Browsing Category

ନ୍ୟୁଜ୍

ସିସୋଦିଆଙ୍କ ଗିରଫକୁ ବିରୋଧ କରି ଧ୍ୟାନରେ ବସିଲେ କେଜ୍ରିୱାଲ, ଦଳ କହିଲା କେନ୍ଦ୍ର ସରକାରର ଏହା ରାଜନୈତିକ ହତ୍ୟା

କନକ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ସାରା ଦେଶ ପାଇଁ ପ୍ରାର୍ଥନା କରିଛନ୍ତି । ସକାଳ ୧୦ ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଲଗାତର ୭ ଘଣ୍ଟା ଧରି ସେ ଧ୍ୟାନରେ ବସିବା ଆରମ୍ଭ କରିଛନ୍ତି । ଦେଶର ଶୁଭ ମନାସୀ ସେ ଏଭଳି କରିଛନ୍ତି । ଏହାସହ ସେ ଧ୍ୟାନରେ ବସିବା…
Read More...

ରଙ୍ଗର ପର୍ବ ହୋଲି : ଟୁଇଟ୍ କରି ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ : ରଙ୍ଗର ପର୍ବ ହୋଲି । ଗାଁଠୁ ସହର ସବୁଠି ଜମୁଛି ରଙ୍ଗ ଖେଳର ଆସର । ପରସ୍ପରକୁ ରଙ୍ଗ ଅବିର ବୋଳି ଉତ୍ସବ ମନାଉଛନ୍ତି ଲୋକେ । ପରସ୍ପର ମଧ୍ୟରେ ସ୍ନେହ ଓ ଆଦର ଦର୍ଶାଇବାର ଏହି ରଙ୍ଗ ଖେଳ ଏକ ମାଧ୍ୟମ ସାଜିଥାଏ । ହୋଲିକୁ ନେଇ ସବୁଆଡ଼େ ଜମୁଛି ଗୀତ ନାଚର ଆସର । ହୋଲି ଅବସରରେ…
Read More...

ହୋଲି ପାଳିଲେ ସୀମା ସୁରକ୍ଷା ବଳର ବୀର ଯବାନ : ପରସ୍ପରକୁ ରଙ୍ଗ ଲଗାଇ ଜଣାଇଲେ ଶୁଭେଚ୍ଛା

କନକ ବ୍ୟୁରୋ : ହୋଲି ପାଳିଲେ ସୀମା ସୁରକ୍ଷା ବଳର ବୀର ଯବାନମାନେ । ଅମ୍ରିତସର ସ୍ଥିତ ବିଏସଏଫ ହେଡକ୍ୱାର୍ଟର ଠାରେ ହୋଲି ମନାଇଛନ୍ତି ବିଏସଏଫ ଯବାନ । ପରସ୍ପରକୁ ରଙ୍ଗ ଲଗାଇ ଯବାନମାନେ ଶୁଭେଚ୍ଛା ଜଣାଇବା ସହ ଏହି ଅବସରରେ ନାଚର ଆସର ମଧ୍ୟ ଜମିଥିଲା ।
Read More...

ଜମୁଛି ରଙ୍ଗ ଖେଳର ଆସର : ହୋଲି ଖେଳିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କନକ ବ୍ୟୁରୋ : ରାଜ୍ୟ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି ହୋଲି ବନ୍ଧୁ ମିଳନ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର, ବିଜେପି ଦଳର ବିଧାୟକ ଓ ସାଂସଦ ଯୋଗ ଦେଇଥିଲେ । ସମସ୍ତେ ମିଶି ପରସ୍ପରକୁ ରଙ୍ଗ ଲଗାଇ ହୋଲି ଉତ୍ସବ…
Read More...

ତ୍ରିପୁରାରେ ଆଜିଠୁ ନୂଆ ସରକାର । ମାଣିକ ସାହା ଦ୍ୱିତୀୟ ଥର ପାଇଁ ନେଲେ ମୁଖ୍ୟମନ୍ତ୍ରୀ ଭାବେ ଶପଥ

କନକ ବ୍ୟୁରୋ: ଆଜି ତ୍ରିପୁରାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମାଣିକ ସାହା । ବିବେକାନନ୍ଦ ମୈଦାନରେ ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ସାମି ହେବେ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମାର୍ଚ୍ଚ ୬ ତାରିଖରେ ମାଣିକ ସାହାଙ୍କୁ ସର୍ବ ସମ୍ମତି…
Read More...

ନିର୍ବାଚନ ଲଢ଼ିବେ ପାରିକୁଦ ରାଜା : ଦୋଳ ଉତ୍ସବରେ ପ୍ରଜାମେଳି କରି କଲେ ବଡ଼ ଘୋଷଣା

କନକ ବ୍ୟୁରୋ : ରାଜା ଲଢିବେ ନିର୍ବାଚନ । ଚିଲିକା ନିର୍ବାଚନମଣ୍ଡଳୀରୁ ଆଗାମୀ ନିର୍ବାଚନରେ ପାରିକୁଦ ରାଜା ସାହେବ ସନ୍ତୋଷ ଚନ୍ଦ୍ର ଦେଓ ଲଢିବା ନେଇ ଆଶାପ୍ରକଟ କରିଛନ୍ତି । ପାରିକୁଦ ରାଜବାଟିରେ ଦୋଳ ଉତ୍ସବରେ ପ୍ରଜାମେଳି କରି ରାଜନୀତିକୁ ଓହ୍ଲାଇବା ନେଇ ସେ ବଡ ଘୋଷଣା କରିଛନ୍ତି । ଯାହାକୁ…
Read More...

ହୋଲିରେ ପୂର୍ବ ଶତ୍ରୁତାରୁ ଗଡିଲା ମୁଣ୍ଡ : ଘଟଣାସ୍ଥଳରେ ଜଣେ ମୃତ, ୨ଜଣ ଗୁରୁତର ଆହତ

କନକ ବ୍ୟୁରୋ : ହୋଲିରେ ରକ୍ତର ଛିଟା । ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ । ଆଠଗଡ଼ ତିଗିରିଆ ଥାନା ଅନ୍ତର୍ଗତ ନୂଆପାଟଣା ବାଲିସାହିରେ ଘରେ ପଶି ସଂଘବଦ୍ଧ ଆକ୍ରମଣ କଲେ ଦୁର୍ବୁତ୍ତ । ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ତିଗିରିଆ…
Read More...

ପଶ୍ଚିମା ଝଡ଼ ପ୍ରଭାବ, ରାଜ୍ୟରେ ୨ଦିନ ବର୍ଷା ସମ୍ଭାବନା : ୮ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ଆଞ୍ଚଳିକ ପାଣିପାଗ…

କନକ ବ୍ୟୁରୋ : ପଶ୍ଚିମା ଝଡ ପ୍ରଭାବରେ କିଛି ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା । ୯ ଓ ୧୦ ତାରିଖରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । ଆସନ୍ତାକାଲି ୬ଟି ଜିଲ୍ଲାରେ ବର୍ଷା ନେଇ ଚେତାବନୀ ଦିଆଯାଇଛି । ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ ଓ ଯାଜପୁର ।…
Read More...

ନାରୀ ତୁମେ ଅନନ୍ୟା । ବିଶ୍ୱ ମହିଳା ଦିବସ ଅବସରରେ ‘ସମାନତାର’ ସ୍ଲୋଗାନ

କନକ ବ୍ୟୁରୋ: ନାରୀ, ତୁମେ ଅନନ୍ୟା, ଅନନ୍ଦିତା । କେବେ ତୁମେ ମା’ର ପଣତ କାନି ତ କେବେ ତୁମେ ଭାଇ ହାତର ରାକ୍ଷୀ । କେବେ ପୁରୁଷର ଧର୍ମ ସଙ୍ଗିନୀ, ପୁଣି ତା’ର ସୁଖ ଦୁଃଖର ସାଥୀ । ତୁମେ ଘରର ଘରଣୀ, ତୁମେ ପୁଣି ବୟସ ନିର୍ବିଶେଷରେ ଜନନୀ । ତୁମେ ସ୍ନେହମୟୀ, ସର୍ବଂସହା , ତୁମେ ନାରୀ । ନାରୀ…
Read More...

ଅଚଳ ସାଟେଲାଇଟକୁ ସଫଳତାର ସହ ପ୍ରଶାନ୍ତ ମହାସାଗରରେ ଖସାଇଲା ‘ଇସ୍ରୋ’

କନକ ବ୍ୟୁରୋ: ଅଭିଯାନ ଶେଷ କରି ଅଚଳ ହୋଇଯାଇଥିବା ଗୋଟାଏ ‘ସାଟେଲାଇଟ୍‌’କୁ ମଙ୍ଗଳବାର ଦିନ ‘ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ’ (ଇସ୍ରୋ) କକ୍ଷପଥରୁ ବିଚ୍ୟୁତ କରିବାରେ ସଫଳ ହୋଇଛି। ସଂଗୃହୀତ ସୂଚନା ଅନୁସାରେ, ଅଚଳ ହୋଇଯାଇଥିବା ‘ମେଘା ଟ୍ରଫିକ୍ୟୁଜ୍‌-୧’ ନାମକ ଉକ୍ତ କୃତ୍ରିମ…
Read More...