Browsing Category

ନ୍ୟୁଜ୍

ମେଡ଼ିକାଲରେ ପ୍ରସୂତିଙ୍କ ମୃତ୍ୟୁ : ୧୪ ଦିନ ପରେ ଜାମିନରେ ଆସିବା ପରେ ଶିଶୁପୁତ୍ର ଜନ୍ମଦେଇ ଆଖିବୁଜିଲା ମା’;…

କନକ ବ୍ୟୁରୋ : ଜେଲରୁ ମୁକୁଳିବା ପରେ ମେଡ଼ିକାଲରେ ପ୍ରସୂତିଙ୍କ ମୃତ୍ୟୁ । ୧୪ ଦିନ ପରେ ଜାମିନରେ ଆସିବା ପରେ ଶିଶୁପୁତ୍ର ଜନ୍ମଦେଇ ଆଖିବୁଜିଲା ମା’ । ଶିଶୁପୁତ୍ରଟି ଏବେ ଗୁରୁତର ଥିବା ଜଣାପଡ଼ିଛି । ଆନ୍ଦୋଳନ ବେଳେ ରାୟଗଡ଼ାର ସୁଲବତି ନାଏକଙ୍କୁ ଉଠାଇ ନେଇଥିଲା ପୋଲିସ । ନିଜ ଅଧିକାର ପାଇଁ…
Read More...

ଏକାସାଙ୍ଗରେ ଉଠିଲା ଦୁଇ ଭାଇଙ୍କ କୋକେଇ, ସାନ ଭାଇର ମୃତ୍ୟୁକୁ ସହିନପାରି ଚାଲିଗଲା ବଡ ଭାଇର ଜୀବନ ।

କନକ ବ୍ୟୁରୋ: ଛାତ ଉପରୁ ଗୋଡ ଖସି ଚାଲିଗଲା ସାନ ଭାଇର ଜୀବନ । ଭାଇର ଶବ ମଶାଣିକୁ ଯାଇନି, ତାପଛକୁ ଚାଲିଗଲା ବଡ ଭାଇର ଜୀବନ । ଘର ଅଗଣାରୁ ଏକା ସାଙ୍ଗରେ ଉଠିଲା ଦୁଇ ଭାଇଙ୍କ କୋକେଇ । ଏଭଳି ଅଭାବନୀୟ ଘଟଣା ଘଟିଛି ରାଜସ୍ଥାନ ବାଡମେର ଜିଲ୍ଲା ହୋଡୁ ଗାଁରେ । ସୂଚନା ମୁତାବକ, ୨୬ ବର୍ଷୀୟ…
Read More...

ଥରିଲା ଉତ୍ତରକାଶୀ । ଯୋଶୀମଠରେ ଫାଟ ସାଙ୍ଗକୁ ଭୂମିକମ୍ପ ଯୋଗୁଁ କୋକୁଆଭୟ ।

କନକ ବ୍ୟୁରୋ: ନିର୍ମାଣ କାର୍ଯ୍ୟ ଯୋଗୁଁ ଯୋଶୀମଠ ସହ ପାଖାପାଖି ୫ଟି ଜିଲ୍ଲାରେ ଭୂମି ଧସୁଥିବାବେଳେ ଗୁରୁବାର ରାତିରେ ଉତ୍ତରକଶେୀରେ ଭୂମିକମ୍ପ ଯୋଗୁଁ ଲୋକଙ୍କ ଭିତରେ କୋକୁଆ ଭୟ ଦେଖାଦେଇଛି । ଏହାର କେନ୍ଦ୍ରସ୍ଥଳୀ ଉତ୍ତରକାଶୀରେ ଭୂଗର୍ଭର ୧୦ କିଲୋମିଟର ଗଭୀରରେ ହୋଇଥିବା ଜଣାପଡିଛି ।
Read More...

ଆଜି ନବାଙ୍କ ବେଶରେ ଦର୍ଶନ ଦେବେ ଶ୍ରୀଜିଉ : ବଡ଼ ଓଡ଼ିଆ ମଠ ପକ୍ଷରୁ ସ୍ୱତନ୍ତ୍ର ପ୍ରସ୍ତୁତି

କନକ ବ୍ୟୁରୋ : ଆଜି ନବାଙ୍କ ବେଶରେ ଦର୍ଶନ ଦେବେ ଶ୍ରୀଜିଉ । ଏଥିପାଇଁ ବଡ଼ ଓଡ଼ିଆ ମଠ ପକ୍ଷରୁ ହୋଇଥାଏ ସ୍ୱତନ୍ତ୍ର ପ୍ରସ୍ତୁତି । ଏହି ବେଶରେ ଜଗନ୍ନାଥ ମହାପ୍ରଭୁଙ୍କ ପାଇଁ ୧୬ ହାତ ଲମ୍ବର ଫୁଲମାଳ ପ୍ରସ୍ତୁତି କରାଯାଉଛି । ସେହିପରି ଦେବୀ ସୁଭଦ୍ରାଙ୍କ ପାଇଁ ୧୨ ହାତ ଲମ୍ବର ଫୁଲମାଳ ପ୍ରସ୍ତୁତି…
Read More...

ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ । ୧୦ ଯାତ୍ରୀ ମୃତ, ୪୦ରୁ ଅଧିକ ଆହତ

କନକ ବ୍ୟୁରୋ: ମହାରାଷ୍ଟ୍ରରେ ଆଜି ଭୋର ସମୟରେ ଘଟିଛି ଏକ ଛାତିଥରା ଦୁର୍ଘଟଣା । ମୁମ୍ବାଇରୁ ଶିରିଡି ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ ଘରୋଇ ଟୁରିଷ୍ଟ ବସ୍ ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଘଟଣାସ୍ଥଳରେ ୧୦ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବାବେଳେ ୪୦ରୁ ଅଧିକ ଶ୍ରଦ୍ଧାଳୁ…
Read More...

ଆଜି ବିଶ୍ୱର ଦୀର୍ଘତମ ନଦୀ ବିହାର ‘ଗଙ୍ଗାବିଳାସ’ର ହେବ ଉଦଘାଟନ : ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

କନକ ବ୍ୟୁରୋ : ଆଜି ବିଶ୍ୱର ଦୀର୍ଘତମ ନଦୀ ବିହାର ‘ଗଙ୍ଗାବିଳାସ’ର ହେବ ଉଦଘାଟନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଶୁଭାରମ୍ଭ କରିବେ । ବାରଣାସୀରୁ ବାଂଲାଦେଶ ଦେଇ ଆସାମର ଦିବ୍ରୁଗଡ଼ ପର୍ଯ୍ୟନ୍ତ ଚାଲିବ ଏହି ଜଳ ଯାନ । ୫୦ ଦିନରେ ବିଭିନ୍ନ ଐତିହାସିକ ସ୍ଥାନ ବୁଲିବ ଏହି କ୍ରୁଜ୍ । -…
Read More...

କୁଆଡ଼େ ଗଲେ ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁ ? ଆଠଗଡ଼ କପୁରସିଂ ଜଙ୍ଗଲରୁ ମିଳିଲା ଗାଡ଼ି ଓ ହେଲମେଟ୍; ନିଖୋଜ ନେଇ…

କନକ ବ୍ୟୁରୋ : କୁଆଡେ ଗଲେ ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁ ? ଗତ ୧୧ ତାରିଖରୁ ସେ ଘରକୁ ଫେରିନାହାନ୍ତି । କଟକ ବଜ୍ରକବାଟୀରେ ଥିବା କ୍ୟାମ୍ପରୁ ସେ ଘରକୁ ଯାଉଥିବା କହି ଫେରିନଥିବା ଜଣାପଡ଼ିଛି । ତାଙ୍କ ସ୍କୁଟି ଓ ହେଲମେଟ୍ ଆଠଗଡ଼ କପୁରସିଂ ଜଙ୍ଗଲରୁ ମିଳିଛି । ତାଙ୍କ ମୋବାଇଲ୍ ଫୋନ୍ ଏବେ…
Read More...

ଦିଲ୍ଲୀରେ ଅସମ୍ଭାଳ ଶୀତ । ବଢୁଛି ହୃତଘାତ ଓ ବ୍ରେନ୍ ଷ୍ଟ୍ରୋକ୍ ।

କନକ ବ୍ୟୁରୋ: ଚଳିତ ବର୍ଷ ରାଜଧାନୀ ଦିଲ୍ଲୀରେ ଅସହ୍ୟ ଶୀତ । ବିଗତ କିଛି ଦିନ ହେବ ସକାଳ ସୂର୍ଯ୍ୟ ଦେଖିବା ଏଠିକା ଲୋକଙ୍କ ଭାଗ୍ୟରେ ଜୁଟୁନି । ଚଳିତ ବର୍ଷର ଶୀତ ଗତ ୨୩ ବର୍ଷ ମଧ୍ୟରେ ସର୍ବାଧିକ । ଏପରି ସ୍ଥଳେ ଲୋକଙ୍କଠାରେ ହୃଦଘାତ, ଓ ମସ୍ତିଷ୍କଘାତ ବା ବ୍ରେନ୍ ଷ୍ଟ୍ରୋକ୍ ଚିନ୍ତାର ବିଷୟ…
Read More...

ଅର୍ଚ୍ଚନା ନାଗ ମାମଲା : ଇଡି ଚାର୍ଜସିଟରେ ଆସିଲା ଚମକାଇଦେଲା ଭଳି ତଥ୍ୟ; ନାଗଫାସରେ ଫଶିଥିଲେ ନୟାଗଡର ଜଣେ ବ୍ୟବସାୟୀ…

କନକ ବ୍ୟୁରୋ : ପ୍ରେମ ଜାଲରେ ଫସାଇ କୋଟି କୋଟି ଟଙ୍କା ଲୁଟି ନେଇଛନ୍ତି ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ । ମନି ଲଣ୍ଡରିଂ ଖୋଳତାଡ଼ ବେଳେ ହନିଟ୍ରାପ୍ ଓ ବେଆଇନ ଟଙ୍କା କାରବାରର ପ୍ରମାଣ ପାଇଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ଗଣମାଧ୍ୟମରେ ବହୁଦିନ ଧରି ଯାହା ଆଲୋଚନା ହେଉଥିଲା,…
Read More...

ଆଜିଠୁ ଶିଶିର ସରସ ମେଳା ଆରମ୍ଭ : ଓରମାସ ପକ୍ଷରୁ ଆୟୋଜିତ ଏହି ମେଳାରେ ପଡିବ ୩୫୦ ଷ୍ଟଲ

କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହେଉଛି ଶିଶିର ସରସ ମେଳା । ଓରମାସ ପକ୍ଷରୁ ଆୟୋଜିତ ଏହି ମେଳା ଆଜିଠୁ ଆସନ୍ତା ୨୯ ତାରିଖ ଯାଏ ଚାଲିବ ବୋଲି କୁହାଯାଇଛି । ଭୁବନେଶ୍ୱର ବରମୁଣ୍ଡାରେ ହେବାକୁ ଥିବା ମେଳାରେ ୩୫୦ ଷ୍ଟଲ ପଡିବାର ବ୍ୟବସ୍ଥା କରାଯାଇଛି । ଯେଉଁଥିରେ ୨୪ଟି ରାଜ୍ୟର ହସ୍ତଶିଳ୍ପ, ଖାଦ୍ୟ…
Read More...