Browsing Category
ନ୍ୟୁଜ୍
ଆନ୍ଦୋଳନ ସ୍ଥଗିତ ରଖିଲା ସମ୍ବଲପୁର ଡ୍ରାଇଭର ସଂଘ। ଲିଖିତ ଚୁକ୍ତିପତ୍ର ଦେବା ପରେ ଥାନାରୁ ବାହାରିଲେ ୧୦୦ରୁ ଅଧିକ…
କନକ ବ୍ୟୁରୋ: ଆନ୍ଦୋଳନ ସ୍ଥଗିତ ରଖିଲା ସମ୍ବଲପୁର ଡ୍ରାଇଭର ସଂଘ । ଲିଖିତ ଚୁକ୍ତିପତ୍ର ଦେବା ପରେ ଥାନାରୁ ବାହାରିଲେ ୧୦୦ରୁ ଅଧିକ ଡ୍ରାଇଭର । ଡ୍ରାଇଭର ମହାସଂଘ ସମ୍ବଲପୁର ଶାଖାର ସଭାପତିରୁ ନେଇ ଉପସଭାପତି ତଥା ଅନ୍ୟ ସଭ୍ୟମାନେ ଏକ ଚୁକ୍ତିନାମା ସ୍ୱଇଚ୍ଛାରେ ଦେଇଛନ୍ତି । ସମ୍ବଲପୁରରେ ଜାରି…
Read More...
Read More...
ପୁଣି ୫ଦିନ ବଢିଲା ସିସୋଦିଆଙ୍କ ଇଡି ରିମାଣ୍ଡ, ମାର୍ଚ୍ଚ ୨୨ରେ କୋର୍ଟରେ ହେବେ ହାଜର
କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଅଭିଯୁକ୍ତ ଭାବେ ଇଡି ହେପାଜତରେ ଥିବା ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ଇଡି ତରଫରୁ ସିସୋଦିଆଙ୍କୁ ଆଜି କୋର୍ଟରେ ହାଜର କରାଯାଇ ପୁଣି ୭ଦିନ ରିମାଣ୍ଡ ମାଗିଥିଲା । ହେଲେ କୋର୍ଟ ଏହି…
Read More...
Read More...
ଗୋ ସୁରକ୍ଷା ପାଇଁ ମଦ ବୋତଲ ପ୍ରତି ଦେବାକୁ ହେବ ୧୦ଟଙ୍କା ଅଧିକ, ଜାଣନ୍ତୁ କେଉଁ ରାଜ୍ୟ ସରକାର ଆଣିଲେ ଏଭଳି ନିୟମ
କନକ ବ୍ୟୁରୋ : ଦେଶ ରାଜନୀତିରେ ଗୋରୁ ଏବେ ଏକ ପ୍ରମୁଖ ପ୍ରସଙ୍ଗ ହୋଇସାରିଛି । ପ୍ରଥମେ ଏହି ପ୍ରସଙ୍ଗଙ୍କୁ କେବଳ ବିଜେପି ଅଗ୍ରାଧିକାର ଦେଉଥିବା କଥା ଆଲୋଚନା ହେଉଥିବା ବେଳେ ଏବେ କଂଗ୍ରେସ ବି ଏହି ପ୍ରସଙ୍ଗକୁ ଆଗକୁ ନେଇଛି । ପ୍ରତି ବଜେଟରେ ଗୋରୁମାନଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର…
Read More...
Read More...
କଣ ସଚିନ ହେବାକୁ ଚାହୁଁଛନ୍ତି ଆଗାମୀ ବିସିସିଆଇ ଅଧ୍ୟକ୍ଷ? ପଢନ୍ତୁ କଣ କହିଲେ ଲିଟିଲ ମାଷ୍ଟର …
କନକ ବ୍ୟୁରୋ: କଣ ସଚିନ ହେବାକୁ ଚାହୁଁଛନ୍ତି ଆଗାମୀ ବିସିସିଆଇ ଅଧ୍ୟକ୍ଷ? ଏହି ପ୍ରଶ୍ନର ନିଜେ ଉତ୍ତର ରଖିଛନ୍ତି କ୍ରିକେଟର ସଚିନ ତେନ୍ଦୁଲକର । ବିସିସିଆଇ ଅଧ୍ୟକ୍ଷ ପଦକୁ ନେଇ ପ୍ରଶ୍ନରେ ସଚିନ ପ୍ରତିକ୍ରିୟା ରଖିଛନ୍ତି ।
ଏକ କାର୍ଯ୍ୟକ୍ରମରେ ସଚିନଙ୍କୁ ପ୍ରଶ୍ନ କରାଯାଇଥିଲା ଯେ କଣ କେବେ…
Read More...
Read More...
ଅଫିସର ହବ ତ ଏମିତି । ବଣ ପାହାଡ ଦେଇ ଲୋକଙ୍କ ପାଖରେ ପହଞ୍ଚି ଦୁଃଖସୁଖ ବୁଝୁଥିବା ଲେଡି ଆଇଏଏସ୍ ଆନ୍ୟା ଦାସ
କନକ ବ୍ୟୁରୋ: ଯେଉଁଠି ପାଦ ପକାଇବାକୁ ସରକାରୀ ବାବୁମାନେ ଅମଙ୍ଗ ହୁଅନ୍ତି ସେଠିକି ଆଜି ଆସିଛନ୍ତି ଆଇଏଏସ୍ ଅଫିସର । ତାଙ୍କୁ ଦେଖି ସରଳ ସାଧାସିଧା ଆଦିବାସୀ ଲୋକଙ୍କ ଖୁସି କହିଲେ ନସରେ । ବଡ ବାବୁଆଣୀ ତାଙ୍କ ଭଲମନ୍ଦ ବଝିବେ ଦୁଃଖ ଦୂର କରିବେ । ସେଥିପାଇଁ ଖୁସି ଆକାଶଛୁଆଁ । ମାଡାମଙ୍କ…
Read More...
Read More...
ହଙ୍ଗାମା ପାଇଁ ବନ୍ଦ ରହିଲା ସଂସଦ। ଗାନ୍ଧୀ ମୂର୍ତ୍ତି ତଳେ ବିରୋଧୀ ସାଂସଦଙ୍କ ପ୍ରତିବାଦ।
କନକ ବ୍ୟୁରୋ: ସଂସଦର ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ଜୋରଦାର ହଙ୍ଗାମା ଦେଖିବାକୁ ମିଳିଛି । ଶୁକ୍ରବାର ସଂସଦ ଭବନ ପରିସରରେ ହାଇଡ୍ରାମା ଦେଖିବାକୁ ମିଳିଥିଲା । କଥିତ ଭାବେ କିଛି ସାଂସଦଙ୍କ ମାଇକ ବନ୍ଦ କରିଦେଇଥିବା ଅଭିଯୋଗ ହୋଇଛି । ଏହିଭଳି ସ୍ଥିତିରେ ବିନା ଚର୍ଚ୍ଚାରେ ମାତ୍ର ୧୫…
Read More...
Read More...
ବରମୁଣ୍ଡା ବସଷ୍ଟାଣ୍ଡରୁ ଗଡିଲା ବସ୍। ଫସି ରହିଥିବା ଯାତ୍ରୀ ଆଶ୍ୱସ୍ତ।
କନକ ବ୍ୟୁରୋ: ରାଜଧାନୀର ବସଷ୍ଟାଣ୍ଡ ବରମୁଣ୍ଡାରୁ ଗଡିଲା ବସ । ରଣପୁର ଓ ବ୍ରହ୍ମପୁର ଅଭିମୁଖେ ବସ ବାହାରିଛି । ଫଳରେ ରାଜଧାନୀରେ ଫସିରହିଥିବା ଯାତ୍ରୀ ଆଶ୍ୱସ୍ତ ହୋଇଛନ୍ତି । ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ବସ ଚଳାଚଳ ବନ୍ଦ ରହିଥିଲା ବେଳେ ବିଭିନ୍ନ ସ୍ଥାନରେ ଫସି ରହିଥିଲେ ଯାତ୍ରୀ । କିଏ…
Read More...
Read More...
ଡ୍ରାଇଭରଙ୍କୁ ଚେତାବନୀ ଦେଲେ ଡିଜିପି। କହିଲେ, ଆଇନ ହାତକୁ ନେଲେ ବରଦାସ୍ତ କରାଯିବନି।
କନକ ବ୍ୟୁରୋ: ଆନ୍ଦୋଳନରତ ଡ୍ରାଇଭରଙ୍କୁ ଚେତାବନୀ ଦେଲେ ଡିଜିପି । ଡିଜିପି ସୁନିଲ ବଂସଲ କହିଛନ୍ତି ଆଇନ ହାତକୁ ନେଲେ ବରଦାସ୍ତ କରାଯିବନି । ଧାରଣାରେ ବସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେମାନଙ୍କୁ ପ୍ରତିଶ୍ରୁତି ମିଳିବା ପରେ ବି ସେମାନେ ଆନ୍ଦୋଳନ ଜାରିରଖିଛନ୍ତି । ଆଇନ ଅନୁସାରେ…
Read More...
Read More...
ଆଇନକୁ ହାତରୁ ନିଅନ୍ତୁ ନାହିଁ, ଧାରଣାରୁ କ୍ଷାନ୍ତ ରୁହନ୍ତୁ। ଡ୍ରାଇଭରଙ୍କ ଆନ୍ଦୋଳନ ପ୍ରସଙ୍ଗରେ ମୁଖ୍ୟ ଶାସନ ସଚିବଙ୍କ…
କନକ ବ୍ୟୁରୋ: ଆଇନକୁ ହାତରୁ ନିଅନ୍ତୁ ନାହିଁ, ଧାରଣାରୁ କ୍ଷାନ୍ତ ରୁହନ୍ତୁ । ଡ୍ରାଇଭରଙ୍କ ଆନ୍ଦୋଳନ ପ୍ରସଙ୍ଗରେ ମୁଖ୍ୟଶାସନ ସଚିବ ଡ୍ରାଇଭର ମହାସଂଘକୁ ଏଭଳି ଆହ୍ୱାନ ଦେଇଛନ୍ତି । ପ୍ରଦୀପ ଜେନା କହିଛନ୍ତି, ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁ ଲୋକେ ଅନେକ ସମସ୍ୟାର ସାମ୍ନା କରୁଛନ୍ତି । ଧାରଣା…
Read More...
Read More...
ଛତ୍ରଭଙ୍ଗ ଦେଲେ ଏକାଠି ହୋଇଥିବା ହଜାର ହଜାର ଡ୍ରାଇଭର : ଏକାଠି ହେବା ପାଇଁ ଅଡିଓ କ୍ଲିପରେ ଡକାଯାଇଥିଲା
କନକ ବ୍ୟୁରୋ : ଯାଜପୁର ଚଣ୍ଡିଖୋଲ ଛକରେ ଏକାଠି ହୋଇଥିବା ହଜାର ହଜାର ଡ୍ରାଇଭର ଏବେ ସ୍ଥାନ ଖାଲି କରିଦେଇଛନ୍ତି । ଡ୍ରାଇଭରଙ୍କୁ ଏକାଠି ହେବା ପାଇଁ କୁହାଯାଇଥିବା ଏକ ଅଡିଓ ଭାଇରାଲ ହେବା ପରେ ହଜାର ହଜାର ଆନ୍ଦୋଳନକାରୀ ଡ୍ରାଇଭର ଏକତ୍ରିତ ହୋଇଥିଲେ । ଏହି ଅଡିଓରେ ସମସ୍ତ ଆନ୍ଦୋଳନକାରୀଙ୍କୁ…
Read More...
Read More...