Browsing Category

ନ୍ୟୁଜ୍

ହିଣ୍ଡେନବର୍ଗ ଓ ଆଦାନୀ ପ୍ରସଙ୍ଗ ଉପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବୟାନ । କହିଲେ, ମାମଲା ଉପରେ…

କନକ ବ୍ୟୁରୋ : ହିିଣ୍ଡେନବର୍ଗ ଓ ଆଦାନୀ ବିବାଦକୁ ନେଇ କୌଣସି ପ୍ରତିକ୍ରିୟା ଦେବାକୁ ମନା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଭାରତୀୟ ରିଜର୍ଭ ବ୍ୟାଙ୍କ ବୈଠକରେ ହିଣ୍ଡେନବର୍ଗ ବାବଦରେ ପ୍ରଶ୍ନ କରାଯାଇଥିଲା । ଏହାର ଉତର ରଖି ଅର୍ଥମନ୍ତ୍ରୀ କହିଥିଲେ ଭାରତୀୟ ରେଗୁଲେଟର ବେଶ…
Read More...

ସରିଲା ଗୋପାଳର ନାର୍କୋ ଟେଷ୍ଟ, ଖୋଲିବ କି ନବ ଦାସଙ୍କ ହତ୍ୟା ଗୁମର?

କନକ ବ୍ୟୁରୋ: ମନ୍ତ୍ରୀ ନବ ଦାସଙ୍କୁ କାହିଁକି ହତ୍ୟା କଲା? ହତ୍ୟା କାଣ୍ଡ ପଛର ପ୍ରକୃତ ରହସ୍ୟ କଣ? ଏନେଇ କ୍ରାଇମବ୍ରାଞ୍ଚକୁ ଦୁଇ ସପ୍ତାହ ଗୋଲ ଗୋଲ ବୁଲାଇବା ପରେ ଶେଷରେ ନାର୍କୋ ଟେଷ୍ଟ ବେଳେ, ଉତ୍ତର ରଖିଛି ଅଭିଯୁକ୍ତ ଗୋପାଳ । ସୂଚନା ଅନୁସାରେ, ଗୁଜୁରାଟର ଗାନ୍ଧୀନଗର ଡିଏଫଏସରେ…
Read More...

ଭାରତ ଯୋଡ ଯାତ୍ରା ପରେ କଂଗ୍ରେସର ହାତରେ ହାତ ଯୋଡ ଯାତ୍ରା, ଝାଡଖଣ୍ଡରେ ଯାତ୍ରାର ଉଦଘାଟନ କଲେ ଖଡଗେ

କନକ ବ୍ୟୁରୋ : ଝାଡ଼ଖଣ୍ଡରେ କଂଗ୍ରେସ ଆରମ୍ଭ କରିଛି ହାତ ସହ ହାତ ଯୋଡ ଅଭିଯାନ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜଣେ ଅହଂକାରୀ ନେତା ବୋଲି କହିଛନ୍ତି । ଏଥିସହ ହିଣ୍ଡେନବର୍ଗ ଓ ଅ।ଦାନୀ ମାମଲାରେ ପ୍ରସଙ୍ଗ ଉଠାଇ ମୋଦି…
Read More...

ମଦ ଆଗ ଖାଦ୍ୟ ପଛ? କଟକରେ ସରକାରଙ୍କ ବିଚିତ୍ର ନିୟମ।

କନକ ବ୍ୟୁରୋ: ରାତିରେ ମଦ ଅଛି ଖାଦ୍ୟ ନାହିଁ । କଟକରେ ଦେଖିବାକୁ ମିଳିଛି ଏଭଳି ଚିତ୍ର । ରାତି ୧୦ ପରେ ମିଳୁନି ଖାଦ୍ୟ । କାରଣ ହୋଟେଲ ବନ୍ଦ ହୋଇଯାଉଛି । ହେଲେ ରାତି ଦେଢ଼ଟା ଯାଏଁ ମଦ ଦୋକାନ ଖୋଲା ରହୁଛି, ଆଉ ମଦର ଆସର ଜମୁଛି । କଟକରେ ଓଡିଶା ସହରାଞ୍ଚଳ ପୋଲିସ ଆଇନ୍ (ଓୟୁପି) ୨୦୦୩ର ଧାରା…
Read More...

ଦୁଇଟି ସ୍ଥାନରେ ମେଗା ରାଲି କଲେ ପ୍ରଧାନମନ୍ତ୍ରୀ ମୋଦୀ, ଜନସଭାରେ କଂଗ୍ରେସ ଓ ବାମପନ୍ଥୀଙ୍କୁ କଲେ ଟାର୍ଗେଟ

କନକ ବ୍ୟୁରୋ : ଆଗକୁ ତ୍ରିପୁରା ବିଧାନସଭା ନିର୍ବାଚନ । ସରଗରମ ରାଜ୍ୟରାଜନୀତି । କିଛି ଦିନ ପରେ ତ୍ରିପୁରା ଜନତା ବାଛିବେ ନୂଆ ସରକାର । ସେପଟେ ଭୋଟ ହାତେଇବା ପାଇଁ ବିଭିନ୍ନ ଦଳ ନିଜ ନିଜର କସରତ ଆରମ୍ଭ କଲେଣି । ବିଜେପି, କଂଗ୍ରେସ ନିଜର ଷ୍ଟାର ଓ ହେଭିୱେଟ ଚେହେରାଙ୍କୁ ପ୍ରଚାର ମଇଦାନକୁ…
Read More...

ଭୂକମ୍ପରେ ଫାଟିଛି ତୁର୍କୀ ଛାତି । ୨୪ହଜାର ଟପିଲାଣି ମୃତ୍ୟୁ ସଂଖ୍ୟା, ସହାୟତା କରୁଛି ଭାରତ

କନକ ବ୍ୟୁରୋ : କେଉଁଠି ଭଙ୍ଗା କୋଠା ତଳେ ଚାପି ହୋଇଥିବା ଜୀବନ ସାହାର୍ଯ୍ୟ ଅପେକ୍ଷାରେ ଚାହିଁ ରହିଛି ତ, କେଉଁଠି ସବୁଦିନ ପାଇଁ ନୀରବି ଯାଇଛି ନିରୀହ ଜୀବନ । ତୁର୍କୀରେ ଆସିଥିବା ବିନାଶକାରୀ ଭୂକମ୍ପଠୁ ଏହାର ପର ଅବସ୍ଥା ଅଧିକ କଷ୍ଟ ଦେଉଛି । ଏଠାରେ ପ୍ରତି ମୂହୁର୍ତରେ ଚାଲିଛି ମୃତ୍ୟୁ ସହ…
Read More...

‘ହିଣ୍ଡେନବର୍ଗ’ ଝଡ଼ ଭିତରେ ଆଦାନୀଙ୍କ ବଡ ନିଷ୍ପତି, ଆଇନ ଲଢେଇ ପାଇଁ ଆମେରିକାର ୱାଚଟେଲ ଲିଗାଲ ଫାର୍ମକୁ ଦେଲେ ଦାୟିତ୍ୱ

କନକ ବ୍ୟୁରୋ : ଆଜିକାଲି ବେଶ ଚର୍ଚ୍ଚାରେ ରହିଛି ଭାରତୀୟ ଶିଳ୍ପପତି ଗୌତମ ଆଦାନୀ ଓ ଆମେରିକା ରିସର୍ଚ୍ଚ କମ୍ପାନୀ ହିଣ୍ଡେନବର୍ଗ । ଯେବେଠୁ ଆଦାନୀଙ୍କ ବିରୋଧରେ ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶ ପାଇଛି ସେବେଠୁ ଉଠୁଛି ପଡୁଛି ଭାରତ ଓ ଧନୀ ତାଲିକାରେ ତଳକୁ ତଳ ଖସୁଛନ୍ତି ଗୌତମ ଆଦାନୀ । ଏହା…
Read More...

ଭୂତକୋଠି ପାଲଟିଛିି ଜଳସେଚନ ବିଭାଗ କାର୍ଯ୍ୟାଳୟ: କୋଟି କୋଟି ଟଙ୍କା ବ୍ୟୟରେ ହୋଇଥିଲା ନିର୍ମାଣ

କନକ ବ୍ୟୁରୋ: ଭୁତକୋଠି ପାଲଟିଛିି ମହାନଦୀ ଚିତ୍ରୋତ୍ପଳା ଦ୍ୱୀପାଂଚଳ ଜଳସେଚନ ବିଭାଗର ଭିଜନ୍ - ୨ କାର୍ଯ୍ୟାଳୟ । କୋଟି କୋଟି ଟଙ୍କା ବ୍ୟୟବରାଦରେ ନିର୍ମିତ ହୋଇଥିବା ଏହି କାର୍ଯ୍ୟାଳର ରକ୍ଷଣାବେକ୍ଷଣ ଅଭାବରୁ ଜରାଜିର୍ଣ୍ଣ ହୋଇପଡିରହିଛି । କାର୍ଯ୍ୟାଳୟ ପରିସରରେ ଗଛଲତା ଉଠି ଜଙ୍ଗଲ ପରି…
Read More...

ଗ୍ରୀଷ୍ମ ନଆସୁଣୁୁ ଜଳୁଛି ଜଙ୍ଗଲ: ବାଙ୍କୀ ପାଥପୁର ନିକଟସ୍ଥ ଜଙ୍ଗଲରେ ନିଆଁ ଲାଗି ବହୁ ମୂଲ୍ୟବାନ ଗଛ ନଷ୍ଟ

କନକ ବ୍ୟୁରୋ: ଗ୍ରୀଷ୍ମ ଆରମ୍ଭରୁ ଜଳୁଛି ଜଙ୍ଗଲ । ରାଜ୍ୟର ଅଧିକାଂଶ ସ୍ଥାନରେ ଜଙ୍ଗଲରେ ନିଆଁ ଲାଗିବାର ଚିତ୍ର ଏବେ ସାମ୍ନାକୁ ଆସୁଛି । କିଛି ଦିନ ତଳେ ଆମେ ଉଦଳା ଏବଂ କୁଲଡହା ଅଭୟାରଣ୍ୟରେ ନିଆଁ ଲାଗିବାର ଖବର ପରିବେଶଣ କରିଥିଲୁ । ଆଉ ଆଜି ବାଙ୍କି ଅଂଚଳର ଏକ ଜଙ୍ଗଲରେ ନିଆଁ ଲାଗିବାର…
Read More...

ବାପା ଛେଉଁଣ୍ଡ ଗରିବ ଅସହାୟ ଝିଅକୁ ଆଦର୍ଶ ବିବାହ କରାଇଲେ ଗ୍ରାମବାସୀ: ସମ୍ବଲପୁର ଶଗଡେଶ୍ୱର ମନ୍ଦିରରେ ହେଲା ବିବାହ…

କନକ ବ୍ୟୁରୋ: ବାପ ଛେଉଣ୍ଡ ଜଣେ ଗରୀବ ଅସହାୟ ଝିଅକୁ ଆଦର୍ଶ ବିବାହ କରାଇଲେ ଗ୍ରାମବାସୀ  । ଝିଅଟିର ପିଲା ଦିନୁ ବାପା ନାହାଁନ୍ତି, ତେଣୁ ପରିବାର ପ୍ରତିପୋଷଣ କରିବା ତା ଉପରେ ନିର୍ଭର କରୁଥିଲା । ମୁଲ ମଜୁରୀ କରି ଯାହା ଆଣେ ସେଇଥିରେ ତା’ର ପରିବାର ଚଳୁଥିଲା । ତେବେ ବିବାହ ବୟସ ହେବାରୁ ଭଲ…
Read More...