Browsing Category

ନ୍ୟୁଜ୍

କଟକରେ ଆଇନ ଛାତ୍ରୀଙ୍କୁ ଦୁଷ୍ମର୍ମ ଅଭିଯୋଗ। ମଧୁପାଟଣା ଅଞ୍ଚଳରେ ଥିବା ପ୍ରତିଷ୍ଠିତ ହୋଟେଲରେ ନିର୍ଯ୍ୟାତନାର ଶିକାର…

କନକ ବ୍ୟୁରୋ: କଟକରେ ଆଇନ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ । ସାଙ୍ଗମାନଙ୍କ ସହିତ ଜନ୍ମଦିନ ପାଳିବା ପାଇଁ ହୋଟେଲ ଯାଇ ରାତି ବିତାଇଥିବା ଜଣେ ଆଇନ ପଢ଼ୁଆ ଛାତ୍ରୀ ଦୁଷ୍କର୍ମର ଶିକାର ହୋଇଛନ୍ତି । ରାତିରେ ଛାତ୍ରୀଙ୍କ ରୁମ୍ ଖୋଲାଥିବାର ସୁଯୋଗ ନେଇ ହୋଟେଲ ମ୍ୟାନେଜର ଏଭଳି ଜଘନ୍ୟକାଣ୍ଡ…
Read More...

ଭାରତୀୟ ଶୋ ଦେଖାଉଥିବା ପାକିସ୍ତାନ ଟିଭି ଚ୍ୟାନେଲ ଉପରେ କାର୍ଯ୍ୟାନୁଷ୍ଠାନ, ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ

କନକ ବ୍ୟୁରୋ : ପାକିସ୍ତାନର ଲୋକମାନେ ଭାରତୀୟ ସୋ ଓ ବଲିଉଡ ସିନେମା ଦେଖିବାକୁ ବେଶ୍ ପସନ୍ଦ କରିଥାନ୍ତି । ହେଲେ ପାକିସ୍ତାନର କଟ୍ଟରବାଦୀ ସଂଗଠନମାନେ ଏହାକୁ ପସନ୍ଦ କରୁନାହାଁନ୍ତି । ଏବେ ଖବର ଆସିଛି କି ପାକିସ୍ତାନ ପକ୍ଷରୁ ସେଠିକାର ଟିଭି ଚ୍ୟାନେଲମାନଙ୍କୁ (ଯେଉଁ ଚ୍ୟାନେଲମାନେ ଭାରତୀୟ…
Read More...

‘କୁଇ ତଥା ଦେଶୀଆ’ ଭାଷାରେ ପାଠ୍ୟପୁସ୍ତକ ପ୍ରସ୍ତୁତ କରିବା ପାଇଁ ଏନସିଇଆରଟିର ୧୦ ଜଣିଆ କମିଟି ଗଠିତ । ‘କୁଇ ତଥା…

କନକ ବ୍ୟୁରୋ: କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରାମର୍ଶ କ୍ରମେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ପ୍ରଚଳିତ ‘କୁଇ ତଥା ଦେଶୀଆ’ ଭାଷାରେ ଶିକ୍ଷାଦାନ ଓ ଶିକ୍ଷା ଆହରଣ ନିମନ୍ତେ ଏନସିଇଆରଟି ପକ୍ଷରୁ ପାଠ୍ୟପୁସ୍ତକ ପ୍ରସ୍ତୁତ କରିବା ପାଇଁ ୧୦ ଜଣିଆ କମିଟି ଗଠନ…
Read More...

‘ମରିଯିବି ପଛେ, ଦେଶକୁ ବାଣ୍ଟିବାକୁ ଦେବିନି’ । ଇଦ୍ ଅବସରରେ ଏମିତି କହିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା…

କନକ ବ୍ୟୁରୋ: ଜୀବନ ଦେଇଦେବି ପଛେ, ହେଲେ ଦେଶକୁ ବାଣ୍ଟିବାକୁ ଦେବିନି । ଆଜି ସାରା ଦେଶରେ ଇଦ୍ ପାଳନ ହେଉଥିବାବେଳେ, ଏଭଳି କିଛି ବୟାନ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଶନିବାର ମମତା ଦିଦି ଭାଗବଣ୍ଟା ରାଜନୀତି କରୁଥିବା ନେତାଙ୍କୁ ଟାର୍ଗେଟ କରିବା ସହ ସେମାନଙ୍କ…
Read More...

ତାମିଲନାଡୁରେ କର୍ମଚାରୀଙ୍କ ପାଇଁ ଖୁସି ଖବର, ସପ୍ତାହରେ ୪ ଦିନ କରିବେ କାମ।

କନକ ବ୍ୟୁରୋ: ତାମିଲନାଡୁ ବିଧାନସଭାରେ ଏକ ଐତିହାସିକ ବିଲ ପାସ ହୋଇଛି । ଏହି ବିଲରେ ଜଣେ କର୍ମଚାରୀ ସପ୍ତାହରେ କେବଳ ୪ ଦିନ କାମ କରିବେ । ସପ୍ତାହରେ ଅନ୍ୟ ତିନି ଦିନ କର୍ମଚାରୀଙ୍କୁ ଛୁଟି ଦିଆଯିବ । ତେବେ ଏଥିରେ କିଛି ନିୟମ ସରକାରଙ୍କ ତରଫରୁ ଯୋଡାଯାଇଛି । ତେବେ ଏହି ନିୟମ କାରଣରୁ…
Read More...

ମହାକାଶରେ ବଢିବ ଭାରତର ଦବଦବା । ସିଙ୍ଗାପୁରର ଦୁଇଟି ସାଟେଲାଇଟ୍ ଲଞ୍ଚ କଲା ଇସ୍ରୋ । ଦେଖନ୍ତୁ, ଭିଡିଓ…

କନକ ବ୍ୟୁରୋ: ବିଶ୍ୱ ଦେଖିଲା ଇସ୍ରୋର କମାଲ । ସିଙ୍ଗାପୁରର ଦୁଇଟି ଉପଗ୍ରହକୁ ନେଇ ଇସ୍ରୋର ‘ପିଏସଏଲଭି-ସି ୫୫’ ଶନିବାର ଉଡାଣ ଭରିଛି । ସମାଚାର ଏଜେନ୍ସି ପିଟିଆଇରୁ ମିଳିଥିବା ସୂଚନା ମୁତାବକ, ଶନିବାର ଦ୍ୱିପହର ୨ଟା ୧୯ ମିନିଟ ସମୟରେ ଏହି ରକେଟ୍ ଲଞ୍ଚ ହୋଇଥିଲା । ତେବେ ଏହି ରକେଟରେ…
Read More...

ଜମ୍ମୁକାଶ୍ମୀରରେ ଆତଙ୍କୀ ନିପାତରେ ଭାରତୀୟ ସେନାର ରେକର୍ଡ। ଜାଣନ୍ତୁ ପୂରା ତଥ୍ୟ…

କନକ ବ୍ୟୁରୋ: ଜମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କୁ ନିପାତ କରିବାରେ ଭାରତୀୟ ସେନାର ରେକର୍ଡ ରହିଛି । ୨୦୨୨ରେ ୩୧ ଯବାନ ଆତଙ୍କବାଦୀ ଆକ୍ରମଣରେ ଦେଶ ପାଇଁ ବଳିଦାନ ଦେଇଥିଲେ । ଏହାର ଜବାବରେ ଘାଟିରେ ସୁରକ୍ଷାବଳ ହାତରେ ୧୭୨ ଆତଙ୍କୀଙ୍କ ଜୀବନ ଯାଇଥିଲା । ସେହିଭଳି ୨୦୨୧ରେ ୪୩ ଯବାନ ସହିଦ…
Read More...

ବଞ୍ଚିପାରିବେନି ଆତଙ୍କବାଦୀ। ଜମ୍ମୁକଶ୍ମୀରରେ ସର୍ଚ୍ଚ ଅପରେସନକୁ ଜୋରଦାର କଲା ସେନା।

କନକ ବ୍ୟୁରୋ: ପୁଞ୍ଚରେ ଯବାନଙ୍କ ଗାଡି ଉପରେ ଆତଙ୍କବାଦୀ ଆକ୍ରମଣ କରିବା ପରେ, ଜାମ୍ମୁକାଶ୍ମୀରରେ ବଡ ସର୍ଚ୍ଚ ଅପରେସନ ଆରମ୍ଭ କରିଛି ସେନା । ଯେଉଁମାନେ ଆକ୍ରମଣରେ ସମ୍ପୃକ୍ତ ଅଛନ୍ତି, ସେମାନଙ୍କୁ କଳେବଳେ କୌଶଳେ ଧରିବାକୁ, ଖୋଜି ବାହାର କରିବା ସହ, ଶେଷ କରିବା ପାଇଁ ଅଭିଯାନ ଆରମ୍ଭ କରିଛି…
Read More...

ସତ୍ୟପାଲ ମଲ୍ଲିକ ସିବିଆଇ ସମନକୁ କଲେ ଖଣ୍ଡନ, କହିଲେ ଏଜେନ୍ସି ନିଜେ ମୋ ଘରକୁ ଆସିବ।

କନକ ବ୍ୟୁରୋ: ଜମ୍ମୁକାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କୁ ସିବିଆଇ ସମନ ମାମଲାରେ ନୂଆ ମୋଡ ଆସିଛି । ସତ୍ୟପାଲ ମଲ୍ଲିକ ସିବିଆଇର ସମନକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, ସିବିଆଇ ମୋତେ ଡକାଇନାହିଁ କି ସମନ କରିନାହିଁ । ସେ କହିଛନ୍ତି ମୁଁ କିଛି ପ୍ରଶ୍ନ ଉଠାଇଥିଲି ଏହା…
Read More...

ରାଜ୍ୟରେ ଖୋଲା ରହିବ ଅଙ୍ଗନୱାଡି କେନ୍ଦ୍ର। ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ନିର୍ଦ୍ଦେଶନାମା ଜାରି।

କନକ ବ୍ୟୁରୋ: ଖୋଲାରହିବ ଅଙ୍ଗନୱାଡି କେନ୍ଦ୍ର । ରାଜ୍ୟର ସମସ୍ତ ଅଙ୍ଗନୱାଡି କେନ୍ଦ୍ର ସକାଳ ୭ଟାରୁ ୧୦ଟା ଯାଏ ଖୋଲା ରହିବ । ଏନେଇ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ନିର୍ଦ୍ଦେଶନାମା ଜାରିକରାଯାଇଛି ।
Read More...