Browsing Category

ନ୍ୟୁଜ୍

ଗରମ ଗୁଳୁଗୁଳି ଭିତରେ ଦୁର୍ଦ୍ଦଶା ବଢାଉଛି ବିଜୁଳିକାଟ୍ : ସାରା ରାଜ୍ୟରେ ଘନଘନ ପାୱାର କଟ୍; କିଏ ଗଛ ମୂଳେ ତ କିଏ…

କନକ ବ୍ୟୁରୋ : କିଛି ଦିନ ହେଲା ଗରମ ଗୁଳୁଗୁଳି ଯୋଗୁ ଜନଜୀବନ ଅତିଷ୍ଠ ହୋଇପଡିଛି । ଆଉ ତା ସହିତ ଘନ ଘନ ବିଦ୍ୟୁତ କାଟ ଲୋକଙ୍କ ଦୁର୍ଦ୍ଦଶାକୁ ଆହୁରି ବଢାଇ ଦେଇଛି । ଦିନ ହେଉ କି ରାତି ପ୍ରତି ସମୟରେ ବିଦ୍ୟୁତ କାଟ ହେଉଛି । ଦିନ ସମୟରେ ତାତି ଅପେକ୍ଷା ରାତି ବେଳେ ଗରମ ଗୁଳଗୁଳି ଜୀବନ…
Read More...

ଅସହ୍ୟ ତାତିରୁ ମିଳିଲା ଆଶ୍ୱସ୍ତି : ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବ ପାଗରେ ଆଣିଲା ପରିବର୍ତ୍ତନ

କନକ ବ୍ୟୁରୋ : ସପ୍ତାହରେ ଅଧିକ ଦିନ ଧରି ଲାଗି ରହିଥିବା ଗ୍ରୀଷ୍ମପ୍ରବାହରୁ ମିଳିଲା ଆଶ୍ୱସ୍ତି । କିଛି ସ୍ଥାନରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିଛି । ଘଡ଼ଘଡ଼ି ସହ ବର୍ଷା ଯୋଗୁଁ ତାପମାତ୍ରା ହ୍ରାସ ପାଇଛି । ଯାହା ଦୀର୍ଘ ଦିନ ଧରି ଲାଗି ରହିଥିବା ତାତିରୁ ଲୋକଙ୍କୁ ତ୍ରାହି ଦେଇଛି ।…
Read More...

ଖବର ବାଜିଲା ପ୍ରଶାସନ ପହଞ୍ଚିଲା : ସୂର୍ଯ୍ୟ ମହାଜନଙ୍କ ଘରେ ପହଞ୍ଚି ୬ମାସର ପେନସନ ଓ ହ୍ୱିଲ୍ ଚେୟାର ଯୋଗାଇଲା

କନକ ବ୍ୟୁରୋ : ଖବର ବାଜିଲା, ପ୍ରଶାସନ ପହଞ୍ଚିଲା । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ବଣୁଆଗୁଡ଼ା ଗ୍ରାମ ପଞ୍ଚାୟତର ସୂର୍ଯ୍ୟ ହରିଜନଙ୍କ ଘରେ ପହଞ୍ଚିଛି ପ୍ରଶାସନ । ପ୍ରଶାସନ ସୂର୍ଯ୍ୟଙ୍କୁ ସମସ୍ତ ପ୍ରକାର ସହାୟତାର ହାତ ବଢ଼ାଇଛି । ତୁରନ୍ତ ୬ମାସର ପେନସନ୍ ଯୋଗାଇଦେବା ସହ ପେନସନ୍ ୫ଶହରୁ…
Read More...

ମମିତା ମେହେରଙ୍କ ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କା : ବଲାଙ୍ଗୀର ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ

କନକ ବ୍ୟୁରୋ : ମମିତା ମେହେରଙ୍କ ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କା । ପୀଡିତା ସହାୟତା ରାଶି ବାବଦରେ ୧୦ ଲକ୍ଷ ଟଙ୍କା ମିଳିବ । ବଲାଙ୍ଗୀର ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ । ସହାୟତା ରାଶି ଦେବାକୁ ମମିତାଙ୍କ ଭାଇ ଆବେଦନ କରିଥିଲେ । ମହାଲିଙ୍ଗ କଲେଜର ଅଧ୍ୟକ୍ଷା ଥିଲେ ମମିତା…
Read More...

ଏହି ଗାଁ ହେଉଛି ଶିକ୍ଷକ ତିଆରି କାରଖାନା । ଗୋଟିଏ ଗାଁରେ ରହିଛନ୍ତି ୩ଶହରୁ ଉର୍ଦ୍ଧ ଶିକ୍ଷକ । ମାଗଣା କୋଚିଂ ସେଣ୍ଟରରେ…

କନକ ବ୍ୟୁରୋ : ଭାରତର ଏମିତି ଏକ ଗାଁ ଯାହା ଦେଶକୁ ଦେଇଛି ୩୦୦ରୁ ଅଧିକ ଶିକ୍ଷକ । ଗାଁରେ ପ୍ରତି ଘରେ ରହିଛନ୍ତି ଜଣେ ଜଣେ ଉଚ୍ଚସ୍ତରୀୟ ଶିକ୍ଷକ । ଆମ ଦେଶରେ ଶିକ୍ଷାର ଭିନ୍ନ ଏକ ଗୁରୁତ୍ବ ରହିଛି । ବୃଦ୍ଦି ପାଉଥିବା ଟେକ୍ନୋଲୋଜିର ବ୍ୟବହାର ସହ ଦେଶରେ ଶିକ୍ଷାର ମାନ ବୃଦ୍ଧି ପାଇବାରେ…
Read More...

ଛତିଶଗଡ଼ି ସିନେମାରେ ଗୀତ ଗାଇଲେ ବବି ଅନସୂୟା : କରୋନା ସମୟରେ ବ୍ୟଙ୍ଗ କବିତା ଗାଇ ଥିଲେ ବେଶ୍ ଚର୍ଚ୍ଚାରେ

କନକ ବ୍ୟୁରୋ : ବବି ଅନସୂୟା । ଅଲ ଇଣ୍ଡିଆ କଣ୍ଠଶିଳ୍ପୀ ଭାବେ ପରିଚିତ ଥିବା ବେଳେ ଏବେ ଛତିଶଗଡି ଫିଲ୍ମ ପାଇଁ କଣ୍ଠଦାନ କରିଛନ୍ତି ଅନସୂୟା । କଟକ ବାସିନ୍ଦା ଅନସୂୟା ପ୍ରଥମ ଥରପାଇଁ ଛତିଶଗଡି ମୁଭିରେ ନିଜର କଣ୍ଠ ଦାନ କରିଛନ୍ତି ଫିଲ୍ମ ‘ଜିରୋ ବନି ହିରୋ’ର ଗୀତଟି ଏବେ ରିଲିଜ ହୋଇଛି ।…
Read More...

କାହିଁକି ହଳଦିଆ ବୋର୍ଡରେ ଲେଖାଯାଏ ରେଳ ଷ୍ଟେସନର ନାମ? କଣ ରହିଛି ଏହା ପଛରେ ବୈଜ୍ଞାନିକ କାରଣ?

କନକ ବ୍ୟୁରୋ : ବିଶ୍ୱର ସର୍ବବୃହତ ରେଳ ନେଟୱାର୍କ ମଧ୍ୟରୁ ଭାରତୀୟ ରେଳ ନେଟୱାର୍କ ଅନ୍ୟତମ । ଭାରତୀୟ ରେଳବାଇ ପ୍ରାୟତ ବହୁଳ ଭାବରେ ଭ୍ରମଣର ଧାରା ମଧ୍ୟରେ ଗଣାଯାଇଥାଏ । ଭାରତରେ ଅଧିକାଂଶ ଯାତ୍ରୀ ଦୈନିକ ଟ୍ରେନ୍ ମାଧ୍ୟମରେ ଯାତାୟାତ କରିଥାନ୍ତି । ଆପଣ ଟ୍ରେନରେ ଯାତାୟାତ କରୁଥିବା ସମୟରେ…
Read More...

ମହେନ୍ଦ୍ର ନାୟକ କଂଗ୍ରେସରୁ ଗଲେ ଲୋକେ ବହୁତ ଖୁସି, ତାଙ୍କ ଯୋଗୁଁ ଭୋଟ ମାଇନସ ହୋଇଥିଲା : ତାରା ବାହିନୀପତି

କନକ ବ୍ୟୁରୋ : କଂଗ୍ରେସର ପୂର୍ବତନ ବିଧାୟକ ପ୍ରାର୍ଥୀ ମହେନ୍ଦ୍ର ନାୟକ ବିଜେଡିରେ ଯୋଗ ଦେବା ପରେ ମୁହଁ ଖୋଲିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ତାରା କହିଛନ୍ତି, ଧାମନଗର, ବାଲେଶ୍ୱର ପରିସ୍ଥିତି ଅଲଗା ଥିଲା ଏବେ ଝାରସୁଗୁଡା ରେ ପରିସ୍ଥିତି ବଦଳି ଯାଇଛି । ଆମ ପ୍ରାର୍ଥୀ ତରୁଣ…
Read More...

ଓଡିଶାରେ ଲୁଚିଥିଲା କି ଗୁଡ୍ଡୁ ମୁସଲିମ୍ ? ବରଗଡରେ ଉତ୍ତରପ୍ରଦେଶର ଏସଟିଏଫ୍ ଟିମ୍; ରାଜା ଖାନଙ୍କୁ ପଚରାଉଚରା

କନକ ବ୍ୟୁରୋ : ବରଗଡରେ ଉତ୍ତରପ୍ରଦେଶର ଏସଟିଏଫ୍ ଟିମ୍ । ରାଜା ଖାନଙ୍କୁ ଏସଟିଏଫ ସ୍ୱତନ୍ତ୍ର ଟିମର ପଚରାଉଚରା । ସ୍ଥାନୀୟ ପୋଲିସ ସହୟତାରେ ଏସଟିଏଫର ପଚରାଉଚରା । ରାଜାର ଘର ଛତିଶଗଡ ମହାସମୁଦ ଜିଲ୍ଲାରେ । ବରଗଡ ସୋହେଲାରେ ରାଜାର ବ୍ୟବସାୟ ରହିଛି । ଫୋନ୍ ଟ୍ରାକିଂ ଆଧାରରେ ଜେରା…
Read More...

ମହାରାଷ୍ଟ୍ର ରାଜନୀତିରେ ତୀବ୍ର ହେଉଛି କ୍ଷମତା ଲଢେଇ, ପଦାରେ ପଡିଲା ଏନସିପିର ଘରୋଇ କନ୍ଦଳ

କନକ ବ୍ୟୁରୋ : ଏନସିପି ବା ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ମଧ୍ୟରେ ସବୁକିଛି ଠିକ୍ ଠାକ ଚାଲିନାହିଁ । ପାର୍ଟିର ନେତା ଶରଦ ପାୱାର ଓ ତାଙ୍କ ଭଣଜା ଅଜିତ ପାୱାରଙ୍କ ମଧ୍ୟରେ ଥିବା ଘରୋଇ କଳି ଏବେ ପଦାରେ ପଡିଛି । ଏବେ ମୁମ୍ବାଇର ଘାଟକୋପର ଠାରେ ହେବାକୁ ଥିବା ବୈଠକକୁ ଅଜିତ ପାୱାରଙ୍କୁ…
Read More...