Browsing Category

ନ୍ୟୁଜ୍

ପୁଲିସକୁ କାମୁଡି କ୍ଷତାକ୍ତ କଲେ ୩ ମଦ୍ୟପ: ଡ୍ୟୁଟି ସାରି ଘରୁ ଫେରୁଥିବା ବେଳେ କାର ଉପରକୁ ଫିଙ୍ଗିଲେ ମଦ ବୋତଲ

କନକ ବ୍ୟୁରୋ: ପୁଲିସ କର୍ମଚାରୀଙ୍କୁ କାମୁଡି କ୍ଷତାକ୍ତ କଲେ । ଏବେ ଥାନାରେ ଅଟକ ୩ ଅଭିଯୁକ୍ତ । କେନ୍ଦ୍ରାପଡା ଛ’ଘରିଆ ନିକଟରେ କେନ୍ଦ୍ରାପଡା ଥାନାର ଜଣେ କନେଷ୍ୱବଳଙ୍କୁ ଆକ୍ରମଣ କରିଛନ୍ତି ମଦ୍ୟପ ମାନେ । ଘରୁ ଡ୍ୟୁଟି କରିବାକୁ କାରରେ କନେଷ୍ଟବଳ ଚନ୍ଦ୍ରଶେଖର ଆଚାର୍ଯ୍ୟ ଆସୁଥଇଲେ । ଛଘରିଆ…
Read More...

ନେପାଳର ନୂଆ ରାଷ୍ଟ୍ରପତି ହେଲେ ରାମଚନ୍ଦ୍ର ପାଉଦେଲ, ଜାଣନ୍ତୁ ତାଙ୍କର ରାଜନୈତିକ କ୍ୟାରିଅର

କନକ ବ୍ୟୁରୋ : ନେପାଳ କଂଗ୍ରେସର ନେତା ରାମଚନ୍ଦ୍ର ପାଉଦେଲଙ୍କୁ ନେପାଳର ରାଷ୍ଟ୍ରପତି ଭାବେ ନିର୍ବାଚିତ କରାଯାଇଛି । ରାଷ୍ଟ୍ରପତି ନିର୍ବାଚନରେ ପାଉଦେଲ ପୁଷ୍ପକମଲ ଦହଲଙ୍କ ନେତୃତ୍ୱରେ ଚାଲିଥିବା ୮ଦଳିଆ ମେଣ୍ଟ ତରଫରୁ ପ୍ରାର୍ଥୀ ହୋଇଥିଲେ । ସେ ତାଙ୍କର ନିକତମ ପ୍ରତିଦ୍ୱନ୍ଦୀ ସୁଭାଷ ଚନ୍ଦ୍ର…
Read More...

ସମସ୍ୟା ଘେରରେ ୪୪ ବର୍ଷର ମହାବିଦ୍ୟାଳୟ: ବିପଦ ସଙ୍କୁଳ ଅବସ୍ଥାରେ ପାଠ ପଢୁଛନ୍ତି ପାଲଲହଡାର ମାଲ୍ୟଗିରି ମହାବିଦ୍ୟାଳୟ…

କନକ ବ୍ୟୁରୋ: ସମସ୍ୟା ଘେରରେ ମହାବିଦ୍ୟାଳୟ । ୪୪ ବର୍ଷର ପୁରୁଣା କଲେଜ ହେଲେ କୌଣସି ପ୍ରକାରର ସୁବିଧା ନାହିଁ । ବିପଦ ସଙ୍କୁଳ ଅବସ୍ଥାରେ ପାଠ ପଢୁଛନ୍ତି ପିଲାମାନେ । ପାଲଲହଡାର ମାଲ୍ୟଗିରି ମହାବିଦ୍ୟାଳୟ । ଭଙ୍ଗାରୁଜା ଘର ସାଙ୍ଗକୁ ଚାରିପଟ ଗଛ ଜଙ୍ଗଲରେ ଭର୍ତି ହୋଇଛି । କଲେଜ ଯିବାକୁ ଭଲ…
Read More...

ବିଜ୍ଞାନ ଯୁଗରେ ବି ସମାଜରେ ଅନ୍ଧବିଶ୍ୱାସର ଚିତ୍ର: ମୃତଦେହ ସତ୍କାର ନକରି ମନ୍ଦିରରେ ପକାଇ ରଖିଲେ ଦୁଇ ମହିଳା

କନକ ବ୍ୟୁରୋ: ବିଜ୍ଞାନ ଯୁଗରେ ବି ସମାଜରେ ଅନ୍ଧବିଶ୍ୱାସର ଚିତ୍ର । ଆନନ୍ଦପୁର ଫକୀରପୁରରେ ମୃତ ଦେହ ସତ୍କାର ନକରି ମନ୍ଦିରରେ ପକାଇ ରଖିଥିଲେ ମୃତକଙ୍କ ପରିଜନ । ଭଗବାନଙ୍କ ଆଦେଶ କୁଆଡେ ସେହି ମୃତ ଦେହରେ ପୁଣି ଥରେ ଜୀବନ ଫେରିଆସିବ । ଏନେଇ ମୃତ ଦେହକୁ ସକ୍ରାର ନକରି ଦୁଇ ମହିଳା ମନ୍ଦିରରେ…
Read More...

ଓଡିଶାର ପ୍ରଗତିଶୀଳ କୃଷକ ରାଧେଶ୍ୟାମ ବିଶ୍ୱାଳ ରାଷ୍ଟ୍ରୀୟ ସ୍ତରରେ ସମ୍ମାନିତ

କନକ ବ୍ୟୁରୋ: ଓଡିଶା କୃଷି ଜଗତ ପାଇଁ ଖୁସି ଖବର । ଭାରତୀୟ ଜଳ ପ୍ରବନ୍ଧନ ସଂସ୍ଥା, ଭୁବନେଶ୍ୱର ଦ୍ୱାରା ଆପଣା ଯାଇଥିବା ପ୍ରଗତିଶୀଳ କୃଷକ ରାଧାଶ୍ୟାମ ବିଶ୍ୱାଳ ରାଷ୍ଟ୍ରୀୟ ସ୍ତରରେ ସମ୍ମାନିତ ହୋଇଛନ୍ତି । ମାର୍ଚ୍ଚ ମାସ ୪ ତାରିଖ ଶନିବାର ଦିନ ନୂଆଦିଲ୍ଲୀ ସ୍ଥିତ ଭାରତୀୟ କୃଷି ଗବେଷଣା…
Read More...

ଲିଭୁନି ପୁରୀ ସମ୍ରାଟ ମାର୍କେଟ କଂପ୍ଲେକ୍ସରେ ନିଆଁ: ୨୧ ଘଣ୍ଟା ହେଲା ଆୟତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି…

କନକ ବ୍ୟୁରୋ: ୨୧ ଘଂଟା ହେଲା ଜଳୁଛି ମାର୍କେଟ କଂପ୍ଲେକ୍ସ । ନିଅାଁ ଲିଭାଇବା ପାଇଁ ନାକଦେମ ହେଲାଣି ଅଗ୍ନିଶମ ବିଭାଗ । ଗତକାଲି ଠାରୁ ଏତେ ଉଦ୍ୟମ ପରେ ବି ନିଅାଁକୁ ସମ୍ପୂର୍ଣ୍ଣ ଆୟତ କରାଯାଇପାରୁନାହିଁ । ଗତକାଲି ରାତିରେ ମରିଚିକୋଟ୍ ଛକରେ ଥିବା ମାର୍କେଟ୍ କଂପ୍ଲେକ୍ସରେ ବଡ଼ଧରଣର…
Read More...

ଦିଲ୍ଲୀ କ୍ୟାବିନେଟର ମନ୍ତ୍ରୀ ଭାବେ ଶପଥ ନେଲେ ସୌରଭ ଭରଦ୍ୱାଜ ଓ ଆତିଶୀ, ଜାଣନ୍ତୁ କାହାକୁ ମିଳିଲା କେଉଁ ବିଭାଗ

କନକ ବ୍ୟୁରୋ : ଦିଲ୍ଲୀର କେଜ୍ରିୱାଲ ସରକାରରେ ଦୁଇଜଣ ନୂଆ ମନ୍ତ୍ରୀ ଆଜି ଶପଥ ନେଇଛନ୍ତି । ଏନେଇ ରାଜଭବନରେ ଏକ ଶପଥଗ୍ରହଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଉପ ରାଜ୍ୟପାଳ ଭି.କେ ସକସେନା ଓ କ୍ୟାବିନେଟର…
Read More...

ପୁଣି ଉପରକୁ ଉଠିଲେ ଅଦାନୀ । ଧନୀ ତାଲିକାରେ ମାରିଲେ ଲମ୍ବା ଲମ୍ଫ । ୧୨ଟି ସ୍ଥାନ ଉପରକୁ ଉଠିଲେ ଅଦାନୀ ।

କନକ ବ୍ୟୁରୋ: ଅଦାନୀ ଗ୍ରୁପର ଚେୟାରମ୍ୟାନ୍ ଗୌତମ ଅଦାନୀ ବିଶ୍ୱ ଧନୀ ତାଲିକା ଲିଷ୍ଟରେ ପୁଣିଥରେ ଉପରକୁ ଉଠିଛନ୍ତି । ହିଣ୍ଡନବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ, ଏବେ ତାଙ୍କ ସ୍ଥିତି ପୁଣିଥରେ ସୁଧୁରିବା ଆରମ୍ଭ କରିଛି । ତେବେ ୩୪ ତମ ସ୍ଥାନରେ ଥିବା ଅଦାନୀ ଏବେ ନୂଆ ତାଲିକା ଅନୁସାରେ ୨୨…
Read More...

ଉସମାନ ଖ୍ୱାଜାଙ୍କ ଶତକ: ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୨୫୫/୪

କନକ ବ୍ୟୁରୋ: ଭାରତ-ଅଷ୍ଟ୍ରେଲିଆ ଶେଷ ଟେଷ୍ଟରେ କଙ୍ଗାରୁ ଦଳ ଦମଦାର ପ୍ରଦର୍ଶନ କରିଛି । ଦଳ ପ୍ରଥମ ଦିନରେ ୨୫୫ ରନ କରିବାରେ ସଫଳ ହୋଇଛି । ଦଳ ପକ୍ଷରୁ ଉସମାନ ଖ୍ୱାଜା ୧୦୪ ରନ କରି ଶତକୀୟ ପାଳି ଖେଳିଛନ୍ତି । ସେହିପରି କାମରନ ଗ୍ରୀନ ବି ୪୯ ରନ କରି ନଟଆଉଟ ରହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ…
Read More...

ପ୍ରାକ୍ଟିକାଲ ପରୀକ୍ଷା ପରେ ଦ୍ୱାଦଶ ଶ୍ରେଣୀ ଛାତ୍ରଙ୍କ ଉନ୍ମତ୍ତକାଣ୍ଡ। ଭଙ୍ଗାରୁଜା କରି ନିଲମ୍ବିତ ହେଲେ ଛାତ୍ର।

କନକ ବ୍ୟୁରୋ: ତାମିଲନାଡୁ ମାରନଦହଲ୍ଲୀ ନିକଟରେ ଥିବା ଏକ ସରକାରୀ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ର ପ୍ରାକ୍ଟିକାଲ ପରୀକ୍ଷା ପରେ ଭଙ୍ଗାରୁଜା କରିଛନ୍ତି । ଶ୍ରେଣୀ ଗୃହରେ ଭଙ୍ଗାରୁଜା କରିଛନ୍ତି ଛାତ୍ର । ଏହାର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ…
Read More...