ ୧୨ଟାରୁ ପେଟିଏମ୍ ଇନସାଇଡରରେ ଏହି ଅନଲାଇନ୍ ଟିକେଟ୍ ଉପଲବ୍ଧ ହେବ । ଟିକେଟ୍ ଦାମ୍ ୨୫୦ରୁ…
Read More...

ଦେଶରେ ବଢିଲା ସାପ୍ତାହିକ କରୋନା ସଂକ୍ରମଣ : ୨ମାସ ପରେ ୧୧ % ବୃଦ୍ଧି; ୩୯ ବିଦେଶୀ ଫେରନ୍ତା କରୋନା ପିଜିଟିଭ

କନକ ବ୍ୟୁରୋ : ଚୀନ୍ ସମେତ କେତେକ ଦେଶରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଭାରତରେ ସଂକ୍ରମଣ କମ୍ ରହୁଥିଲେ ମଧ୍ୟ ଦୀର୍ଘ ଦୁଇ ମାସ ପରେ ସାପ୍ତାହିକ ସଂକ୍ରମଣରେ ୧୧ ପ୍ରତିଶତ ବୃଦ୍ଧି ହୋଇଛି । ଗତ ରବିବାର ଶେଷ ହୋଇଥିବା ସପ୍ତାହରେ ଦେଶରେ ମୋଟ୍ ସଂକ୍ରମଣ ମାମଲା ୧୨୧୯ ରହିଥିଲା । ଏହାର…
Read More...

ଜେଲ୍ ଭିତରେ ତୁମୁଳ କାଣ୍ଡ : ଅନ୍ତେବାସୀଙ୍କୁ ମରଣାନ୍ତକ ଆକ୍ରମଣ; ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ

କନକ ବ୍ୟୁରୋ : ମାଲକାନଗିରି ଜେଲ ଭିତରେ ତୁମୁଳକାଣ୍ଡ । ଜେଲ୍ ଅନ୍ତେବାସୀଙ୍କୁ ମରଣାନ୍ତକ ଆକ୍ରମଣ । ପୁଣି ଜେଲ ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ । ବହୁ ଚର୍ଚ୍ଚିତ ମାଲକାନଗିରି କୋତାମେଟା କିଡନି ଚୋରି ମାମଲାରେ ବିଚାରାଧୀନ ଥିବା ପ୍ରଶାନ୍ତ କୁଣ୍ଡୁଙ୍କୁ ମୁନ୍ନା ବରାଳ ନାମକ ଜଣେ ବିଚାରାଧୀନ…
Read More...

ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣା : ଆକ୍ସନ୍ ମୋଡ଼ରେ କ୍ରାଇମବ୍ରାଞ୍ଚ; ରୁଷୀୟ ଦମ୍ପତି ଓ ଗାଇଡ୍‌ଙ୍କୁ ଜେରା

କନକ ବ୍ୟୁରୋ : ରାୟଗଡ଼ାରେ ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାକୁ ନେଇ ଆକ୍ସନ୍ ମୋଡ଼ରେ କ୍ରାଇମବ୍ରାଞ୍ଚ । ଭୁବନେଶ୍ୱର କ୍ରାଇମବ୍ରାଞ୍ଚ ଅଫିସରେ ପହଞ୍ଚିଛନ୍ତି ଅନ୍ୟ ଦୁଇ ରୁଷୀୟ ନାଗରିକ । ଦୁଇ ନାଗରିକଙ୍କ ସହ ଗାଇଡ୍ ଜିତେନ୍ଦ୍ର ସିଂ ମଧ୍ୟ କ୍ରାଇମବ୍ରାଞ୍ଚରେ ହାଜର ହୋଇଛନ୍ତି । ଏମାନଙ୍କୁ ଦୁଇ…
Read More...

ଜିରୋ ନାଇଟ୍ ଓ ନୂଆବର୍ଷ ପାଇଁ ପୋଲିସର ଗାଇଡଲାଇନ୍ : ମଦ ପିଇ ଗାଡ଼ି ଚଲାଉଥିଲେ ହେବ କାର୍ଯ୍ୟାନୁଷ୍ଠାନ

କନକ ବ୍ୟୁରୋ : ରାଜଧାନୀରେ ନୂଆବର୍ଷ ସେଲିବ୍ରେସନ ପୋଲିସ ନଜରରେ ରହିବ । ଏଥିପାଇଁ କମିଶନରେଟ ପୋଲିସ ପ୍ରସ୍ତୁତି ଆରମ୍ଭ କରିବା ସହିତ କଟକଣା ଜାରି କରିଛି । ଯେହେତୁ ଏଥର କୌଣସି କଟକଣା ନାହିଁ ଲୋକମାନେ ନୂଆବର୍ଷ ପାର୍ଟିରେ ଯୋଗ ଦେବେ । ତେଣୁ ସନ୍ଧ୍ୟା ୭ଟା ରୁ ୨ଟା ପର୍ଯ୍ୟନ୍ତ ଚାଲିବ…
Read More...

ଧନୁଯାତ୍ରାର ଆଜି ଦ୍ୱିତୀୟ ଦିନ : ଶ୍ରୀକୃଷ୍ଣ ଜନ୍ମ ଓ ଗୋପପୁର ଯାତ୍ରା ନେଇ ହେବ ଦୃଶ୍ୟ ଅଭିନୟ; ୧୧ ଦିନ ଧରି ଚାଲିବ…

କନକ ବ୍ୟୁରୋ : ୨ବର୍ଷର କରୋନା କଟକଣା ପରେ ମଥୁରା ନଗରୀରରେ ବସିଛି କଂସ ଦରବାର । ଆଜି ବରଗଡ଼ ଧନୁଯାତ୍ରାର ଦ୍ୱିତୀୟ ଦିନ । ମଥୁରାବାସୀଙ୍କ ମନୋରଞ୍ଜନ ସକାଶେ ମହାରାଜ କଂସ ରଙ୍ଗମହଲର ଉଦଘାଟନ କରିବେ । ସେପଟେ ଦେବକୀଙ୍କ ଅଷ୍ଟମ ର୍ଗରୁ ଶ୍ରୀକୃଷ୍ଣଙ୍କ ଜନ୍ମ ସହ କଂସ ଭୟରେ କୃଷ୍ଣଙ୍କୁ ନେଇ…
Read More...

ରାଉରକେଲାରେ ଭାରତୀୟ ହକି ଦଳ : ସବୁଠି କରାଗଲା ଜୋରଦାର ସ୍ୱାଗତ; ବିର୍ସାମୁଣ୍ଡା ଷ୍ଟାଡିୟମରେ ଆଜି ଅଭ୍ୟାସ କରିବେ…

କନକ ବ୍ୟୁରୋ : ବଢ଼ି ବଢ଼ି ଚାଲିଛି ହକି ଉତ୍ସାହ । ଓଡ଼ିଶାରେ ଭାରତୀୟ ହକି ଟିମ୍ । ଭୁବନେଶ୍ୱରରେ ପହଞ୍ଚିବା ପରେ ସେଠାରୁ ରାଉରକେଲାରେ ପହଞ୍ଚିଛନ୍ତ ଭାରତୀୟ ହକି ଟିମ୍ । ଖେଳାଳିଙ୍କୁ ରାଉରକେଲାରେ ଭବ୍ୟ ସ୍ୱାଗତ କରାଯାଇଛି । ପାନପୋଷ ଛକରୁ ବିପିୟୁଟି ଛକ ଯାଏଁ ହକିପ୍ରେମୀମାନେ ଛିଡ଼ା ହୋଇ…
Read More...

ଆଜି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ : ତୁମୁଡ଼ିବନ୍ଧ ଓ ବାଣପୁରରେ କରିବେ ସଭା; କ’ଣ କହିବେ ନଡ୍ଡା. ତା…

କନକ ବ୍ୟୁରୋ : ଆଜି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ପୁରୀ ଲୋକସଭା ମଣ୍ଡଳୀର ବାଣପୁରରେ ଜନସଭାକୁ ସମ୍ବୋଧନ କରିବେ ନଡ୍ଡା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସହ ଏହି ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ…
Read More...

ଶ୍ରୀଲଙ୍କା ଗସ୍ତ ପାଇଁ ଘୋଷଣା ହେଲା ଭାରତୀୟ ଦଳ। ଜାଣନ୍ତୁ କାହାକୁ ମିଳିଲା ସୁଯୋଗ।

କନକ ବ୍ୟୁରୋ : ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟି-୨୦ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି । ତିନି ମ୍ୟାଚ ବିଶିଷ୍ଟ ସିରିଜ ପାଇଁ ସୂର୍ଯ୍ୟକୁମାର ଯାଦବ ଉପ ଅଧିନାୟକ ନିଯୁକ୍ତ ହୋଇଛନ୍ତି । ଜାନୁଆରୀ ୩ରୁ ୭ ମଧ୍ୟରେ ଏହି ମ୍ୟାଚ ଖେଳାଯିବ ।…
Read More...