Browsing Category

ନ୍ୟୁଜ୍

ଡିଜେ ଆଜେକ୍ସଙ୍କ ମୃତ୍ୟୁ ନେଇ ସାମ୍ନାକୁ ଆସିଲା ନୂଆ ତଥ୍ୟ : ଏକ୍ସପୋଜ୍ କରିବା ପାଇଁ ୩ଜଣ ଯୁବତୀ ହ୍ୱାଟ୍ସଆପ୍ ଗ୍ରୁପ୍…

କନକ ବ୍ୟୁରୋ : ଡିଜେ ଅଜେକ୍ସଙ୍କ ମୃତ୍ୟୁକୁ ନେଇ ସାମ୍ନାକୁ ଆସିଛି ନୂଆ ତଥ୍ୟ । ଆଜେକ୍ସଙ୍କୁ ଏକ୍ସପୋଜ୍ କରିବା ପାଇଁ ଏକ ହ୍ୱାଟ୍ସଆପ୍ ଗ୍ରୁପ୍ ତିଆରି ହୋଇଥିବା ସୂଚନା ମିଳିଛି । ତିନି ଜଣ ଯୁବତୀ ଏହି ହ୍ୱାଟ୍ସଆପ୍ ଗ୍ରୁପ୍ କରିଥିଲେ । କୁହାଯାଉଛି ଏହି ତିନି ଜଣ ଯୁବତୀଙ୍କୁ ପ୍ରେମ ଜାଲରେ…
Read More...

ମମତାଙ୍କୁ କ’ଣ କହିଲେ ଜଗୁନି ? ମୁଖ୍ୟ ବାଡ଼ଗ୍ରାହୀଙ୍କ ଏକ୍ସକ୍ଲୁସିଭ୍ ସୂଚନା

କନକ ବ୍ୟୁରୋ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ବେଳେ, ସାଙ୍ଗରେ ଥିଲେ ଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର । ମମତାଙ୍କ ମାର୍ଗଦର୍ଶକ ଭାବେ ସେ ବେଶ ଜଣାଶୁଣା । ତେବେ ମମତା…
Read More...

ବିନା ଟିକେଟରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ କାଳ ସାଜିଛନ୍ତି ଏହି ମହିଳା କର୍ମଚାରୀ, ଏକାକୀ ଆଦାୟ କରିଛନ୍ତି…

କନକ ବ୍ୟୁରୋ : ରେଳ ବିଭାଗରେ କାମ କରୁଥିବା ଜଣେ ମହିଳା କର୍ମଚାରୀ ଏବେ ଚର୍ଚ୍ଚାରେ ରହିଛନ୍ତି । ଏହି ମହିଳା କର୍ମଚାରୀଜଣଙ୍କ ବିନା ଟିକେଟରେ ଯାତ୍ରା କରୁଥିବା ଯାତ୍ରୀଙ୍କ ଠାରୁ ଏକାକୀ ୧କୋଟି ଟଙ୍କା ଜରିମାନା ଆଦାୟ କରିଛନ୍ତି । ରୋଜାଲୀନ ଓରୋକିୟା ମେରୀ ନାମକ ଏହି ମହିଳା କର୍ମଚାରୀ…
Read More...

ଏପ୍ରିଲ ପହିଲାରୁ ଏସବୁ ନିୟମରେ ହେବାକୁ ଯାଉଛି ପରିବର୍ତ୍ତନ, ଆପଣଙ୍କ ମାସିକ ବଜେଟ ଉପରେ ପକାଇପାରେ ପ୍ରଭାବ

କନକ ବ୍ୟୁରୋ : ମାର୍ଚ୍ଚ ମାସ ଶେଷରେ ଚଳିତ ୨୦୨୩ ଆର୍ଥିକ ବର୍ଷ ସମାପ୍ତ ହେବାକୁ ଯାଉଛି । ଏଣୁ ଚଳିତମାସ ହେଉଛି ସମସ୍ତ ସେକ୍ଟର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାସ । କାରଣ ଚଳିତବର୍ଷର ବାକିଥିବା କାମଗୁଡିକୁ ଏହି ମାସ ଶେଷ କରିବାକୁ ପଡିଥାଏ । ଏହାପରେ ଏପ୍ରିଲ ମାସଠାରୁ ପୁଣି ନୂଆ ଆର୍ଥିକ ବର୍ଷ…
Read More...

ସୁନା ଦର ଆକାଶ ଛୁଆଁ : ୧୦ ଗ୍ରାମକୁ ୬୦ ହଜାର ପାର; ପୁରୁଣା ସୁନା ବିକ୍ରି କରୁଛନ୍ତି ଲୋକେ, କେବେ କେତେ ଥିଲା ସୁନା…

କନକ ବ୍ୟୁରୋ : ୬୦ ହଜାର ପାର କଲାଣି ୧୦ ଗ୍ରାମ୍ ସୁନା ଦର । ତେଣୁ ପୁରୁଣା ସୁନା ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ଲୋକେ । ସୁନା କିଣିବା ପାଇଁ ଲୋକେ ଘରେ ରହୁଥିବା ପୁରୁଣା ସୁନାକୁ ବଦଳ କରୁଛନ୍ତି । ସୁନା ଦରରେ ବର୍ତମାନ ଦେଖାଦେଇଥିବା ବଡ଼ ଧରଣର ବୃଦ୍ଧି ଯୋଗୁ ସୁନା ବଦଳ ବଢିଛି ।…
Read More...

ଅରୁଣ କହିଲେ, କେନ୍ଦ୍ର ଅର୍ଥ ଘୋଷଣା କରେ କିନ୍ତୁ ଦିଏନି । ସୁବାଷଙ୍କ ଜବାବ, କେନ୍ଦ୍ର ଟଙ୍କା ଦିଏ, କିନ୍ତୁ ରାଜ୍ୟ ଜମି…

କନକ ବ୍ୟୁରୋ : ଗମନାଗମନକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ବିଜେଡି ବିଧାୟକ ଅରୁଣ ସାହୁ । ଶୂନ୍ୟକାଳରେ ଉଠାଇଲେ କେନ୍ଦ୍ର ଅବହେଳାର ପ୍ରସଙ୍ଗ । ରେଳ ବଜେଟକୁ ନେଇ କଡ଼ା ସମାଲୋଚନା କରିବା ସହ ଅରୁଣ କହିଛନ୍ତି, କେନ୍ଦ୍ର ସରକାର ଯାହା ଅର୍ଥ ଘୋଷଣା କରନ୍ତି ତାହା ଦିଅନ୍ତିନି ।ସେହିଭଳି…
Read More...

ବିଧାନଭସଭାରେ ଉଠିଲା ଅପପୃଷ୍ଟି ପ୍ରସଙ୍ଗ । ଜୟନାରାୟଣ କହିଲେ, ନଗଡା ଠାରୁ କଳିଙ୍ଗ ନଗର ଚିତ୍ର ଆହୁରି କଦର୍ଯ୍ୟ,…

କନକ ବ୍ୟୁରୋ : ବିଧାନସଭାରେ ଉଠିଲା ଅପପୁଷ୍ଟି ପ୍ରସଙ୍ଗ । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପ୍ରସଙ୍ଗ ଉଠାଇ କହିଛନ୍ତି ନଗଡ଼ା ଠାରୁ କଳିଙ୍ଗ ନଗର ଚିତ୍ର ଆହୁରି କଦର୍ଯ୍ୟ ରହିଛି । କେବଳ ନଗଡ଼ା କି କଳିଙ୍ଗ ନଗର ନୁହେଁ ଓଡିଶାରେ ୧୯ ପ୍ରତିଶତ ଛୁଆ କମ ଓଜନର ଜନ୍ମ ହେଉଛନ୍ତି । ୩୧ ପ୍ରତିଶତ…
Read More...

ଛତା ଧରି ଯାଉଥିଲେ ଅମ୍ରିତପାଲ ସିଂ : ସିସିଟିଭିରେ କଏଦ ହେଲା ଦୃଶ୍ୟ

କନକ ବ୍ୟୁରୋ : ଫେରାର ଥିବା ପଳାତକ ଅମ୍ରିତପାଲ ସିଂଙ୍କୁ ନେଇ ଆସିଛି ବଡ ସୂଚନା । ପୁଲିସକୁ ଚକମା ଦେଇ ଫେରାର ହୋଇଯାଇଥିଲା ଏହି ଖଲିସ୍ତାନୀ ନେତା ବାଇକରେ ହରିଆଣା ଦେଇ ଉତରାଖଣ୍ଡ ପଳାଇଯାଇଥିବା ସୂଚନା ମିଳିଛି । ତାଙ୍କୁ ଧରିବା ପାଇଁ ପଞ୍ଜାବ ପୁଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଛି ।…
Read More...

ନରେନ୍ଦ୍ର ପୁଷ୍କରିଣୀର ମାହାତ୍ମ୍ୟ : ମହାପ୍ରଭୁଙ୍କ ହୁଏ ଚନ୍ଦନଯାତ୍ରା; ରହିଛି ୧୬ଟି ତୁଠ

କନକ ବ୍ୟୁରୋ : ପୁରୀରେ ଥିବା ନରେନ୍ଦ୍ର ପୁଷ୍କରିଣୀର ବେଶ ମାହାତ୍ମ୍ୟ ରହିଛି । ଏହି ପୁଷ୍କରିଣୀଟି ଚନ୍ଦନ ପୁଷ୍କରିଣୀ ନାମରେ ମଧ୍ୟ ପରିଚିତ । କାରଣ ଜଗନ୍ନାଥ ମହାପ୍ରଭୁଙ୍କ ଦ୍ୱାଦଶଯାତ୍ରା ମଧ୍ୟରୁ ଚନ୍ଦନଯାତ୍ରା ଅନ୍ୟତମ । ଏହି ପୁଷ୍କରିଣୀରେ ଚନ୍ଦନଯାତ୍ରା ଅନୁଷ୍ଠିତ ହୋଇଥାଏ । ରାଜା…
Read More...

ବନ୍ୟପ୍ରାଣୀଙ୍କ ପାଇଁ ଅସୁରକ୍ଷିତ କୁଲଡିହା ଅଭୟାରଣ୍ୟ : ହାତୀକୁ ମାରି ଦାନ୍ତ ଚୋରି କରି ନେଲେ ଶିକାରୀ; ପାଟ୍ରୋଲିଂ…

କନକ ବ୍ୟୁରୋ : ବନ୍ୟପ୍ରାଣୀଙ୍କ ପାଇଁ ଅସୁରକ୍ଷିତ ହେଲାଣି କୁଲଡିହା ଅଭୟାରଣ୍ୟ । ବର୍ଷକ ଭିତରେ ଏଠାରେ ୬ଟି ହାତୀଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ପୁଣି ଏକ ଦନ୍ତା ହାତୀକୁ ଗୁଳିକରି ଦାନ୍ତ କାଟି ନେଇଛନ୍ତି ଶିକାରୀ । ଅଭୟାରଣ୍ୟର କଳମାଚତୁରୀ ନିକଟରେ ୩ ଦିନ ତଳେ ଏକ ବିରାଟକାୟ ଦନ୍ତାକୁ…
Read More...