Browsing Category

ନ୍ୟୁଜ୍

ରାଜ୍ୟସଭା ସଭାପତିଙ୍କୁ ଆଙ୍ଗୁଳି ଦେଖାଇଲେ ଜୟା ବଚ୍ଚନ, ବିଜେପି କହିଲା ଯେମିତି ଦଳ ସେମିତି ସଂସ୍କାର।

କନକ ବ୍ୟୁରୋ: ରାଜ୍ୟସଭା ସାଂସଦ ଜୟା ବଚ୍ଚନ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ସୋସିଆଲ ମିଡିଆରେ ସପାର ଏହି ନେତ୍ରୀଙ୍କୁ ତାଙ୍କ ବ୍ୟବହାର ପାଇଁ ଟ୍ରୋଲ କରାଯାଉଛି । ରାଜ୍ୟସଭା ସଭାପତି ଜଗଦୀପ ଧନଖଡଙ୍କୁ ଆଙ୍ଗୁଠି ଦେଖାଉଥିବା ଭିଡିଓ ଭାଇରାଲ ହେବା ସହ ତାଙ୍କୁ ଟ୍ରୋଲ କରାଯାଉଛି । जैसी…
Read More...

୩୪୬.୬ କୋଟି କ୍ଷତି ସହିଲା ଜୋମାଟୋ । ୨୨୫ ସହରରେ ବନ୍ଦ କଲା ସର୍ଭିସ୍

କନକ ବ୍ୟୁରୋ: ଫୁଡ ଡେଲିଭରୀ କମ୍ପାନୀ ଜୋମାଟୋର ବଡ କ୍ଷତି । କିଛି ମାତ୍ର ମାସରେ କମ୍ପାନୀ ସହିଲାଣି ୩୪୬.୬ କୋଟିର କ୍ଷତି । ଏଥିପାଇଁ ପାଖାପାଖି ୨୨୫ ସହରରେ କମ୍ପାନୀ ନିଜର ସର୍ଭିସ୍ ବନ୍ଦ କରିଛି । ତୃତୀୟ ବିତ୍ତୀୟ ବର୍ଷରେ ଏପରି ଘୋଷଣା କରିଛି ଜୋମାଟୋ । ଏସବୁ ସହରରେ ଲୋକଙ୍କ ଡିମାଣ୍ଡ…
Read More...

୪ ହାଇକୋର୍ଟକୁ ମିଳିଲା ମୁଖ୍ୟ ବିଚାରପତି, ସୋନିଆ ଗିରିଧର ଗୁଜରାଟ ହାଇକୋର୍ଟର ପ୍ରଧାନ ବିଚାରପତି।

କନକ ବ୍ୟୁରୋ: ଦେଶର ଚାରିଟି ହାଇକୋର୍ଟକୁ ରବିବାର ନୂଆ ମୁଖ୍ୟ ବିଚାରପତି ମିଳିଛି । ଗୁଜରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ସୋନିଆ ଗିରିଧର ଗୋକାନୀଙ୍କୁ ନିଯୁକ୍ତି ମିଳିଛି । ଶୁକ୍ରବାର ତାଙ୍କୁ ଭାରପ୍ରାପ୍ତ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ମିଳିଥିଲା । ଏଠାରେ ମୁଖ୍ୟ…
Read More...

ପେପର ହକରରୁ ସ୍କୁଲ ଟିଚର୍ । ଏକ ସଂଘର୍ଷମୟ ଜୀବନ କାହାଣୀର ଅନ୍ୟ ନାଁ

କନକ ବ୍ୟୁରୋ: କୁନି କୁନି ପିଲାଙ୍କ ଭିତରେ ଖୁସ୍ ମିଜାଜରେ ପାଠ ପଢାଉଥିବା ଏହି ଶିକ୍ଷକଙ୍କୁ ଦେଖନ୍ତୁ । ଭାରି ହସଖୁସିରେ ପିଲାଙ୍କୁ ପଢାଉଛନ୍ତି । ହେଲେ ତାଙ୍କର ସଂଘର୍ଷମୟ କାହାଣୀ ଆପଣଙ୍କୁ ଦୋହଲାଇ ଦେବ । ଆପଣଙ୍କ ପାଇଁ ପ୍ରେରଣା ହେବ ନିଶ୍ଚୟ । ଯାଜପୁର ବିଞ୍ଝାରପୁର ବ୍ଲକ ବାସିନ୍ଦା…
Read More...

ପୁଣି ଅଶାନ୍ତ ବାଣୀବିହାର କ୍ୟାମ୍ପସ୍ । ଉତ୍କଳ ବିଶ୍ୱବିଦ୍ୟାଳୟରେ ଜେଏନୟୁ ତାତି । ଅତିଥି ଅଧ୍ୟାପକଙ୍କୁ ଆକ୍ରମଣ…

କନକ ବ୍ୟୁରୋ: ପୁଣି ଅଶାନ୍ତ ବାଣୀବିହାର, ଉତ୍କଳ ବିଶ୍ୱବିଦ୍ୟାଳୟରେ ଦେଖିବାକୁ ମିଳିଲା ଜେଏନୟୁ ତାତି । ରବିବାର ଉତ୍କଳ ବିଶ୍ୱବିଦ୍ୟାଳୟରେ ଏକ ଆଲୋଚନା ଚକ୍ର ଚାଲିଥିବାବେଳେ ସେଠାରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଥିଲା । ତେବେ ଜେଏନୟୁରୁ ଆସିଥିବା ପ୍ରଫେସରଙ୍କ ଉପରେ ଆକ୍ରମଣ…
Read More...

ପାନ କାର୍ଡକୁ ନେଇ ସାଇବର ଠକେଇ। ଏମିତି କଲେ ଆପଣ ରହିପାରିବେ ସୁରକ୍ଷିତ…

କନକ ବ୍ୟୁରୋ: କଣ ଆପଣଙ୍କ ନାଁରେ କେହି ଋଣ ନେଇପାରିବେ? ଏ ପ୍ରଶ୍ନ ଆପଣଙ୍କୁ ଟିକେ ଅଜବ ଲାଗୁଥିବ । କିନ୍ତୁ ଏଭଳି କିଛି ଦେଖିବାକୁ ମିଳୁଛି ଯେଉଁଠି ଆପଣଙ୍କ ପାନ୍ କାର୍ଡକୁ ବ୍ୟବହାର କରି ଠକମାନେ ଲୋନ ନେଉଛନ୍ତି । ଉପଭୋକ୍ତାଙ୍କୁ ଏହି ବାବଦରେ ପରେ ଜାଣିବାକୁ ମିଳିଥାଏ । ସାଇବର ଠକେଇର ଏହି…
Read More...

ଓଏଚଆରସି ପଦରୁ ଇସ୍ତଫା ଦେଲେ ଜଷ୍ଟିସ ରଘୁବୀର ଦାସ । ଆତ୍ମ ସମ୍ମାନ ଦୃଷ୍ଟିରୁ ରାଜ୍ୟପାଳଙ୍କୁ ପଠାଇଲେ ଇସ୍ତଫା ପତ୍ର ।…

କନକ ବ୍ୟୁରୋ: ଓଡିଶା ମାନବାଧିକାର କମିଶନର ଅଧ୍ୟକ୍ଷଙ୍କ ନିଯୁକ୍ତି ପ୍ରସଙ୍ଗ ନେଇ ଜଷ୍ଟିସ୍ ରଘୁବୀର ଦାଶ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫାପତ୍ରକୁ ରାଜ୍ୟପାଳଙ୍କ ନିକଟକୁ ପଠାଇ ଦେଇଛନ୍ତି । ଇସ୍ତଫା ସମ୍ପର୍କରେ ରଘୁବୀର ଦାସ କହିଛନ୍ତି, ଓଏଚଆରସିର ନୂଆ ଅଧ୍ୟକ୍ଷ ଭାବେ…
Read More...

ରାକ୍ଷୀ ସାୱନ୍ତଙ୍କ ପତି ଆଦିଲଙ୍କ ପାଇଁ ବଢିଲା ଅଡୁଆ, ପୋଲିସ ରୁଜୁ କଲା ଦୁଷ୍କର୍ମ ମାମଲା

କନକ ବ୍ୟୁରୋ : ଅଭିନେତ୍ରୀ ରାକ୍ଷୀ ସାୱନ୍ତଙ୍କ ପତି ଆଦିଲ ଦୁରାନୀଙ୍କ ଅଡୁଆ ଦିନକୁ ଦିନ ବଢିବାରେ ଲାଗିଛି । ପ୍ରଥମେ ଅଭିନେତ୍ରୀ ପତ୍ନୀ ରାକ୍ଷୀ ସାୱନ୍ତ ଆଦିଲଙ୍କ ଉପରେ ମାରପିଟ କରୁଥିବା ଅଭିଯୋଗ ଆଣିଥିଲେ । ଏହାପରେ ଏବେ ତାଙ୍କ ନାମରେ ମୈସୁର ଠାରେ ଦୁଷ୍କର୍ମ ମାମଲା ରୁଜୁ ହୋଇଛି ।…
Read More...

ମାତ୍ରାଧିକ ସ୍ମାର୍ଟଫୋନ ବ୍ୟବହାର କରୁଥିଲେ ସାବଧାନ ! ଆଖି ନଷ୍ଟ କରିଦେଇପାରେ ମୋବାଇଲ୍

କନକ ବ୍ୟୁରୋ : ଅତ୍ୟଧୀକ ଫୋନ ବ୍ୟବହାର କରୁଥିବା ଲୋକେ ସାବଧାନ ହୋଇଯାଆନ୍ତୁ । କାହିଁକିନା ମାତ୍ରାଧିକ ଫୋନ ବ୍ୟବହାର ଆପଣଙ୍କ ଆଖିକୁ ନଷ୍ଟ କରିଦେଇପାରେ । ଏପରି କହିବାର କାରଣ ହେଉଛି, ହାଇଦ୍ରାବାଦର ଜଣେ ୩୦ବର୍ଷିୟ ଯୁବତୀ ମାତ୍ରାଧିକ ସ୍ମାର୍ଟଫୋନ ବ୍ୟବହାର କରି ଦୃଷ୍ଟିଶକ୍ତି ହରାଇଥିବା…
Read More...

ଷ୍ଟେନୋଗ୍ରାଫରଙ୍କ ଝିଅ ଏବେ ଭାରତର ତୃତୀୟ ଧନୀ ମହିଳା । ଜାଣନ୍ତୁ, କିଏ ରାଧା ବେମ୍ବୁ? ଯିଏ ୨୧ ହଜାର ୪୫୧ କୋଟି…

କନକ ବ୍ୟୁରୋ: ରାଧା ବେମ୍ବୁ । ସାଧାରଣ ଲୋକଟିଏ ପାଇଁ ଏ ନାଁ ବୋଧହୁଏ ଅଜଣା ହୋଇପାରେ । ହେଲେ ଏ ହେଉଛନ୍ତି ଭାରତର ତୃତୀୟ ମହିଳା ଧନୀ ବ୍ୟକ୍ତି । ଯାହାଙ୍କ ମୋଟ ସମ୍ପତିର ପରିମାଣ ବର୍ତ୍ତମାନ ୨୧ ହଜାର ୪୫୧ କୋଟି ହୋଇଥିବାବେଳେ । କିରଣ ମଜୁମଦାର ଓ ଫାଲଗୁନୀ ନାୟରଙ୍କ ସମ୍ପତିଠାରୁ ବି ତାଙ୍କ…
Read More...