Browsing Category

ନ୍ୟୁଜ୍

ରାଜ୍ୟରେ ବଢୁଛି ବିଶ୍ୱବିଦ୍ୟାଳୟ ସଂଖ୍ୟା: ବିଭାଗ ଅଛି, ହେଲେ ନାହାନ୍ତି ଅଧ୍ୟାପକ

କନକ ବ୍ୟୁରୋ: ପୁରୁଣା କଲେଜକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେଉଛନ୍ତି ରାଜ୍ୟ ସରକାର । ନୂଆ ନୂଆ ବିଶ୍ୱବିଦ୍ୟାଳୟ ଘୋଷଣା କରାଯାଉଛି । ଶିକ୍ଷାନୁଷ୍ଠାନର ଭିତିଭୁମିର କାୟା ମଧ୍ୟ ବଢୁଛି । କିନ୍ତୁ ଗୁଣାତ୍ମକ ଶିକ୍ଷା ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାପକଙ୍କ ଅଭାବ ଦେଖିବାକୁ ମିଳୁଛି । ନୂଆ…
Read More...

୩ ଦିନିଆ ଓଡି଼ଶା ଗସ୍ତରେ ମମତା ବାନାର୍ଜୀ: ନବୀନଙ୍କ ସମର୍ଥନ ହାସଲ କରିବା ଲକ୍ଷ୍ୟ?

କନକ ବ୍ୟୁରୋ: ଦିଲ୍ଲୀରେ ୨୪ ଘଂଟିଆ ଧାରଣା ଦେବା ନେଇ ଘୋଷଣା କରିବା ପରେ ଓଡ଼ିଶାରେ ପହଂଚିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ତିନି ଦିନିଆ ଗସ୍ତରେ ଆସି ପୁରୀରେ ପହଂଚିଛନ୍ତି ମମତା ବାନାର୍ଜୀ । କୋଲକାତାରୁ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବା ପରେ ସଡକପଥରେ ସିଧା ପୁରୀରେ ପହଂଚିଥିଲେ…
Read More...

ଆଶାୟୀ ଅନେକ, ପଦବୀ ଖାଲି: କେବେ ପୂରଣ ହେବ ୨ଲକ୍ଷ ପଦବୀ?

କନକ ବ୍ୟୁରୋ: ସରକାରୀ ଚାକିରିଟିଏ ପାଇବାକୁ ଯୁବବର୍ଗ କେତେ କ’ଣ ପ୍ରୟାସ କରୁଛନ୍ତି । ହେଲେ ଅଧିକାଂଶ ସମୟରେ ସରକାରୀ ଚାକିରି ପାଇଁ ବିଜ୍ଞପ୍ତି ବାହାରୁ ନଥିବାରୁ ନିରାଶ ହେଉଛନ୍ତି ଅନେକ ଆଶାୟୀ । ଏହାରି ଭିତରେ ବିଧାନସଭାରେ ସରକାରୀ କାର୍ଯ୍ୟାଳୟରେ ଖାଲି ପଡିଥିବା ପଦବୀକୁ ନେଇ ଚିନ୍ତାଜନକ…
Read More...

ବିଧାନସଭାରେ ହଙ୍ଗାମା: ବିଜେପିର ୫-ଟି ବନାମ ବିଜେଡିର ଚାଉଳ

କନକ ବ୍ୟୁରୋ: ସ୍ୱାଭାବିକ ହେଉନି ବିଧାନସଭା । ପ୍ରଶ୍ନକାଳ ପରେ ଶୂନ୍ୟକାଳରେ ହଙ୍ଗାମା କରିଛନ୍ତି ଉଭୟ ଶାସକ ଓ ବିଜେପି ବିଧାୟକ । ବିରୋଧୀ ଦଳ ନେତା ଫାଇଭ୍-ଟି ପ୍ରସଙ୍ଗ ଉଠାଇ ପ୍ରଶ୍ନ କରିଥିବାବେଳେ, ଶାସକ ଦଳ ସଦସ୍ୟମାନେ ଚାଉଳ ପ୍ରସଙ୍ଗ ଉଠାଇ ପ୍ରତିବାଦ କରିଛନ୍ତି । ଶୂନ୍ୟକାଳରେ ବିରୋଧୀ…
Read More...

ଗର୍ଭବତୀ ନାଟକ ଉପରୁ ଉଠିଲା ପରଦା: ବ୍ୟବସ୍ଥା ଉପରେ ଉଠିଲା ମାଳ ମାଳ ପ୍ରଶ୍ନ

କନକ ବ୍ୟୁରୋ: ୬ ମାସ ପୂର୍ବରୁ ମମତା କାର୍ଡ ଦିଆଯାଇଥିଲା । ୯ ମାସ ତଳୁ ମହିଳା ଜଣଙ୍କ ଗର୍ଭବତୀ ଥିବା ସେଥିରେ ଉଲ୍ଲେଖ ରହିଛି । ସାମ୍ଭାବ୍ୟ ପ୍ରସବ ତାରିଖ ମଧ୍ୟ ଦିଆଯାଇଛି । ଗର୍ଭବତୀ ନଥାଇ ଟିକା, ଔଷଧ ଦିଆଯାଇଛି । ସରକାରୀ ଆମ୍ବୁଲାନ୍ସରେ ପ୍ରସବ ପାଇଁ ଡାକ୍ତରଖାନାକୁ ନିଆଯାଇଥିଲା ।…
Read More...

ଗତ ୨୨ବର୍ଷ ଧରି ୧ଟଙ୍କାରେ ବିକ୍ରି କରୁଛନ୍ତି ସିଙ୍ଗଡା, ସ୍ୱାଦ ଏଭଳି ଯେ ଦୂର ଦୂରାନ୍ତରୁ ଆସୁଛନ୍ତି ଗ୍ରାହକ

କନକ ବ୍ୟୁରୋ : କରୋନା ମହାମାରୀ ପରେ ସାରା ବିଶ୍ୱର ଅର୍ଥ ବ୍ୟବସ୍ଥା ଦୁର୍ବଳ ହୋଇପଡିଛି । ଏହାସହ ଦେଶରେ ପ୍ରତିଟି ଜିନିଷର ଦାମ ଅହେତୁକ ଭାବେ ବୃଦ୍ଧି ପାଇବାରେ ମଧ୍ୟ ଲାଗିଛି । ପାଠ ପଢାରୁ ନେଇ ଖାଦ୍ୟ ସାମଗ୍ରୀ ପର୍ଯ୍ୟନ୍ତ ସବୁଠି ମହଙ୍ଗା ମାଡ । ହେଲେ ଏହି ମହଙ୍ଗା ଯୋଗରେ ଜଣେ ଦୋକାନୀ…
Read More...

ରାସ୍ତା ଦିଅ ନହେଲେ ଗାଁ ଛାଡ଼ିବୁ। ନବରଙ୍ଗପୁରରେ ବ୍ଲକ ଅଫିସ ଘେରାଉ କଲେ ଲୋକେ।

କନକ ବ୍ୟୁରୋ: ଗାଁକୁ ରାସ୍ତା ଦିଅ ନହେଲେ ଗାଁ ଛାଡ଼ିବୁ । ପ୍ରତିବାଦ କରି ଏକାଠି ହୋଇଛନ୍ତି ଗାଁର ଲୋକେ । ଆଉ ଘେରାଉ କରିଛନ୍ତି ବ୍ଳକ ଅଫିସ । ବିଡ଼ିଓଙ୍କୁ ସମସ୍ୟା ଜଣାଇବା ସହ ମିଳିଥିବା ରାସନ କାର୍ଡ ଓ ଲେବର କାର୍ଡ ଫେରାଇ ନେବାକୁ ଦାବି କରିଛନ୍ତି । ଭୋର୍ଟ ବର୍ଜନ ଧମକ ପରେ ମିଳିଥିବା…
Read More...

ପୁଣି କଙ୍ଗାରୁ କୋର୍ଟ ଚିତ୍ର। ନବରଙ୍ଗପୁର ଡିଏନକେ ଗାଁରେ ଯୁବକଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ।

କନକ ବ୍ୟୁରୋ: ଗାଁରେ ପୁଣି କଙ୍ଗାରୁ କୋର୍ଟର ଚିତ୍ର । ସୋସିଆଲ ମିଡିଆରେ ଘୁରିବୁଲୁଛି କଙ୍ଗାରୁ କୋର୍ଟ ଭିଜୁଆଲ । କଙ୍ଗାରୁ କୋର୍ଟ ଭିଡ଼ିଓରେ ଜଣେ ଯୁବକଙ୍କୁ ଗଛରେ ବାନ୍ଧି ନିସ୍ତୁକ ପିଟିଚାଲିଛନ୍ତି ଗାଁର ଲୋକମାନେ । ପ୍ରେମିକାକୁ ଦେଖା କରିବାକୁ ଆସି ମାଡ ଖାଇଛି ଏହି ଯୁବକ ଜଣକ ।…
Read More...

ବିଦେଶ ଯାଉନି ଓଡ଼ିଶାର ପାନ। ବଜାର ଅଭାବ ସହ ସରକାରଙ୍କ ଉଦାସୀନତା ଯୋଗୁ କ୍ଷତି ସହୁଛି ଚାଷୀ ।

କନକ ବ୍ୟୁରୋ: ଏବେ ଆଉ ବିଦେଶ ଯାଉନି ଓଡ଼ିଶାର ପାନ । ପ୍ରଭାବିତ ହୋଇଛନ୍ତି ପାନ ଚାଷୀ । କେତେବେଳେ ବଜାର ଅଭାବ ଆଉ କେତେବେଳେ ସରକାରଙ୍କ ଉଦାସୀନତା ଯୋଗୁ ପାନ ଚାଷରେ ବେଶ ପ୍ରଭାବ ପଡିଛି । ବିଭିନ୍ନ ସ୍ଥାନରେ ପାନ ଚାଷ ହେଉଥିବା ବେଳେ ଏବେ ବ୍ୟବସାୟ ସମ୍ପୂର୍ଣ୍ଣ ମାନ୍ଦା ପଡିଯାଇଛି । ଖାସ…
Read More...

ସୋର ଦେବଗିରି ପର୍ବତ ପାଦଦେଶରେ ଲୋକଙ୍କୁ ମିଳୁନି ପାଣି । ପିଇବା ପାଣି ପାଇଁ ଡହଳବିକଳ ଲୋକେ ।

କନକ ବ୍ୟୁରୋ: ପିଇବା ପାଣି ପାଇଁ ଡହଳବିକଳ ହେଉଛନ୍ତି ଗାଁର ଲୋକେ । ପାହାଡର ପାଦ ଦେଶରେ ରହୁଥିବା ଲୋକଙ୍କ ପାଇଁ ପାଣି ମୁନ୍ଦାଏ ଯେମିତି ମ୍ବପ୍ନ ପାଲଟିଛି । ଲୋକେ ବାଧ୍ୟ ହେଇ ଚୂଆ ଖୋଳି ପାଣି ପିଉଛନ୍ତି । ବାଲେଶ୍ୱର ସୋର ଦେବଗିରି ପର୍ବତ ପାଦ ଦେଶରେ ରହୁଥିବା ଲୋକେ ପାଣି ମୁନ୍ଦାଏ ପାଇଁ…
Read More...