Browsing Category

ନ୍ୟୁଜ୍

ଝାରସୁଗୁଡା ଉପନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା: ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ

କନକ ବ୍ୟୁରୋ: ଝାରସୁଗୁଡା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ଉପନିର୍ବାଚନରେ ବିଜେଡିର ପ୍ରାର୍ଥୀ ହେବେ ଦୀପାଳି ଦାସ । ଦିବଙ୍ଗତ ନେତା ନବ ଦାସଙ୍କ ଝିଅ ହେଉଛନ୍ତି ଦୀପାଳି ଦାସ । ନବ ଦାସଙ୍କ ଦେହାନ୍ତ ପରେ ଝାରସୁଗୁଡାରେ ହେବ ଉପନିର୍ବାଚନ । ମେ’ ୧୦ ତାରିଖରେ ଝାରସୁଗୁଡ଼ା…
Read More...

ଖୋଲିବନି ନୂଆ ଦୋକାନ. ମହଙ୍ଗା ହେବ ମଦ । ଏଣିକି ବିୟର ପାର୍ଲର, ସମୁଦ୍ର କୂଳରେ ମିଳିବ ୱାଇନ୍

କନକ ବ୍ୟୁରୋ:  ନୂଆ ଅବକାରୀ ନୀତି ଅନୁସାରେ ରାଜ୍ୟରେ ଆଉ ଖୋଲିବନି ନୂଆ ଠିପି ବନ୍ଦ ମଦ ଦୋକାନ । ଗ୍ରାମାଞ୍ଚଳରେ ବି କୌଣସି ପ୍ରକାର ଠିପି ଖୋଲା ମଦ ଦୋକାନ ଲାଇସେନ୍ସ ମିଳିବ ନାହିଁ । କେବଳ ସହରାଞ୍ଚଳରେ ଥିବା ତାରକା ହୋଟେଲ ଓ ଅନ୍ୟ ହୋଟେଲ ଗୁଡିକର ରୁମ ସଂଖ୍ୟାକୁ ଦୃଷ୍ଟିରେ ରଖି ଠିପି ଖୋଲା…
Read More...

ଦିଲ୍ଲୀ ପରେ ଏବେ ଅହମ୍ମଦାବାଦରେ ପୋଷ୍ଟର ବିବାଦ, ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ପୋଷ୍ଟର ଲଗାଇଥିବା ଅଭିଯୋଗରେ ୮ଗିରଫ

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ପୋଷ୍ଟର ଲଗାଇବା ଏବେ ମହଙ୍ଗା ପଡିଛି । ଦିଲ୍ଲୀରେ ଏଭଳି ପୋଷ୍ଟର ଲଗାଇ ୬ଜଣ ଗିରଫ ହୋଇଥିବା ବେଳେ ଏବେ ଗୁଜରାଟରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଛି । ଗୁଜରାଟର ଅହମ୍ମଦାବାଦରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ପୋଷ୍ଟର ଲଗାଇଥିବା ଅଭିଯୋଗରେ ଆମ୍…
Read More...

ଓଡ଼ିଆ ସ୍କୁଲ ପିଲା ଗଣିତ, ଇଂରାଜୀ ଓ ସାଧାରଣ ଜ୍ଞାନରେ ଦୁର୍ବଳ ! ବିଭିନ୍ନ ସଂସ୍ଥାର ସର୍ବେକ୍ଷଣରୁ ଆସିଲା ଉଦବେଗଜନକ…

କନକ ବ୍ୟୁରୋ : ଓଡିଶାରେ ଓଡିଆ ମିଡିଅମ ବା ସରକାରୀ ସ୍କୁଲରେ ପଢୁଥିବା ପିଲା ଗଣିତ, ଇଂରାଜୀ ଓ ଜିକେରେ ଭାରି ଦୁର୍ବଳ । ଏ କଥା ଅନେକ ଶିକ୍ଷାବିତ୍ ଓ ଅଭିଭାବକଙ୍କୁ ଭୟଭିତ କରିପାରେ । କାରଣ ଅଷ୍ଟମ, ନବମ, ଦଶମ ଛାତ୍ରଛାତ୍ରୀ ଏହି ତିନୋଟି ବିଷୟରେ ଦୁର୍ବଳ । ଏହା ତାଙ୍କୁ ଭବିଷ୍ୟତରେ ଭାରି…
Read More...

ବନ୍ଧା ହେଲେ ୨ ଲେଡି ବାଉନସର : ୧୦ କୋଟିର ଜମି ପାଇଁ କୋଟିଏ ଟଙ୍କାର ବଟି ଘଟଣାରେ ବାନ୍ଧିଲା ପୁଲିସ

କନକ ବ୍ୟୁରୋ : ୧୦ କୋଟିର ଜମି ପାଇଁ କୋଟିଏ ଟଙ୍କାର ବଟି ଘଟଣାରେ ଭଙ୍ଗାରୁଜା କରିଥିବା ୨ଜଣ ଲେଡି ଡନଙ୍କୁ ବାନ୍ଧିଲା ପୋଲିସ । ଲକ୍ଷ୍ମୀସାଗର ଅଞ୍ଚଳରେ ଦୁଇ ଲେଡି ଡନଙ୍କ ଘର ବୋଲି ଜଣାପଡ଼ିଛି । ଗତକାଲି ୭ଜଣ ଜମି ପୋଜେସନ ମାଫିଆଙ୍କୁ ବାନ୍ଧିଥିଲା ନୟାପଲ୍ଲୀ ପୋଲିସ । ପ୍ରେସିଡେନ୍ସି ପଛରେ ଏକ…
Read More...

୧୦ମାସର ଜେଲ ଜୀବନ ପରେ ଶନିବାର ଜେଲରୁ ମୁକୁଳିବେ ସିଦ୍ଧୁ, ରୋଡ ରେଜ୍ ମାମଲାରେ ପାଇଥିଲେ ଦଣ୍ଡ

କନକ ବ୍ୟୁରୋ : ପୁଣି ପଞ୍ଜାବରେ ଶୁଭିବ ସିଦ୍ଧୁଙ୍କ ସ୍ୱର । କାରଣ ଦୀର୍ଘ ୧୦ମାସ ହେବ ଜେଲରେ ବନ୍ଦି ଥିିବା କଂଗ୍ରେସ ନେତା ନବଜୋତସିଂ ସିଦ୍ଧୁ ଆସନ୍ତାକାଲି ଜେଲରୁ ମୁକୁଳିବାକୁ ଯାଉଛନ୍ତି । ଏନେଇ ସିଦ୍ଧୁଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ସୂଚନା ଦିଆଯାଇଛି । ଗତବର୍ଷ ସିଦ୍ଧୁଙ୍କୁ ସୁପ୍ରିମକୋର୍ଟ …
Read More...

ଶତ୍ରୁ ପାଇଁ କାଳ ସାଜିବ ଆକାଶ ପ୍ରାଇମ୍ ମିସାଇଲ୍ । ଆଖିପିଛୁଳାକେ ଆକ୍ରମଣ କରିବ, ସବୁକିଛି ଧ୍ୱଂସ କରିଦେବ

କନକ ବ୍ୟୁରୋ : ଭାତତୀୟ ସେନାକୁ ମିଳିବାକୁ ଯାଉଛି ଆଉ ଏକ ବ୍ରହ୍ମାସ୍ତ୍ର । ଆକାଶ ପ୍ରାଇମ୍ ମିସାଇଲ୍ ସିଷ୍ଟମ୍ ଏବଂ ସ୍ୱାତି ୱେପନ୍ ଲୋକେଟିଂ ରାଡାର୍ ସିଷ୍ଟମ୍ ପାଇଁ ୯୧ହଜାର କୋଟି ଟଙ୍କା ନିର୍ଦ୍ଧାରିତ କରିଛି ଭାରତୀୟ ପ୍ରତିରକ୍ଷା ମନ୍ତ୍ରାଳୟ । ଏହି ଦୁଇଟି ବ୍ରହ୍ମାସ୍ତ୍ରର କାମ ଅଲଗା ଅଲଗା…
Read More...

ମଶାଧୂପ ଲଗାଇ ଶୋଇଥିଲେ ପୁରା ପରିବାର, ସକାଳୁ ମିଳିଲା ୬ଲୋକଙ୍କ ମୃତଦେହ

କନକ ବ୍ୟୁରୋ : ମୃତ୍ୟୁ କେତେବେଳେ ଓ କେମିତି ଆସେ ତାହା କେହି ବି ପୂର୍ବାନୁମାନ କରିବା ସମ୍ଭବ ନୁହେଁ । କିଏ ରେଳ ତଳେ ଫଶି ବଞ୍ଚିଯାଉଛି ତ କିଏ ସାମାନ୍ୟ ଝୁଣ୍ଟିପଡି ମୃତ୍ୟୁବରଣ କରିଛି । ହେଲେ ଗତକାଲି ରାତିରେ ଗୋଟିଏ ପରିବାରର ୬ଜଣ ଲୋକ ଯେଭଳି ଭାବେ ମୃତ୍ୟୁବରଣ କରିଛନ୍ତି ତାହା ଆପଣଙ୍କୁ…
Read More...

ବିଧାନସଭାରେ ନକଲି ସାର୍ଟିଫିକେଟ ଝଡ଼ : ମୁଖ୍ୟ ଅଭିଯୁକ୍ତ ସହ ଫଟୋ ଦେଖାଇ ମୁହାଁମୁହିଁ ହେଲେ ଶାସକ–ବିରୋଧୀ

କନକ ବ୍ୟୁରୋ : ବିଧାନସଭାରେ ନକଲି ସାର୍ଟିଫିକେଟ୍ ଝଡ଼ । ଅଭିଯୁକ୍ତଙ୍କ ସହ ନେତାଙ୍କ ଫଟୋ ଦେଖାଇ ପରସ୍ପରଙ୍କୁ କଲେ ଟାର୍ଗେଟ । ଏହି ପ୍ରସଙ୍ଗରେ ନରସିଂହ ମିଶ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଫଟୋ ଓ ପୂର୍ବତନ ମନ୍ତ୍ରୀଙ୍କ ଫଟୋ ମୁଖ୍ୟ ଅଭିଯୁକ୍ତଙ୍କ ସହ ଥିବା ଅଭିଯୋଗ କରିଥିଲେ । ଏହାକୁ କାଉଂଟର…
Read More...

ଆସନ୍ତାକାଲି ଆରମ୍ଭ ହେବ ନୂଆ ଆର୍ଥିକ ବର୍ଷ : କ’ଣ ସବୁ ନୂଆ ନିୟମ ହେବ ଲାଗୁ ?

କନକ ବ୍ୟୁରୋ : ଆଜିଠାରୁ ଶେଷ ହେଉଛି ଆର୍ଥିକ ବର୍ଷ । ଆସନ୍ତାକାଲି ଆରମ୍ଭ ହେବ ନୂଆ ଆର୍ଥିକ ବର୍ଷ । ଏଥି ସହ ବଦଳିଯିବ କିଛି ନିୟମ । ବିଶେଷ କରି ବଜେଟରେ ଘୋଷଣା ହୋଇଥିବା ଟିକସ ସମ୍ପର୍କିତ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ସେହିପରି ହଲମାର୍କିଂ ବାଧ୍ୟତାମୂଳକ ହୋଇଥିବାରୁ ସୁନା ଗହଣା ଦାମ…
Read More...